ନୂଆଦିଲ୍ଲୀ: ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ନିସର୍ଗ। ଆଗାମୀ ୧୨ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି। ଆସନ୍ତାକାଲି ରାତି ସୁଦ୍ଧା ନିସର୍ଗ ମହାରାଷ୍ଟ୍ରର ରାଇଗଡ ଏବଂ ଦମନ ମଧ୍ୟବର୍ତ୍ତୀ ସ୍ଥାନରେ ଉପକୂଳ ଛୁଇଁବା ଆଶଙ୍କା ରହିଛି। ଏହି ସମୟରେ ବାଣିଜ୍ୟ ନଗରୀ ମୁମ୍ବାଇ ସହ ଥାନେ, ପଲଘର, ରାଇଗଡ […]
ନୂଆଦିଲ୍ଲୀ: ମୃତ୍ୟୁ ପରେ ଏବେ ଭାଇରାଲ ହେବାରେ ଲାଗିଛି ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ମେଡିକାଲରେ ଗୀତ ଗାଇବାର ଭିଡିଓ। ଗୀତଟି ତାଙ୍କ ଭାଇ ତଥା ସଙ୍ଗୀତ ନିର୍ଦ୍ଦେଶକ ସାଜିଦଙ୍କୁ ସେ ଉତ୍ସର୍ଗ କରିଛନ୍ତି। View this post on Instagram A heart breaking old video of #wajidkhan . This is not a recent video. #rip A post shared by Viral Bhayani (@viralbhayani) on […]
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆତ୍ମନିର୍ଭର ଭାରତ ଯୋଜନା ପାଇଁ ରୋଡମ୍ୟାପକୁ ମିଳିଛି ମଂଜୁରୀ। MSME ପାଇଁ ୫୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ରୋଡମ୍ୟାପ MSME ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି କରିବ। MSME ପାଇଁ ପୂର୍ବରୁ ହୋଇଥିବା ଘୋଷଣାକୁ କ୍ୟାବିନେଟ ମଂଜୁରୀ ମିଳିଛି। ରପ୍ତାନୀ କରୁଥିବା ଏମ୍ଏସ୍ଏଇ ଏବଂ ଯେଉଁମାନଙ୍କର ଭଲ ରେକର୍ଡ ଅଛି, ସେମାନେ ଷ୍ଟକ ମାର୍କେଟକୁ ଯିବାର ସୁଯୋଗ ପାଇବେ। ଦେଶର ମୋଟ ରପ୍ତାନୀର ୪୮ ପ୍ରତିଶତ ଏମ୍ଏସ୍ଏମ୍ଇ ରହିଛି। ଦେଶରେ […]
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି। କରୋନା ମହାମାରୀ ପାଇଁ ଯେଉଁ କ୍ଷତି ହୋଇଛି, ସେଥିରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଧାନ ସହ ୧୪ଟି ଖାଦ୍ୟଶସ୍ୟ ମୂଲ୍ୟ ବୃଦ୍ଧି କରିଛନ୍ତି। ସରକାର ଜୁଆର କ୍ୱିଣ୍ଟାଲ ୨୬ ଶହ […]
ଆମେରିକା: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ବ୍ରାଜିଲରେ କାୟା ମେଲାଇ ଚାଲିଛି କୋଭିଡ୍-୧୯ ଗତକାଲି ଗୋଟିଏ ଦିନରେ ୩୩ ହଜାର ସଂକ୍ରମିତ ଚିହ୍ନଟ ହେବା ପରେ ସଙ୍କଟ ଦେଖା ଦେଇଛି। ରେକର୍ଡ ସଂଖ୍ୟକ ୩୩ ହଜାର ୨୭୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଥିବା ବେଳେ ପ୍ରାୟ ୨୯ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଗତ ୨୪ […]
ଚିକାଗୋ: ଆମେରିକାରେ ଥମୁନି ଉତ୍ତେଜନା। ଆମେରିକାର ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ଥାର୍ଡ ଡିଗ୍ରୀରେ ମୃତ୍ୟୁ ହେବା ପରେ ଏହାକୁ ନେଇ ପ୍ରତିବାଦ ଜୋର ଧରିଛି। ଲୋକଙ୍କ ଭିତରେ ଦେଖାଦେଇଥିବା ଅସେନ୍ତାଷ ଏବେ ବିଭିନ୍ନ ସହରକୁ ବ୍ୟାପିଛି। ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାରେ ଆସି ବିକ୍ଷୋଭ କରୁଛନ୍ତି। ପରିସ୍ଥିତିକୁ ନଜରରେ ରଖି ଆମେରିକାର ଅନେକ ସହରରେ ଜାରି ହୋଇଛି କର୍ଫ୍ୟୁ। ଲୋକମାନଙ୍କ ବାହାରକୁ ଯିବା ଉପରେ କଟକଣା ଜାରି କରିଛି ଟ୍ରମ୍ପ ପ୍ରଶାସନ। ଲଗାତର ପଞ୍ଚମ ଦିନ ପାଇଁ […]
ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଭାରତରୁ ଧିରେ ଧିରେ କେନ୍ଦ୍ରାଞ୍ଚଳକୁ ବ୍ୟାପିବାରେ ଲାଗିଲାଣି ପଙ୍ଗପାଳ ଆକ୍ରମଣ। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ହରିଆଣା ପରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ପହଞ୍ଚିଲେଣି ପଙ୍ଗପାଳ। ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଚାଷୀଙ୍କ ନିଦ ହଜାଇ ଦେଲେଣି। ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ସୀମା ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ପଙ୍ଗପାଳ। ପୂର୍ବ ଉପକୂଳର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଅମ୍ପନ ବାତ୍ୟାରେ ଜର୍ଜରିତ […]
