• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Park

Project
ପ୍ରଶାସନର ଚରମ ଅବହେଳା, ଖତ ଖାଉଛି ଲୋକାଭିମୁଖୀ ପ୍ରକଳ୍ପ

ଖୋର୍ଦ୍ଧା ପୌରପରିଷଦରେ ନିର୍ମିତ ଅନେକ ପ୍ରକଳ୍ପ ଏବେ ବ୍ୟବହାର ଅନୁପଯୋଗୀ । କିଛି ଅବହେଳିତ ଅବସ୍ଥାରେ ରହିଛି, ଆଉ କିଛି ଭାଙ୍ଗିରୁଜି ଗଲାଣି ।

Park in Balasore turns safe haven for anti-socials
ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ

ଅବହେଳିତ ଅବସ୍ଥାରେ ପଡ଼ିରହିଛି ପାର୍କ l ଅସାମାଜିକ ଲୋକଙ୍କ ପାଲଟିଛି ଆଡ୍ଡାସ୍ଥଳୀ l ମାସେ ନୁହେଁ କି ଦୁଇ ମାସ ବିଗତ ତିନି ବର୍ଷ ହେବ ଏଭଳି ଅବହେଳିତ ଅବସ୍ଥାରେ ପଡ଼ିରହିଛି ଏହି ପାର୍କ l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି କରିଥିବାବେଳେ ଏବେ ଏହା ଭଗ୍ନ ଅବସ୍ଥାରେ l

Special Story | Former sarpanch in Kantabanji village converts field into park with own expenses
ଖୋଲା ପଡ଼ିଆକୁ ଏମିତି ପାର୍କ କରିଦେଲେ ନେତା...ଏବେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲାଗୁଛି ଭିଡ଼....

ନେତା ହେବ ତ ଏମିତି। ନିଜ ଉଦ୍ୟମରେ ପଡ଼ିଆକୁ କରିଦେଲେ ସୁନ୍ଦର ପାର୍କ। କୁଣ୍ଡ ଭିତରେ ଥିବା ଶିବ ମୂର୍ତ୍ତି ଦର୍ଶକଙ୍କୁ କରୁଛି ବିଭୋର। ସେଲଫି ନେବା ପାଇଁ ଯୁବକଙ୍କ ଲାଗୁଛି ଲାଇନ୍‌....ଦେଖନ୍ତୁ କେତେ ସୁନ୍ଦର ଦିଶୁଛି ପାର୍କ

Divyang Principal Turns School Into Park In Sonepur
ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ, ବାଟୋଇ ବି ସାମ୍ନାରେ ରହି ଉଠାଉଛନ୍ତି ସେଲଫି…ଦେଖନ୍ତୁ ଏହି ଭିଡ଼ିଓ

ଏହା ସ୍କୁଲ ନା ପାର୍କ? ସରକାରୀ ସ୍କୁଲର ରୂପକୁ ପ୍ରଧାନଶିକ୍ଷକ ଏମିତି ରୂପ ଦେଇଛନ୍ତି ଯେ, ବାଟରେ ଚାଲିଯାଉଥିବା ଲୋକ ଘଡ଼ିଏ ଛିଡ଼ା ହୋଇ ଏଇଠି ସେଲଫି ନେଉଛନ୍ତି...ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ କଥା ପଚାରେ କିଏ? ଆପଣ ବି ଦେଖନ୍ତୁ କେମିତି ସ୍କୁଲ ହୋଇଛି ପାର୍କ...

Bear
ପାର୍କରେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ

ପାର୍କରେ ବସିଥିବା ବେଳେ ଦମ୍ପତିଙ୍କ ଉପରକୁ ଡିଆଁ ମାରିଲା ଭାଲୁ। ଏଭଳି ଏକ ଘଟଣା ଆମେରିକାର ନର୍ଥ କାରୋଲିନା ସହରରେ ଦେଖିବାକୁ ମିଳିଛି। ଦମ୍ପତି ଜଣକ ନିଜର ପୋଷା କୁକୁରକୁ ନେଇ ପାର୍କ ଯାଇଥିବା ବେଳେ ହଠାତ୍ ଏକ କଳା ଭାଲୁ ତାଙ୍କ ଆଡକୁ ମାଡି ଆସିଥିଲା। ଭାଲୁକୁ ଦେଖି ତାଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଥିଲା।