• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Covaxin
୮୧ ପ୍ରତିଶତ ଫଳପ୍ରଦ ହେଉଛି କୋଭାକ୍ସିନ

ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ୮୧ ପ୍ରତିଶତ ଫଳପ୍ରଦ ହେଉଛି ଭାରତର ଦେଶୀ ଟିକା କୋଭାକ୍ସିନ। ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ବେଳେ ଟିକାର ଏଭଳି ସଫଳତା ବାବଦ ତଥ୍ୟ ସାମ୍ନାକୁ ଆସିଥିବା ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି। ICMRର ସହଯୋଗରେ ୨୫ ହଜାର ୮୦୦ ଜଣଙ୍କ ଠାରେ ଟିକାର ଥାର୍ଡ ଫେଜ୍ ପରୀକ୍ଷଣ ହୋଇଥିଲା। ଭାରତ ବାୟୋଟେକର ଏହି ଟିକା ୮୧ ପ୍ରତିଶତ ଫଳପ୍ରଦ ଥିବା ନେଇ ଏହି ପରୀକ୍ଷାରୁ ଜଣାପଡ଼ିଛି। ଟିକାର ଆଉ ଏକ […]

jail
ଜେଲରେ ମିଳିବ ଚିକେନ୍ : କଏଦୀଙ୍କୁ ଦିଆଯିବ ରେଷ୍ଟୁରାଣ୍ଟ ପରି ବ୍ୟଞ୍ଜନ

କଏଦୀ ଆଉ ଜେଲର ପାଣିଚିଆ ଖାଦ୍ୟ ପାଇଁ ଅଭିଯୋଗ କରିବେ ନାହିଁ । ମହାରାଷ୍ଟ୍ର ଜିଲ୍ଲାର ଅତିରିକ୍ତ ମହାସଂଚାଳକ ସୁନୀଲ ରାମାନନ୍ଦ ଏହି ସୂଚନା ଦେଇଛନ୍ତି ।

Auto
ଲକ୍ଷେ ଟଙ୍କାରେ ବିଳାସମୟ ଘର, ବଧାଇ ଜଣାଇ ପାଖକୁ ଡାକିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଟୋ ଭିତରେ ବିଳାଶମୟ ଘର। ଆଉ ଘର ଭିତରେ ରହିଛି କିଚେନ ଆଉ ଓ୍ୱାସରୁମ। ଜଣେ ଲୋକ ଚଳିବା ପାଇଁ  ଅଟୋ ଭିତରେ ସବୁ କିଛି ରହିଛି। ଯେମିତି କି ଛାତ ଉପରେ ବସିବା ଓ ଲୁଗାପଟା ଶୁଖାଇବା ପାଇଁ ବ୍ୟବସ୍ଥା ହୋଇଛି। ଖାଲି ଏତିକି ନୁହେଁ, ଭେଣ୍ଟିଲେସନ ପାଇଁ ପ୍ରଚୁର ସ୍ପେସ ରହିଥିବା ବେଳେ ସୌର ଶକ୍ତିରେ ସମସ୍ତ ରୁମକୁ ବିଦ୍ୟୁତକରଣ କରାଯାଇଛି। ଯାହାକୁ ଦେଖିଲା ପରେ ଆପଣଙ୍କ ମନ କହିବ ଏଠାରେ ଥର […]

Tea-pkg
ଚା' କପର ଦାମ ୧ ହଜାର ଟଙ୍କା...ଜାଣନ୍ତୁ କେଉଁଠି ମିଳୁଛି ଏହି ଚା'?

ଆମେ ସମସ୍ତେ ପ୍ରତିଦିନ ଚା ପିଇଥାଆନ୍ତି। ସାଧାରଣ ଭାବରେ ଅଫିସ ହେଉ କିମ୍ବା କୌଣସି କାମରେ ବାହାରୁ ଆସିଲେ ଚା ପିଇ ଥକା ମେଂଟାଇ ଥାଆନ୍ତି। ସେହିପରି ଅଫିସରୁ ମଧ୍ୟ ଟିକିଏ ଫୁରସତ ମିଳିଲେ ଆମେ ସମସ୍ତେ ଚା ଖଟିରେ ବସିଯାଆନ୍ତି।

corona
ଟିକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ...

ଦେଶରେ ଆରମ୍ଭ ହେଲା କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ଆଉ ଆଜି ଦିଲ୍ଲୀ ଏମ୍ସରେ କୋଭାକ୍ସିନ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପଟେ ଭୁବନେଶ୍ୱରରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