• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ndancebar
ମୁମ୍ବାଇ ଡ୍ୟାନ୍ସ ବାର୍ ମାଲିକଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆ ଦିଲ୍ଲୀ : ଡ୍ୟାନ୍ସ ବାର୍‌ ମାଲିକଙ୍କୁ ଆଶ୍ୱସ୍ତି। ମହାରାଷ୍ଟ୍ର ସରକାରଙ୍କ ଡ୍ୟାନ୍ସ ବାର୍ ଆଇନକୁ ସାମାନ୍ୟ କୋହଳ କରିଛନ୍ତି ସୁପ୍ରିମକୋର୍ଟ। ଏହାଫଳରେ ଡ୍ୟାନ୍ସ ବାର୍‌ରେ ନୃତ୍ୟ ସହ ମଦ ପରିବେଷଣ ହୋଇପାରିବ। ହେଲେ ଟଙ୍କା ଉଡ଼ାଇବା ଓ ଅଶ୍ଳୀଳ ନୃତ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହାସହ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଠାରୁ ୧ କିଲୋମିଟର ଦୂରରେ ବାର୍ କରାଯିବା ଆଇନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ମୁମ୍ବାଇ ଭଳି ବଡ଼ ସହରରେ ଏହା ସମ୍ଭବ […]

  • Friday, 16 July 2021
delhi
ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ

ନୂଆ ଦିଲ୍ଲୀ : ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରି। ବିଶେଷ କରି ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କମୁଛି ପାରଦ। ରାତି ହେଲେ ବଢ଼ୁଛି ଶୀତର ପ୍ରକୋପ। ଶୀତ ଯେତେ ବଢ଼ୁଛି ସେତେ ସମସ୍ୟା ଆଣୁଛି ଏଠାକାର ନିରାଶ୍ରୟଙ୍କ ପାଇଁ।  ହେଲେ ଗତ କିଛି ଦିନ ଧରି ଅଞ୍ଚଳରେ ଯେଉଁଭଳି ଶୀତ ପଡ଼ିଛି, ତାହା ଅସହ୍ୟ ହେଉଥିବାରୁ ଫୁଟ୍‌ପାଥରେ ଆଶ୍ରୟ ନେଉଥିବା ପ୍ରାୟ ୯୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ଘନ […]

  • Friday, 16 July 2021
kumbha
ଅର୍ଦ୍ଧକୁମ୍ଭ ମେଳାର ଆଜି ଦ୍ୱିତୀୟ ଦିନ

ପ୍ରୟାଗରାଜ : ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ଅର୍ଦ୍ଧକୁମ୍ଭ ମେଳାର ଆଜି ଦ୍ୱିତୀୟ ଦିନ। ଗତକାଲି ଭୋରରୁ ସାଧୁସନ୍ଥଙ୍କ ସାହି ସ୍ନାନ ପରେ ଆରମ୍ଭ ହୋଇଥିଲା ଶ୍ରଦ୍ଧାଳୁଙ୍କ ସ୍ନାନ ନୀତି। ମଧ୍ୟରାତ୍ରରେ ଦିବ୍ୟ ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଦୀପ ମହାଯଜ୍ଞ , ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ଶୀଘ୍ର ହେଉ ବୋଲି ଆୟୋଜନ କରାଯାଇଛି। ପାଖାପାଖି ୩ ହଜାର ଦୀପ ପ୍ରଜ୍ୱଳନ କରି ପ୍ରଭୁ ଶିବଙ୍କୁ ଆରଧାନା କରାଯିବା ସହ ଶ୍ରୀରାମଙ୍କ ଭବ୍ୟ ମନ୍ଦିର […]

  • Friday, 16 July 2021
sc
ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ବିଜେପିର ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ  : ପଶ୍ଚିମବଙ୍ଗରେ ରଥଯାତ୍ରା ଆୟୋଜନ ପାଇଁ ବିଜେପିର ପ୍ରୟାସକୁ ଆଉ ଏକ ଝଟକା। ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ନିଜ ରାୟରେ କୋର୍ଟ କହିଛନ୍ତି ଯେ, ରଥଯାତ୍ରା ଯୋଗୁଁ ହିଂସାକାଣ୍ଡ ହେବା ନେଇ ରାଜ୍ୟ ସରକାରଙ୍କ ଆଶଙ୍କାକୁ ନଜର ଅନ୍ଦାଜ କରାଯାଇପାରିବ ନାହିଁ। ଏଣୁ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ […]

