• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

anuvab
ଅକ୍ଟୋବର ୭ରେ ଅନୁଭବଙ୍କ ପିଟିସନ୍ ଉପରେ ଶୁଣାଣି

ଭୁବନେଶ୍ୱର: ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ଏହି ପିଟିସନର ଶୁଣାଣି ଅକ୍ଟୋବର ୭ ତାରିଖରେ ହେବ। ଅନୁଭବ ଜୁଲାଇ ୧୯ ତାରିଖରେ ନିଜ ପତ୍ନୀଙ୍କ ବିରୋଧରେ ଏହି ପିଟିସନ୍ ଦାଖଲ କରିଛନ୍ତି। ପିଟିସନ୍ ପୂର୍ବରୁ ଅନୁଭବ ଆପୋଷ ଆଲୋଚନା ଦ୍ୱାରା ଅଲଗା ହେବା ପାଇଁ ଚେଷ୍ଟା କରିଥିଲେ। ଅନୁଭବ ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀରୁ ଏହି ଚେଷ୍ଟା […]

  • Sunday, 04 July 2021
sushant singh
Sushant Singh Death Case: ଡ୍ରଗ୍ସ ଲିଙ୍କ୍‌କୁ ନେଇ ବଡ଼ ଖୁଲାସା କଲେ ସୁଶାନ୍ତଙ୍କ ପର୍ସନାଲ୍‌ ଷ୍ଟାଫ୍ ଓ ହାଉସ୍‌ ମ୍ୟାନେଜର

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଗତ ଦୁଇଦିନ ଭିତରେ Narcotics Control Bureau (NCB) ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର ସାମୁଏଲ୍‌ ମିରଣ୍ଡା ଓ ସୁଶାନ୍ତଙ୍କ ପର୍ସନାଲ୍‌ ଷ୍ଟାଫ୍‌ ଦୀପେଶ ସାୱନ୍ତଙ୍କୁ ଗିରଫ କରିଛି। ଦୀପେଶ ଓ ସାମୁଏଲ୍‌ଙ୍କୁ ଜେରା ପରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଘରେ ଡ୍ରଗ୍‌ ପାର୍ଟି ହେଉଥିଲା ବୋଲି ଜଣାପଡ଼ିଛି। ଏପରିକି […]

  • Sunday, 04 July 2021
riya
ସୁୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ ଜେରା କରାଯାଉଛି। ଅନ୍ୟପକ୍ଷେ ରିୟା ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି। ରିୟାଙ୍କ ଓକିଲଙ୍କ କହିବା ଅନୁଯାୟୀ, ପ୍ରିୟଙ୍କା ସିଂହ, ରାମ ମନୋହର ଲୋହିଆ ଡାକ୍ତରଖାନାର ଡାକ୍ତର ତରୁଣ କୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଅଭିଯୋଗ କରାଯାଇଛି। ଜାଲିଆତି, ଏନଡିପିସି ଆକ୍ଟ ଏବଂ ଟେଲି ମେଡ଼ିସିନ୍‌ ପ୍ରାକ୍ଟିସ୍‌ ଗାଇଡଲାଇନ୍ସ ୨୦୨୦ର ଉଲ୍ଲଘଂନ ନେଇ ଅଭିଯୋଗ […]

  • Sunday, 04 July 2021
rhea chakraborty
ମିଳିଲାନି ଜାମିନ୍‌, ବିଚାର ବିଭାଗୀୟ ହାଜତକୁ ଗଲେ ରିୟା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ୧୪ ଦିନ ପାଇଁ ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ପରେ ଗତକାଲି Narcotics Control Bureau(NCB) ଲକ୍ଅପ୍‌ରେ ରାତି କାଟିବା ପରେ ଆଜି ତାଙ୍କୁ ମୁମ୍ବାଇର Byculla ଜେଲ୍‌କୁ ପଠାଯିବ। ମହାରାଷ୍ଟ୍ର ଜେଲ୍ ମାନୁଆଲ୍ ନିୟମ ଅନୁସାରେ, ରାତିରେ କଏଦୀଙ୍କୁ ଜେଲ୍‌କୁ ନିଆଯାଏ ନାହିଁ। […]

