• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Capture-11
ଏଇ ଦୁଷ୍ଟ ପିଲାକୁ ଚିହ୍ନି ପାରୁଛନ୍ତି ଆପଣ ? କୁହନ୍ତୁ ତ କିଏ !

ମୁମ୍ବାଇ: ସଲମାନ ଖାନ୍ ଓ ଗୋବିନ୍ଦା-ଦୁଇ ସୁପରଷ୍ଟାରଙ୍କ ସୁପରିହଟ୍‌ ଫିଲ୍ମ ‘ପାର୍ନଟର’ ରେ ଦୁଷ୍ଟାମି କରୁଥିବା ସେଇ କୁନି ପିଲା କଥା ଆପଣଙ୍କର ମନେ ଅଛି ? ତା ହେଲେ ଚିହ୍ନନ୍ତୁ ତ ଏବେ ସେଇ ସୈତାନକୁ। ଚିହ୍ନି ପାରିବେନି ନିଶ୍ଚୟ । କାରଣ ଏହା ମଧ୍ୟରେ ସେ ଏତେ ବଡ଼, ଏତେ ଶାନ୍ତ ଆଉ ଏତେ ଭଲ ପିଲା ହୋଇ ଯାଇଛନ୍ତି ଯେ, ଚିହ୍ନିଲେ ବି ବିଶ୍ୱାସ କରିବେ ନାହିଁ। ସେ ହେଉଛନ୍ତି ଅଲୀ ହାଜୀ। […]

  • Saturday, 10 July 2021
Hrithik-Tiger-War
ସିଲଭର୍‌ ସ୍କ୍ରିନ୍‌ରେ ଦୁଇ ଆକ୍ସନ୍‌ ଷ୍ଟାର୍‌ ହ୍ରିତ୍ୱିକ୍‌-ଟାଇଗର୍‌

ମୁମ୍ୱାଇ: ପ୍ରଥମଥର ପାଇଁ ସିଲଭର୍‌ ସ୍କ୍ରିନ୍‌ରେ ଏକାଠି ନଜର ଆସିବେ ଦୁଇ ଆକ୍ସନ୍‌ ଷ୍ଟାର ହ୍ରିତିକ୍‌ ରୋଶନ୍‌ ଓ ଟାଇଗର୍‌ ଶରାଫ୍‌। ଅପକମିଙ୍ଗ୍‌ ହିନ୍ଦୀ ଫିଲ୍ମ ‘ୱାର୍‌’ରେ ଦୁହିଁଙ୍କର ଅଭିନୟ ଦେଖିବାକୁ ମିଳିବ। ଆଜି ‘ୱାର୍‌’ ପିଲ୍ମର ଟିଜର ରିଲିଜ୍‌ ହୋଇଛି। ୫୪ ସେକେଣ୍ଡର ଏହି ଟିଜର୍‌ରେ ଦୁଇ ସୁପରଷ୍ଟାରଙ୍କର ଫୁଲ୍‌ ଆକ୍ସନ୍‌, ଫାଇଟ୍‌ ସହିତ ଡ୍ୟାନ୍ସ ଓ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ଟିଜର୍‌ ରିଲିଜ୍‌ ନେଇ ହ୍ରିତ୍ୱିକ୍‌ ଓ ଟାଇଗର୍‌ ନିଜ ଟ୍ୱିଟର୍‌ […]

  • Saturday, 10 July 2021
kkkkkkkkkkkkkkk
ହାତ ଯୋଡି କଙ୍ଗନା କହିଲେ ବ୍ୟାନ୍‌ ନିଷ୍ପତ୍ତିରେ ସଂଘ କାଏମ୍‌ ରହୁ

ମୁମ୍ୱାଇ:  ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର ଗୀତ ରିଲିଜ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ସାମ୍ବାଦିକ ଜଷ୍ଟିନ ରାଓଙ୍କ  ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି।  ‘ଏଣ୍ଟରଟେନ୍‌ମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’  ନାମକ ସଂସ୍ଥା ପକ୍ଷରୁ ଗତ ମଙ୍ଗଳବାର କଙ୍ଗନାଙ୍କୁ ବୟକଟ୍‌ କରାଯିବା ନେଇ ଘୋଷଣା କରାଯାଇଥିଲା। ଅପରପକ୍ଷେ କୌଣସି ଅସୁବିଧାରେ ପଡିଯିବା ଆଶଙ୍କାରେ  ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ର ପ୍ରଡ୍ୟୁସର ଏକତା କପୁର ପୂର୍ବରୁ କ୍ଷମା ମାଗି ସାରିଛନ୍ତି। […]

  • Saturday, 10 July 2021
77777
ଦେଶର ରାଷ୍ଟ୍ରପତି, ହେଲେ ଜାଣି ନାହାନ୍ତି ଶରୀରରେ କିଡ୍‌ନୀ କେଉଁଠି ଅଛି !

