• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

insurance
ନୂଆ ଗାଡ଼ି କ୍ଷେତ୍ରରେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ନୂଆ ଗାଡ଼ି କିଣିବାବେଳେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସକୁ ଗୁରୁତ୍ୱ। କାର୍ ପାଇଁ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ୩ ବର୍ଷ ଓ ବାଇକ୍ ପାଇଁ ୫ ବର୍ଷ କରିବା ବାଧ୍ୟତାମୂଳକ। ଗାଡ଼ି ରେଜିଷ୍ଟ୍ରେସନ କଲାବେଳେ ଏହି ଇନସ୍ୟୁରାନ୍ସ ପ୍ରିମିୟମ ଦେବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଛନ୍ତି । ଗତବର୍ଷ ଜୁଲାଇ ୨୦ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବାବେଳେ, […]

  • Friday, 16 July 2021
Cop Feeding Cake To Criminal
ଦୁର୍ଦ୍ଦାନ୍ତ ଅପରାଧୀକୁ କେକ୍‌ ଖୁଆଇ ଅଡ଼ୁଆରେ ପୋଲିସ୍‌ ବାବୁ, ଭିଡିଓ ଭାଇରାଲ୍‌

ଦୁର୍ଦ୍ଦାନ୍ତ ଅପରାଧୀକୁ କେକ୍‌ ଖୁଆଇ ଅଡ଼ୁଆରେ ପୋଲିସ୍‌ ବାବୁ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

anna
ଆଜିଠୁ ପୁଣି ଅନଶନ କରିବେ ଆନ୍ନା ହଜାରେ

ମୁମ୍ବାଇ : ଆଜିଠାରୁ ପୁଣି ଅନଶନରେ ବସିବେ ସମାଜସେବୀ ଆନ୍ନା ହଜାରେ। ଲୋକପାଳ ଆଇନ୍ କାର୍ଯ୍ୟକାରୀ କରିବା ଦାବିରେ ନିଜ ଗାଁ ରାଲେଗାଁ ସିଦ୍ଧିରେ ସେ ଆମରଣ ଅନଶନରେ ବସିବେ। ଆନ୍ନାଙ୍କ କହିବା କଥା, ଲୋକପାଳ ବିଲ୍ ଆଇନ୍‌ରେ ପରିଣତ ହେବାର ୫ ବର୍ଷ ହେଲାଣି। ମୋଦି ସରକାର କ୍ଷମତାକୁ ଆସିବାର ମଧ୍ୟ ୫ ବର୍ଷ ହେଲାଣି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କାହିଁକି ବାରମ୍ବାର ବିଭିନ୍ନ ବାହାନା ଦେଖାଇ ଟାଳି ଚାଲିଛନ୍ତି ଏବଂ ଏପର୍ଯ୍ୟନ୍ତ କାହିଁକି ଲୋକପାଳ […]

  • Friday, 16 July 2021
e
ଦିଲ୍ଲୀରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କ ବୈଠକ ଡାକିଛନ୍ତି। ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଆରୋରା, ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ଅଶୋକ ଲାଭାସା ଏହି ବୈଠକରେ ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ବାଚନ ସଂପର୍କରେ ତଥ୍ୟ ପ୍ରଦାନ କରିବେ। ନିର୍ବାଚନ ବେଳେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମାନଙ୍କର କ’ଣ ଭୂମିକା ଓ ଦାୟିତ୍ୱ ରହିବ ସେନେଇ ବୈଠକରେ ସୂଚନା ଦିଆଯିବ। […]

  • Friday, 16 July 2021
cabinet-meeting
କୁମ୍ଭମେଳା ବେଳେ ପ୍ରୟାଗରାଜରେ କ୍ୟାବିନେଟ୍‌ ବୈଠକ

ଉତ୍ତରପ୍ରଦେଶ  : ଉତ୍ତରପ୍ରଦେଶ ପ୍ରୟାଗରାଜରେ କୁମ୍ଭମେଳା ଚାଲିଥିବା ବେଳେ ଏହି ସହରରେ କ୍ୟାବିନେଟ୍‌ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପ୍ରଥମ ଥର ପାଇଁ ପ୍ରୟାଗରାଜରେ ଏପରି କ୍ୟାବିନେଟ୍‌ ବୈଠକ ହୋଇଛି।  କ୍ୟାବିନେଟ୍‌ର ସବୁ ମନ୍ତ୍ରୀଙ୍କୁ ଡକାଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ ଆଲୋଚନା କରିଛନ୍ତି। ବୈଠକରେ ନିଷ୍ପତ୍ତି ହୋଇଛି ମିରଠରୁ ପ୍ରୟାଗରାଜ ଯାଏ ଗଙ୍ଗା ନଦୀ କୂଳେ କୂଳେ ଗଙ୍ଗା ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ। ୩୬ ହଜାର କୋଟି ଟଙ୍କା ବଜେଟର ଏହି […]

  • Friday, 16 July 2021