• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

supreem-court
ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

ନୂଆଦିଲ୍ଲୀ: ହାଥରସ ଘଟଣାର ଶୁଣାଣି ରାଜ୍ୟ ବାହାରେ କରିବାକୁ ନେଇ ହୋଇଥିବା ଆବେଦନକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏବେ ସିବିଆଇ ଘଟଣାର ତଦନ୍ତ କରୁଛି। ଏଭିଳି ସ୍ଥିତିରି ମାମଲାକୁ ତୁରନ୍ତ ବାହାରକୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ଘଟଣା ଉପରେ ହାଇକୋର୍ଟ ନଜର ରଖିଛନ୍ତି। ତେଣୁ ମାମଲାର ସୁପ୍ରିମକୋର୍ଟ ଯାଞ୍ଚ ଆବଶ୍ୟକ ନାହିଁ। ଏବେ ତଦନ୍ତ ଚାଲିଛି, […]

  • Friday, 02 July 2021
onion-price
୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ନୂଆଦିଲ୍ଲୀ: ଦିନକୁ ଦିନ ପିଆଜ ଦର ବଢିବାରେ ଲାଗିଛି। ବାହାର ଜଳଖୀଆ ଦୋକାନ ହେଉ ଅବା ରୋଷେଇ ଶାଳ ପିଆଜର ଆଜିକାଲି କମ୍‌ ଦେଖା ମିଳୁଛି। ଏବେ ଏଦି ଦର୍‌ଦାମ୍‌ର ବୃଦ୍ଧି ଭିତରୁ ୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି ହୋଇଥିବା ଖବର ମିଳିଛି। ଏଭଳି ଘଟଣା ଘଟିଛି  ମହାରାଷ୍ଟ୍ର ପୁଣେରେ। ପିଆଜ ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଣେ ରୁରାଲ ପୋଲିସ। ମହାରାଷ୍ଟ୍ରରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଥିବା […]

  • Friday, 02 July 2021
2
ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଫରିଦାବାଦ: ଗତକାଲି ହରିୟାଣାର ଏକ କଲେଜ୍‌ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଭ୍‌-ଜିହାଦ୍‌ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ କହିଛନ୍ତି। ଘଟଣା ମୁତାବକ ଗତକାଲି ଫରିଦାବାଦ୍‌ର ବାଲାବଗଡ଼ଠାରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଦୁଇଜଣ ଯୁବକ ତାଙ୍କ କଲେଜ୍‌ ସମ୍ମୁଖରେ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ବିଫଳ ହେବାରୁ ଯୁବକ ଜଣକ ଉକ୍ତ ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। […]

  • Friday, 02 July 2021
malvi-malhotra
ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ମୁମ୍ବାଇ: ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ। ସୋମବାର ଅଭିନେତ୍ରୀ ମାଲବୀ ମଲହୋତ୍ରାଙ୍କୁ ଛୁରାମାଡ଼ କରିଛନ୍ତି ତାଙ୍କ ଫେସ୍‌ବୁକ ବନ୍ଧୁ କୁମାର ମହିପାଲ ସିଂହ। ମୁମ୍ବାଇର ବରସୋଭାସ୍ଥିତ ଫିଶେରିସ୍‌ ୟୁନିଭର୍ସିଟି ରୋଡ୍‌ ନିକଟରେ ଘଟିଛି ଏଭଳି ଘଟଣା। ମାଲ୍‌ବୀ ଅନେକ ଟିବି ଶୋ’ରେ କାମ କରିବା ସହିତ ଫିଲ୍ମ ହୋଟେଲ୍‌ ମିଲନ୍‌ରେ ବି ସେ ଅଭିନୟ କରିଛନ୍ତି। ମହିପାଲ ହିରୋଇନ୍‌କୁ ଛୁରା ମାରିବା ପରେ ନିଜ ଅଡି କାର୍‌ରେ ବସି ସେଠାରୁ […]

  • Friday, 02 July 2021
3
ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଏବେ ଯେକୌଣସି ବ୍ୟକ୍ତି ଜାଗା କିଣି ସେଠାରେ ବସବାସ କରିପାରିବେ। ଏ ନେଇ ଆଜି ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ ଏବେ ମଧ୍ୟ ଚାଷ ଜମି ଉପରେ କିଣାବିକା ରୋକ୍‌ ଜାରି ରହିଛି। ଜାମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ କହିବା ମୁତାବକ ରାଜ୍ୟକୁ ବାହାରର ଇଣ୍ଡଷ୍ଟ୍ରି ଗୁଡ଼ିକ ଆସିଲେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହେବ। ତେଣୁ ଶିଳ୍ପ ଉପଯୋଗୀ ଜମିଗୁଡ଼ିକରେ ଟଙ୍କା ବିନିଯୋଗ ହେବା ଜରୁରୀ। […]

