• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

April-2021
ଏପ୍ରିଲ ମାସ ପାଇଁ ଗାଇଡ୍‌ଲାଇନ ଜାରି କଲେ କେନ୍ଦ୍ର ସରକାର

ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଗାଇଡଲାଇନ ଅନୁସାରେ, ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର। ଯେଉଁଠି RTPCR ଟେଷ୍ଟ ବେଶୀ ହେଉନାହିଁ, ସେଠାରେ ବଢ଼ାଇବାକୁ ଦିଆଯାଇଛି ନିର୍ଦ୍ଦେଶ

job
ଭାରତୀୟ ସେନା ବାହିନୀରେ ଭର୍ତ୍ତି ହେବାକୁ ଇଚ୍ଛା ରଖିଛନ୍ତି କି?

ଭୁବନେଶ୍ୱର: ସଶସ୍ତ୍ର ବାହିନୀରେ ଯୋଗଦେବା ଦେଶରେ ଥିବା ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ଗର୍ବର ବିଷୟ। ତେବେ କ୍ରୀଡା କୋଟା ଅଧୀନରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଅନେକ ମାନଦଣ୍ଡ ଅଛି । PIB ର ଏକ ରିପୋର୍ଟ  ଅନୁଯାୟୀ ସୋମବାର ଦିନ ରାଜ୍ୟସଭାରେ ଶ୍ରୀ ଅଖିଳେଶ ପ୍ରସାଦ ସିଂଙ୍କ ଦ୍ୱାରା  ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ବିଭାଗର ରାଷ୍ଟ୍ର  ମନ୍ତ୍ରୀ  ଶ୍ରୀପଦ ନାୟକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଥିଲେ ଏବଂ ଏଇ ଆଧାରରେ […]

marrage
କିଶୋର-କିଶୋରୀଙ୍କ ବିବାହ ବୈଧ: କୋର୍ଟ

ପୁଣି ଏକ ମାମଲାରେ ଐତିହାସିକ ରାୟ ଶୁଣାଇଲେ ବିହାରର ଏକ ଅଦାଲତ। ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ମାତ୍ର ୩ ଦିନ ମଧ୍ୟରେ ରାଯଋୟ ଶୁଣାଇଛନ୍ତି କୋର୍ଟ। ଏଠାରେ ଆମେ କହିରଖୁଛୁ ଯେ, କୋର୍ଟ କିଶୋର-କିଶୋରୀଙ୍କ ବିବାହକୁ ବୈଧ ବୋଲି ଦର୍ଶାଇଛନ୍ତି।

Corona
ବେକାବୁ ହେଲାଣି ସଂକ୍ରମଣ: ୨୪ ଘଣ୍ଟାରେ ଦେଶରେ ୪୦ ହଜାର ୭୧୫ ଆକ୍ରାନ୍ତ ଚିହ୍ନଟ

ଦେଶରେ  ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଲଗାତାର ଭାବରେ କରୋନା ଗ୍ରାଫ୍ ଉପରମୁହାଁ ରହୁଛି, ଶାହାକୁ ନେଇ ସରକାରଙ୍କ ଚିନ୍ତା ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

bandege
ଡାଇବେଟିସ୍‌ ରୋଗୀଙ୍କ ଘା' ଭଲ କରିଦେବ ଏହି ସ୍ୱତନ୍ତ୍ର ବ୍ୟାଣ୍ଡେଜ୍‌, ଜାଣନ୍ତୁ ଏହା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ...‌

: ରୋଷେଇ ଘରେ ହଳଦୀର ବ୍ୟବହାର ସଂପର୍କରେ ସମସ୍ତେ ଜାଣନ୍ତି। କିନ୍ତୁ ଏଥିରୁ ନିର୍ମିତ ବ୍ୟାଣ୍ଡେଜ୍ ଯେ ରୋଗୀର ଘାକୁ ଶୀଘ୍ର ଭଲ କରିପାରିବ, ତା ହୁଏତ ଅନେକ ଭାବିନଥିବେ।

COVISHIELD
କୋଭିସିଲ୍ଡ ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ରହିବ ୮ ସପ୍ତାହ

କୌଣସି ବ୍ୟକ୍ତିକୁ କରୋନା ଭ୍ୟାକସିନ କୋଭିସିଲ୍ଡର ପ୍ରଥମ ଡୋଜ୍ ଦେବାର ୪ରୁ ୮ ସପ୍ତାହ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।