ନୂଆଦିଲ୍ଲୀ: ଜାଣନ୍ତି, ଶରୀରରେ କିଡ୍‌ନୀର ସ୍ଥାନ କେଉଁଠି ? ହାର୍ଟରେ ! କେବେ ଶୁଣିଥିଲେ ? ଏକଥା ଆମେ କହୁନୁ, କହିଛନ୍ତି  ନିଜେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଏଭଳି ଅଦ୍ଭୁତ କଥାଟି ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ସତ। ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିବା ଟ୍ରମ୍ପଙ୍କ ପାଇଁ ନୂଆ ନୁହେଁ। ଅନେକ ସମୟରେ ଏପରି ଓଲଟାସିଧା କଥା ପାଇଁ  ୟୁଜର୍ସ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥାନ୍ତି। ଏବେ ଏହି ଅଦ୍ଭୁତ […]

  • Saturday, 10 July 2021
Capture
କାହିଁକି ପଦ୍ମଶ୍ରୀ ଫେରାଇ ଦେଇଥିଲେ ପିତା...ଉତ୍ତର ରଖିଲେ ଶବାନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା। କାରଣ ଭିନ୍ନ ଢ଼ଙ୍ଗରେ ସେ ନିଜର ରାୟ ରଖିଥାନ୍ତି। ଅନେକ ସମୟରେ ସାମାଜିକ ଘଟଣାବଳୀ ତଥା ସାଂପ୍ରତିକ ସମସ୍ୟାକୁ ନେଇ ମଧ୍ୟ ଟ୍ୱିଟ୍‌ କରିଥାନ୍ତି ଯାହା ତାଙ୍କୁ ସୋଶାଲ ମିଡିଆରେ ଚର୍ଚ୍ଚିତ କରାଇଥାଏ। ନିକଟରେ ଶବାନା ସୋଶାଲ ମିଡିଆରେ ଏକ ଟ୍ୱିଟ୍‌ କରିଛନ୍ତି ଯାହା ପ୍ରକୃତରେ ଏକ ଚର୍ଚ୍ଚାର ଯୋଗ୍ୟ। ସେ ଜଣାଇଛନ୍ତି ଯେ, ତାଙ୍କ ପିତା କୈଫି ଆଜମୀ କାହିଁକି ପଦ୍ମଶ୍ରୀ […]

  • Saturday, 10 July 2021
kapil
କପିଲ୍‌ଙ୍କ ଶୋ’କୁ ଆସିବେନି ଏହି ସବୁ ସେଲିବ୍ରିଟି!

ମୁମ୍ବାଇ: ‘ଦି କପିଲ୍‌ ଶର୍ମା ଶୋ’କୁ ବହୁ ସେଲେବ୍ରିଟି ସେମାନଙ୍କ ଫିଲ୍ମ ପ୍ରମୋସନ୍ କରିବାକୁ ଆସିଛନ୍ତି। ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ହୁଅନ୍ତୁ ବା ବିଗ୍‌ ବି ଅମିତାଭ୍‌ ବଚ୍ଚନ ସମସ୍ତେ ଏହି ଶୋ’କୁ ଫିଲ୍ମ ପ୍ରମୋସନ୍‌ କରିବାକୁ ଆସିଛନ୍ତି। ସେହିପରି କ୍ରୀଡ଼ା ସହ ଜଡ଼ିତ ଥିବା ଅନେକ ସେଲେବ୍ରିଟି ମଧ୍ୟ କପିଲ୍‌ଙ୍କ ଶୋ’କୁ ଆସି ନିଜେ ହସିବା ସହ ଦର୍ଶକଙ୍କୁ ହସାଇଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏମିତି କେତେ ଜଣ ବଡ଼ ସେଲେବ୍ରିଟି ଅଛନ୍ତି, […]

  • Saturday, 10 July 2021
222222222222
‘୮୩’ରେ ଏମିତି ଦିଶୁଛନ୍ତି କପିଲ୍‌...

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର ନାୟକ ରଣବୀର ସିଂହଙ୍କର ଆଜି ହେଉଛି ୩୪ତମ ଜନ୍ମ ଦିନ। ଏହି ଅବସରରେ ସେ ସୋଶାଲ୍‌ ମିଡିଆରେ ତାଙ୍କର ଅପ୍‌କମିଂ ଫିଲ୍ମ ‘83’ରେ ନିଜର ଫାଷ୍ଟ୍‌ ଲୁକ୍‌ ଶେଆର କରିଛନ୍ତି। ଏହି ଫଟୋରେ ତାଙ୍କୁ କପିଲ ଦେବଙ୍କ ଗେଟ୍‌ଅପ୍‌ରେ ଦେଖି ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ଫଟୋରେ ତାଙ୍କ ଆଖିରେ ବି କପିଲଙ୍କ ଭଳି ହିଁ ଜୋସ୍‌ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ […]

  • Saturday, 10 July 2021
pjimage-2-1562322689
ଡିମ୍ପଲଙ୍କ ଦୁଃସାହସ ! ନିର୍ଦ୍ଦେଶକ ହୋମିଙ୍କ କାନ୍ଧ ଉପରେ ଗୋଡ଼ ରଖିଲେ ....

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ ପାଇବାକୁ ନିର୍ଦ୍ଦେଶକଙ୍କ ନିକଟରେ ଯୁବକ,ଯୁବତୀଙ୍କ ଲମ୍ବା ଲାଇନ୍‌ ଲାଗେ। ଅଭିନେତା ଓ ଅଭିନେତ୍ରୀମାନେ ବି ନିର୍ଦ୍ଦେଶକମାନଙ୍କୁ ଭାରି ଖାତିର କରନ୍ତି। ହେଲେ ଏବେ ଏକ ଫଟୋ ଭାଇରାଲ୍‌ ହୋଇଛି, ଯେଉଁଥିରେ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ନିର୍ଦ୍ଦେଶକ ହୋମି ଅଦଜାନିଆଙ୍କ କାନ୍ଧରେ ଗୋଡ଼ ରଖିଛନ୍ତି। ଆଉ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଇରଫାନ ଖାନଙ୍କ ହିଟ୍‌ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର ସିକ୍ୱେଲ ‘ ଅଂଗ୍ରେଜୀ ମିଡିୟମ୍‌’ର ଶୁଟିଂ ଆରମ୍ଭ […]

  • Saturday, 10 July 2021
1111111111
ପୁଣି ରବୀନା ଟଣ୍ଡନ ହେଲେ ‘ସେହର କୀ ଲଡକୀ’...

ମୁମ୍ବାଇ:ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନ୍‌ଦାନୀ ଶଫାଖାନା’ ଖୁବ୍ ଶୀଘ୍ର ବଡ ପରଦାକୁ ଆସୁଛି । ଏହାର ଆଉ ଏକ ଗୀତ ସେହର କୀ ଲଡ଼କୀ…ରିଲିଜ ହୋଇଗଲାଣି। ଏହି ଗୀତ ୧୯୯୬ର ଫିଲ୍ମ ରକ୍ଷକର ସୁପରହିଟ୍‌ ଗୀତର ରିମେକ୍..। ବଲିଉଡ଼୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଖାନଦାନୀ ଶଫାଖାନା ବକ୍ସ ଅଫିସ୍‌ରେ ଧମାକା ରଚିବାକୁ ଯାଉଛି। କିଛି ଦିନ ତଳେ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା। ଟ୍ରେଲରକୁ ଫ୍ୟାନ୍ସ ବି ଖୁବ୍ ପସନ୍ଦ କରିଥିଲେ। କମେଡିରେ ଭରପୂର […]

  • Saturday, 10 July 2021
mallika
ମଜା କଥା କହି ସଂଘର୍ଷର ଅନୁଭୂତି ବାଣ୍ଟିଲେ ମଲ୍ଲିକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ ଦୀର୍ଘ ଦିନରୁ ବଡ଼ ପରଦାରୁ ଦୂରେଇ ରହିଛନ୍ତି। ତେବେ ଏକତା କପୁରଙ୍କ ୱେବ୍ ସିରିଜ୍ ‘ବୁ ସବ୍‌କୀ ଫଟେଗୀ’ ଜରିଆରେ ସେ ପୁଣି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି। ଏହି ୱେବ୍ ସିରିଜ୍‌ର ପ୍ରମୋସନ୍ ପାଇଁ ସେ କପିଲ୍ ଶର୍ମାଙ୍କ ଶୋ’କୁ ଆସିଥିଲେ। ଶୋ’କୁ ତାଙ୍କ ସହିତ କୋ-ଷ୍ଟାର ତୁଷାର କପୁର ଓ ପ୍ରଡ୍ୟୁସର ଏକତା କପୁର ମଧ୍ୟ ଆସିଥିଲେ। ତିନିହେଁ ଶୋ’ରେ ଖୁବ୍ ମସ୍ତି କରିଥିଲେ ଓ ନିଜ […]

  • Saturday, 10 July 2021
z21-2
ବଲିଉଡ୍‌ରୁ ବିଦାୟ ନେଲେ ଦଙ୍ଗଲ ଗାର୍ଲ ଜାଏରା

ମୁମ୍ବାଇ: ଦଙ୍ଗଲ୍‌ ଗାର୍ଲ ଜାଏରା ୱାସିମ୍‌ଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଦୁଃଖ ଖବର। ‘ଦଙ୍ଗଲ୍‌’ ଓ ‘ସିକ୍ରେଟ୍‌ ସୁପରଷ୍ଟାର୍‌’ ଭଳି ଫିଲ୍ମରେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ଏହି ଅଭିନେତ୍ରୀ ସବୁଦିନ ପାଇଁ ବଲିଉଡ୍‌କୁ ଅଲ୍‌ବିଦା କହି ଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଯୋଗେ ଏହି ସୂଚନା ଦେଇଛନ୍ତି।  ହଠାତ୍‌ ଏହି ଖବର ଦେଇ ଜାଏରା ତାଙ୍କ ଫ୍ୟାନ୍‌ଙ୍କୁ ଚକିତ କରି ଦେଇଛନ୍ତି। ସେ ଇନଷ୍ଟାଗ୍ରାମ୍‌ରେ ଲେଖିଛନ୍ତି,“୫ ବର୍ଷ ପୂର୍ବରୁ ବଲିଉଡ୍‌ରେ ପାଦ ରଖିଥିଲି। […]

  • Saturday, 10 July 2021
kareena-3..-1
ସୈଫଙ୍କ ଗୀତର ତାଳରେ ନାଚିବା ପାଇଁ ଜଜ୍‌ ସିଟ୍‌ରୁ ଓହ୍ଲାଇ ଆସିଲେ କରିନା

ମୁମ୍ୱାଇ:  ବଲିଉଡର  ଆଗଧାଡିର ଅଭିନେତ୍ରୀ କରିନା କପୁର ଖାନ ରିଆଲିଟି ଡ୍ୟାନ୍ସ ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଜରିଆରେ ଛୋଟ ପରଦାରେ ଏଣ୍ଟ୍ରି କରିଛନ୍ତି। ଏହି ଶୋ’ରେ ସେ ଜଜ୍‌ ଭୂମିକାରେ ନଜର ଆସିଛନ୍ତି ।  ଏହି ଶୋ’ର ଏକ ଏପିସୋଡରେ କରିନା ପ୍ରତିଯୋଗୀଙ୍କ ସହ ଡ୍ୟାନ୍ସ କରି ଶୋ’ର ଗ୍ଲାମର ବଢାଇ ଦେଇଛନ୍ତି। ସେ ସ୍ୱାମୀ ସୈଫଙ୍କ  ଫିଲ୍ମ ‘ଦିଲ୍‌ଲଗି’ର ଆଇକନିକ ହିଟ୍‌ ଗୀତ ‘ଓଲେ-ଓଲେ’ ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଏହାବ୍ୟତୀତ ସେ ନିଜ […]

  • Saturday, 10 July 2021
_03fd2c28-988b-11e9-8cf5-d8c3e6deb331
ଅନ୍ତରଙ୍ଗ ଫଟୋ ଶେଆର୍‌ କରି ପୁଣି ଚର୍ଚ୍ଚାରେ ଅର୍ଜୁନ-ମଲାଇକା