  • Sunday, 04 July 2021
kangana ranaut
ରାଣୀ ଲକ୍ଷ୍ମୀବାଈଙ୍କ ପଥ ଅନୁସରଣ କରି ଚାଲିବି; ନା କାହାକୁ ଡରିବି, ନା ନଇଁବି: କଙ୍ଗନା

ମୁମ୍ବାଇ: ବିବାଦ ଭିତରେ ଆଜି ମୁମ୍ବାଇ ଫେରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତ୍‌। ଆଜି ସକାଳେ ସେ ହିମାଚଳ ପ୍ରଦେଶର ମନାଲିରୁ ଆସି ଚଣ୍ଡୀଗଡ଼ରେ ପହଞ୍ଚିଥିଲେ। ସେଠାରୁ ସେ ଅପରାହ୍ଣ ୧୨ଟା ୧୫ରେ ବିମାନ ଯୋଗେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। କେନ୍ଦ୍ର ସରକାର ଯୋଗାଇ ଦେଇଥିବା Y ପ୍ଲସ୍ ସୁରକ୍ଷା ବ୍ୟବସ୍ଥାରେ ସେ ମୁମ୍ବାଇ ଆସୁଛନ୍ତି। ଆଜି ସକାଳେ କଙ୍ଗନା ଘରୁ ବାହାରିବା ପୂର୍ବରୁ ହିମାଚଳପ୍ରଦେଶ ହମୀରପୁର୍‌ ଜିଲ୍ଲାର କୋଠି ଅଞ୍ଚଳରେ ଥିବା ଏକ ମନ୍ଦିରରେ […]

  • Sunday, 04 July 2021
kangana ranaut
ମୁମ୍ବାଇ ରିଟର୍ଣ୍ଣ ପୂର୍ବରୁ କଙ୍ଗନାଙ୍କ ଅଫିସ୍‌ରେ ବୁଲିଲା ବୁଲ୍‌ଡୋଜର୍‌

ମୁମ୍ବାଇ: ବିବାଦ ଭିତରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତ୍‌ ଆଜି ଆଜି ମୁମ୍ବାଇ ଫେରୁଥିବା ବେଳେ ମୁମ୍ବାଇ ପାଲି ହିଲ୍ସ ସ୍ଥିତ କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମ ଅଫିସ୍‌କୁ Brihanmumbai Municipal Corporation (BMC) ପକ୍ଷରୁ ଭଙ୍ଗା ଯାଇଛି। କଙ୍ଗନାଙ୍କ ଅଫିସ୍‌ ଓ ଘର ବେଆଇନ୍‌ ଭାବେ ନିର୍ମାଣ ହୋଇଥିବା ନେଇ ଗତକାଲି BMC ନୋଟିସ୍‌ କରିଥିଲା। ଅନ୍ୟପକ୍ଷରେ, ଏହି ଘଟଣାକୁ ଅଭିନେତ୍ରୀ କଙ୍ଗନା ତୀବ୍ର ସମାଲୋଚନା କରିଛନ୍ତି। ବିଏମ୍‌ସି ପକ୍ଷରୁ ମଣିକର୍ଣ୍ଣିକା ବିଲ୍ଡିଂ ଭଙ୍ଗା ଯିବାର ଫଟୋ […]

  • Sunday, 04 July 2021
gagarin-mishra
ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର:ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ରଙ୍କ ହୃଦଘାତରେ  ପରଲୋକ ହୋଇଯାଇଛି। ୬୭ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ସେ ଫିଲ୍ମ ଫୁଲଚନ୍ଦନ, ନଈ ସେପାରୀ କନକ ଗୋରୀରେ କାମ କରିଥିଲେ । ହିନ୍ଦୀ ଫିଲ୍ମ ବେତାବ୍, ରାମ ଅବତାର, ମେଧାବୀ, ଚାଲଵାଜ, ଓ୍ବାଜୁଦ୍ ଆଦିର କ୍ୟାମେରାମ୍ୟାନ୍ ଥିଲେ। ତାଙ୍କର ସାନ ଭାଇ ତଥା ଫିଲ୍ମ ଏଡ଼ିଟର ଦେଵେନ ମିଶ୍ରଙ୍କର ଅଗଷ୍ଟ ୧୫ ତାରିଖ ପରଲୋକ ହୋଇଯାଇଥିଲା।

  • Sunday, 04 July 2021
sravani1
ଦୁଃଖଦ ଖବର, ତେଲୁଗୁ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ହିନ୍ଦି ଟିଭି ଇଣ୍ଡଷ୍ଟ୍ରୀ ପରେ ଏବେ ତେଲୁଗୁ ଟିଭି ଇଣ୍ଡଷ୍ଟ୍ରୀରୁ ମଧ୍ୟ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ କୋଣ୍ଡାପଲୀ ମଙ୍ଗଳବାର ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ହାଇଦ୍ରାବାଦ ସ୍ଥିତ ନିଜ ଘରୁ ଶ୍ରାବଣୀଙ୍କର ମୃତଦେହ ମିଳିଛି। ଏହି ମାମଲାରେ ପୋଲିସ୍ ଏବେ ତଦନ୍ତ ଆରମ୍ଭ କରିଦେଇଛି। ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଇ ଦିଆଯାଇଛି। ଶ୍ରାବଣୀଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତାଙ୍କ […]

  • Sunday, 04 July 2021
rhea chakraborty
Byculla ଜେଲ୍‌ରେ କଟିଲା ରିୟାଙ୍କ ପ୍ରଥମ ରାତି, ଡିନର୍‌ରେ ଦିଆଗଲା ଏସବୁ ଖାଦ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ୧୪ ଦିନ ପାଇଁ ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମୁମ୍ବାଇ Byculla ଜେଲ୍‌ର ଏକ ଅଲଗା ସେଲ୍‌ରେ ରିୟାଙ୍କୁ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ପାଇଁ ରିୟା ଏହି ସେଲ୍‌ରେ କିଛି ଦିନ ରହିବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜେଲ୍‌ର ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା ଜେନେରାଲ୍‌ […]

  • Sunday, 04 July 2021
rhea chakraborty
ଜାମିନ ଆବେଦନରେ ଚାଞ୍ଚଲ୍ୟକର ବୟାନ ଦେଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇ ମୁମ୍ବାଇ Byculla ଜେଲ୍‌ରେ ଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ତାଙ୍କ ଜାମିନ ଆବେଦନରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଜାମିନ ପାଇଁ କୋର୍ଟରେ ରିୟା ଆବେଦନ କରିଥିବା ପିଟିସନ୍‌ରେ ଦର୍ଶାଇଛନ୍ତି, Narcotics Control Bureau (NCB) ର ଜେରା ବେଳେ ଦୋଷ ସ୍ୱୀକାର କରିବା ଭଳି ବୟାନ ଦେବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା। sessions କୋର୍ଟରେ ଦାୟର ହୋଇଥିବା ଜାମିନ […]

  • Sunday, 04 July 2021
sajid khan
ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ମଡେଲ୍‌ଙ୍କ ସାଂଘାତିକ ଅଭିଯୋଗ‌, କହିଲେ-ମୋତେ ଛୁଇଁବା ପାଇଁ ପ୍ରୟାସ କରିଥିଲେ...

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଜଣେ ମଡେଲ୍ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଫିଲ୍ମରେ ଅଭିନୟ ଦେବା ବଦଳରେ ତାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା ମଡେଲ୍‌ ପାଉଲା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଣି ପାଉଲା କହିଛନ୍ତି, ଫିଲ୍ମ ‘ହାଉସ୍‌ଫୁଲ୍‌’ରେ ଅଭିନୟ ଦେବା ବଦଳରେ ସାଜିଦ୍‌ ତାଙ୍କ ସହ ଯୌନ ଉତ୍ପୀଡ଼ନ କରିଥିଲେ। ସେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା ବୋଲି ପାଉଲା କହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ କରି ଏହି ଭାରତୀୟ […]

