• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Special Story
ଟଳିପଡ଼ିବା ପୂର୍ବରୁ ଡ୍ରାଇଭର ବଞ୍ଚାଇ ଦେଇଥିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ

ବସ୍‌ରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଅଧାବାଟରେ ଟଳି ପଡ଼ିଛନ୍ତି ଚାଳକ। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଯାତ୍ରୀମାନେ।

Sarve Bhabantu Sukhinah
ସବୁ କ୍ଷେତ୍ରରେ ଆଲୋଚନାର ଆବଶ୍ୟତା ରହିଛି, ପରସ୍ପରକୁ ସମୟ ଦିଅନ୍ତୁ

କିଛି ଲୋକଙ୍କୁ ସୁଧୁରି ଯିବ, କିଛି ଲୋକ ସୁଧୁରିବେନି। ତେବେ ଲୋକଙ୍କୁ କେମତି ସୁଧାରିବେ ? ସବୁ କ୍ଷେତ୍ରରେ ଆଲୋଚନାର ଆବଶ୍ୟତା ରହିଛି, ପରସ୍ପରକୁ ସମୟ ଦିଅନ୍ତୁ।

Floating stone ,
ଖାଲି ଆଖିକୁ ଏହି ପଥର ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ଏଥିରେ ରହିଛି ଅନେକ ମହାତ୍ମ୍ୟ

ଏଇ ପଥର, ଖାଲି ଆଖିକୁ ଏଇ ପଥର ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ଏଥିରେ ରହିଛି ଅନେକ ମହାତ୍ମ୍ୟ । ସ୍ୱୟଂ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ପଥର ବ୍ୟବହାର କରି ସେତୁବନ୍ଧ ବାନ୍ଧିଥିଲେ ବୋଲି ବିଶ୍ୱାସ କରାଯାଏ । ଏହି ପଥର ଆସିବାରୁ ଆମ ଗାଁରେ ଏବେ ଆଧ୍ୟାତ୍ମିକ ପରିବେଶ । ସମ୍ପୂର୍ଣ୍ଣ ଗାଁ ଏବେ ରାମ ନାମ ଜପୁଛି ।

  • Sunday, 29 October 2023
Locals in this Odisha village still have faith on Ayurveda
ଚେରମୂଳିରେ ଭଲ ହେଉଛି ଅସାଧ୍ୟ ରୋଗ!

ଦିନକୁ ଦିନ ବଦଳୁଛି ସମୟ । ଏସବୁ ମଧ୍ୟରେ ଆଜି ବି ଚେରମୂଳି ପ୍ରତି ରହିଛି ଅଗାଢ଼ ବିଶ୍ୱାସ । ଯାହାର ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସର୍ବତି ଗ୍ରାମରେ ।

  • Sunday, 29 October 2023
Rajinikanth lookalike takes social media by storm
ଚା ବିକୁଛନ୍ତି ରଜନୀକାନ୍ତ!

ରାଜରାସ୍ତାରେ ସାଉଥ ସୁପରଷ୍ଟାର । ଚପଲ ଓ ସର୍ଟସ୍ ପିନ୍ଧି ବିକୁଛନ୍ତି ଚା’। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗୁଛି। ଟିକେ ଭଲ କରି ଦେଖନ୍ତୁ ଏହି ଭିଡିଓକୁ । ଏ ବ୍ୟକ୍ତି ଜଣକ ହେଉଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଡୁପ୍ଲିକେଟ୍ ।

Al Jazeera journalist’s family killed in Gaza strike
ଶବର ଗଦା ଭିତରେ ଉଜୁଡା ପରିବାରକୁ ଦେଖିଲେ ସାମ୍ୱାଦିକ

ସାମ୍ୱାଦିକ ଭାବେ ନିଜ କ୍ୟାମେରାରେ ଯୁଦ୍ଧ ନିହତଙ୍କ ଦୃଶ୍ୟ କଏଦ କରୁଥିବା ବେଳେ ଶବଗଦାରେ ଭେଟିଥିଲେ, ନିଜ ପରିବାରକୁ । ହାତ ଥରି ଉଠିଥିଲା ଆଉ ଟଳିପଡିଥିଲା କ୍ୟାମେରା । ତାପରେ ଝିଅ ଓ ନାତିକୁ କୋଳେଇ ନେଇ ଭୋ ଭୋ କରି କାନ୍ଦିବାକୁ ଲାଗିଲେ।