ମୁମ୍ବାଇ: ବି- ଟାଉନ୍‌ର ଚର୍ଚ୍ଚିତ ଲଭ୍ ବାର୍ଡ ମଲାଇକା ଅରୋରା ଖାନ୍ ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ସବୁ ବେଳେ କିଛି ନା କିଛି ଚର୍ଚ୍ଚା ଚାଲିଥାଏ। ଗତକାଲି ମଲାଇକା ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅର୍ଜୁନଙ୍କ ସହ ଏକ ଅନ୍ତରଙ୍ଗ ଫଟୋ ପୋଷ୍ଟ କରିବା ପରେ ଏବେ ଦୁହିଁଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।   View this post on Instagram   Happy bday my crazy,insanely funny n […]

  • Saturday, 10 July 2021
cq1
ନେତା, ଅଭିନେତା ଓ କ୍ରିକେଟର୍‌ଙ୍କୁ କେମିତି ମାନୁଛି ଅଭିନନ୍ଦନଙ୍କ ନିଶ !

ନୂଆଦିଲ୍ଲୀ: ଲୋକସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦେଇଥିବା ଅଭିଭାଷଣରେ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ବିରୋଧୀ ଦଳ ବିଭିନ୍ନ ସମାଲୋଚନା କରିଥିଲେ। ଏ ପ୍ରସଙ୍ଗରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏକ ଭିନ୍ନ ପ୍ରକାର ପ୍ରସ୍ତାବ ରଖିଛନ୍ତି। ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌ରେ ପାକିସ୍ତାନ ବିମାନକୁ ଆକ୍ରମଣ କରି ଭାରତ ଫେରିଥିବା ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ସାଂସଦ ଅଧୀର ରଞ୍ଜନ ପ୍ରଶଂସା କରିଥିଲେ। ଏଥିସହ ଅଭିନନ୍ଦନଙ୍କ ନିଶକୁ ‘ରାଷ୍ଟ୍ରୀୟ ନିଶ’ ଭାବେ ଘୋଷଣା କରିବାକୁ  […]

  • Saturday, 10 July 2021
karisma-5..
ଫିଲ୍ମ ନିଶାରେ ପାଠ ଛାଡ଼ି ଦେଇଥିଲେ ଅଭିନେତ୍ରୀ କରିସ୍ମା

ମୁମ୍ୱାଇ: କପୁର ଖାନଦାନର ଲଳନା କରିସ୍ମା କପୁର ବଲିଉଡରେ ଏବେ ସକ୍ରିୟ ନାହାନ୍ତି ସତ କିନ୍ତୁ ବଲିଉଡରେ ସେ ନିଜର ଏକ ସ୍ୱତନ୍ତ୍ର ଜାଗା ହାସଲ କରିବାରେ ସକ୍ଷମ ହୋଇ ପାରିଥିଲେ। ସେ କପୁର ଖାନଦାନର ପ୍ରଥମ ଝିଅ ଥିଲେ, ଯେ କି ବଲିଉଡରେ ପାଦ ଥାପିଥିଲେ। ୯୦ ଦଶକରେ ନିଜ କ୍ୟାରିଅର ଟପ୍‌ରେ ଥିବା ଏହି ହାଇଏଷ୍ଟ ପେଡ ଅଭିନେତ୍ରୀଙ୍କର ଆଜି ଜନ୍ମ ଦିନ । ଏହି ଅବସରରେ ଆସନ୍ତୁ ଜାଣିବା, ତାଙ୍କ ଜୀବନୀ ସହ […]

  • Saturday, 10 July 2021
kabir_singh_660_062219021019
୩ ଦିନରେ ୭୦ କୋଟି ପାର୍‌ କଲା ‘କବୀର ସିଂହ’

ମୁମ୍ବାଇ: ରିଲିଜ ହୋଇଯାଇଛି ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍‌ ସିଂହ’। ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଧୂମ୍‌ ମଚାଇ ଦେଇଛି। ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ଅନୁଯାୟୀ ଫିଲ୍ମଟି ତିନି ଦିନରେ ୭୦ କୋଟିରୁ ଅଧିକ ଆୟ କରିସାରିଲାଣି। ପ୍ରଥମ ଦିନରେ ହିଁ ଏହା ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଦେଇଥିଲା। ଫିଲ୍ମଟି ପ୍ରଥମ ଦିନରେ ୨୦.୨୧ କୋଟି ଟଙ୍କା ଆୟ […]

