• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Supreme Court
କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ସୁପ୍ରିମକୋର୍ଟରେ ହେବ ଶୁଣାଣି

ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। 

Kolkata Rape-Murder
Special Story: କୋଲକାତା ଦୁଷ୍କର୍ମ ଘଟଣା; ଖୋଲୁଛି ନର ରାକ୍ଷସ ପାପର ପେଡ଼ି...

କୋଲକାତା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ । ଏ କେବଳ ରାକ୍ଷସ ନୁହେଁ । ନର ରାକ୍ଷସ । ଇତିହାସ ଶୁଣିଲେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ ।

Indian Coast Guard
କୋଷ୍ଟଗାର୍ଡ ଡିଜି ରାକେଶ ପାଲଙ୍କ ପରଲୋକ

କୋଷ୍ଟଗାର୍ଡ ଡିଜି ରାକେଶ ପାଲଙ୍କ ପରଲୋକ। ହୃଦଘାତରେ ଚେନ୍ନାଇରେ ଆଖି ବୁଜିଛନ୍ତି  ରାକେଶ ପାଲ୍। 

Raksha Bandhan 2024 know some epic story on raksha bandhan
Raksha Bandhan 2024: ପୁରାଣ ଯୁଗରୁ ଚାଲିଆସିଛି ରକ୍ଷାବନ୍ଧନ; ଜାଣନ୍ତୁ ମା’ ଲକ୍ଷ୍ମୀ କାହାକୁ ବାନ୍ଧନ୍ତି ରାକ୍ଷୀ

ରାକ୍ଷୀ ବନ୍ଧାର ଏହି ପରମ୍ପରା ଆଜିକାଲିର ନୁହେଁ, ଏହା ବହୁ ପ୍ରାଚୀନ। ପୁରାଣରେ ମଧ୍ୟ ଏହାର ଝଲ ଦେଖିବାକୁ ମିଳେ। କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତେବେ ଏହାକୁ ନେଇ କ’ଣ କୁହେ ପୁରାଣ ଆସନ୍ତୁ ଜାଣିବା।

Kolkata
ବିଳମ୍ବିତ ନ୍ୟାୟ ନା ଦୁର୍ବଳ ଆଇନ ? ଦୁଷ୍କର୍ମୀଙ୍କ ମନରେ କାହିଁକି ଭୟ ସୃଷ୍ଟି କରିପାରୁନି ଦଣ୍ଡବିଧାନ

'ଝିଅକୁ ଡାକ୍ତର କରିବା ପାଇଁ ବହୁ କଷ୍ଟ କରିଥିଲୁ । ହେଲେ ଭାଙ୍ଗି ଚୁରମାର ହୋଇଗଲା ସବୁ ସ୍ବପ୍ନ ।' ଗଣମାଧ୍ୟମ ଆଗରେ ଭୋ ଭୋ ହୋଇ କାନ୍ଦି ଉଠିଲେ କୋଲକାତା ପୀଡ଼ିତାଙ୍କ ବାପା ମାଆ ।

Indian Air Force Recruitment 2024
Indian Air Force Recruitment 2024: ଦଶମ ପାଶ୍ କରିଥିବା ପିଲାଙ୍କ ପାଇଁ ସୁଯୋଗ: ଭାରତୀୟ ବାୟୁସେନାରେ କରିପାରିବେ ଚାକିରି

ଆପଣ ଯଦି କମ ପାଠ ପଢି ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏନେଇ ଭାରତୀୟ ବାୟୁସେନା ଏକ ବିଜ୍ଞପ୍ତି ଜାରି କରିଛି।

Accident
ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ଆହତ ହୋଇଛନ୍ତି ।

Murder Case
ଦୁଇଦିନ ପୂର୍ବର ରାଗ ରଖିଥିଲା ସାଙ୍ଗ; ପାଖକୁ ଡାକିଲା, ହସି ହସି ଗୁଳି ମାରିଦେଲା

ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ।

Kangana ranaut called bollywood actors mindless and stupid
ମୁଁ ବଲିଉଡ୍‌ ପରି ବ୍ୟକ୍ତି ନୁହେଁ, ମୁଁ ବଲିଉଡ୍‌ର ଲୋକଙ୍କ ସହିତ ବନ୍ଧୁତା କରେନି: କଙ୍ଗନା ରାଣାୱତ