  • Friday, 02 July 2021
6
ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନୂଆଦିଲ୍ଲୀ: ଭାରତର ସାର୍ବଭୌମତ୍ୱ ରକ୍ଷା କରାଯିବା ପ୍ରୟାସକୁ ଆମେରିକା ସମର୍ଥନ ଜଣାଇଛି।  ଗଲୱାନ୍ ଘାଟିରେ ସହିଦ ହୋଇଥିବା ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇଛନ୍ତି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ। ସୀମାରେ ଦେଖାଦେଇଥିବା ଉତ୍ତେଜନା ଓ ଏହାକୁ ପ୍ରତିହତ କରିବା ପାଇଁ ଭାରତର ପ୍ରୟାସ ସମର୍ଥନ ଜଣାଇବା ସହିତ ଭାରତ ପ୍ରତି ଆମେରିକାର ଅକୁଣ୍ଠିତ ସମର୍ଥନ ଥିବା କହିଛନ୍ତି ଆମେରିକାର ବୈଦେଶିକ ସଚିବ ପମ୍ପିଓ। ଏହାଛଡ଼ା ଭାରତ- ଆମେରିକା ଭିତରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଦୁଇ […]

  • Friday, 02 July 2021
election
ବିହାର ବିଧାନସଭା ନିର୍ବାଚନ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ

ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି।ଭୋଟରମାନେ କୋଭିଡ୍‌ ଗାଇଡ୍‌ଲାଇନ୍ସ ମାନି ମତଦାନ କେନ୍ଦ୍ରରେ ଭୋଟ୍ ଦେଉଛନ୍ତି। ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଭୋଟ୍ ଦେଉଛନ୍ତି ଲୋକେ। ମୋଟ୍ ୨୪୩ଟି ଆସନରୁ ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ ଚାଲିଛି। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୋଟ୍ ଗ୍ରହଣ ଲାଗି ୩୧ […]

  • Friday, 02 July 2021
badgam
ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ପୁଣି ୨ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ବଡ଼ଗାମର ଆରିବାଗ ମାଚାମା ଅଞ୍ଚଳରେ ଏହି ଏନ୍‌କାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଏହି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ପାଇ ସର୍ଚ୍ଚ ଅପରେସନ ଚାଲିଥଲା।  ମୃତ ଆତଙ୍କୀର ପରିଚୟ ଅସ୍ପଷ୍ଟ ରହିଛି ।ତେବେ ଉକ୍ତ ଅଞ୍ଚଳରେ ଆହୁରି କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା। ସୂଚନାଥାଉ କି, ଗତକାଲି ଜାମ୍ମୁ କାଶ୍ମୀର […]

  • Friday, 02 July 2021
couple
ବିବାହ ପାଇଁ ଯାଉଥିଲେ ଦୁଲ୍‌ହା-ଦୁଲ୍‌ହନ, ବାଟରେ ପଡ଼ିଲା ନଦୀ, ତା’ପରେ...

ଫିଲିପାଇନ୍ସ: ବିବାହ ପାଇଁ ଯିବାବେଳେ ବାଟରେ ବାଧକ ସାଜିଥିଲା ନଦୀ। ହେଲେ ହାର୍‌ ନ ମାନି‌ ଏକାଠି ନଦୀ ପାର୍‌ କରି ବିବାହ ସମ୍ପନ୍ନ କରିଥିଲେ ଏହି କପଲ୍। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଫିଲିପାଇନ୍ସରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଭାଇରାଲ୍‌ ଫଟୋରେ ଦେଖିବାକୁ ମିଳିଛି ଦୁଲ୍‌ହା-ଦୁଲ୍‌ହନ ବିବାହ ପୋଷାକ ପିନ୍ଧି ନଦୀ ପାର୍‌ ହେଉଛନ୍ତି। ଦୁଲ୍‌ହନ ଯେତେବେଳେ ଉଛୁଳା ପାଣିରେ ନଦୀ ପାର୍‌ କରୁଛନ୍ତି, ସେହି ସମୟରେ ଦୁଲ୍‌ହା, […]