  • Saturday, 10 July 2021
sona
କବୀର ସିଂହରେ ସାହିଦ୍‌ଙ୍କୁ ଭୂମିକାକୁ ପସନ୍ଦ କରୁନାହାନ୍ତି ସୋନା ମହାପାତ୍ର

ମୁମ୍ବାଇ: ସାହିଦ କପୁର୍‌ ଏବଂ କିୟାରା ଆଡ୍‌ଭାନୀ ଅଭିନୀତ ଫିଲ୍ମ ‘କବୀର୍‌ ସିଂହ’ ରିଲିଜ୍‌ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ଦୁଇ ଦିନ ମଧ୍ୟରେ ଦର୍ଶକ ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ଦେଉଛନ୍ତି। ସମସ୍ତେ ସାହିଦଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ବଲିଉଡ୍‌ ଟେଲିଭିଜନ୍‌ କଳାକାର ମଧ୍ୟ ସାହିଦଙ୍କ ଅଭିନୟକୁ ତାରିଫ୍‌ କରିବାକୁ ପଛାଇ ନାହାନ୍ତି। ଟେଲିଭିଜନ୍‌ କଳାକାର ନକୁଲ୍‌ ମେହେଟା ସୋଶାଲ୍‌ ମିଡିଆରେ ଫିଲ୍ମ ‘କବୀର୍‌ ସିଂହ’ରେ ସାହିଦଙ୍କ ଅଭିନୟକୁ ଖୁବ୍‌ ପ୍ରସଂଶା କରି ପ୍ରତିକ୍ରିୟା […]

  • Saturday, 10 July 2021
07_Raj___Smita_Patil_0
ଜୀବନକୁ ତୁମେ ଖୁବ୍ ଶୀଘ୍ର ଶୀଘ୍ର ଜିଇଁ ଦେଲ..ସ୍ମିତାଙ୍କୁ ମନେ ପକାଇ ଏମିତି କହିଲେ ରାଜ୍‌ ବବର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ମିତା ପାଟିଲ୍‌ଙ୍କୁ କିଏ ବା ନଜାଣିଛି।  ହିନ୍ଦୀ, ମରାଠୀ ଓ ମଲାୟାଲମ ଭାଷାରେ ୮୦ରୁ ଅଧିକ ଫିଲ୍ମ କରିଥିବା ତଥା ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଥରେ ଫିଲ୍ମ ଫେୟାର ଆୱାର୍ଡ ପାଇଥିବା ସ୍ମିତା ମାତ୍ର ୩୧ ବର୍ଷ ବୟସରେ ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଆହୁରି ଦୁଃଖର କଥା, ଯେଉଁ ବର୍ଷ ସେ ବାହା ହୋଇଥିଲେ, ସେହି ବର୍ଷ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ମିତାଙ୍କୁ ବାହା […]

  • Saturday, 10 July 2021
amaresh-3..
ଖଳନାୟକ କିନ୍ତୁ ହିରୋଙ୍କଠାରୁ ବି ଅଧିକ ଲୋକପ୍ରିୟ

ମୁମ୍ବାଇ:   ୮୦ ଦଶକରେ ପରଦା ଉପରେ ଛାତି ଥରାଇ ଦେଉଥିବା ଗର୍ଜନ ସହ ନାଲି ନାଲି ଆଖିର ଚାହାଣୀ ଦେଖିଲେ ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତେ କ୍ଷଣକେ ଶଙ୍କି ଯାଉଥିଲେ।  ଏପରି ବ୍ୟକ୍ତି  ପ୍ରାୟତଃ  ଅଧିକାଂଶ ହିନ୍ଦୀ ଫିଲ୍ମରେ ଖଳନାୟକ ଚରିତ୍ରକୁ ଜୀବନ୍ତ ଫୁଟାଇ ପାରୁଥିଲେ। ଯେତେବେଳେ ହିନ୍ଦୀ ଫିଲ୍ମରେ ଖଳନାୟକ ଭୂମିକା  କେବଳ  ହିରୋଠାରୁ ମାଡ ଖାଇବା ଲାଗି ହିଁ ରହୁଥିଲା, ସେହି ସମୟରେ ତାଙ୍କ ଏଣ୍ଟ୍ରି  ଭିଲିଆନର ସଂଜ୍ଞା ବଦଳାଇ ଦେଇଥିଲା। ଆଜି ଆମେ ଏପରି […]

  • Saturday, 10 July 2021
qqq
କାନଭାସ୍‌ରେ ଜଗନ୍ନାଥଙ୍କୁ ଆଙ୍କିଲେ ସୂର୍ଯ୍ୟମୟୀ

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ଦେଖିବାକୁ ଖୁବ୍‌ ସୁନ୍ଦର। ଆଉ ତାଙ୍କ ପେଣ୍ଟିଂଗୁଡ଼ିକ ତାଙ୍କଠାରୁ ବି ସୁନ୍ଦର। ଆପଣମାନଙ୍କ ମଧ୍ୟରୁ କେହି କେହି ହୁଏତ ଜାଣି ନଥିବେ ଯେ ସୂର୍ଯ୍ୟମୟୀ ଜଣେ ଚିତ୍ରକର। ଭିନ୍ନ ଭିନ୍ନ ରଙ୍ଗକୁ ନେଇ କାନ୍‌ଭାସ୍‌ରେ ସେ ଖୁବ୍‌ ସୁନ୍ଦର ପେଣ୍ଟିଂ କରିପାରନ୍ତି। ନିକଟରେ ସେ ପେଣ୍ଟିଂ କରିବାର ଏକ ଝଲକ୍‌ ଆମକୁ ଦେଖିବାକୁ ମିଳିଥିଲା। ଆମ କ୍ୟାମେରା ସାମ୍ନାରେ ସେ ଜଗନ୍ନାଥଙ୍କର ଏକ ସୁନ୍ଦର ଚିତ୍ର କରିଥିଲେ। କଳା, ଧଳା, ହଳଦିଆ […]

  • Saturday, 10 July 2021
shahid-kapoor-kiara-advani-kabir-singh
ରିଲିଜ୍‌ ହେଲା ପ୍ରେମ ଓ ବିଚ୍ଛେଦକୁ ନେଇ ଫିଲ୍ମ ‘କବୀର ସିଂହ’

ମୁମ୍ବାଇ: ରିଲିଜ୍‌ ହୋଇସାରିଛି ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍‌ ସିଂହ’। ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ରିଲିଜ୍‌ ହେବା ଦିନ ହିଁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମିଳିଛି। ପ୍ରେମ, ବିଚ୍ଛେଦ ଏବଂ ବର୍‌ବାଦ୍‌କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ସାହିଦ୍‌ କପୁର୍‌ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ସୋଶାଲ୍‌ ମିଡିଆରେ ଏହି ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବା ସହ ବକ୍ସ ଅଫିସ୍‌ରେ ଏହା […]

  • Saturday, 10 July 2021
Bollywood-Yoga-fitness_MobileHomeFeature
ବଲିଉଡ୍‌ ଡିଭାଙ୍କ ଫିଟ୍‌ନେସ୍‌ ରହସ୍ୟ

ମୁମ୍ୱାଇ: ଯୋଗ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ, ତାହା ଆଉ ଅଜଣା ହୋଇ ରହିନାହିଁ। ସାରା ବିଶ୍ୱ ଏହାର ଉପକାରିତା ବିଷୟରେ ଜାଣି ସାରିଲାଣି। ଆଜିକାର ଦୁନିଆରେ ଏକ ସୁସ୍ଥ ଓ ନିରୋଗ ଜୀବନ ପାଇଁ ଯୋଗ ଅପରିହାର୍ଯ୍ୟ ହୋଇଯାଇଥିବା ବେଳେ ବଲିଉଡ୍‌ର ଅନେକ ଅଭିନେତ୍ରୀ ଫିଟ୍ ଓ ୟଙ୍ଗ୍ ଦେଖାଯିବା ପାଇଁ ଏହାକୁ ଆପଣାଇ ନେଇଛନ୍ତି। ଆସନ୍ତୁ, ଆଜି ସେମାନଙ୍କ ସଂପର୍କରେ କିଛି ଜାଣିବା। ଶିଳ୍ପା ଶେଟ୍ଟୀ କୁନ୍ଦ୍ରା: ଯୋଗ କଥା ପଡ଼ିଲେ, ବଲିଉଡ୍ […]