  • Friday, 16 July 2021
kumar swami
ସମର୍ଥନ ପ୍ରତ୍ୟାହାର ପରେ ବି ସରକାର ସୁରକ୍ଷିତ: କୁମାରସ୍ୱାମୀ

କର୍ଣ୍ଣାଟକ : କର୍ଣ୍ଣାଟକରେ ଏଚ୍. ଡି. କୁମାରସ୍ୱାମୀଙ୍କ ସରକାରରୁ ୨ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଏଚ୍. ନାଗେଶ ଏବଂ ଆର. ଶଙ୍କର ଏନେଇ ରାଜ୍ୟପାଳଙ୍କୁ ଲେଖିଛନ୍ତି। ଏସବୁ ସତ୍ତ୍ୱେ ତାଙ୍କ ସରକାର ସଂପୂର୍ଣ୍ଣ ସୁରକ୍ଷିତ ବୋଲି ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ କହିଛନ୍ତି। କଂଗ୍ରେସ ମଧ୍ୟ ସରକାର ସୁରକ୍ଷିତ ଥିବା କହିଛି। ୨ଜଣ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ସରକାର ଉପରେ ପ୍ରଭାବ ପକାଇବ ନାହିଁ ବୋଲି ରାଜ୍ୟ କଂଗ୍ରେସ ନେତା କହିଛନ୍ତି। କଂଗ୍ରେସ ନେତା […]

  • Friday, 16 July 2021
kanheiya
କହ୍ନୈୟା କୁମାରଙ୍କ ବିରୋଧରେ ଚାର୍ଜସିଟ୍

ନୂଆଦିଲ୍ଲୀ : ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଶବିରୋଧୀ ନାରାବାଜି ମାମଲାରେ ଆଜି ପତିଆଲା ହାଉସ୍ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୁଲିସ। ଚାର୍ଜସିଟ୍‌ରେ ୧୦ ଜଣଙ୍କ ନାଁ ରହିଛି। ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଜେଏନୟୁର ପୂର୍ବତନ ସଭାପତି କହ୍ନୈୟା କୁମାରଙ୍କ ସହ ଉମର ଖାଲିଦ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟ। ଏଥିସହିତ ଆଉ  ୭ କାଶ୍ମୀର୍‌ ଛାତ୍ରଙ୍କ ନାଁ ମଧ୍ୟ ରହିଛି। ଅର୍ଥାତ ଏମାନଙ୍କ ବିରୋଧରେ ସ୍ପଷ୍ଟ ପ୍ରମାଣ ରହିଛି ଓ ମାମଲା ଚାଲିପାରିବ। ଏମାନଙ୍କ ବ୍ୟତୀତ […]

  • Friday, 16 July 2021
t1
LCA ତେଜସ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍ ବା LCA ତେଜସ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରସ୍ତୁତ। ଅସ୍ତ୍ରଶସ୍ତ୍ର ସହିତ ବାୟୁସେନାରେ ସାମିଲ ପାଇଁ ଏହାକୁ ମଞ୍ଜୁରୀ ମିଳିଛି। ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ-୨୦୧୯ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାୟୁସେନାର ମୁଖ୍ୟ ଏୟାର ମାର୍ଶଲ ବୀରେନ୍ଦ୍ର ସିଂହ ଧନୋଆଙ୍କୁ ଚୂଡ଼ାନ୍ତ ଅପରେସନାଲ୍‌ କ୍ଲିୟରାନ୍ସ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ବାୟୁସେନା ତଥା ଦେଶର ପ୍ରତିରକ୍ଷା ଇତିହାସରେ ଏହା ଏକ ମାଇଲ୍‌ଖୁଣ୍ଟ ବୋଲି […]

  • Friday, 16 July 2021