Corona
ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା: ୨୪ ଘଣ୍ଟାରେ ୪୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଦେଶରେ କ୍ରମାଗତ ଭାବରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା।୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି

Marrage
ଗୋଟିଏ ସ୍ଥାନରେ ୩ ହଜାର ଯୁବକ-ଯୁବତୀ ବିବାହ ବନ୍ଧନରେ ବାନ୍ଧି ହେଲେ

ସମୂହ ବିବାହ ଉତ୍ସବ ଗୋଟିଏ କି ଦୁଇଟି ନୂହେଁ ଏକା ଥରକେ ସାଢେ ୩ ହଜାର ଯୋଡ଼ିଙ୍କର ହେଲା ବାହାଘର। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ଏହି ଗଣବିବାହ ଉତ୍ସବ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ନିଜେ ଉତ୍ସବରେ ଯୋଗ ଦେଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ସମସ୍ତ ପାରମ୍ପରିକ ରୀତିନୀତି ସହ ସମ୍ପନ୍ନ ହୋଇଥିଲା ବିବାହ।

NHAI
NHAI ନିଯୁକ୍ତି 2021: ଏକାଧିକ ପଦବୀ ପାଇଁ ଆବେଦନ କରନ୍ତୁ, ଦରମା ଓ ଅନ୍ୟାନ୍ୟ ବିବରଣୀ ପାଇଁ କ୍ଲିକ୍ କରନ୍ତୁ

ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଡେପୁଟେସନ ଆଧାରରେ ଏକାଧିକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି

AICTE-For Representational Purposes
ଶିକ୍ଷା ନିୟାମକଙ୍କ ମିଶ୍ରଣ ଚଳିତ ବର୍ଷ ଘଟିବ: AICTE

ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଗଠନମୂଳକ ସଂସ୍କାର, ବିଶେଷକରି ଭାରତର ଉଚ୍ଚଶିକ୍ଷା ଆୟୋଗ (HECI) ଗଠନ ପାଇଁ ନିୟାମକଙ୍କ ମିଶ୍ରଣ ଚଳିତ ବର୍ଷ ହେବ ବୋଲି ଏଆଇସିଟି ଅଧ୍ୟକ୍ଷ ଅନିଲ ସାହସ୍ରାବୁଧେ ଗୁରୁବାର ଏଠାରେ କହିଛନ୍ତି।

ossc
ଓଡିଶା ଷ୍ଟାଫ ସିଲେକସନ ପିଇଟି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି

ଷ୍ଟାଫ ସିଲେକସନ କମିଶନ (OSSC) ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶାରୀରିକ ଶିକ୍ଷା ବିଭାଗର ଶିକ୍ଷକ (ପି ଇ ଟି) ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆମନ୍ତ୍ରଣ କରିଛି

Corona
ଦେଶରେ ବେକାବୁ ହେଲାଣି କରୋନା: ୨୪ ଘଣ୍ଟାରେ ୪୦ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ୪୦ ହଜାର ଡେଇଁଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୦ ହଜାର ୯୫୩ ନୂଆ ଆକ୍ରାନ୍ତ। ଏଥିସହ ୧୮୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଲଗାତର ୨ ଦିନ ହେଲା ନୂଆ ସଂକ୍ରମଣ ୩୫ ହଜାର ଉପରେ ରହୁଥିଲା

violence-in-wb
ଭୋଟ୍‌ ପୂର୍ବରୁ ଲଗାତାର ହିଂସା ହେଉଛି ପଶ୍ଚିମବଙ୍ଗରେ

ନିର୍ବାଚନ ପାଖେଇବା ସହ, ବଙ୍ଗରେ କେବଳ ପ୍ରଚାର ଲଢ଼େଇ ଦେଖିବାକୁ ମିଳୁନି, ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ରାଜନୈତିକ ହିଂସାର ଚିନ୍ତାଜନକ ଖବର। ଗତରାତିରେ ଉତ୍ତର ୨୪ ପ୍ରଗଣାରେ ବିଜେପି ସାଂସଦଙ୍କ ଘର ପାଖରେ ସିରିଜ ବୋମାମାଡ଼ ହୋଇଥିବା ବେଳେ, ଆଜି ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।

corona--in-country
କରୋନା କଡ ଲେଉଟାଉଛି? ୨୪ ଘଣ୍ଟାରେ ୩୫ ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା

କଡ଼ ଲେଉଟାଇଲା କରୋନା? ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଗତ ୭ ଦିନ ହେଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ୨୦ ହଜାର ଉପରେ ରହୁଥିଲା। ହେଲେ ଆଜି ଏହି ସଂଖ୍ୟା ୩୫ ହଜାର ଡେଇଁଛି।

Bjp-1
ବଙ୍ଗରେ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମୋଟ ୧୪୮ ଜଣଙ୍କ ନାଁ ଘୋଷଣା କରାଯାଇଛି। ଘୋଷିତ ପ୍ରାର୍ଥୀ ତାଲିକାରେ ପ୍ରମୁଖ ଚେହେରା ରହିଛନ୍ତି ମୁକୁଲ ରାୟ। ସେ କ୍ରିଷ୍ଣାନଗର ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ରହିଛି

modi--mamta
ଦିଦିଙ୍କ ଗଡ଼ରେ ଆଜି ପୁଣି ବାଘ ପରି ଗର୍ଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ନିର୍ବାଚନ ପ୍ରଚାର ଚାଲିଛି। ପଶ୍ଚିମବଙ୍ଗ ପୁରୁଲିଆ ଓ ଆସାମ କରିମଗଞ୍ଜରେ ସାଧାରଣ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ପୁରୁଲିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆସାମରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ସେପଟେ ଖଡଗପୁର ନିର୍ବାଚନ ରାଲିରେ ମୋଦିଙ୍କୁ ଜବାବ ଦେଇଛନ୍ତି ଦିଦି।

IGNOU
IGNOU ରେ ପାଠ ପଢିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଲାଗି ବଡ଼ଖବର, ବୟସକୁ ନେଇ ନିଆଯାଇଛି ବଡ଼ ନିଷ୍ପତ୍ତି

IGNOU ଆଡମିଶନ ପାଇଁ ସମୟସୀମା କୁ ଘୁଞ୍ଚାଇ ଦିଆଯାଇଛି , ବିବରଣୀ ଯାଞ୍ଚ କରନ୍ତୁ … ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (IGNOU) ଜାନୁଆରୀ ୨୦୨୧ ସେସନ ପାଇଁ ଆବେଦନ ଦାଖଲ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଦୁଇ-ତିନି ବର୍ଷର ଅବଧିରେ ସ୍ନାତକୋତ୍ତର / ସ୍ନାତକୋତ୍ତର / ସେମିଷ୍ଟାର-ଆଧାରିତ କାର୍ଯ୍ୟକ୍ରମରେ ପଞ୍ଜୀକୃତ / ନାମଲେଖା ହୋଇଥିବା ପ୍ରାର୍ଥୀମାନେ ପୂର୍ବ ସେମିଷ୍ଟାରର ଟର୍ମ-ଏଣ୍ଡ ପରୀକ୍ଷାରେ ଉପସ୍ଥିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ବର୍ଷ / ସେମିଷ୍ଟାର […]

Railway-Jobs
ରେଳ ବିଭାଗରେ ଚାକିରୀ କରିବାକୁ ଚାହୁଁଛନ୍ତି କି?

NCR ଭାରତୀୟ ରେଳ ନିଯୁକ୍ତି ୨୦୨୧ ପାଇଁ ଯୋଗ୍ୟତା…. ବୟସ ସୀମା: ପ୍ରାର୍ଥୀ ନିଶ୍ଚିତ ଭାବରେ ୧୫ ବର୍ଷ ପୂରଣ କରିଥିବେ ଏବଂ ୧୭ ମାର୍ଚ୍ଚ ୨୦୨୧ ସୁଦ୍ଧା ୨୪ ବର୍ଷରୁ ଅଧିକ ହୋଇ ନଥିବ । SC / ST ପ୍ରାର୍ଥୀଙ୍କ କ୍ଷେତ୍ରରେ ଉପର ବୟସ ସୀମା ପାଞ୍ଚ ବର୍ଷ ଏବଂ OBC ପ୍ରାର୍ଥୀଙ୍କ କ୍ଷେତ୍ରରେ ତିନି ବର୍ଷ କୋହଳ ହୋଇପାରେ।  ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ, ବୟସ ସୀମା ୧୦ ବର୍ଷ ପର୍ଯ୍ୟନ୍ତ କୋହଳ […]