ଶୋଇବା ପାଇଁ ମିଳୁଛି ଏତେ ଟଙ୍କା ! ଆପଣ କେବେ ଭାବିଛନ୍ତି କି କେବଳ ଶୋଇବା ପାଇଁ ମଧ୍ୟ ମିଳିପାରେ ଲକ୍ଷ ଲକ୍ଷ ଟଙ୍କା ।
‘ସିଂଘମ୍ ଏଗେନ୍’କୁ ଏବେ ଲୋକଙ୍କ ବଡ ଅପେକ୍ଷା। ରୋହିତ ଶେଟ୍ଟୀଙ୍କ କପ-ୟୁନିଭର୍ସର ଏହି ପଞ୍ଚମ ଫିଲ୍ମ, ଆକ୍ସନ୍-ଡ୍ରାମାରେ ଭରପୂର। ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଏହା ୨୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଜାଣନ୍ତୁ କେମିତି…
ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ଏହି ସମୟରେ ହଠାତ୍ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ମରାଠୀରେ କହିବା ଆରମ୍ଭ କଲେ । CJI ଆବେଦନକାରୀଙ୍କୁ ଭର୍ତ୍ସନା କରି ଅଦାଲତି ଶିଷ୍ଟାଚାର ପାଠ ପଢାଇଲେ।
ପୋଲିସ କମିଶନର ରାଜଦୀପ ନୁକୁମଙ୍କ ସୂଚନା ଅନୁଯାୟୀ ଏହି ନକଲି ନୋଟ ଶାହିଦ କପୁରଙ୍କ ଟିଭି ସିରିଜ୍ 'ଫର୍ଜି' ଦ୍ୱାରା ଅନୁପ୍ରାଣିତ ହୋଇଛି। ଅନୁପମ ଖେରଙ୍କ ଛବି ସହିତ 'ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ' ବଦଳରେ 'ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ' ଲେଖାଯାଇଛି।
ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ । ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଫାଲକେ ସମ୍ମାନ ।
Chanakya Niti for Life: ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହିପରି ତିନୋଟି ଘଟଣା ବିଷୟରେ କହିଥିଲେ ଯାହାକି ଜଣେ ସାହସୀ ବ୍ୟକ୍ତିଙ୍କୁ ଦୁର୍ବଳ କିମ୍ବା ନଷ୍ଟ କରିବାରେ ସକ୍ଷମ ହୋଇଥାଏ । କ’ଣ ସେହି ତିନୋଟି ଘଟଣା ? ଆସନ୍ତୁ ଜାଣିବା...
ଆପଣ ଯଦି କୌଣସି ଷ୍ଟାର୍ ହୋଟେଲ୍ ବୁକ୍ କରି ରହିଛନ୍ତି ତେବେ ଏଠି ଥିବା ଅନେକ ଜିନିଷ ଆପଣ ବ୍ୟାଗ୍ରେ ପୂରେଇ ନେଇଯାଇପାରିବେ। ତେବେ ସେଗୁଡିକ କ’ଣ ଆସନ୍ତୁ ଜାଣିବା।
ଲେବାନନରେ ହିଜବୁଲ୍ଲା ଉପରେ ଘନଘନ ହମଲା ଭିତରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍।
ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସାରୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଉଛି। ଧୀରେ ଧୀରେ ଏହା ଲୋକଙ୍କ ପ୍ରିୟ ପନିପରିବାରେ ପରିଣତ ହେଉଛି। ତେବେ ସାରୁର ଏହି ଲୋକପ୍ରିୟତା ପଛର କାରଣ ହେଉଛି ଏହାର ଔଷଧୀୟ ଗୁଣ ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ।
୧୦ ବର୍ଷ ତଳେ ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଏହି ରେଡିଓଭିତ୍ତିକ କାର୍ଯ୍ୟକ୍ରମ ଆଜି ଦେଶର ଘରେ ଘରେ ପରିଚିତ, ପ୍ରଶଂସିତ। ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ବ୍ୟକ୍ତିଗତ ପ୍ରତିଭା ହେଉ ଅବା ସମାଜ ପାଇଁ ପରିଶ୍ରମ ଓ ଉତ୍ସର୍ଗ, ଲୋକଲୋଚନକୁ ଆସିବା ସହ ପ୍ରଚାର ପ୍ରସାର ବି ହୋଇଛି ।