ନୂଆଦିଲ୍ଲୀ: ଘୋର ଆର୍ଥିକ ସଂକଟରେ ଦିଲ୍ଲୀ ସରକାର। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ କେଜରିଓ୍ୱାଲ ସରକାରଙ୍କ ପାଖରେ ଟଙ୍କା ନାହିଁ। ଏଣୁ ତୁରନ୍ତ ୫ ହଜାର କୋଟି ଟଙ୍କା ଦେବା ଲାଗି କେନ୍ଦ୍ରକୁ ନିବେଦନ କରିଛନ୍ତି ରାଜ୍ୟ ସରକାର। ଏଭଳି ଏକ ବିପତ୍ତି ବେଳେ କେନ୍ଦ୍ର ସରକାର ଦିଲ୍ଲୀବାସୀଙ୍କୁ ସହାୟତା ଯୋଗାଇଦେବାକୁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ୫ ହଜାର […]
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଅଦିନିଆ ଝଡ଼ ବର୍ଷାର ତାଣ୍ଡବ। ମାତ୍ର କେଇ ଘଣ୍ଟାର ପ୍ରକୃତି କରାଳ ରୂପରେ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବାସହ ଜୀବନହାନି ଘଟିଛି। ଶନିବାର ଏଠାରେ ହୋଇଥିବା ଝଡ଼ତୋଫାନରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଆଗ୍ରା, କନ୍ନୌଜ, ଉନ୍ନାଓ ଏବଂ ଲକ୍ଷ୍ନୌରେ ପ୍ରବଳ ମାତ୍ରାରେ ବର୍ଷା ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। କନ୍ନୌଜରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉନ୍ନାବରେ ଆଉ ୭ଜଣଙ୍କ ଜୀବନ ଯାଇଛି। ଝଡ଼ତୋଫାନରେ ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତିଙ୍କ […]
ନୂଆଦିଲ୍ଲୀ: କାଲିଠୁ ଆରମ୍ଭ ହେବ ୫ମ ପର୍ଯ୍ୟାୟ ଲକଡାଉନ୍। କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଲକଡାଉନ କୋହଳ ସହ କରୋନା ମାର୍ଗଦର୍ଶିକା କେନ୍ଦ୍ର ସରକାର ଜାରି କରିଛନ୍ତି। ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳରେ ମାସ୍କ ପିନ୍ଧିବା ଜରୁରୀ। ଗାଡ଼ିରେ ଯିବା ବେଳେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସର୍ବସାଧାରଣ ସ୍ଥଳରେ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତ୍ୱ […]
ନୂଆଦିଲ୍ଲୀ: ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଏବେ ଆସନ୍ତୁ ନଜର ପକାଇବା ନୂଆ ଗାଇଡଲାଇନ୍ ଅନୁସାରେ କଣ ଖୋଲା ଓ କଣ ବନ୍ଦ ରହିବ। କଣ ଖୋଲା ରହିବ? ଜୁନ୍ ୮ରୁ ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳୀ, ହୋଟେଲ୍, ରେଷ୍ଟୁରାଣ୍ଟ […]
ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି। ଜୁନ୍ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ, ପୂଜା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସେହିଭଳି ହୋଟେଲ, ରେସ୍ତୋରାଁ ଓ ଅନ୍ୟାନ୍ୟ ହସ୍ପିଟାଲିଟି ସେବା ଆରମ୍ଭ ହେବ। ସପିଙ୍ଗ୍ […]
ଅଣ୍ଡା ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ ଅଭାବ ପୂରଣ ହୁଏ। ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଲୋକମାନେ ଅଣ୍ଡାରୁ ତତକ୍ଷଣାତ୍ ଆମଲେଟ୍, ଅଣ୍ଡା ତରକାରୀ, ସିଝା ଅଣ୍ଡା ଆଦି ତିଆରି କରନ୍ତି। କିନ୍ତୁ ଆପଣ କେବେ ଅଣ୍ଡା ମସାଲା ଖାଇଛନ୍ତି କି ତିଆରି କରିଛନ୍ତି? ଯଦି ନୁହେଁ, ତେବେ ଆସନ୍ତୁ ଆପଣଙ୍କୁ ଏଥର ଅଣ୍ଡା ମସାଲାର ପ୍ରସ୍ତୁତି ବିଷୟରେ କହିବା। ଏହାକୁ ଘରେ ତିଆରି କରିବା ବହୁତ ସହଜ ଏବଂ ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ […]
ନୂଆଦିଲ୍ଲୀ: ବିମାନ ଉଡାଣରେ ବିପଦ ସୃଷ୍ଟି କରିପାରନ୍ତି ପଙ୍ଗପାଳ। ପଙ୍ଗପାଳ ଛୋଟ ହୋଇଥିଲେ ମଧ୍ୟ ଦଳବଳ ହୋଇ ଆସୁଥିବାରୁ ପାଇଲଟ୍ ଆଗକୁ ଦେଖିବାରେ ସମସ୍ୟା ସୃଷ୍ଟି ହୋଇପାରେ। ଏନେଇ ଆଡଭାଇଜାରୀ ଜାରି କରିଛି। ବେସାମରିକ ବିମାନ ଚଳାଚଳ ବିଭାଗ ପଙ୍ଗପାଳ ବିଶେଷଭାବେ ଭୂପୃଷ୍ଠରୁ ଅଳ୍ପ ଉଚ୍ଚରେ ବିଚରଣ କରୁଥିବାରୁ ବିମାନ ଅବତରଣ ଓ ଟେକଅଫରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ବିମାଣ ଉଡାଣ ଓ ଅବତରଣ ବେଳେ ୱାଇପର୍ସ ବ୍ୟବହାର କରିବେ ନା […]