• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Michel Collins
ପରଲୋକରେ ମହାନ୍ ଆମେରିକୀୟ ମହାକାଶଚାରୀ ମାଇକେଲ୍ କଲିନ୍ସ

ନୂଆଦିଲ୍ଲୀ: ପରଲୋକରେ ମହାନ୍ ଆମେରିକୀୟ ମହାକାଶଚାରୀ ମାଇକେଲ୍ କଲିନ୍ସ । ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ୧୯୬୯ ମସିହା ନାସାର ଆପୋଲୋ-୧୧ ମିଶନରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ଏଡ୍ଓ୍ୱିନ୍ ବା ବଜ୍ ଆଲଡ୍ରିନ୍ ଚନ୍ଦ୍ରରେ ଅବତରଣ କରି ଇତିହାସ ରଚିଥିଲେ ସତ, ହେଲେ ଏହି ଇତିହାସର ଆଉ ଏକ ଅନାଲୋଚିତ, ଆଉ ଏକ ଅଖ୍ୟାତ ନାଁ ହେଉଛି ମାଇକେଲ୍ କଲିନ୍ସ। ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ ଏଡ୍ଓ୍ୱିନ୍ […]

Rohit Sardana
କରୋନାରେ ଆକ୍ରାନ୍ତ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ପରଲୋକ। କରୋନା ସଂକ୍ରମିତ ହେବା ପରେ ତାଙ୍କର ପରୋଲୋକ ହୋଇଥିବା ଜଣାପଡ଼ିଛି। ପ୍ରଥମେ ତାଙ୍କ ମା’ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଦୀର୍ଘ ଦିନ ଧରି ଜି’ ନ୍ୟୁଜରେ ଆଙ୍କର୍ ଭାବେ କାର୍ଯ୍ୟ କରିଥିବା ରୋହିତ ସରଦାନା ଏବେ ଆଜ୍ ତକ ନ୍ୟୁଜ ଚ୍ୟାନେଲରେ ଆଙ୍କର ଭାବେ କାର୍ଯ୍ୟ କରୁଥିଲେ। ସୁଧିର ଚୌଧରୀ ଟ୍ୱିଟ୍ କରି ରୋହିତଙ୍କ ଦେହାନ୍ତର ସୂଚନା ଦେଇଥିଲେ। ସୁଧିର ଚୌଧରୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, […]

rohit sharma
ହିଟମ୍ୟାନଙ୍କୁ ଜନ୍ମ ଦିନରେ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଲା ICC-BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଆଜି (ଏପ୍ରିଲ ୩୦) ୩୪ ତମ ଜନ୍ମଦିନ। ଏହି ଅବସରରେ ଦିନିକିଆ କ୍ରିକେଟରେ ତିନୋଟି ଦ୍ୱିଶତକ ହାସଲ କରିଥିବା ଏହି ଦୁର୍ଦଶ ବ୍ୟାଟ୍ସମ୍ୟାନଙ୍କୁ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ତାଙ୍କ ଫ୍ୟାନ ଓ କ୍ରିକେଟ ପ୍ରେମୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏମିତିକି ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆଇସିସି) ମଧ୍ୟ ରୋହିତ ଶର୍ମାଙ୍କୁ ଏକ ନିଆରା ଢ଼ଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛି। ଆଇସିସି ପକ୍ଷରୁ ରୋହିତ […]

andre russell
ଜନ୍ମ ଦିନରେ ନିଜକୁ ନିଜେ ଗିଫ୍ଟ ଦେଲେ ଆଣ୍ଡ୍ରେ ରସେଲ...

ନୂଆଦିଲ୍ଲୀ:  ଏପ୍ରିଲ ୨୯ ତାରିଖ ଆଣ୍ଡ୍ରେ ରସେଲଙ୍କ ଜନ୍ମ ଦିନ। ୧୯୮୮ରେ ସେ ଜନ୍ମ ଗ୍ରହଣ କରିଥିଲେ। ଗତ ୨୯ ତାରିଖରେ ଆଣ୍ଡ୍ରେ ନିଜ ଜନ୍ମ ଦିନରେ ନିଜକୁ ଏକ ବଡ଼ ଗିଫ୍ଟ ଦେଇଛନ୍ତି। ସେ ଜନ୍ମ ଦିନରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ଖେଳୁଥିବା ବେଳେ ଏକ ଧୁଆଁଧାର ଇନିଂସ ଖେଳିଥିଲେ। ଆଉ ଏହି ଇନିଂସ ତାଙ୍କ ପାଇଁ ତାଙ୍କ ଜନ୍ମ ଦିନର ଉପହାର ଥିଲା ବୋଲି କୁହାଯାଇପାରେ। ଆଇପିଏଲ୍ ୨୦୨୧ର ଏକ ମ୍ୟାଚରେ କୋଲକତା […]

assembly-2021-12-1
ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍ ରିପୋର୍ଟ: ଫୋକସରେ ବଙ୍ଗ, କିଏ ଧରିବ ରାଜ୍ୟର ମଙ୍ଗ..?