ହାର୍ଟ ଆଟାକ୍, ହାର୍ଟ ଫେଲ୍ୟୁର, ହାର୍ଟ ଷ୍ଟ୍ରୋକ୍। ଅଣ-ସଂକ୍ରାମକ ରୋଗ କ୍ଷେତ୍ରରେ ଏହି ତିନି ହୃଦରୋଗ ବିଶ୍ବର ନମ୍ବର ୱାନ୍ କିଲର। ଉଦବେଗର କଥା ହେଲା, ଏହି ରୋଗରେ ଏବେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ।
ନଷ୍ଟ କରାଗଲା ୩ ହଜାର ୪୭୦ କେଜିର ଲଡୁ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡୁକୁ ମାଟିରେ ପୋତି ଦିଆଗଲା ।
ଲେବାନନରେ ହିଜବୁଲ୍ଲା ସହ ସଂଘର୍ଷ ଭିତରେ ଗାଜାରେ ବି ହମାସ ବିରୋଧରେ ଅପରେସନ ଜାରି ରଖିଛି ଇସ୍ରାଏଲ୍ ।
ନିଷ୍ଠୁର ଲୋକ ଏମାନେ... ସମାଜିକ ଲୋକଠୁ ପୂରା ଭିନ୍ନ । ଦୁନିଆଠୁ ସମ୍ପୂର୍ଣ୍ଣ ଅଲଗା... ନା କୋମଳ ହୃଦୟ ଅଛି... ନା ଏମାନେ କାହା କଷ୍ଟକୁ ବୁଝିପାରନ୍ତି ।
ଆଜିଠୁ ପୃଥିବୀ ଚାରିପଟେ ବୁଲିବ ଦ୍ୱିତୀୟ ଚନ୍ଦ୍ର । ମହାକାଶରେ ଘଟିବ ବିରଳ ଘଟଣା ।
ରେଳ ନିଯୁକ୍ତି ବୋର୍ଡ (RRB) ନେଇ ଆସିଛି ନିଯୁକ୍ତି ସୁଯୋଗ । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ତାମିଲନାଡୁରେ ଏହା ଦ୍ୱିତୀୟ ଥର ହେବାକୁ ଯାଉଛି, ଯେତେବେଳେ ପିତା ମୁଖ୍ୟମନ୍ତ୍ରୀ ଏବଂ ପୁଅ ଉପମୁଖ୍ୟମନ୍ତ୍ରୀ ପଦରେ ରହିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ରେ ମୟୂରଭଞ୍ଜ ଯୁବକଙ୍କ ପ୍ରଶଂସା । ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜର ଯୁବକ ରାମ୍ ଜିତ୍ ଟୁଡୁଙ୍କ ଅବଦାନ କଥା ଉଠାଇ ତାଙ୍କୁ ପ୍ରସଂଶା କରିଛନ୍ତି ମୋଦି ।
ନୂଆ ଟ୍ରାକ୍ରେ ନିଜକୁ ଆଡ୍ଜଷ୍ଟ କରିବାକୁ କଠିନ ସଂଘର୍ଷ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ଥ୍ରୋ କରିବାରେ କଷ୍ଟ ହେଉଥିଲା ।
ଯାତ୍ରୀ ଜଣକ କହିଛନ୍ତି, ଉଡ଼ାଣ ସମୟରେ ତାଙ୍କୁ ଦିଆଯାଇଥିବା ଓମଲେଟ୍ରେ ଏକ ଅସରପା ବାହାରିଛି । ଏହାର ଭିଡିଓ ମଧ୍ୟ କରି ସେ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ।
ସିଭିଲ ସର୍ଭିସେସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ । ହେଲେ ତାଙ୍କର ଦୃଢ଼ ମନୋବଳ ପାଇଁ ସେ ପରେ ସଫଳତା ହାସଲ କରିଥିଲେ । ସେ ପୁଣି ଥରେ ଚେଷ୍ଟା କରିଥିଲେ ।
IIFA 2024 ପୁରସ୍କାର ଉତ୍ସବ ଆବୁଧାବିରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଶାହରୁଖ ଖାନଙ୍କ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ତାଙ୍କର ଦମଦାର୍ ଅଭିନୟ ପାଇଁ ତାଙ୍କୁ ଗତ ବର୍ଷ ମୁକ୍ତିଲାଭ କରିଥିବା 'ଜବାନ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।
୨୦୧୪ରୁ ଭାରତ ବଜାରରେ ବ୍ୟାନ୍ ହୋଇଥିବା ଚାଇନା ରସୁଣ ପୁଣି ଏବେ ମାର୍କେଟ୍ରେ ଉପଲବ୍ଧ ହେଲାଣି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
'ପରର ମନ୍ଦ ପାଞ୍ଚୁଥିବା ପାକିସ୍ତାନ ଏବେ ନିଜର କର୍ମଫଳ ଭୋଗୁଛି' । ପାକିସ୍ତାନର ଜିଡିପିକୁ କଟ୍ଟରବାଦ ଓ ଆତଙ୍କବାଦ ରପ୍ତାନୀରେ ମପାଯାଇପାରିବ ।
ଶନିବାର ହିଜବୁଲ୍ଲା ମୁଖ୍ୟ ହସନ୍ ନସ୍ରଲ୍ଲାହକୁ ନିପାତ କଲା ଇସ୍ରାଏଲ । ଇସ୍ରାଏଲର ଅଧିକାରକୁ ସମ୍ପୂର୍ଣ୍ଣ ସମର୍ଥନ କଲେ ବାଇଡେନ୍ ।