ନୂଆଦିଲ୍ଲୀ: କଂଗ୍ରେସ ପାଖରେ ଦେଖାଦେଇଛି ଟଙ୍କାର ଅଭାବ। ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ଆରମ୍ଭ କରିଛି। ୬ ବର୍ଷ ହେଲାଣି କ୍ଷମତାଠାରୁ ଦୂରେଇ ରହିଛି ଦଳ। ଆଉ ଏପରି ସମୟରେ ଦଳ ପାଖରେ ଟଙ୍କା ଅଭାବ କଥା ସାମ୍ମାକୁ ଆସିଛି। ୨୦୧୪ରେ କ୍ଷମତାରୁ ହଟିବା ପରେ କଂଗ୍ରେସକୁ ଡୋନେସନ ମିଳିବାରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଏଥିପାଇଁ ଦଳର ଶୀର୍ଷ ସ୍ତରୀୟ ନେତାମାନେ ରାଜ୍ୟସ୍ତରୀୟ ନେତାଙ୍କୁ […]
ମଧ୍ୟପ୍ରଦେଶ ଦୁର୍ଘଟଣା କଥା ଯିଏ ଶୁଣୁଛି ତାହା ଆଖିରୁ ଦୁଇ ବୁନ୍ଦା ଲୁହ ବୋହି ଆସୁଛି। ସତରେ ଏମିତି ଭୟାନକ ଦୁର୍ଘଟଣା ସମ୍ପର୍କରେ ଯିଏ ବି ଶୁଣିବ ତାହା ଆଖି ଲୁହରେ ଓଦା ହୋଇଯିବ। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୫୧ ଜଣଙ୍କ ଜୀବନ ଗଲାଣି।
କରୋନା ମହାମାରୀକୁ ନେଇ ଏବେ ସାରା ଦେଶରେ ଭୟ ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟକୁ କରୋନା ଭ୍ୟାକ୍ସିନ୍ ଦିଆଯାଇଛି। କରୋନା ଯୋଦ୍ଧାଙ୍କ ସମେତ ଅନେକ ଲୋକ ଏହି ଟିକା ମଧ୍ୟ ନେଲେଣି।
କୁକୁରର ଦାୟିତ୍ୱ ବୁଝିବ ରୋବର୍ଟ। ହୁଏତ ଏହି ଘଟଣା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ, ଆଉ ଆପଣ ଚିନ୍ତା କରୁଥିବେ କି ଆଜିକାଲି ସମୟରେ କାହା ପାଖରେ ଏତେ ଟଙ୍କା ରହିଛି ଯେ, କୁକୁର ପାଇଁ ରୋବର୍ଟ ବ୍ୟବସ୍ଥା କଲେ
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କେରଳରୁ ମଧ୍ୟ ଅନ୍ୟ ରାଜ୍ୟକୁ ମାଛ ରପ୍ତାନୀ ହୁଏ। ତେଣୁ ପ୍ରଶାସନ ତାହା ଉପରେ ମଧ୍ୟ କଟକଣା ଲାଗୁ କରିଛି।
ମଙ୍ଗଳ ପୃଷ୍ଠରେ ଆଜିଠୁ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ ଆମେରିକା ସ୍ପେସ୍ ଏଜେନ୍ସି ନାସାର ରୋବର୍। ଆସନ୍ତା ଦୁଇ ଦିନରେ ଏହା ମଙ୍ଗଳ ପୃଷ୍ଠରେ ଅବତରଣ କରିବ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ପର୍ସିଭେରେନ୍ସ ରୋବର୍ ହେଉଛି ଚତୁର୍ଥ ପୀଢ଼ିର ରୋବର୍।
ଆଜି ଆଇପିଏଲ ଖେଳାଳୀଙ୍କ ନିଲାମୀ ହେବ। ତେବେ ଏଥିଲାଗି ମୋଟ୍ ୨୯୨ ଜଣ ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଛି। ୧୦ଜଣ ଖେଳାଳିଙ୍କ ବେସ ପ୍ରାଇସ୍ ୨କୋଟି ଟଙ୍କା ରଖାଯାଇଥିବା ଜଣାଯାଇଛି। ଦୁଇ ଭାରତୀୟ କ୍ରିକେଟର ହରଭଜନ ସିଂ ଓ କେଦାର ଯାଦବ ଏହି ତାଲିକାରେ ରହିଛନ୍ତି