ନୂଆଦିଲ୍ଲୀ: ସରିଲା ନିର୍ବାଚନ ପର୍ବ। ଏଥର କିଏ ଧରିବ ମଙ୍ଗ, ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ତଥ୍ୟ ଘରୋଇ ଅନୁଷ୍ଠାନ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ କରିଛନ୍ତି। ତେବେ ୫ ରାଜ୍ୟରେ ନିର୍ବାଚନ ଶେଷ ହୋଇଥିବା ବେଳେ କେଉଁ ରାଜ୍ୟରେ କେଉଁ ଦଳ ଶାସନ କ୍ଷମତା ହାତେଇବାର ଅଧିକ ସମ୍ଭାବନା ରହିଛି ସେନେଇ ଏହି ସଂସ୍ଥାମାନେ ଆକଳନ କରିଛନ୍ତି। ତାମିଲନାଡ଼ୁ ତେବେ ରିପବ୍ଲିକ ଟିଭି ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ତାମିଲନାଡୁର […]

rail
ଦେଶରେ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ରେଲେଓ୍ୱର ବଡ଼ ନିଷ୍ପତ୍ତି। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଦେଶରେ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍। ନିର୍ଦ୍ଦିଷ୍ଟ ସମୟ ସାରଣୀରେ ଚାଲୁଥିବା ସମସ୍ତ ମେଲ୍-ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ବାତିଲ କରିଛି ଇଣ୍ଡିଆନ୍ ରେଲେଓ୍ୱ। ଆସନ୍ତା ଜୁଲାଇ ୧ତାରିଖରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ସବୁ ଟାଇମ୍ ଟେବଲ ଟ୍ରେନ୍ ବାତିଲ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପୂର୍ବରୁ ବୁକିଂ ହୋଇଥିବା ସମସ୍ତ ଟିକେଟ୍ ବାବଦ ଅର୍ଥ ଫେରାଇ ଦିଆଯିବା […]

Capture
କରୋନାରୁ ମୁକ୍ତି ଦେବ ମାତ୍ର ଗୋଟିଏ ବଟିକା, ପ୍ରସ୍ତୁତ କରୁଛି ଆମେରିକା.. !

ନୂଆଦିଲ୍ଲୀ: ଭାରତରେ କରୋନାର ଏହି ଦ୍ୱିତୀୟ ଲହର କାୟା ବିସ୍ତାର କରିସାରିଥିବା ବେଳେ ସାରା ବିଶ୍ୱ ଏଥିପାଇଁ ଆତଙ୍କିତ ରହିଛି। ଭାରତ ବ୍ୟତୀତ ଏଭଳି ଅନେକ ଦେଶ ରହିଛି, ଯେଉଁଠି କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ପ୍ରତ୍ୟେକ ଦିନ ରକର୍ଡ ଭାଙ୍ଗୁଛି। ତେଣୁ ଏଭଳି ପରିସ୍ଥିତିରେ ଆମେରିକାର ଫାଇଜର କମ୍ପାନୀ ପ୍ରସ୍ତୁତ କରୁଛି ଏକ ନୂଆ ବଟିକା। ଯାହାକି ପୁରା ବିଶ୍ୱକୁ ଆଶ୍ୱସ୍ତ କରିଛି। କରୋନାରୁ ମୁକ୍ତି ଦେବ ମାତ୍ର ଗୋଟିଏ ବଟିକା। ଘରେ ରହି ଗୋଟିଏ […]

Covaxin
କୋଭିସିଲ୍ଡ ପରେ କମିଲା କୋଭାକ୍ସିନ୍ ଟିକାର ଦର..