କଙ୍ଗନା ତାଙ୍କ ଫିଲ୍ମ 'ଏମର୍‌ଜେନ୍ସୀ'ର ମାହୋଲ୍ ଭିତରେ ପୁଣିଥରେ ବଲିଉଡ ପାର୍ଟିକୁ ନେଇ ମୁହଁ ଖୋଲିଛନ୍ତି। ସେ ବଲିଉଡ୍‌ ତାରକାମାନଙ୍କୁ ମନମାନୀ ଏବଂ ମୂର୍ଖ ବୋଲି କହିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ବଲିଉଡ୍‌ ପାର୍ଟିରେ ହେଉଥିବା କଥାବାର୍ତ୍ତାକୁ ସେ ପସନ୍ଦ କରନ୍ତି ନାହିଁ।

Thalapathy vijay goat trailer in hindi released
Trailer Released: ଆସିଲା GOATର ଟ୍ରେଲର୍; ‘ଲିଓ’ ପରେ ପୁଣି ଆକ୍ସନ ମୁଡ୍‌ରେ ଥଲାପତି ବିଜୟ

ଫିଲ୍ମ ‘ଦି ଗ୍ରେଷ୍ଟ୍ ଅଫ୍ ଅଲ୍ ଟାଇମ୍’ (GOAT) ର ନା’ ଶୁଣିବା ମାତ୍ରେ ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଥିଲା। ତେଣୁ ପ୍ରଶଂସକମାନେ ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍‌କୁ ଅପେକ୍ଷା କରିଥିବା ନଜର ଆସିଛନ୍ତି। ବର୍ତ୍ତମାନ ନିର୍ମାତା ଏହାର ଦମଦାର ଟ୍ରେଲର ରିଲିଜ କରିଛନ୍ତି।

Virat Kohli
ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରନ୍‌ମେସିନ୍‌ଙ୍କର ବେମିସାଲ୍ ୧୬ ବର୍ଷ, ପଛରେ ପଡ଼ିଲେ ଅନେକ ଦିଗଜ୍ଜ

ଆଜିକୁ ଠିକ୍‌ ୧୬ ବର୍ଷ ତଳେ, ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ । ସେତେବେଳର ସେ ଖେଳାଳି ଆଜି ବିଶ୍ୱ କ୍ରୀଡ଼ା ଇତିହାସରେ ନିଜର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ସାରିଛି ।

Never ignore these symptoms warning signs of domestic violence characteristics
Relationship Tips: ଆପଣଙ୍କ ପାର୍ଟନର୍ ଆପଣଙ୍କ ଉପରେ ହିଂସା କରୁନି ତ… ଜାଣିବା ପାଇଁ ୬ଟି ଟିପ୍ସ

ସାଧାରଣ ଝଗଡା ଏବଂ ଭାବପ୍ରବଣ ନିର୍ଯାତନା ମଧ୍ୟରେ ପାର୍ଥକ୍ୟ ବୁଝିବା କଷ୍ଟକର। କିନ୍ତୁ ଏକାଠି ରହିବା ପରେ କିଛି କାର୍ଯ୍ୟକଳାପକୁ ଦେଖିଲେ ଏହା ଜାଣିହୁଏ। ତେବେ ଆସନ୍ତୁ ଜାଣିବା ଏକ ସଂପର୍କରେ ଭାବପ୍ରବଣ ନିର୍ଯାତନାର ଲକ୍ଷଣ କ’ଣ ଏବଂ ଏକ ଅପମାନଜନକ ସମ୍ପର୍କକୁ କିପରି ଚିହ୍ନଟ କରାଯାଇପାରିବ।

Mamata Banerjee
ଟଳମଳର ସଙ୍କେତ!! ଦେଶବ୍ୟାପୀ ତେଜୁଛି ଅନ୍ଦୋଳନ, ଅଡୁଆରେ ମମତାଙ୍କ ଚଉକି

ସାରା ଦେଶର ଆଖି ଦିଦିଙ୍କ ଉପରେ । ସାରା ଦେଶର ରାଜନୀତି କେନ୍ଦ୍ରୀଭୂତ ପଶ୍ଚିମବଙ୍ଗରେ । ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ ।

Mpox Disease
କୋଭିଡ ପରେ ଏବେ ମଙ୍କିପକ୍ସ ଭୟ! ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ବିଶ୍ୱ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ବା M-ପକ୍ସକୁ ନେଇ ଭାରତର ଚିନ୍ତା । ଉଚ୍ଚସ୍ତରୀୟ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ।

