ସମସ୍ତେ ଛିଡ଼ା ହୋଇ ତାଳି ମାରିଛନ୍ତି । ଏହି ସବୁ ଦୃଶ୍ୟ ଦେଖାଯିବା ପରେ, IPLରୁ ଦିନେଶଙ୍କ ଅବସର ଚର୍ଚ୍ଚା ଅଧିକ ଖୋରାକ ପାଉଛି ।
ହାଇଭୋଲଟେଜ୍ ମ୍ୟାଚରେ ରାଜସ୍ଥାନଠୁ ହାରିଲା ବେଙ୍ଗାଲୁରୁ । ୧୭୩ ରନର ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କଲା ରାଜସ୍ଥାନ ।
ସୋସିଆଲ ମିଡିଆରେ ବୈଜୟନ୍ତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଆଉ ସେହି ମ୍ୟାଜିକ ନାହିଁ ।
ଏଥର ମଇଦାନରେ ବହୁ ହେଭିୱେଟ୍ । ୬ ସଂସଦୀୟ କ୍ଷେତ୍ର, ୪୨ ବିଧାନସଭା ଆସନରେ ହେବ ଭୋଟିଂ ।
ପ୍ରତିବର୍ଷ ମେ’ ୨୩ରେ ‘ବିଶ୍ୱ କଇଁଛ ଦିବସ’ ପାଳନ କରାଯାଏ। ଏହି ଦିନଟି କଇଁଛର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଉତ୍ସର୍ଗୀକୃତ। ଏହି ଦିନ ଲୋକଙ୍କୁ ସ୍ମରଣ କରାଯାଏ ଯେ କଇଁଛମାନଙ୍କୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନରେ ବଞ୍ଚିବା ଏବଂ ବଢେଇବାରେ ସାହାଯ୍ୟ କରିବା କେତେ ମହତ୍ୱପୂର୍ଣ୍ଣ।
ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ ।
ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଗୁରୁବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପୂର୍ଣ୍ଣିମା ସନ୍ଧ୍ୟା ୦୭.୨୨ ଗତେ ପ୍ରତିପଦ। ଘାତଚନ୍ଦ୍ର- ନାସ୍ତି। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୧୩ ପର୍ଯ୍ୟନ୍ତ।
ପୁରାଣରେ ଶାକ୍ୟ ବଂଶାନୁକ୍ରମିକ ବିଷୟରେ ଉଲ୍ଲେଖ ରହିଛି। ଏଥିରୁ ଜଣାଯାଏ ଭଗବାନ ବୁଦ୍ଧ ଶ୍ରୀରାମଙ୍କର ବଂଶଜ। ପୁରାଣ ଅନୁସାରେ ଶ୍ରୀରାମଙ୍କ ଦୁଇ ପୁଅ ଲବ ଏବଂ କୁଶଙ୍କ ମଧ୍ୟରୁ କେବଳ କୁଶଙ୍କ ବଂଶ ବଢିଥିଲା। ଏହା ପରେ କୁଶଙ୍କ ବଂଶ ଆଗକୁ ବଢି ଶଲ୍ୟଙ୍କ ଜନ୍ମ ହେଲା। ଗୌତମ ବୁଦ୍ଧ ଏହି ଶଲ୍ୟ ବଂଶର ପ୍ରାୟ ୨୫ତମ ପିଢିରେ ଜନ୍ମଗ୍ରହଣ କରିଥିଲେ।
ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ଶାହରୁଖଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସର ମ୍ୟାଚ୍ ହୋଇଥିଲା। ଏହାପରେ ଶାହରୁଖ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଆଜି ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।
କଟକ ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ଚଢି ଏହି ଗ୍ୟାଙ୍ଗ ଲୁଟ୍ କରୁଥିଲେ । ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି କହିଛି ପୋଲିସ।
ଖଣି ଖନନ ପାଇଁ ମିଳିଥିବା ଅନୁମତି ଠାରୁ ଅଧିକ ଲୁହାପଥରକୁ ଖନନ କରାଯାଇଥିବା ଅଭିଯୋଗ ହେବା ପରେ, ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ହୋଇଥିଲା ।
ଅସହ୍ୟ ଗରମ ସତ୍ତ୍ୱେ ସୁରକ୍ଷାରେ ନିୟୋଜିତ ଯବାନ । ତାତିକୁ ଖାତିର ନ କରି ଡ୍ୟୁଟି କରୁଥିବାରୁ ସାଲ୍ୟୁଟ୍ କରୁଛି ଦେଶ ।
