• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Peacock Curry
ମୟୂର ତରକାରୀ କରି ବନ୍ଧାହେଲେ ୟୁଟ୍ୟୁବର

ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସଂରକ୍ଷିତ ପ୍ରଜାତି ତଥା ଜାତୀୟ ପକ୍ଷୀ ମୟୂରକୁ ହତ୍ୟା କରିଛନ୍ତି ପ୍ରଣୟ । ଖାଲି ସେତିକି ନୁହେଁ ତେଲ ମସଲା ଦେଇ ରାନ୍ଧି, ଖାଇଛନ୍ତି ମଧ୍ୟ ।

SUCI calls 12 hours Bengal Bandh
ତେଜୁଛି ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ, ଆଜି ୧୨ ଘଣ୍ଟିଆ ବେଙ୍ଗଲ ବନ୍ଦ

କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ ।

Narendra Modi
କ୍ରମାଗତ ୧୧ ଥର ପାଇଁ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡ଼ାଇଲେ ମୋଦି; ପରିବାରବାଦ ଉପରେ କଲେ ପ୍ରଚଣ୍ଡ ହମଲା

ଲାଲକିଲ୍ଲାରୁ ପିଏମ୍ ମୋଦିଙ୍କ ବଡ଼ ଆହ୍ବନ ଦେଶ ପାଇଁ ଦରକାର ଧର୍ମନିରପେକ୍ଷ ନାଗରିକ ସଂହିତା ୭୮ ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉଡ଼ାଇ ଦେଶରେ ସେକୁଲାର ସିଭିଲ୍ କୋଡ୍‌ର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

RG Kar Medical College Protest
RG Kar ମେଡିକାଲ କଲେଜରେ ହିଂସାକାଣ୍ଡ, ମେସିନ ଭାଙ୍ଗିଦେଲେ ଲୋକେ

ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କଲା ପୋଲିସ୍ । ମେଡିକାଲ କଲେଜ ବାହାରେ ବ୍ୟାପକ ଫୋର୍ସ ମୁତୟନ ।

Reliance Highest Paid Employees
ରିଲାଏନ୍ସରେ କିଏ ପାଉଛନ୍ତି ସର୍ବାଧିକ ଦରମା ? ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌...

ଦେଶର ବହୁମୂଲ୍ୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଛି। କିଏ ପାଉଛନ୍ତି ସର୍ବାଧିକ ଦରମା ? ଜାଣନ୍ତୁ...

Manu Bhaker
ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ମୋଦିଙ୍କୁ ଶ୍ରୀଜେଶ ଓ ମନୁ ଦେଲେ ସ୍ୱତନ୍ତ୍ର ଗିଫ୍ଟ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ଖେଳାଳିମାନେ ଅନେକ ଉପହାର ଦେଇଥିଲେ । ସୁଟର ମନୁ ଭାକର ପିଏମ ମୋଦୀଙ୍କୁ ଏକ ପିସ୍ତଲ ଦେଇଥିଲେ ।

Narendra Modi
ସ୍ୱାଧୀନତା ଦିବସରେ କେଉଁ ରାଜ୍ୟର ପଗଡ଼ି ପିନ୍ଧିଥିଲେ ପ୍ରଧାନମନ୍ତ୍ରୀ ?

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ପ୍ରତି ବର୍ଷ ଭିନ୍ନ ଭିନ୍ନ ପଗଡ଼ି ପିନ୍ଧିଥିବାର ନଜର ଆସିଥାନ୍ତି । ଏ ବର୍ଷ ମଧ୍ୟ ଭିନ୍ନ ଏକ ଅନ୍ଦାଜରେ ନଜର ଆସିଛନ୍ତି ମୋଦି ।

chanakya niti
Chanakya Niti: କେଉଁ ଘରେ ରହିଲେ କେବେବି ହୁଏନି ଉନ୍ନତି ? ଜାଣନ୍ତୁ ଓ ମାନନ୍ତୁ...

Chanakya Niti for Life: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ତେବେ ଜାଣନ୍ତୁ କେମିତିକା ଘରେ ରହିଲେ ହୁଏନି ଜୀବନରେ ଉନ୍ନତି...

Indian Bankରେ ପୂରଣ ହେବ ଅଫିସର ପଦବୀ
Indian Bank Recruitment 2024: ବ୍ୟାଙ୍କରେ ଚାକିରି ସୁଯୋଗ, ଇଣ୍ଡିଆନ ବ୍ୟାଙ୍କରେ ପୂରଣ ହେବ ୩୦୦ ଅଫିସର ପଦବୀ

ଆପଣ ଯଦି Bankରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ହାତମୁଠାରେ । Indian Bank ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ମାଧ୍ୟମରେ ୩୦୦ ଲୋକାଲ ବ୍ୟାଙ୍କ ଅଫିସର ପଦବୀ ପୂରଣ ହେବ ।

Naxal Attack
ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ, ଛାତ୍ରଙ୍କୁ ପିଟି ପିଟି ମାରିଦେଲେ

ସୂଚନା ଅନୁସାରେ କୁଖ୍ୟାତ ମାଓବାଦୀ ହିଡମାଙ୍କ ଗାଁରେ ସୁରକ୍ଷା କର୍ମୀ ଏକ ଶିବିର ପ୍ରତିଷ୍ଠା କରିଥିଲେ। ଯାହାଫଳରେ ରାଗିଯାଇ ମଙ୍ଗଳବାର ଦଶମ ଶ୍ରେଣୀ ଛାତ୍ର ସୋୟମ ଶଙ୍କରଙ୍କୁ ହତ୍ୟା କରିଥିଲେ ମାଓବାଦୀ ।

Kangana Ranaut
'ଏମର୍ଜେନ୍ସି' ରିଲିଜ ପରେ ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ଏମିତି କହିଲେ କଙ୍ଗନା...

ସେପ୍ଟେମ୍ବର ୬ରେ ରିଲିଜ ହେବ ଚର୍ଚ୍ଚିତ ଫିଲ୍ମ ଏମର୍ଜେନ୍ସି । ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ କଙ୍ଗନା ।

Narendra Modi
ଲାଲକିଲ୍ଲାରେ ମୋଦିଙ୍କ ବଡ଼ ଘୋଷଣା, ୫ ବର୍ଷରେ ସୃଷ୍ଟି ହେବ ୭୫ ହଜାର ମେଡିକାଲ୍ ସିଟ୍‌

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା ଆମର ଲକ୍ଷ୍ୟ ।

Guinness World Record
କିଏ ସେହି ବ୍ୟକ୍ତି, ଯିଏ ଗୋଟିଏ ଦିନରେ କଲେ ୧୫ଟି ବିଶ୍ୱ ରେକର୍ଡ

ଆମେରିକାର ଇଡାହୋ ନିବାସୀ ଡେଭିଡ ରସ୍ । ନିକଟରେ ସେ ଗୋଟିଏ ଦିନରେ ୧୫ଟି ବିଶ୍ୱ ରେକର୍ଡ ସୃଷ୍ଟି କରି ସମସ୍ତଙ୍କୁ ଚକିତ କରିଛନ୍ତି ।

Independence Day 2024 Achievements of india after independence
Independence Day 2024: ଆଗେଇ ଚାଲିଛି ଭାରତ; ଶିକ୍ଷା-ଚିକିତ୍ସା-କ୍ରୀଡା ସବୁଥିରେ ବିକାଶ

ବ୍ରିଟିଶ ଶାସନରୁ ମୁକ୍ତି ପରେ ଭାରତ ସମଗ୍ର କ୍ଷେତ୍ରରେ ବହୁତ କିଛି ହାସଲ କରିବାରେ ଲାଗିଛି। ଏହାର ବିକାଶ କ୍ଷୀପ୍ର ଗତିରେ ବଢି ଚାଲିଛି। ତେବେ ଆସନ୍ତୁ ସ୍ୱାଧୀନତା ପାଇବା ଠାରୁ ଆଜିଯାଏ ଭାରତ ହାସଲ କରିଥିବା କିଛି ଉପଲବ୍ଧି ବିଷୟରେ ଜାଣିନେବା।

Independence Day
ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ

ଲଗାତାର ୧୧ ଥର ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

This year india celebrate 77th or 78th independence day
Independence Day 2024: ଚଳିତ ବର୍ଷ କେତେ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଆମ ଦେଶ ; ୭୭ ନା ୭୮…

ଆଜି ଦେଶ ସ୍ୱାଧୀନ ହେବାର କେତେ ବର୍ଷ ହୋଇଗଲା ଅର୍ଥାତ୍ ଚଳିତ ବର୍ଷ ଭାରତରେ ସ୍ୱାଧୀନତା ଦିବସର କେତେ ତମ ବାର୍ଷିକୀ ପାଳନ କରାଯାଉଛି ଓ ଏହାର ଥିମ୍‌ କ’ଣ ଆସନ୍ତୁ ଜାଣିବା।

Vinesh Phogat
ଭିନେଶଙ୍କୁ ମିଳିବନି ପଦକ, ଆବେଦନ ଖାରଜ କଲେ CAS

କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ ବା CASରେ ଭିନେଶ ଫୋଗଟଙ୍କ ଆବେଦନ ଅଗ୍ରାହ୍ୟ ହୋଇଥିବା ସୂଚନା ମିଳିଛି ।

President Of India
ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ; କହିଲେ, ‘ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା’

ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା, ସେ କ୍ଷତ ମନରୁ ଲିଭିନି । ନିକଟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ଏଥିପାଇଁ ମତଦାତା, ସୁରକ୍ଷାକର୍ମୀ, ନିର୍ବାଚନ କମିଶନ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି ।

 Massive Theft In Ayodhya
ଅଯୋଧ୍ୟାରେ ଚୋରି; ଲୁଟି ନେଲେ ରାମ ଜନ୍ମଭୂମିର ଶୋଭା ବଢ଼ାଉ ଥିବା ୫୦ ଲକ୍ଷର ଲାଇଟ୍... 