Amit Shah
କଡ଼ା ନିର୍ଦ୍ଦେଶ ! ପ୍ରତି ୨ ଘଣ୍ଟାରେ ସବୁ ରାଜ୍ୟ ଦେବେ ଅପ୍‌ଡେଟ୍ ରିପୋର୍ଟ

ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ଜଣାଇବେ। ସବୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ଗୋଟି ଗୋଟି କରି ୨ ଘଣ୍ଟାକୁ ଥରେ ଅପଡେଟ୍ ଜଣାଇବେ। 

Kolkata Doctor Rape and Murder
ସଞ୍ଜୟ ରାୟର ସାଇକୋଲଜିକାଲ୍ ଟେଷ୍ଟ କରିବ CBI

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଉ କିଏ ସଂପୃକ୍ତ? ଦୁଷ୍କର୍ମ ନା ଗଣଦୁଷ୍କର୍ମ? ଏଥିରେ ରହିଛି କି କିଛି ବଡ଼ ବଡ଼ିଆଙ୍କ ହାତ? ଏବେ ଏହାକୁ ନେଇ ଜୋରଦାର ଖୋଳତାଡ଼ କରୁଛି ସିବିଆଇ।

do yoga regularly for thick and long hair
Yogasana: ପ୍ରତିଦିନ କରନ୍ତୁ ଏହି ୪ ଯୋଗାସନ; ଝଡିବନି କି ପାଚିବନି ଚୁଟି, ହେବ ଗହଳିଆ

ଚୁଟିକୁ ଗହଳିଆ, କଳା ଏବଂ ବଢିବାରେ ସାହାଯ୍ୟ କରିବା ପାଇଁ ଯୋଗାସନ ଅଭ୍ୟାସ କରିବା ପ୍ରଭାବଶାଳୀ ହୋଇଥାଏ। ଯୋଗ କରିବା ଦ୍ୱାରା ଚୁଟିର ସ୍ୱାସ୍ଥ୍ୟ ଉପରେ ଲାଭଦାୟକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ କେଉଁ ସବୁ ଯୋଗାସନ କରିବା ଦ୍ୱାରା ଏ ସବୁ ଫଳ ମିଳିବ ସେ ବିଷୟରେ ଜାଣିନେବା।

IMA
ପ୍ରଧାନମନ୍ତ୍ରୀଙ୍କୁ IMAର ଚିଠି, ହସ୍ପିଟାଲକୁ ସେଫ୍ ଜୋନ୍ ଭାବେ ଘୋଷଣା କରିବାକୁ ଦାବି

ସେହିପରି ପୀଡ଼ିତା ଯେଉଁଭଳି ଭାବେ ୩୬ ଘଣ୍ଟିଆ ଡ୍ୟୁଟିରେ ଥିଲେ ଏବଂ ସେଠାରେ ବିଶ୍ରାମ ନେବା ପାଇଁ ନିରାପଦ ସ୍ଥାନ କି ପର୍ଯ୍ୟାପ୍ତ ରେଷ୍ଟରୁମ ନଥିଲା, ଏହା ରେସିଡେଣ୍ଟ ଡାକ୍ତରଙ୍କ ସ୍ଥିତିକୁ ସୁଚାଉଛି କହି ଉଦବେଗ ପ୍ରକାଶ କରିଛି ଭାରତୀୟ ଡାକ୍ତରୀ ସଂଘ ।

Personality Traits
Personality Traits: ଏହି ୪ ମାସରେ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ସୁନ୍ଦର ଓ ବୁଦ୍ଧିମାନ; ଆପଣ ଅଛନ୍ତି କି ? ଜାଣନ୍ତୁ...

Numerology: ଅଙ୍କ ଜ୍ୟୋତିଷ ଅନୁଯାୟୀ, ନିର୍ଦ୍ଦିଷ୍ଟ ମାସରେ ଜନ୍ମିତ ଲୋକମାନେ ବହୁତ ସୁନ୍ଦର ଓ ବୁଦ୍ଧିମାନ ହୋଇଥାନ୍ତି  । ତା’ହେଲେ ଆସନ୍ତୁ ଜାଣିବା ଜନ୍ମ ମାସ ଅନୁଯାୟୀ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସ୍ୱଭାବ କିପରି ହୋଇଥାଏ...