  • Friday, 02 July 2021
rafel
ନଭେମ୍ବର ୫ରେ ବାୟୁସେନାରେ ସାମିଲ ହେବ ଆଉ ୩ ରାଫେଲ

ନୂଆଦିଲ୍ଲୀ: ଆହୁରି ଅଧିକ ସଶକ୍ତ ହେବ ଭାରତୀୟ ବାୟୁ ସେନା । ରାଫେଲ ଲଢୁଆ ବିମାନ କ୍ଷେତ୍ରରେ ବାୟୁସେନାକୁ ଆସନ୍ତା ଏପ୍ରିଲ ସୁଦ୍ଧା ଅଧିକା ୧୬ଟି ବିମାନ ହସ୍ତାନ୍ତର କରାଯିବ। ନଭେମ୍ବର ୫ରେ ଅମ୍ବାଲା ଏୟାର ବେସ୍‌ରେ ଲ୍ୟାଣ୍ଡ କରିବ ୩ଟି ରାଫେଲ। ସେହିଭଳି ପଯର୍ୟାୟ କ୍ରମେ ଜାନୁଆରୀ ଓ ମାର୍ଚ୍ଚରେ ୩ଟି ଏବଂ ଏପ୍ରିଲରେ ଅନ୍ୟ ୭ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବ। ଚୀନ ସୀମାରେ ଉତ୍ତେଜନା ମଧ୍ୟରେ ବାୟୁ ସେନାକୁ ବଳ ଦେବାରେ […]

  • Friday, 02 July 2021
twiter
ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ନୂଆଦିଲ୍ଲୀ:  ଟ୍ୱିଟରରେ ଲଦାଖକୁ ଚୀନର ଅଂଶବିଶେଷ କୁହାଯିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ସଂଯୁକ୍ତ ସଂସଦୀୟ କମିଟି। ଏନେଇ ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଛନ୍ତି ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି। ଏହି ଘଟମାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମିନାକ୍ଷୀ କହିଛନ୍ତି, ଏହା ଭାରତର ସାର୍ବଭୌମତ୍ୱ ପ୍ରତି ବିରୁଦ୍ଧାଚରଣ । ଏହା ଏକ ଫୌଜଦାରୀ ଅପରାଧ। ଏଥିପାଇଁ ଦୋଷୀକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ମିନାକ୍ଷୀ କହିଛନ୍ତି। […]

  • Friday, 02 July 2021
ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଫରିଦାବାଦ: ଗତ ସୋମବାର ହରିଆଣା ଫରିଦାବାଦର କଲୋଜ ଛାତ୍ରୀ ନିକିତା ତୋମାର ହତ୍ୟାକାଣ୍ଡରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ଟିମ୍‌ ଯାଞ୍ଚ ଆରମ୍ଭ କରିଛି। ଦୁଇ ଅଭିଯୁକ୍ତ ତୌସିଫ୍‌ ଏବଂ ରେହାନକୁ ପୋଲିସ୍‌ ଦୁଇଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ ଆରମ୍ଭ କରିଛି। ଏହି ସମୟରେ ଅଭିଯୁକ୍ତ ତୌସିଫ୍‌ର ପରିବାରଲୋକ ଘଟଣାକୁ ନେଇ ହୀନ ରାଜନୀତି କରାଯାଉଥିବା ଅଭିଯୋଗ କରିଛନ୍ତି। ବିଏସ୍‌ପିରୁ ନିର୍ବାଚନ ଲଢ଼ିଥିବା ଅଭିଯୁକ୍ତ ତୌସିଫ୍‌ର ଦାଦା ଜାଭେଦ୍‌ ଖାନ ଏହି ମାମଲାରେ ହୀନ ରାଜନୀତି କରାଯାଉଥିବା ଗଣମାଧ୍ୟମକୁ କହିଛନ୍ତି। […]

  • Friday, 02 July 2021
internatioal
ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ସୂଚନା ଜାରି ହୋଇଛି। ତେବେ କାର୍ଗୋ ଅପରେସନ ଓ ଅନ୍ୟ କେତେକ ଦେଶଗୁଡ଼ିକୁ ଏୟାର ଟ୍ରାଭେଲ୍ ବବଲ ଏଗ୍ରୀମେଣ୍ଟରେ ଉଡ଼ାଣ କରୁଥିବା ବିମାନ ସେବା ଜାରି ରହିବ। ଗତକାଲି ଡିଜିସିଏ ସୂଚନା ଦେଇ କହିଥିଲା ଯେ ୨୬ ଜୁନ୍‌ର ସର୍‌କୁଲାର ସାମାନ୍ୟ ପରିବର୍ତ୍ତନ କରି ଏହାର ବୈଦ୍ଧତା ନଭେମ୍ବର ୩୦ ତାରିଖ ରାତି […]