କମିବ ମଦ ଦର? ୩୦ ରୁ ୩୫ ଟଙ୍କା ଶୁଳ୍କ ଛାଡ଼ କରିବେ ରାଜସ୍ଥାନ ସରକାର! ଜୟପୁର: ଶସ୍ତା ହେବ ମଦ। ପାଖାପାଖି ୩୦ ରୁ ୩୫ ଟଙ୍କା ମଦ ଉପରେ ଶୁଳ୍କ ଛାଡ଼ କରିବେ ରାଜ୍ୟ ସରକାର। ନୂଆ ଅବକାରୀ ନୀତିରେ ବିୟର ଉପରେ ଅତିରିକ୍ତ ଶୁଳ୍କ ଓ ଏମଆରପି ହ୍ରାସ କରିବା ପାଇଁ ଘୋଷଣା କରାଯାଇଛି, ଯେଉଁଥିରେ ୩୦-୩୫ ଟଙ୍କା ହ୍ରାସ କରାଯିବ ବୋଲି ସୂଚନା ରହିଛି। ତେବେ ଏହା ଚଳିତ ମାସ ନୁହେଁ […]
ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବାଟ ଖୋଲିଲା। ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ୍ ହ୍ରଦ ନିକଟରୁ ସେନା ଓ ଯୁଦ୍ଧ ଟ୍ୟାଙ୍କ୍ ଚୀନ ପ୍ରତ୍ୟାହାର କରି ନେଇଛି ବୋଲି ସୂଚନା ରହିଛି
ପ୍ରେମ ଆଗରେ ସବୁ କିଛି ଫିକା ପଡିଯାଏ। ଆଉ ଏହା ମୋହରେ ଥରେ ଯିଏ ପଡିଛି ସେ କିଛି ବୁଝିବା ସ୍ଥିତିରେ ନଥାଏ। କହିବାକୁ ଗଲେ ନିଜ ପ୍ରେମକୁ ଶାଶ୍ୱତ କରିବା ଲାଗି ଅନେକ କିଛି ନିଆରା କାମ କରିବାକୁ ଚେଷ୍ଟା କରନ୍ତି। ତେବେ ଗୁଜୁରାଟରୁ ଏମିତି ଏକ ଚିତ୍ର ଆସିଛି। ଯାହାକୁ ଦେଖିଲେ ଆପଣ ବି ସାଲ୍ୟୁଟ୍ କରିବେ।
୩୬ କୋଟି ଟଙ୍କାର ମାଲିକ ହେଲା କୁକୁର। ହୁଏତ ଏହି ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏଠି ଲୋକ ଖାଇବାକୁ ପାଉନାହାନ୍ତି ଆଉ କୁକୁର ନାଁରେ ଏତେ ଟଙ୍କା କିଏ ରଖିଲା ଯେ, ସେ ୩୬ କୋଟିର ମାଲିକ ହୋଇଗଲା। କିନ୍ତୁ ଏହି ଘଟଣାଟି ପୂରା ସତ୍ୟ।
ଚାଲାଣ କାଟିବାରୁ ଏସ୍ଏସ୍ପିଙ୍କୁ ସାହାଯ୍ୟ ମାଗିଲେ ଛାତ୍ର। କହିଲେ, ମୁଁ ମୋର ଭୁଲ ମାନୁଛି କିନ୍ତୁ ଟ୍ରାଫିକ୍ ପୋଲିସ କାଟିଥିବା ଚାଲାଣ ଟଙ୍କା ଦେବାରେ ମୁଁ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ। ମୁଁ ଜଣେ ଛାତ୍ର, ଏହାସହ ମୋ ପରିବାର ଏତେ ପରିମାଣରେ ଟଙ୍କା ଦେବାକୁ ଅସମର୍ଥ
ଉତ୍ତରାଖଣ୍ଡ ଚେମୋଲି ହିମସ୍ଖଳନ ଘଟଣାକୁ ଏହାରି ମଧ୍ୟରେ ବିତିଛି ସପ୍ତାହେ। ଲଗାତାର ଭାବେ ଅଞ୍ଚଳରେ ଜାରି ରହିଛି ରେସ୍କ୍ୟୁ ଓ ସର୍ଚ୍ଚ ଅପରେସନ୍। ଆଜି ସକାଳୁ ଆଉ ଦୁଇଟି ମୃତ ଦେହ ଟନେଲ୍ ଭିତରୁ ଉଦ୍ଧାର ହୋଇଥିବା ଜଣାପଡିଛି। ଫଳରେ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି