• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Bhusana Kumar
ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ଟି-ସିରିଜ୍ ପରିଚାଳନା ନିର୍ଦ୍ଦେଶକ ତଥା ଗୀତିକାର ଗୁଲଶନ କୁମାରଙ୍କ ପୁଅ ଭୂଷଣ କୁମାରଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜଣେ ୩୦ ବର୍ଷୀ ମହିଳା ଭୂଷଣ କୁମାରଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି।

army
ପାକିସ୍ତାନ ଯବାନଙ୍କ ବିପକ୍ଷରେ ଭାରତୀୟ ଯବାନ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି

ଜମ୍ମୁ : ଗତ କିଛି ଦିନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ୫ ଜଣ ପାକିସ୍ତାନ ଯବାନଙ୍କୁ ଭାରତୀୟ ସେନା ହତ୍ୟା କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନ ଯବାନଙ୍କ ବିପକ୍ଷରେ ଭାରତୀୟ ଯବାନ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି। ଗଣମାଧ୍ୟମକୁ ସୂଚନା ଦେଇ ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ରଣବୀର ସିଂହ ଏହି ସୂଚନା ଦେଇଛନ୍ତି। ତା ସହିତ ୨୦୧୮ ଭାରତୀୟ ଯବାନ ପାଇଁ ସଫଳତାର ବର୍ଷ ଥିଲା ବୋଲି ସେ କହିଛନ୍ତି। ଗତବର୍ଷ ୨୫୦ […]

  • Friday, 16 July 2021
indonesia
ଇଣ୍ଡୋନେସିଆ ବାଲିରେ ଦ୍ୱିତୀୟ ଭୂମିରତ୍ନ ଆନ୍ତର୍ଜାତିକ ସମ୍ମାନ

ଇଣ୍ଡୋନେସିଆ : ଇଣ୍ଡୋନେସିଆ ବାଲିରେ ପ୍ରଦାନ କରାଯାଇଛି ଦ୍ୱିତୀୟ ଭୂମିରତ୍ନ ଆନ୍ତର୍ଜାତିକ ସମ୍ମାନ। ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମାଜରେ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ଏବଂ ୪ ଜଣ ବ୍ୟକ୍ତି ବିଶେଷଙ୍କୁ ବିଶ୍ୱ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଯୁବ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ, ସଂଜୟ ଦାସ ଏବଂ ତରନଜିତ ସିଂହ ପ୍ରମୁଖଙ୍କୁ ଏହି ସମ୍ମାନ […]

  • Friday, 16 July 2021
rahim
ଗୁରମିତ୍ ରାମ ରହିମ ସିଂହଙ୍କୁ ଆଜୀବନ କାରାଦଣ୍ଡାଦେଶ

ହରିୟାଣା : ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ବାବା ଗୁରମିତ୍ ରାମ ରହିମ୍‌ ସିଂହଙ୍କୁ ଆଜୀବନ କାରାଦଣ୍ଡ। ହରିୟାଣା ପଞ୍ଚକୁଲାସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ରାମ ରହିମ୍‌ଙ୍କ ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ବି ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ୨୦୦୨ ମସିହା  ଅକ୍ଟୋବର ୨୪ରେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହରିୟାଣାର ସିର୍ସା ସ୍ଥିତ ଡେରା ସଚା ସୌଦା […]

  • Friday, 16 July 2021