ନୂଆଦିଲ୍ଲୀ: କୋଭିସିଲ୍ଡ ପରେ କମିଲା କୋଭାକ୍ସିନ୍ ଟିକାର ଦର। ୬ ଶହ ଟଙ୍କା ବଦଳରେ ୪ ଶହ ଟଙ୍କାକୁ ହ୍ରାସ ପାଇଲା କୋଭାକ୍ସିନ ଟିକାର ଦାମ। ଏଣିକି ରାଜ୍ୟ ସରକାରଙ୍କୁ ଡୋଜ୍ ପ୍ରତି ୬ ଶହ ବଦଳରେ ୪ ଶହ ଟଙ୍କାରେ ଯୋଗାଇ ଦେବ ଟିକା ପ୍ରସ୍ତୁତକାରୀ ଭାରତ ବାୟୋଟେକ୍ କମ୍ପାନୀ। ତେବେ କମ୍ପାନୀ କେନ୍ଦ୍ର ସରକାରଙ୍କ ଲାଗି ଟିକାର ଦର ୧୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଘରୋଇ ହସ୍ପିଟାଲଗୁଡ଼ିକୁ ଡୋଜ୍ ପ୍ରତି ୧୨୦୦ ଟଙ୍କାରେ […]

Capture
ଏୟାର୍-ଟୁ-ଏୟାର୍ ମିଜାଇଲ୍ ପାଇଥନ୍-୫ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଏୟାର୍-ଟୁ-ଏୟାର୍ ମିଜାଇଲ୍ ପାଇଥନ୍-୫ର ସଫଳ ପରୀକ୍ଷଣ। ପ୍ରଥମ ଥର ପାଇଁ ଏହି ପଞ୍ଚମ ପିଢ଼ି କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଡିଆରଡିଓ। ଭାରତର ସ୍ୱଦେଶୀ ହାଲୁକା ଲଢ଼ୁଆ ବିମାନ ତେଜସରେ ଏହାର ପରୀକ୍ଷଣ କରାଯାଇଛି। ମଙ୍ଗଳବାର ଗୋଆରେ ପାଇଥନ୍ ଫାଇଭ୍ ସହିତ ଡର୍ବି ମିଜାଇଲ୍ ଆଦିର ମଧ୍ୟ ପରୀକ୍ଷଣ ସଫଳ ହୋଇଛି। ପାଇଥନ୍ ମିଜାଇଲ୍ ଯୋଜନା ମୁତାବକ ଟାର୍ଗେଟକୁ ହିଟ୍ କରିବାରେ ଶତ ପ୍ରତିଶତ ସଫଳ ହୋଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାପରେ ପରୀକ୍ଷଣରେ […]

haj3
ହଜ୍ ଯାତ୍ରା ପାଇଁ ଭାରତୀୟଙ୍କୁ ମିଳିବନି ଅନୁମତି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନଜରରେ ରଖି ଚଳିତବର୍ଷ ହଜଯାତ୍ରା ଉପରେ କଟକଣା ଜାରି କରାଯାଇଛି।  ଭାରତର କୌଣସି ମୁସଲମାନଙ୍କୁ ଗସ୍ତ ପାଇଁ ଅନୁମତି ମିଳିବ ନାହିଁ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକତାର ଆବାସ ନକଭୀ କହିଛନ୍ତି। ଚଳିତବର୍ଷ ହଜ୍ ଯାତ୍ରା ପାଇଁ ଭାରତର ୨ଲକ୍ଷ  ୩୦ ହଜାର ଆବେଦନ କରିଥିଲେ। ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ବ୍ୟବସ୍ଥା କରାଯାଉଛି। ସେପଟେ ସାଉଦି ଆରବ ସରକାରଙ୍କ ପକ୍ଷରୁ ବିଦେଶୀଙ୍କ ହଜଯାତ୍ରା ଉପରେ ମଧ୍ୟ କଟକଣା ଜାରି […]

salman
ସଲମାନ୍ ଖାନଙ୍କୁ 'ପୋଷ୍ଟର୍ ବୟ' କହି ବର୍ଷିଲେ ସୋନା ମହାପାତ୍ର

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ସୋଶାଲ ମିଡିଆରେ ହଙ୍ଗାମା ଏବେବି ଜାରି ରହିଛି। ସୁଶାନ୍ତଙ୍କ ସମର୍ଥନରେ ଫ୍ୟାନ୍ ଏବଂ ସୋଶାଲ ମିଡିଆ ୟୁଜର୍ସ ସଲମାନ୍ ଖାନ୍, କରଣ ଜୋହର୍, ସୋନମ୍ କାପୁର ଓ ଆଲିଆ ଭଟ୍ଟଙ୍କ ଭଳି ଆକ୍ଟରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ପରେ ସଲମାନ୍ ଖାନ୍ ନିଜ ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଫ୍ୟାନଙ୍କୁ ସପୋର୍ଟ କରିବାକୁ ଅପିଲ୍ କରିଥିଲେ। ସଲମାନଙ୍କ ଏହି ଟ୍ୱିଟ୍‌ର ସୋନା ବ୍ୟଙ୍ଗାତ୍ମକ ଶୈଳୀରେ ମଜାକ ଉଡ଼ାଇଛନ୍ତି। ସେ […]