Israel-Hamas war
ମୃତଦେହ ଚିହ୍ନାଇବ ବ୍ରେସଲେଟ୍

ଇସ୍ରାଏଲ-ହମାସ ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଯୁଦ୍ଧରେ ଜୀବନ ଯାଉଥିବା ହଜାର ହଜାର ଲୋକଙ୍କ ମଧ୍ୟରେ ମୃତଦେହ ଚିହ୍ନଟ କରିବାରେ ଅସୁବିଧା ହେଉଛି । ସେଥିପାଇଁ ସହଜରେ ମୃତଦେହ ଚିହ୍ନଟ କରିବାକୁ ବ୍ରେସଲେଟ୍ ବ୍ୟବହାର କରିବାକୁ କହିଛି ପାଲେଷ୍ଟାଇନ୍ ।

  • Friday, 27 October 2023
Yojanara Na Hariloot
ଡିଲର କରିଦେଲେ ଚାଉଳ ଚଳୁ

ଗରିବଙ୍କୁ ଚାଉଳ ନ ଦେଇ ଚଳୁ କରୁଛନ୍ତି ଡିଲର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ଆସିଛି ଏମିତି ଏକ ଅଭିଯୋଗ...

Odia Hotel in Kolkata
ଏଇ ଓଡ଼ିଆ ହୋଟେଲରେ ଖାଇ ଗୋରାଙ୍କୁ ପାନେ ଦେବା ପାଇଁ ପ୍ଲାନ କରିଥିଲେ ନେତାଜୀ; ସେଇଠି ପହଞ୍ଚିଲା ଓଟିଭି

ଏଇଠି ହିଁ ଜଳୁଥିଲା ଖୁଦିରାମ ବୋଷଙ୍କ ବିପ୍ଳବର ବହ୍ନି। ଆଉ ଏସବୁ ପଛରେ ରହିଛି ଓଡ଼ିଆ ଲିଙ୍କ। ୩ ପିଢ଼ି ହେଲା ଚାଲିଛି ଓଡ଼ିଆ ଓ ବଙ୍ଗାଳୀ ଖାଦ୍ୟର ସ୍ୱାଦିଷ୍ଠ ପସରା ।

Woman with toddler stage protest outside lover’s house in Aska
ଦୁଇ ବର୍ଷର ପୁଅକୁ ଧରି ପ୍ରେମିକ ଘର ଆଗରେ ହକ୍ ମାଗୁଛନ୍ତି ରୀନା

କଥା କହିଲା ବେଳକୁ ଆଖିରୁ ଲୁହ ଝରି ପଡ଼ୁଛି । ଦୁଇ ବର୍ଷର ପୁଅକୁ ଧରି ପ୍ରେମିକ ଘର ଆଗରେ ହକ୍ ମାଗୁଛନ୍ତି ରୀନା । କହୁଛନ୍ତି କି ମତେ ରହିବାକୁ ଟିକେ ବାସ ଦିଅ..

 sand still lying in fields
ଜମିରୁ ବାହାରି ପାରିଲାନି ବାଲି, ଶହ ଶହ ଏକର ଜମି ଏବେ ପଡ଼ିଆ

ଫାଇଲିନ୍ ଚାଲିଗଲା, ଜମିରୁ ପାଣି ବି ଛାଡ଼ିଗଲା ହେଲେ ଚାଷ ଜମିରେ ରହିଗଲା ୫ଫୁଟ ଉଚ୍ଚର ନଦୀ ବାଲି । ଏହାରି ଭିତରେ ୧୦ବର୍ଷ ବିତିଗଲାଣି ହେଲେ ଜମିରୁ ବାଲି ବାହାର କରିପାରିଲାନି ପ୍ରଶାସନ । ଫଳରେ ଶହ ଶହ ଏକର ଚାଷ ପଡ଼ିଆ ପଡ଼ିଛି ଆଉ ଚାଷୀ ଭୋଗୁଛି ଦୁର୍ଦ୍ଦଶା ।

Sarve Bhabantu Sukhinah
ଲୋକେ ଭ୍ରମରେ ପଡ଼ନ୍ତି କେମିତି?

