ବିପନ୍ନଙ୍କ ସହ ଉଦ୍ଧାରକାରୀଙ୍କର ବି ନିଦ ହଜାଇଦେଇଛି ଉତ୍ତରାଖଣ୍ଡ ଚମୋଲି ବିପର୍ଯ୍ୟୟ। ଦିନରାତି ଏକ କରି ତପୋବନ ଟନେଲ୍ ଭିତରୁ ପଙ୍କ କାଦୁଅ କାଢ଼ିବାକୁ ଚେଷ୍ଟା ଚାଲିଥିଲେ ବି, କାମ ସରିବାର ନାଁ ନେଉନାହିଁ। ବିପର୍ଯ୍ୟୟକୁ ୭୨ ଘଣ୍ଟା ବିତି ସାରିଥିବାରୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେ ନେଇ ଆଜି ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି
ସାରା ଦୁନିଆ ସଂତ୍ରସ୍ତ ହେଲା, ଆମେ ବଞ୍ଚିଗଲୁ କାରଣ ଆମ ଉପରେ ଭଗବାନ କୃପା କଲେ ବୋଲି ମୋଦି କହିଛନ୍ତି। ଏହାସହ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ସେହି ଡାକ୍ତର ଏବଂ ନର୍ସ ମାନେ ଆମମାନଙ୍କ ପାଇଁ ଭଗବାନଙ୍କ ଅବତାର ଥିଲେ। କାର ସେମାନଙ୍କ ପାଇଁ ହିଁ ଆମେ ସୁରକ୍ଷିତ ଅବସ୍ଥାରେ ଅଛନ୍ତି
ମାନସିକ ଚାପ ବୃଦ୍ଧି କରିପାରେ ସ୍ମାର୍ଟ ଫୋନ୍। ଏମିତି ରିପୋର୍ଟ ଆସିବା ପରେ ସାଧାରଣ ଭାବରେ ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଟେନସନ ଫ୍ରୀରେ ରହିବା ଲାଗି ସ୍ମାର୍ଟ ଫୋନରେ କିଏ ଗେମ୍ ତ କିଏ ସୋସିଆଲ ମିଡ଼ିଆରେ ନିଜକୁ ବ୍ୟସ୍ତ ରଖେ ତ ପୁଣି ଆଉ କିଏ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ମାର୍ଟ ଫୋନ ବ୍ୟବହାର କରନ୍ତି।
ଆସନ୍ତାକାଲି ଦେଶବ୍ୟାପି ଚକାଜାମ୍ କରି ଆନ୍ଦୋଳନ କରିବେ ଚାଷୀ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ କୃଷକ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। କୃଷକଙ୍କ ଚକାଜାମ୍ ଆନ୍ଦୋଳନକୁ ଦୃଷ୍ଟିରେ ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ସେତିକି ସାମ୍ନାକୁ ଆସୁଛି। ବେଙ୍ଗଲବାସୀଙ୍କ ମନ ଜିଣିବାକୁ ରାଜ୍ୟବ୍ୟାପୀ ୫ଟି ପରିବର୍ତ୍ତନ ରଥଯାତ୍ରା ପାଇଁ ଯୋଜନା କରିଛି ବିଜେପି ।
ଶୁଭ ବିବାହ। ଏହି ଗୋଟିଏ ଶଦ୍ଦ ହିଁ ସବୁ କିଛି ବୁଝାଇଦିଏ। ସମସ୍ତେ ନିଜ ନିଜର ବିବାହକୁ କିଛି ଅଲଗା ଓ ସ୍ମରଣୀୟ କରିବା ଲାଗି ଚେଷ୍ଟା କରନ୍ତି। ବିବାହ ଦିନ ସମସ୍ତଙ୍କ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନରେ ହିଁ ଦୁଇଟି ହୃଦୟର ମିଳନ ହୁଏ
ସ୍ମାର୍ଟ ହେଉଛି ଗାଁ ଠୁ ସହର। ସମୟ ଆଉ ଟେକନୋଲୋଜି ସହିତ ଜୀବନ ଜୀବିକାରେ ଅନେକ କିଛି ପରିବର୍ତ୍ତନ ମଧ୍ୟ ଆସିଛି । ପକେଟରେ ସ୍ମାର୍ଟଫୋନ, ଆାଉ ଆାଖପାଖରେ ସ୍ମାର୍ଟ ସହର। ଆଉ ମଣିଷ ବି ସ୍ମାର୍ଟ। ଏଭଳି ସମୟରେ ଗାଁ କେମିତି ପଛରେ ରହିବ?
ଭାରତୀୟ ବଜାରରେ ଟେଲିଗ୍ରାମ୍ ଆପର ବଢୁଛି ଚାହିଦା। ଧୀରେ ଧୀରେ ଅଧିକ ଲୋକପ୍ରିୟ ହେଉଛି ଏହି ଆପ୍। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଲାଗୁ ହେବା ପରଠୁ ଅଧିକାଂଶ ୟୁଜର୍ସ ଆପ ପ୍ରତି ମୁହଁ ମୋଡିବା ଆରମ୍ଭ କଲେଣି ।