  • Saturday, 10 July 2021
BBNR8iC
‘ସାଂଘାଇ’ ଫିଲ୍ମ ଫେଷ୍ଟିଭାଲରେ ‘ସୁଇ ଧାଗା-ମେଡ୍‌ ଇନ୍‌ ଇଣ୍ଡିଆ’ କାହାଣୀ

ମୁମ୍ବାଇ: ବରୁଣ ଧୱନ ଓ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ସୁଇ ଧାଗା-ମେଡ୍‌ ଇନ୍‌ ଇଣ୍ଡିଆ’କୁ ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ ବେଲ୍ଟ ଏଣ୍ଡ ରୋଡ୍‌ ଫିଲ୍ମ ୱିକ୍‌ରେ ପ୍ରତିଯୋଗିତା ଶ୍ରେଣୀରେ ପ୍ରଦର୍ଶନ ପାଇଁ ଚୟନ କରାଯାଇଛି। ସୂଚନାଯୋଗ୍ୟ ଯେ, ଆତ୍ମନିର୍ଭରତା ଜରିଆରେ ସମ୍ମାନ ଓ ଆଦର ପାଇବାର କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ମୌଜି ଓ ମମତାଙ୍କୁ ନେଇ ଗତି କରିଛି। ଯିଏ କି ଏକ ବଡ଼ ବ୍ୟବସାୟ କରିବାକୁ ସ୍ୱପ୍ନ ଦେଖୁଛନ୍ତି। ଏହି […]

  • Saturday, 10 July 2021
babushan-odia-actor
ପ୍ରଥମ କରି ଭ୍ୟାନିଟି ଭ୍ୟାନ୍‌ ବ୍ୟବହାର କଲେ ଓଲିଉଡ୍‌ର ଚକୋଲେଟ୍‌ ବୟ୍‌

ଭୁବନେଶ୍ୱର: ନିକଟରେ ରଜ ଉପଲକ୍ଷେ ରିଲିଜ୍‌ ହୋଇଯାଇଛି ଓଡ଼ିଆ ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍‌’। ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ବହୁ ମାତ୍ରାରେ ଦର୍ଶକଙ୍କ ଭଲ ପାଇବା ମିଳିଛି। ମିଳିବନି ବା କେମିତି, ଏଥିରେ ଫୁଲ୍‌ କମେଡି ସହ ବାବୁସାନ୍‌ ଏବଂ ତମନ୍ନାଙ୍କ ରୋମାନ୍ସକୁ ପ୍ରଥମ ଥର ଦେଖିବାକୁ ପାଇଥିଲେ ଦର୍ଶକ। ତେବେ ଏସବୁ ତ ଗଲା ଫିଲ୍ମ ସମ୍ପର୍କୀତ କଥା। ତେବେ ସବୁଠୁ ବଡ କଥା ହେଲେ ଏହି ଫିଲ୍ମରୁ ହିଁ ଓଲିଉଡ […]

  • Saturday, 10 July 2021
1560664215-r3_1
ସଲମାନ୍‌ଙ୍କୁ ‘କାଗଜ ବାଘ’ ବୋଲି କହିଲେ ସୋନା ମହାପାତ୍ର

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ନିଜର ଅଜବ୍‌ ଅଜବ୍‌ ରାୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ପୁଣି ଥରେ ସଲ୍‌ମାନ୍‌ଙ୍କ ‘ଭାରତ’ ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ‘ଭାରତ’ ଫିଲ୍ମ ବକ୍ସ ଅଫିସ୍‌ କଲେକ୍ସନ୍‌କୁ ନେଇ ସେ ଏକ ଟ୍ୱିଟ୍‌ କରିଛନ୍ତି। ଟ୍ୱିଟ୍‌ରେ ସେ ସଲ୍‌ମାନ୍‌ଙ୍କୁ ‘ପେପର୍‌ ଟାଇଗର୍‌’ ବା ‘କାଗଜ ବାଘ’ ବୋଲି କହିଛନ୍ତି। ଏହି ଟ୍ୱିଟ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସେ ଟ୍ୱିଟ୍‌ରେ […]

  • Saturday, 10 July 2021