'ଅନେକ ଲୋକ ଭ୍ରମରେ ପଡ଼ିଯାନ୍ତି । କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ବୁଦ୍ଧି, ଜ୍ଞାନ ବିଚାର କରିବାର ଶକ୍ତି ସମାନ ନୁହଁ ।'

Durga Puja
ଆସୁଛନ୍ତି ମା’, ସଜେଇ ହେଲାଣି ବ୍ରହ୍ମପୁର

ଧରାବତରଣ କରିବେ ମା’ ଜଗତଜନନୀ । ମା’ଙ୍କ ଆଗମନକୁ ନେଇ ସଜେଇ ହେଉଛି ପୂରଠୁ ପଲ୍ଲୀ । ହେଲେ ମା’ଙ୍କ ଆଗମନକୁ ନେଇ ବ୍ରହ୍ମପୁରରେ ଦେଖିବାକୁ ମିଳିଛି କିଛି ନିଆରା ।

road problem
ପିଡିଏସ ଚାଉଳ ପାଇଁ ୭କିମି ରାସ୍ତା ମରାମତି

ପିଡ଼ିଏସ ଚାଉଳ ବୋଝେଇ ଭଡ଼ା ଗାଡ଼ି ଯାତାୟତ ପାଇଁ ୭କିଲୋମିଟର ରାସ୍ତାକୁ ମରାମତି କଲେ ଗାଁଲୋକେ ।

Yojana Na re Hariloot
ଜିଲ୍ଲାପାଳଙ୍କ ନାକ ତଳେ ଲୁଟ୍

ଡ୍ରେନ କାମରେ ଘୋଟାଲା… ଚଳୁ କରିଦେଲେ ସରକାରୀ ଅର୍ଥ

  • Saturday, 14 October 2023
Cyber Crime
ଇମୋସନାଲ କାହାଣୀ କହି ଲୁଟିଲେ ସାଇବର ଅପରାଧୀ

କେମିତି ଇଷ୍ଟାଗ୍ରାମରେ ସାଇବର ଅପରାଧୀଙ୍କ ହାବୁଡ଼ରେ ପଡ଼ି ଫସିଗଲେ ଆଶୁତୋଷ

Meet the person who has adopted profession of snake rescuer since 15 years in Malkangiri
ପେସା ମିସ୍ତ୍ରୀକାମ, ନିଶା ସାପ ଧରିବା

ପେସାରେ ମିସ୍ତ୍ରୀ କିନ୍ତୁ ନିଶାରେ ସାପ ଧରିବା ଓ ଉଦ୍ଧାର ସାପ ଗୁଡ଼ିକୁ ନିରାପଦ ଜଙ୍ଗଲରେ ଛାଡ଼ିବା...ଏଭଳି ଦୁଃସାହସିକ ନିଶା ତାଙ୍କୁ ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ୱ ହେବ ନିସ୍ୱାର୍ଥପର ସେବା ଲୋକଙ୍କୁ ଦେଉଛନ୍ତି.... 

  • Saturday, 14 October 2023
Councilor makes living out of begging in Odisha’s Soro
ଭିକ ମାଗୁଛନ୍ତି କାଉନସିଲର ଦୁର୍ଗା ସିଂ

ଝାଟିମାଟିର ନୁଆଁଣିଆ ଚାଳଘର । ଚାଳ ଉପରେ ଢଙ୍କା ହୋଇଛି କେଇଟା ପଲିଥିନ ଆଉ ସିମେଣ୍ଟ ବସ୍ତା । କାନ୍ଥର ଅବସ୍ଥା ବି ଭଲ ନାହିଁ । ମଣିଷର ଭାଗ୍ୟ ଭଳି ଏ ଘରର ଅବସ୍ଥା ବି ଫୁଟା । ତେଲ ଡବାରେ ତିଆରି ହୋଇଥିବା ତାଟି କବାଟକୁ ଦେଖନ୍ତୁ । ସେ ବି କହୁଛି ଘରେ ରହୁଥିବା ମଣିଷଟା କେତେ ଅସହାୟ ଆଉ କେତେ ଦୟନୀୟ ।

Proper road and drinking water still a distant dream for these villagers in Odisha’s Rayagada
ବିକାଶ ଏମାନଙ୍କ ପାଇଁ ଯେମିତି ସ୍ୱପ୍ନ ପାଲଟିଛି

ଲୋକେ ଏବେବି ବି ଜୀଉଁଛନ୍ତି କଣ୍ଟକିତ ଜୀବନ । କାରଣ ଗାଁରେ ନା ଅଛି ଭଲ ରାସ୍ତା ନା ପିଇବା ପାଣି ....ନା ବିଦ୍ୟୁତ୍ ସଂଯୋଗ । ରାସ୍ତାରେ ମୋରମ କିଛି ପଡ଼ିଥିବା ବେଳେ ବାଇକରେ ଯିବା ବି ସମ୍ଭବ ହେଉନାହିଁ । ସେପଟେ ନଳକୂପ ଅଛି ହେଲେ ବାହାରୁନି ପାଣି ।