  • Friday, 02 July 2021
pm modi
ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

ପାଟନା: ଗୋଟିଏ ପଟେ ଭୋଟ୍, ଆରପଟେ ହାଇଭୋଲଟେଜ୍ କ୍ୟାମ୍ପେନିଂ। ବିହାର ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାରେ ଆଜି ୭୧ଟି ଆସନରେ ମତଦାନ ହୋଇଛି। ତେଣେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲାଗି ଜବରଦସ୍ତ ପ୍ରଚାର ବି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ସେପଟେ ମହାଗଠବନ୍ଧନ ଲାଗି ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ ବି ଜୋରଦାର ପ୍ରଚାର କରିଛନ୍ତି। ଏନଡିଏ ପ୍ରାର୍ଥୀ ନୀତୀଶ […]

  • Friday, 02 July 2021
husband killed wife
କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

ଭୋପାଳ: ପ୍ରଥମେ ଫ୍ରେଣ୍ଡ୍‌ଶିପ୍‌ ଓ ତା’ପରେ ଲଭ୍‌ ମ୍ୟାରେଜ୍, ଶେଷରେ ବିବାହର ୨ ମାସ ପରେ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ। ମଧ୍ୟପ୍ରଦେଶ ଇନ୍ଦୋରରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଫ୍ରେଣ୍ଡ୍‌ଶିପ୍‌ ହୋଇଥିଲା। ଏହାପରେ ଅଗଷ୍ଟରେ ଉଭୟଙ୍କର ବିବାହ ହୋଇଥିଲା। ତେବେ ବିବାହର ମାତ୍ର ୨ ମାସ ପରେ ଅର୍ଥାତ୍‌ ଅକ୍ଟୋବରରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ମଙ୍ଗଳବାର ଦିନ ଏହି ବିବାଦ ଏତେ ଉଗ୍ରରୂପ […]

  • Friday, 02 July 2021
11111
ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ନୂଆଦିଲ୍ଲୀ: ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବିନା ସର୍ତ୍ତରେ ଏତେ ଶୀଘ୍ର କାହିଁକି ଛାଡ଼ିଦେଲା ପାକିସ୍ତାନ ?  ଏହାର କାରଣ ସଂପର୍କରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାକିସ୍ତାନର ଜଣେ ସାଂସଦ ।  ସେହି ସମୟର ପରିସ୍ଥିତି ସଂପର୍କରେ ବର୍ଣ୍ଣନା କରି PML-N ର ସାଂସଦ ଆୟାଜ୍ ସାଦିକ କହିଛନ୍ତି, ସେତେବେଳର ପରିସ୍ଥିତିକୁ ନେଇ ପାକିସ୍ତାନର ଉଚ୍ଚ ଅଧିକାରୀଙ୍କ ଏକ ବୈଠକ ହୋଇଥିଲା ।ସେହି ବୈଠକରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଥିଲେ, ଅଭିନନ୍ଦନଙ୍କୁ ନ ଛାଡ଼ିଲେ […]

  • Friday, 02 July 2021
modi-addresing
ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ନୂଆଦିଲ୍ଲୀ: ଭାରତର ଅର୍ଥ ବ୍ୟବସ୍ଥା ସୁଧୁରୁଛି।  ଆଶା କରାଯାଉଥିବା ସମୟଠାରୁ ଶୀଘ୍ର ଟ୍ରାକକୁ ଫେରିଛି। ଶ୍ରମ ଆଇନ, କୃଷି ଆଇନ ଏବଂ ଉତ୍ପାଦନ କ୍ଷେତ୍ରରେ ନିକଟ ଅତୀତରେ ଭାରତ ସରକାର ଯେଉଁ ପରିବର୍ତ୍ତନ କରିଛନ୍ତି, ତାହା ଆଗାମୀ ଦିନରେ ଭାରତର ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଦେଖିବ।  କରୋନା ଭାକ୍ସିନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କରୋନା ଟିକା ନେଇ ସାରା ଦେଶରେ ବିତର୍କ ଜୋରଦାର ହୋଇଛି। । ତେବେ  କରୋନା ଟିକା ସମସ୍ତଙ୍କ ପାଇଁ […]