oil-p
୮୦ ଛୁଇଁଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଲଗାତର ୧୬ ଦିନ ଧରି ତୈଳ ଦର ବୃଦ୍ଧି ପାଇଛି। ସୋମବାର ପେଟ୍ରୋଲ ଲିଟର୍ ପିଛା ୩୩ ପଇସା ଏବଂ ଡିଜେଲ୍ ଦର ଲିଟର୍ ପିଛା ୫୮ ପଇସା ବୃଦ୍ଧି ପାଇଛି। ଯାହା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୯ ଟଙ୍କା ୨୩ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୭୮.୮୫ ପଇସାରେ ପହଞ୍ଚିଛି। ତେବେ ବଡ଼ କଥା ହେଉଛି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୮୦ ଟଙ୍କା ଅତିକ୍ରମ କରିଛି। ଭୁବନେଶ୍ୱରରେ […]

mumbai
କୋହଲି ଓ ରୋହିତଙ୍କ ଚୌକା-ଛକାର ହିସାବ ରଖୁଥିବା ଏବେ କୋଭିଡ୍ ଯୋଦ୍ଧା

ମୁମ୍ବାଇ: ଦିନେ ସେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଭଳି ଖେଳାଳିଙ୍କର ଚୌକା ଓ ଛକାର ହିସାବ ରଖୁଥିଲେ। କିନ୍ତୁ ଏବେ ସେ ଏହି କାମ ଛାଡ଼ି କୋଭିଡ୍ ଯୋଦ୍ଧା ଭାବେ ନିଜକୁ ନୂଆ ପରିଚୟ ଦେଇଛନ୍ତି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ)ର ୫୫ ବର୍ଷୀୟ ସ୍କୋରର୍ ଦୀପକ ଯୋଶୀ। ଦୀପକ ଏବେ କରୋନା ୱାରିୟର୍ସ ବା କୋଭିଡ୍ ଯୋଦ୍ଧାର ଭୂମିକା ବହନ […]

sonu
ଟି-ସିରିଜ୍ କମ୍ପାନୀ ମାଲିକଙ୍କୁ ଖୋଲା ଚେତାବନୀ ଦେଲେ ସୋନୁ ନିଗମ, କହିଲେ...

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ପରେ ବଲିଉଡର ଅନେକ ସତ୍ୟତା ସାମ୍ନାକୁ ଆସିଛି। ତେବେ ଏହି ସତ୍ୟତା ଆଉ ନୁହେଁ, ଖୋଦ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର କିଛି ଲୋକେ ହିଁ ଆଣିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସହ ବଲିଉଡରେ ‘ନେପୋଟିଜମ୍’ ଏବଂ ଗଡ଼ଫାଦରଙ୍କ ଲବି ବା ସୁପାରିସକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ପ୍ରଖ୍ୟାତ ଗାୟକ ସୋନୁ ନିଗମ କିଛି ଦିନ ପୂର୍ବେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରୁ ମଧ୍ୟ ଆତ୍ମହତ୍ୟା ଖବର ଆସିବ କହି ସମସ୍ତଙ୍କୁ […]

main
କରୋନାରୁ ମୁକ୍ତି ପାଇଁ ବାହାରିଲା ଔଷଧ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ଏଥିରୁ ମୁକ୍ତି ଦେବାକୁ ଆସିଛି ଔଷଧ। କରୋନା ଭଲ କରୁଥିବା ଔଷଧ ପ୍ରସ୍ତୁତ କରିଛି ଦେଶର ଅନ୍ୟତମ ବଡ଼ ଫାର୍ମା କଂପାନି ଗ୍ଲେନମାର୍କ ଫାର୍ମାସିୟୁଟିକାଲ୍ସ। ଫାବି ଫ୍ଲୁ ନାଁରେ ପ୍ରସ୍ତୁତ ଏହି ମେଡିସିନ୍ କ୍ଲିନିକାଲ୍ ଟ୍ରାଏଲରେ ସଫଳ ହେବା ପରେ ପ୍ରସ୍ତୁତି ଓ ବିକ୍ରି ପାଇଁ ସ୍ୱୀକୃତି ପାଇଛି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆର ସ୍ୱୀକୃତି ପରେ ଗ୍ଲେନମାର୍କ ଔଷଧ ଉତ୍ପାଦନ […]