• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

OTV-PORTAL-MODI
କାଲି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପଶ୍ଟିମବଙ୍ଗବାସୀଙ୍କୁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ପୁରୁଲିଆରେ ବିଶାଳ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ବୋଲି ସୂଚନା ମିଳିଛି। ମୋଦିଙ୍କ ଗସ୍ତକୁ ନେଇ ପଶ୍ଟିମବଙ୍ଗ ବିଜେପି ଶିବିରରେ ବଡ ଧରଣର ପ୍ରସ୍ତୁତି ଚାଲିଛି

night-curfew
ଟେନ୍‌ସନ ଦେଉଛି କରୋନା: ଏହି ସହରକୁ ପୁଣି ଫେରିଲା ନାଇଟ୍‌ କର୍ଫ୍ୟୁ

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ଗୁଜରାଟର ୪ ସହରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ ବୋଲି ସୂଚନା ମିଳିଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ,ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି

corona
ଦେଶରେ ବଢୁଛି ସଂକ୍ରମଣ: ଅନେକ ସ୍ଥାନରେ ଜାରି ହେଲାଣି ଲକଡାଉନ ଓ ସଟଡାଉନ୍‌

ଦେଶରେ କାୟା ବିସ୍ତାର କରୁଛି କରୋନା। ୨୪ ଘଣ୍ଟାରେ ଦେଶରେ ମୋଟ୍‌ ୨୪,୪୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦେଇଛି। ଏହାସହ ୨୪ ଘଣ୍ଟାରେ ୨୦,୧୯୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୩୧ ଜଣଙ୍କ ଜୀବନ ନେଇଛି କରୋନା।

exam
NRA ସେପ୍ଟେମ୍ବରରେ ସରକାରୀ ପୋଷ୍ଟଗୁଡିକ ପାଇଁ ସମ୍ଭବତଃ ଅନଲାଇନ CET ପରିଚାଳନା କରିପାରେ | ସବିଶେଷ ବିବରଣୀ ଯାଞ୍ଚ କରନ୍ତୁ

ସରକାରୀ ପଦ ପଦବୀ ନିଯୁକ୍ତି ପାଇଁ କମନ ଏଲିଯିବିଲିଟି ଟେଷ୍ଟ (CET) ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ କ୍ରମେ CET ପରିଚାଳନା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି (ଏନଆରଏ) ଗଠନ କରାଯାଇଛି।

Online exam
ଦିଲ୍ଲୀ ୟୁନିଭରସିଟି ଅନଲାଇନ ପରୀକ୍ଷା: ଏଠାରେ କଣ କରିବେ ଓ କଣ ନ କରିବେ? ଏନେଇ ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା

ମାର୍ଚ୍ଚ ୧୫ ଅର୍ଥାତ ଆଜି ଠାରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅନଲାଇନ୍ ପରୀକ୍ଷା ଆରମ୍ଭ ହେଉଛି। ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଅପେକ୍ଷା ଡାଉନଲୋଡ୍, ଅପଲୋଡ୍, ପାସୱାର୍ଡ, ଇଣ୍ଟରନେଟ୍ ନେଟୱାର୍କ ଭଳି ବୈଷୟିକ ଜିନିଷ ଯତ୍ନବାନ ହେବାକୁ କୁହାଯାଇଛି

corona
କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ୨୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ କରୋନା ସଂକ୍ରମଣ ପୁଣି ୨୫ ହଜାର ଟପିଥିବା ନେଇ ସୂଚନା ମିଳିଛି। ୨୪ ଘଣ୍ଟାରେ ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮କୁ ଏହାରି ମଧ୍ୟରେ ବୃଦ୍ଧି ପାଇଛି

amit saha
୫ ରାଜ୍ୟ ଲାଗି ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି, ସେପଟେ ବଙ୍ଗରେ ରୋଡ୍‌ ସୋ' କରିବେ ଶାହ

୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ଗତକାଲି ବିଜେପିର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଅନେକ ବିଚାର ବିମର୍ଷ କରାଯାଇଛି। ଏହାସହ ବିଳମ୍ବିତ ରାତିରେ ବୈଠକ ଶେଷ ହୋଇଛି।