  • Friday, 02 July 2021
karan
ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପାନାଜୀ: ଫିଲ୍ମ ସୁଟିଂ ନାଁରେ ଆବର୍ଜନା ଫିଙ୍ଗୁଛି କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ। ଗୋଆର ଏକ ଗ୍ରାମକୁ ଆବର୍ଜନାମୟ କରି ଦେଇଛନ୍ତି ଫିଲ୍ମ ଧର୍ମା ପ୍ରଡକ୍ସନ୍ସ ଟିମ୍ ମେମ୍ବର‌। ଏ ନେଇ ଗୋଆ ସରକାର ବୁଧବାର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ  କ୍ଷମା ମାଗିବା ପାଇଁ କହିଛନ୍ତି। ଯଦି କମ୍ପାନୀ ଏହା ନ କରେ ତେବେ ଜରିମାନା ଲାଗୁ ହେବ ବୋଲି ଚେତାବନୀ ଦେଇଛନ୍ତି। ଉତ୍ତର ଗୋଆର ନେରୁଲର ଜଣେ ବାସିନ୍ଦା ଅଳିଆ ଦେଖାଉଥିବା ସମୟର ଭିଡିଓ […]

  • Friday, 02 July 2021
supreem-court
କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା କାଳରେ ପୋଲିସର ଦମନଲୀଳାକୁ ସୁପ୍ରିମକୋର୍ଟ  କଡ଼ା ଭର୍ତ୍ସନା କରିଛନ୍ତି। ସୋସିଆଲ ମିଡିଆରେ  ପୋଷ୍ଟକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିବା ସହ ଏନେଇ ରାଜ୍ୟ ସରକାରମାନଙ୍କୁ ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଡାକିବା ନିନ୍ଦନୀୟ ବୋଲି କହିଛନ୍ତି କୋର୍ଟ । ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଦିଲ୍ଲୀର ଜଣେ ଯୁବତୀଙ୍କୁ ସମନ କରିବାକୁ ନେଇ ତାଗିଦ କରିଛନ୍ତି କୋର୍ଟ। ବେଙ୍ଗଲରେ ଲକଡାଉନ ପାଳନ […]

  • Friday, 02 July 2021
eye
୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ବେଜିଂ: ଜଣେ ବ୍ୟକ୍ତିଙ୍କ ଆଖିରୁ ବାହାରିଲା ଜୀବନ୍ତ କୃମି। ଚୀନରେ ଏହି ଭୟଭୀତ ଘଟଣା ଘଟିଛି। ଡାକ୍ତରମାନେ ୬୦ ବର୍ଷୀୟ ବୃଦ୍ଧ ୱାନ୍‌ଙ୍କ ଆଖିରୁ ୨୦ଟି ଜୀବନ୍ତ କୃମି ବାହାର କରିଛନ୍ତି। Daily Starର ରିପୋର୍ଟ ଅନୁସାରେ, କିଛି ମାସ ପୂର୍ବେ ୱାନ୍ ଆଖିରେ ଏକ ଅଜବ ପ୍ରକାର ଅନୁଭବ କରିଥିଲେ। ଅତ୍ୟଧିକ କ୍ଲାନ୍ତି ଯୋଗୁ ଏପରି ହେଉଥିବା ସେ ଭାବିଥିଲେ। ତେଣୁ ଏହା ବିଷୟରେ ସେ ଆଉ ଅଧିକ ଚିନ୍ତା କରିନଥିଲେ। Khaleej Timesର ସୂଚନା […]

  • Friday, 02 July 2021
land-mines
ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଚୀନ ସୀମାରେ ଲ୍ୟାଣ୍ଡ ମାଇନ ବିଛାଇବା ସମୟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୧୨ରୁ ଅଧିକ ସେନାଙ୍କ ମୃତ୍ୟୁ ଘଟିଛି। ଅନେକ ସେନା ଆହତ ହୋଇଛନ୍ତି। ରେଡିଓ ଫ୍ରି ଏସିଆ ରିପୋର୍ଟ ଅନୁସାରେ ଉତ୍ତର କୋରିଆର ବର୍ଡର ଗାର୍ଡ ଟ୍ରୁପ୍‌ସ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ମାଇନ୍ସ ବିଛାକାମ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା। ରିପୋର୍ଟ ଅନୁସାରେ, ଏହି ସେନାମାନଙ୍କୁ ଠିକ୍‌ରେ ଟ୍ରେନିଂ ଦିଆଯାଇ ନ ଥିଲା। ତା’ […]