How to fill ssc recruitment exam form
SSC Advisory for Candidates: ଉଠାନ୍ତୁ ନାହିଁ ଟୋପିପିନ୍ଧା ଫଟୋ; ହାତରୁ ଯିବ ସରକାରୀ ଚାକିରି

SSC ପ୍ରତିଯୋଗିତାମୂଳକ ପରୀକ୍ଷାରେ ହାଜର ହେବା ପୂର୍ବରୁ ଏକ ଫର୍ମ ପୂରଣ କରିବାକୁ ପଡିଥାଏ। ତେବେ SSC ପରୀକ୍ଷା ଫର୍ମ ପୂରଣ କରିବା ଏତେ ସହଜ ନୁହେଁ। ଯଦିବି ଏଥିରେ ଗୋଟିଏ ଛୋଟ ଭୁଲ ହୋଇଯାଏ, ତେବେ ଆପଣଙ୍କର ଫର୍ମକୁ ପ୍ରତ୍ୟାଖ୍ୟାନ କରିଦିଆଯିବ।

Siddaramaiah
ସିଦ୍ଦରମେୟାଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ, ମାମଲା ଚଳାଇବାକୁ ଅନୁମତି ଦେଲେ ରାଜ୍ୟପାଳ

ମହୀଶୁର ସହର ବିକାଶ କର୍ତ୍ତୃପକ୍ଷ ଅଞ୍ଚଳରେ ଥିବା ଜମି ଆବଣ୍ଟନରେ ହେରଫେର ଅଭିଯୋଗ ମାମଲାରେ ତାଙ୍କ ବିରୋଧରେ ତଦନ୍ତ ହେବ ।

Shah rukh khan disclosed that his diet and sleep schedule
ନିଜ ଜୀବନଶୈଳୀକୁ ନେଇ ଏମିତି କହିଲେ ଶାହରୁଖ; ସକାଳ ୫ରେ ଶୋଇ ୯ରେ ଉଠନ୍ତି

ବଲିଉଡ୍‌ କିଙ୍ଗ୍‌ ଶାହରୁଖ ଖାନ ପ୍ରକାଶ କରିଛନ୍ତି ଯେ ସେ ଦିନକୁ ଥରେ ଖାଆନ୍ତି ଏବଂ ମାତ୍ର ୪ ଘଣ୍ଟା ଶୁଅନ୍ତି। ରାତି ୨ଟାରେ ଫେରି ବ୍ୟାୟାମ ମଧ୍ୟ କରନ୍ତି। ତେବେ ଆସନ୍ତୁ ତାଙ୍କ ଜୀନଶୈଳୀକୁ ନେଇ ସେ କ’ଣ କହିଛନ୍ତି ଜାଣିବା।

 National Film Awards
ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ; ସାଉଣ୍ଡ ଇଞ୍ଜିନିୟର ମାନସ ପାଇଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ମାନସ ଚୌଧୁରୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ନନ୍ ଫିଚର ଫିଲ୍ମ ବର୍ଗରେ ତାଙ୍କୁ ଏହି ଆୱାର୍ଡ ମିଳିଛି। 

Stree 2 cast fees rajkummar rao got highest gets rs 1 crore more than shraddha kapoor
Stree 2: 'ସ୍ତ୍ରୀ ୨’ କରୁଛି ଦମଦାର ରୋଜଗାର; ଦୁଇଦିନରେ ଉଠାଇଦେଲା ପୂରା ବଜେଟ୍… ଜାଣନ୍ତୁ କିଏ ନେଇଛନ୍ତି କେତେ

'ସ୍ତ୍ରୀ ୨’ ରୋଜଗାର ଦୃଷ୍ଟିରୁ ବହୁତ ଆଗରେ ଅଛି। ଦ୍ୱିତୀୟ ଦିନରେ ମଧ୍ୟ ଭଲ ରୋଜଗାର କରିଏହି ଚଳଚ୍ଚିତ୍ର ୨୦୨୪ର ପ୍ରଥମ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଜାଣନ୍ତୁ କେତେ କଲାଣି ରୋଜଗାର, କିଏ ନେଇଛନ୍ତି କେତେ?

Vinesh Phogat
ପ୍ୟାରିସ୍ ଅଲିମ୍ପିକ୍ସରୁ ଫେରିଲେ କୁସ୍ତି ଯୋଦ୍ଧା ଭିନେଶ; ଦେଶବାସୀଙ୍କୁ କହିଲେ...

ବିମାନବନ୍ଦରରେ ପହଞ୍ଚିବା ପରେ ଭିନେଶ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ମେଡାଲ୍ ଆଣିପାରିନଥିଲେ ମଧ୍ୟ ତାଙ୍କୁ ଏଭଳି ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇଛନ୍ତି ଭିନେଶ।