ଚୋରି ହୋଇଗଲା ରାମ ଜନ୍ମଭୂମିର ଶୋଭା ବଢ଼ାଉ ଥିବା ଆଲୋକ । ୫୦ ଲକ୍ଷ ଟଙ୍କାର ଆଲୋକ ଚୋରି କରିନେଲେ ଦୁର୍ବୃତ୍ତ । ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟ ଲୁଟି ନେଲେ ।

India post gds merit list 2024 result will soon be available
India Post GDS Merit List: ଖୁବ୍ ଶୀଘ୍ର ଶେଷ ହେବ GDSର ମେରିଟ୍ ଲିଷ୍ଟର ଅପେକ୍ଷା; ଏହି ସାଇଟ୍‌କୁ ଯାଇ କରନ୍ତୁ ଯାଞ୍ଚ

GDSର ମେରିଟ୍ ଲିଷ୍ଟର ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଏଥିପାଇଁ GDS ନିଯୁକ୍ତି ପରୀକ୍ଷାର ଫଳାଫଳ ଏବଂ ମେରିଟ୍ ଲିଷ୍ଟ୍ ଶୀଘ୍ର ପ୍ରକାଶ ପାଇବ। ସମଗ୍ର ଦେଶରେ ୨୩ଟି ଡାକ ସର୍କଲରେ ୪୪୨୨୮ ଗ୍ରାମୀଣ ଡାକ ପୋଷ୍ଟ ପୂରଣ ହେବ।

Jersey retired
ଅବସର ନେଲା ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬

ଅବସର ନେଲା ଜର୍ସି ନମ୍ବର ୧୬ । ସିନିୟର ହକି ଟିମ ଇଣ୍ଡିଆର କୌଣସି ଖେଳାଳି ଆଉ ଏହି ଜର୍ସିକୁ ପିନ୍ଧିପାରିବେ ନାହିଁ ।

 MV Black Rose
ମୋହନ ସରକାରଙ୍କ ତତ୍ପରତା; ଖୋଲିବ କି ବ୍ଲାକରୋଜ ପଛର କଳାମୁଖା ?

ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାରେ ଏଯାଏଁ କାହିଁକି ହେଉନି ସିବିଆଇ ତଦନ୍ତ ? କେଳେଙ୍କାରୀର ଗୁମର ଖୋଲିବାକୁ ହେବ କି ସିବିଆଇ ତଦନ୍ତ ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପହଞ୍ଚିଲା ସିବିଆଇ ତଦନ୍ତ ଦାବି ।

emergency trailer out kangana ranaut as indira gandhi shreyas talpade as atal bihari vajpayee
Emergency Trailer: ରିଲିଜ୍ ହେଲା ‘ଏମର୍‌ଜେନ୍ସୀ’ ଟ୍ରେଲର; ଜରୁରୀକାଳୀନ ପରିସ୍ଥିତିର ଭୟଙ୍କର ଦୃଶ୍ୟ ଦେଖାଇବାକୁ ଆସୁଛନ୍ତି କଙ୍ଗନା

ଫିଲ୍ମ ‘ଏମର୍‌ଜେନ୍ସୀ’ ଟ୍ରେଲର ରିଲିଜ ହୋଇଛି। କଙ୍ଗନା ରାଣାୱତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର ମାସରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। କଙ୍ଗନାଙ୍କ ଏହି ଫିଲ୍ମଟି ଜରୁରୀକାଳୀନ ସମୟର ଘଟଣା ଉପରେ ଆଧାରିତ।

Encounter
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ହମଲା, ସେନା ଅଧିକାରୀ ସହିଦ

ଜମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ବଡ଼ ଅଘଟଣ । ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର ଜଣେ କ୍ୟାପଟେନ ସହିଦ୍ ହୋଇଥିବା ସୂଚନା ମିଳିଛି।

Hardik pandya dating singer jasmine walia after split from natasa stankovic
ନତାଶାଙ୍କ ଠାରୁ ଅଲଗା ହେଉ ହେଉ ହାର୍ଦ୍ଦିକଙ୍କୁ ମିଳିଗଲା ନୂଆ ଲଭ୍ ବାର୍ଡ ! କିଏ ଏହି ସୁନ୍ଦରୀ…

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍‌ ବିବାହ ବିଚ୍ଛେଦ ହୋଇଛି। ଏହି ଖବର ପରେ ଅର୍ଥାତ୍ ଛାଡପତ୍ର ନିଶ୍ଚିତ ହେବାର ମାତ୍ର ୨୫ ଦିନ ପରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ପ୍ରେମିକା ମିଳିଯିବା ଖବର ଆସିଛି।