କଟକ ମ୍ୟୁନିସିପାଲଟି କର୍ପୋରେସନରେ ସାଂଘାତିକ ଘୋଟାଲାର ଅଭିଯୋଗ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୫ କୋଟି ଟଙ୍କାର ଦୁର୍ନୀତି ।
କଟକ ମ୍ୟୁନିସିପାଲ୍ କର୍ପୋରେସନ୍(CMC) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁପଚୁପ୍ ତିଆରି ସ୍ଥାନରେ ରେଡ୍ କରାଯାଇଛି। ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ କଟକ ଶଙ୍କରପୁର ଅଞ୍ଚଳରେ ଆଜି ସକାଳୁ ସକାଳୁ ରେଡ୍ କରିଛି।