Massive irregularities exposed in meals served for patients in Boudh DHH
ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ନିର୍ଦ୍ଧାରିତ ଖାଦ୍ୟ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତଃବିଭାଗ ରୋଗୀଙ୍କୁ ମିଳୁନି ନିର୍ଦ୍ଧାରିତ ଖାଦ୍ୟ । ଡାକ୍ତରଖାନାରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ସପ୍ତାହର ସାତ ଦିନରେ ବିଭିନ୍ନ ଖାଦ୍ୟ ପ୍ରଦାନ କରାଯିବା ନେଇ ନିର୍ଦ୍ଧାରିତ ସାରଣୀ ରହିଛି । ହେଲେ ନିୟୋଜିତ ଠିକାସଂସ୍ଥା ସାରଣୀରେ ଉଲ୍ଲେଖ ଅଣ୍ଡା ଓ ପନିର ତରକାରୀ ବଦଳରେ ଆଳୁ ଝୋଳ ଦେଉଥିବା ଅଭିଯୋଗ l

Yojanara Na Hariloot
ପଦବୀରେ ଥାଇ ଦୁର୍ନୀତି, ଘର ଲୋକଙ୍କୁ ବାଣ୍ଟିଦେଲେ ଆବାସ ଘର

ବ୍ଲକ କର୍ମଚାରୀ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ, ନିଜ ଲୋକଙ୍କୁ ବାଣ୍ଟିଦେଲେ ଆବାସ ଘର

Cyber Crime
ତମେ ତାହାଲେ ଟଙ୍କା ନେଇଛ, ଅଯଥାରେ ଆମେ ଭାଇକୁ ଦୋଷ ଦେଉଛୁ

ତମ ଭଳି ମଣିଷକୁ ଭଲ ପାଇବା ମୋର ଗୋଟେ ରଙ୍ଗ ଡିସିସନ୍ । ତମେ ହିଁ ସବୁ ଟଙ୍କା ନେଇ ଯାଇଛ ଆଉ ଆମେ ଅଯଥାରେ ଭାଇକୁ ଦୋଷ ଦେଉଥିଲି।

Awas yojana
ଅଯୋଗ୍ୟଙ୍କୁ ଆବାସ ଯୋଜନା, ଯୋଗ୍ୟଙ୍କୁ ଅଣଦେଖା

ଚାଳ କୁଡ଼ିଆ ଘରେ ରହୁଥିବା ଲୋକଙ୍କ ପାଇଁ ରହିଛି ସରକାରଙ୍କ ଆବାସ ଯୋଜନା । କିନ୍ତୁ ବାସ୍ତବରେ ଯୋଗ୍ୟଙ୍କୁ ନମିଳି ଅଯୋଗ୍ୟଙ୍କୁ ମିଳୁଥିବା ଅଭିଯୋଗ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଚାଳ ଛପର ଘର ସବୁ।

Yojanara Na Hariloot,
ନିର୍ମାଣ ପରଠୁ ଖୋଲୁନି ତାଲା, କାହିଁକି ହୋଇଥିଲା ଶୀତଳ ଭଣ୍ଡାର ?

ମିନି ଶୀତଳ ଭଣ୍ଡାର ହୋଇ ଭାଙ୍ଗିଗଲା, ହେଲେ ଚାଷୀଙ୍କ କାମରେ ଲାଗିଲାନି। ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଓ ଯନ୍ତ୍ରାଂଶକୁ ମିଶାଇ ପ୍ରାୟ ୨୦ ଲକ୍ଷ ଖର୍ଚ୍ଚ ହୋଇଥିଲା ।

Prerana
ଅଭାବୀଙ୍କ ଅଭାବ ଦୂର କରୁଛନ୍ତି ବନପ୍ରିୟା

ସମାଜ ସେବା ବନପ୍ରିୟାଙ୍କର ପିଲାବେଳର ନିଶା । ସମାଜ ପାଇଁ ବାପା ଓ ଶ୍ୱଶୁର ବନପ୍ରିୟା ନାୟକଙ୍କ ପାଇଁ ପ୍ରେରଣା ।