  • Friday, 02 July 2021
topper
ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

ଆସାମ: ଖୋଲିଲା ଟପ୍ପରଙ୍କ ରହସ୍ୟ। ନିଜେ ପରୀକ୍ଷା ନଦେଇ ବସାଇଥିଲେ ଅନ୍ୟ ଜଣେ ପରୀକ୍ଷାର୍ଥୀ। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ଆସାମରେ। ଗୌହାଟୀର ଜେଇଇ ମେନ୍‌ରେ ଟପ୍ କରିଥିବା ଆସାମର ଛାତ୍ର ନୀଳ ନକ୍ଷତ୍ର ଦାସଙ୍କୁ ଗିରଫ ପରେ ଘଟଣା ଉପରୁ ପରଦା ହଟିଛି। ପରୀକ୍ଷାର୍ଥୀ ନୀଳ ନକ୍ଷତ୍ର ଦାସ ତାଙ୍କ ବାପାଙ୍କ ସମେତ ପରୀକ୍ଷା କେନ୍ଦ୍ରର ୩ ଜଣଙ୍କୁ ଗିରଫ କରାଯାଇଛି। ଗୌହାଟୀ ଅଜରା ଥାନାରେ ରୁଜୁ ହୋଇଥିବା ମାମଲା ଅନୁସାରେ, ନୀଳ ନିଜ […]

harish
୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ନୂଆଦିଲ୍ଲୀ: ପୁଣି ଥରେ ବିବାହ କରିଛନ୍ତି ଦେଶର ହାଇପ୍ରୋଫାଇଲ ଓକିଲ ହରିଶ ସାଲ୍‌ଭେ। ୬୫ ବର୍ଷ ବୟସରେ ସେ ପୁଣି ଥରେ ବାହା ହୋଇଛନ୍ତି । ତାଙ୍କର ନୂଆ ଜୀବନସାଥୀ ଭାବେ ଇଂଲଣ୍ଡର ଆଟିଷ୍ଟ ୫୬ ବର୍ଷୀୟ କ୍ୟାରୋଲିନ ବ୍ରୋସାର୍ଡଙ୍କ ହାତ ଧରିଛନ୍ତି ।  ଗତକାଲି ଲଣ୍ଡନର ଏକ ଚର୍ଚ୍ଚରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି । ପ୍ରାୟ ବର୍ଷେ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କୁହାଯାଉଛି । ହରିଶଙ୍କ ଦୁଇଟି ଝିଅ ଓ […]

  • Friday, 02 July 2021
keshu
ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଗାନ୍ଧିନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ହୋଇଯାଇଛି।  ଗାନ୍ଧିନଗରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୨ ବଷୀୟ କେଶୁଭାଇ ଗତମାସରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ଗତକାଲି ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପୁଣି ଥରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କେଶୁଭାଇ ୧୯୯୫ରୁ ୨୦୦୧ ଯାଏ ତିନି ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ […]

  • Friday, 02 July 2021
twitter
ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡ ଲେହ ସମ୍ପର୍କିତ ମାନଚିତ୍ର ତ୍ରୁଟି ନେଇ କ୍ଷମା ମାଗିଲା ଟୁଇଟର।  ସଂଯୁକ୍ତ ସଂସଦୀୟ କମିଟି ନିକଟରେ ମୌଖିକ ଭାବେ କ୍ଷମା ମାଗିଲା ଟୁଇଟର। ସୂଚନାଥାଉ କି, ଲଦାଖର ପ୍ରମୁଖ ସହର ଲେହକୁ ଚୀନର ଅଂଶ ବୋଲି ଦର୍ଶାଇଥିଲା ଟ୍ୱିଟର। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ସଂଯୁକ୍ତ ସଂସଦୀୟ କମିଟି।। ଏପରିକି ଟ୍ୱିଟରକୁ ଦେଶଦ୍ରୋହ ମାମଲା ଚେତାବନୀ ଦେଇଥିଲା। ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି  ଟ୍ୱିଟର ଠାରୁ ଲିଖିତ […]

  • Friday, 02 July 2021