ଚମ୍ପୁଆରେ ଜନସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ବିଧାୟକ ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କ ପାଇଁ ସେ ଭୋଟ୍ ମାଗିଛନ୍ତି। ଏହାପରେ ଚମ୍ପୁଆ ସ୍ଥିତ ରାମ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।
ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ସରିଥିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୨୮ ଭିତରେ ଖାତା ଦେଖା ଯାଇଥିଲା।
ଏଥର ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଛି ପିଇବା ପାଣି ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତା । କାମ କରୁନି ପାଣି ଟାଙ୍କି, ଶୁଖିଲା ପଡିଛି ନଳକୂଅ ।
ବିଜେପିର ଘନଘନ ଟାର୍ଗେଟ, ହେଲେ ନବୀନ ନିରବ । ଖାଲି ରାଜନୈତିକ କାଉଣ୍ଟର କରୁଛନ୍ତି, ହେଲେ ମୁଦ୍ଦା କି ପ୍ରଶ୍ନର ଉତ୍ତର ରଖୁନାହନ୍ତି। ରତ୍ନଭଣ୍ଡାରରୁ ଚିଟଫଣ୍ଡ, ଖଣି ଦୁର୍ନୀତି ଠାରୁ ବାବୁ ରାଜ୍ ।
ବିଜେପି ଓ କଂଗ୍ରେସକୁ କଡ଼ା ତାଗିଦ କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆଚରଣ ବିଧି ପାଳନ କରିବାକୁ ଏବଂ ଭାଷା ସଂଯମତା ରକ୍ଷା ପାଇଁ ଷ୍ଟାର୍ ପ୍ରଚାରକଙ୍କୁ ନିର୍ଦ୍ଦେଶ ଦେବାକୁ ଉଭୟ ଦଳକୁ କହିଛନ୍ତି ଭାରତୀୟ ଇଲେକ୍ସନ୍ କମିଶନ ।
ଏକ ରିପୋର୍ଟ ଅନୁଯାୟୀ ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭ୍ୟାସ ମ୍ୟାଚ୍ ସହ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ବାତିଲ କରାଯାଇଛି ।
ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ଜନସଭାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ
ଚାକିରି ପାଇବା ଯେତିକି ଖୁସି ଆଣିଥାଏ, ଚାକିରି ହରେଇବା ତା’ ଠାରୁ ଅଧିକ ଦୁଃଖ ଦେଇଥାଏ। ଆପଣ ଯଦି ଚାକିରି ହରାଇ ଅସୁବିଧାରେ ଅଛନ୍ତି, ଆଉ ନୂଆ ଚାକିରି ଖୋଜୁଛନ୍ତି ତେବେ କିଛି ଉପାୟ ଅନୁସରଣ କଲେ ତୁରନ୍ତ ଚାକିରି ମିଳିଯାଇପାରେ। ତେବେ ଏହି ଉପାୟ ଜାଣିବା ପାଇଁ ପଢନ୍ତୁ।
ପ୍ରତିଟି ମ୍ୟାଚ୍ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରୁଥିଲେ। ଦର୍ଶକଙ୍କ ଭିଡ଼ରେ ସେ ଏତେ ମଜିଯାଇଥିଲେ ଯେ, ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟର ଲାଇଭ୍ ଚାଲିଥିବା ବେଳେ ସେ ଦର୍ଶକଙ୍କୁ ହାତ ହଲାଇ ତାଙ୍କ ଆଲୋଚନା ମଝିରେ ପଶିଯାଇଥିଲେ। ତା’ପରେ..
ନବୀନ ବାବୁଙ୍କୁ ୭୭ ବର୍ଷ ବୟସ ହେଲାଣି, ସେ ଓଡ଼ିଆ ଅସ୍ମିତାକୁ ଶେଷ କରିସାରିଲେଣି । ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନବୀନ । ଓଡ଼ିଶାବାସୀ ଏହାକୁ ବିରୋଧ କରିବା କଥା।
ଦ୍ୱାଦଶ ରେଜଲ୍ଟ ବାହାରିବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।
ଏହି ବିମାନ ମୁମ୍ବାଇରୁ ବାରାଣାସୀ ଯିବାର ଥିଲା । ବିମାନଟି ଉଡ଼ାଣ ଭରିବାର ଠିକ୍ ପୂର୍ବରୁ, ଜଣେ କ୍ରୁ ସଦସ୍ୟ ବିମାନରେ ଠିଆ ହୋଇଥିବା ଜଣେ ଯାତ୍ରୀଙ୍କୁ ଦେଖିଲେ ।