  • Sunday, 04 July 2021
rhea 1
ରିୟାଙ୍କୁ ଝଟ୍‌କା: ଖାରଜ ହେଲା ଜାମିନ୍‌ ଆବେଦନ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ରିୟାଙ୍କ ଭାଇ ଶୌଭିକଙ୍କ ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି। ମୁମ୍ବାଇର ଏକ sessions କୋର୍ଟ ଏହି ଜାମିନ୍‌ ଆବେଦନ ଖାରଜ କରିଛନ୍ତି। ରିୟା ଓ ଶୌଭିକଙ୍କ ବ୍ୟତୀତ ସାମୁଏଲ୍‌ ମିରଣ୍ଡା, ଦୀପେଶ ସାୱନ୍ତ, ଜୈଦ ଓ ବସିତ୍‌ଙ୍କ ମଧ୍ୟ ଜାମିନ୍‌ ଆବେଦନ ଖାରଜ କରିଛନ୍ତି କୋର୍ଟ। ଆଜି ମାମଲାର ଶୁଣାଣି […]

  • Sunday, 04 July 2021
aftab
ଜଣାଶୁଣା ବଲିଉଡ୍ ଅଭିନେତା କରୋନାରେ ଆକ୍ରାନ୍ତ

ମୁମ୍ବାଇ: ବଲିଉଡର ଆଉ ଜଣେ ଆଗଧାଡ଼ିର ଅଭିନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଭିନେତା ଆଫତାବ ଶିବଦଶାନୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ଖୋଦ୍ ଆଫତାବ ସୂଚନା ଦେଇଛନ୍ତି। ଡାକ୍ତର ଏବଂ ଅଥରିଟିଙ୍କ ପରାମର୍ଶ କ୍ରମେ ସେ ନିଜକୁ ହୋମ୍ କ୍ୱାରେଣ୍ଟିନ୍ କରିଛନ୍ତି। ସେ ସୋସିଆଲ୍ ମିଡିଆରେ ଏହାର ସୂଚନା ଦେଇଛନ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇବା ଲାଗି ପରାମର୍ଶ ଦେଇଛନ୍ତି।   View this post on Instagram   […]

  • Sunday, 04 July 2021
rhea
ଡ୍ରଗ୍ସକୁ ନେଇ ରିୟାଙ୍କ ଖୁଲାସା: ସାମ୍ନାକୁ ଆସିଲା ଏହି ବଲିଉଡ୍‌ ସେଲିବ୍ରେଟିଙ୍କ ନାଁ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୌଭିକ ଓ ଅନ୍ୟ ୪ ଅଭିଯୁକ୍ତଙ୍କୁ Narcotics Control Bureau (NCB) ଗିରଫ କରିଛି। ଏସବୁ ଭିତରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସାରା ଅଲ୍ଲୀ ଖାନ୍‌, ରାକୁଲ୍‌ପ୍ରୀତ୍‌ ସିଂ ଓ ସିମୋନ୍‌ ଖୋମ୍ବୋଟାଙ୍କ ଭଳି ବଲିଉଡ୍‌ର ବଡ଼ ବଡ଼ କଳାକାରମାନେ ଡ୍ରଗ୍ସ ନେଇଥିଲେ ବୋଲି ରିୟା କହିଛନ୍ତି। Times Now ର ସୂଚନା […]

  • Sunday, 04 July 2021
anuradha paudwal
ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୋଡ୍‌ୱାଲଙ୍କ ପୁଅ ଆଦିତ୍ୟଙ୍କ ଦେହାନ୍ତ

ମୁମ୍ବାଇ: ପ୍ରଖ୍ୟାତ ବଲିଉଡ୍‌ କଣ୍ଠଶିଳ୍ପୀ ତଥା ଭଜନ ଗାୟିକା ଅନୁରାଧା ପୋଡ୍‌ୱାଲଙ୍କ ପୁଅ ଆଦିତ୍ୟ ପୋଡ୍‌ୱାଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଆଦିତ୍ୟଙ୍କ ପରଲୋକ ନେଇ ସିଙ୍ଗର ଓ କମ୍ପୋଜର୍ ଶଙ୍କର ମହାଦେବନ୍‌ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି। https://www.facebook.com/shankarlive/posts/10157992750988640 ମିଳିଥିବା ସୂଚନା ଅନୁସାରେ, ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ ଓ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଦିତ୍ୟ ଜଣେ ମ୍ୟୁଜିକ୍‌ ଆରେଞ୍ଜର ଓ ପଡ୍ୟୁସର ଥିଲେ।

  • Sunday, 04 July 2021
viku-seth
ଯାତ୍ରା କଳାକାର ଭିକୁ ସେଠ୍‌ଙ୍କ ପରଲୋକ

ଭୁବନେଶ୍ୱର: ଖୁମ୍ପି ଦେଲୁ, ଭଲ କଲୁ … ମିନା ଭଲ ନାଚିଲ … ଭିକୁ ସେଠ୍‌ଙ୍କ ମୁହଁରୁ ଏହି ଡାଇଲଗ୍ ଆଉ ଶୁଣିବାକୁ ମିଳିବ ନାହିଁ। ଏହି ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍ ଓରଫ୍ ମହେନ୍ଦ୍ର ଦାସଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଭିକୁ ସେଠ୍‌ଙ୍କ ପରଲୋକ ନେଇ ମହେନ୍ଦ୍ର ଦାସଙ୍କ ଜଣେ ସଂପର୍କୀୟ ସୂଚନା ଦେଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚୌଦ୍ୱାରରୁ […]

rhea
ନା ଅଛି ବେଡ୍‌ ନା ତକିଆ...ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ମୁମ୍ବାଇ: ନା ଅଛି ଆଲିସାନ୍ ଗଦି…ନା ଏସି…ଏପରିକି ମନ ପସନ୍ଦର ଟିଭି ଚ୍ୟାନେଲ୍ ଦେଖିବାର ସୁବିଧା ମଧ୍ୟ ନାହିଁ। ମୁମ୍ବାଇ Byculla ଜେଲ୍‌ରେ ଏବେ ଏମିତି କଟୁଛି ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଦିନ। ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ସେପ୍ଟେମ୍ବର ୨୨ ଯାଏ ଜେଲ୍‌ରେ ରହିବେ। ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ଥିବା ରିୟାଙ୍କୁ Byculla ଜେଲ୍‌ର ସର୍କଲ ନମ୍ବର ୧ର […]

  • Saturday, 03 July 2021
ajit-das1
ଆଉନାହାନ୍ତି ଅଜିତ୍ ଦାସ

ଭୁବନେଶ୍ୱର: ଓଡ଼ିଆ ସିନେଜଗତ ପାଇଁ ଆସିଲା ଆଉ ଏକ ଦୁଃଖଦ ଖବର। ବରିଷ୍ଠ ଅଭିନେତା ଅଜିତ୍ ଦାସଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଜିତ୍ ଦାସଙ୍କ ଦେହାନ୍ତ ନେଇ ତାଙ୍କ ପତ୍ନୀ ମାୟା ଦାସ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୁଇମାସ […]

  • Saturday, 03 July 2021
sushant singh
ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ଏହି ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ Narcotics Control Bureau (NCB) ଏବେ ଏହାର ଯାଞ୍ଚ କରୁଛି। Aaj Takର ଏକ ରିପୋର୍ଟ ଅନୁସାରେ, ସୁଶାନ୍ତଙ୍କ ଫାର୍ମହାଉସ୍‌କୁ ନେଇ NCB ହାତରେ କିଛି ନୂଆ ତଥ୍ୟ ଲାଗିଛି। ନିଶା ସେବନ ପାଇଁ ବ୍ୟବହୃତ ଜିନିଷ ଓ କିଛି ଔଷଧ ସୁଶାନ୍ତଙ୍କ ଫାର୍ମହାଉସ୍‌ରୁ ମିଳିଥିବା ସୂଚନା ମିଳିଛି। […]

  • Saturday, 03 July 2021
Amitabh Bachhan
ବିଗ୍ ବି’ଙ୍କ ଘରେ ବୁଲିବ ବୁଲଡୋଜର, ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ବଙ୍ଗଳା

ବିଗ୍ ବି’ଙ୍କ ଘରେ ବୁଲିବ ବୁଲଡୋଜର । ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ବଙ୍ଗଳା । ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଥମ ବଙ୍ଗଳା ପ୍ରତୀକ୍ଷାର କିଛି ଅଂଶ ଭାଙ୍ଗିବାକୁ ଯାଉଛି ବିଏମସି । ବିଗ ବି’ଙ୍କ ବଙ୍ଗଳା ଥିବା ସନ୍ଥ ଜ୍ଞାନେଶ୍ୱର…

anurag kashyap
ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ...

ମୁମ୍ବାଇ: କିଛିଦିନ ତଳେ ବଲିଉଡ୍‌ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଜଣେ ମଡେଲ୍ ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏବେ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଜଣେ ବଲିଉଡ୍‌ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ପାୟଲ‌ ଘୋଷ ଅନୁରାଗଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ଶନିବାର ଦିନ ପାୟଲ ଏକ ଟ୍ୱିଟ୍‌ […]

  • Saturday, 03 July 2021
sushant
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ନୂଆ ନୂଆ ଖୁଲାସା ହେବା ସହ ଦିନକୁ ଦିନ ଏହି ମାମଲା ଆହୁରି ଜଟିଳ ହେବାରେ ଲାଗିଛି। ତାଜା ରିପୋର୍ଟ ଅନୁସାରେ, ବିହାର ମୁଜାଫର୍‌ପୁର ଜିଲ୍ଲା କୋର୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୮ ଜଣାଶୁଣା ବ୍ୟକ୍ତିଙ୍କୁ ସମନ୍‌ ଜାରି କରିଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ଅଛନ୍ତି। ଶୁଣାଣି ପାଇଁ କୋର୍ଟରେ ଉପସ୍ଥିତ ରହିବାକୁ ଏମାନଙ୍କୁ ସମନ […]

  • Saturday, 03 July 2021
sara-shradha
ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ହୋଇପାରେ ସମନ୍‌

ମୁମ୍ବାଇ: ଏବେ Narcotics Control Bureau(NCB) ରାଡାର୍‌ରେ ଆଉ ୨ଜଣ ବଲିଉଡ୍‌ ଷ୍ଟାର ଥିବା ଚର୍ଚ୍ଚା ହେଉଛି। ବଲିଉଡ୍-ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ NCB ସମନ୍‌ କରିପାରେ ବୋଲି ସୂଚନା ମିଳିଛି। ଡ୍ରଗ୍ସ ଲିଙ୍କ୍ ମାମଲାରେ NCB ଏହି ୨ ଷ୍ଟାରଙ୍କୁ ସମନ୍‌ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। ଖାଲି ଏହି ଦୁଇ ଷ୍ଟାର ନୁହଁନ୍ତି  ଅଭିନେତ୍ରୀ ରକୁଲ ପ୍ରୀତ୍‌, ଫ୍ୟାଶନ୍‌‌ ଡିଜାଇନର୍‌ ସିମୋନ୍ […]

  • Saturday, 03 July 2021
deepika1
ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

ମୁମ୍ବାଇ: ଡ୍ରଗସ୍ ଲିଙ୍କ୍ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ନାଁ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦୀପିକାଙ୍କୁ ଆଜି କିମ୍ବା ଆସନ୍ତକାଲି ହାଜର ହେବାକୁ ଡାକି ପାରେ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି। ଅଭିଯୋଗ ମୁତାବକ, ଦୀପିକା ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିବା କର୍ମଚାରୀ କରିଶ୍ମାଙ୍କ ସହ ସମ୍ପର୍କରେ ଥିଲେ। ତାଙ୍କୁ ଡ୍ରଗ୍ସ ମାଗିଥିବା ଚାଟ୍ ଏବେ ଏନସିବି ହାତରେ ଲାଗିଛି। ତେବେ ଏଥିରେ ସେ ଇସାରାରେ ଡ୍ରଗ୍ସ ମାଗୁଥିବା ସନ୍ଦେହ […]

  • Saturday, 03 July 2021
ashalata
ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ବଲିଉଡକୁ ଆଉ ଏକ ଝଟକା। ଭେଟେରାନ୍ ଟିଭି ଓ ଫିଲ୍ମ ଅଭିନେତ୍ରୀ ଆଶାଲତା ୱାବଗାଁଓଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଆଶାଲତା ଏକ […]

  • Saturday, 03 July 2021