• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

amitabh
୨ଟଙ୍କା ପାଇଁ କ୍ରିକେଟ୍‌ ଟିମ୍‌ରେ ସାମିଲ୍‌ ହୋଇପାରିନଥିଲେ ବିଗ୍‌ ବି, ବାଣ୍ଟିଲେ ଏହି ନିଆରା ଅନୁଭୁତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ର ୧୨ତମ ସଂସ୍କରଣ ଆରମ୍ଭ ହୋଇଯାଇଛି। ମହାନାୟକ ଅମିତାଭ ବଚ୍ଚନଙ୍କ ହୋଷ୍ଟିଂରେ ହେଉଥିବା ଏହି ଶୋ’ର କିଛି ଏପିସୋଡ୍‌ ପ୍ରସାରିତ ହୋଇସାରିଛି। ପ୍ରତିଥର ପରି ଏଥର ମଧ୍ୟ ଶୋ’ ମାଧ୍ୟମରେ ଅମିତାଭ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି କଥା ଶେଆର କରିଛନ୍ତି। ନିକଟରେ ବିଗ୍‌ ବି ୨ଟଙ୍କାର ଅଭାବ ପାଇଁ କେମିତି ତାଙ୍କ ସ୍କୁଲ୍‌ କ୍ରିକେଟ୍‌ ଟିମ୍‌ରେ ସାମିଲ୍‌ ହୋଇପାରିନଥିଲେ ତାର […]

  • Saturday, 03 July 2021
rekha
ଛୋଟ ପରଦାକୁ ଫେରିଲେ ରେଖା! ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରେଖା ଦେଖିବାକୁ ଯେତେ ସୁନ୍ଦର, ତାଠୁ ଅଧିକ ଚମତ୍କାର ତାଙ୍କର ଅଭିନୟ। ରେଖାଙ୍କ ଗ୍ଲାମରସ୍‌ ଆନ୍ଦାଜ୍‌ ଦେଖିଲେ ଲାଗେ ଯେମିତି ବୟସ ତାଙ୍କ ପାଖେ ହାର୍‌ ମାନିଯାଇଛି। ବଡ ପରଦାରେ ଅନେକ ହିଟ୍‌ ଫିଲ୍ମ ଦେଇ ଲୋକଙ୍କୁ ମନୋରଞ୍ଜନ କରିଥିବା ରେଖାଙ୍କ ଝଲକ୍‌ ଏବେ ଛୋଟ ପରଦାରେ ଦେଖିବାକୁ ମିଳିଛି। ଷ୍ଟାର୍‌ ପ୍ଲସ୍‌ରେ ତାଙ୍କର ଏକ ପ୍ରମୋ ରିଲିଜ୍‌ ହୋଇଛି। ଯେଉଁଥିରେ ରେଖା ସୁନେଲି ରଙ୍ଗର ଶାଢୀ, କାନରେ ବଡ ଝୁମ୍‌କା ଲଗାଇ […]

  • Saturday, 03 July 2021
khali-pili
ଇଶାନ୍-ଅନନ୍ୟାଙ୍କ ଫିଲ୍ମରେ ଚାଲିଲା ସେନ୍‌ସନ୍‌ ବୋର୍ଡର କଇଁଚି, କଟିଲା ଏହି ସବୁ ସିନ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଇଶାନ୍‌ ଖଟ୍ଟର ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଅଭିନୀତି ଫିଲ୍ମ ‘ଖାଲି ପିଲି’ ଆଜି ରିଲିଜ୍‌ ହୋଇଛି। ଗୁରୁଗ୍ରାମ ଓ ବାଙ୍ଗାଲୋରର କିଛି ସିନେମା ହଲ୍‌ ସମେତ ଓଟିଟି ପ୍ଲାଟ୍‌ଫର୍ମରେ ଫିଲ୍ମଟି ରିଲିଜ୍‌ ହୋଇଛି। ତେବେ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମର କିଛି ସିନ୍‌କୁ ସେନସର ବୋର୍ଡ ପକ୍ଷରୁ କଟାଯାଇଥିବା ସୂଚନା ମିଳିଛି। ଫିଲ୍ମରେ ଗାଳି ଓ ଭର୍ଜିନ୍‌ ଶବ୍ଦର ପ୍ରୟୋଗ ହୋଇଥିବାରୁ ସେନ୍‌ସର୍‌ ବୋର୍ଡ ପକ୍ଷରୁ କିଛି ସିନ୍‌ କାଟିଦିଆଯାଇଛି। […]

  • Saturday, 03 July 2021
sabya
ସବ୍ୟସାଚୀଙ୍କୁ 'ମହାତ୍ମା ଗାନ୍ଧୀ ସେବା' ସମ୍ମାନ

ଭୁବନେଶ୍ୱର: କୋଭିଡ୍ ସମୟରେ ରିୟଲ ହିରୋ ସାଜିଥିବା ସବ୍ୟସାଚୀ ପାଇବେ ମହାତ୍ମା ଗାନ୍ଧୀ ସେବା ସମ୍ମାନ। ଭାରତୀୟ ସ୍କାଉଟ୍ ଓ ଗାଇଡ୍ ଫେଲୋସିପ୍, ରାଜ୍ୟ ଶାଖା ପକ୍ଷରୁ ଚଳିତ ବର୍ଷର ଏହି ସମ୍ମାନ ପାଇବେ ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ର। ଏନେଇ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। କରୋନା ମହାମାରୀ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ଅଭିନେତା ସବ୍ୟସାଚୀଙ୍କ ଭୂମିକା ଅତୁଳନୀୟ। ଏଭଳି ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ […]

  • Saturday, 03 July 2021
anurag
ସକାଳ ୧୦ରୁ ସନ୍ଧ୍ୟା ୬ ଯାଏ ଥାନାରେ ରହିଲେ ଅନୁରାଗ: ଓକିଲ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ଅନୁରାଗଙ୍କ ପକ୍ଷରୁ ତାଙ୍କ ଓକିଲ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି। ଅଭିନେତ୍ରୀ ଆଣିଥିବା ଅଭିଯୋଗ ଅନୁସାରେ, ଯେଉଁ ସମୟରେ ଘଟଣାଟି ଘଟିଥିଲା, ସେତେବେଳେ ଅନୁରାଗ ଭାରତରେ ନଥିଲେ। ଫିଲ୍ମ ଶୁଟିଂ ପାଇଁ ମାସେ ହେବ ସେ ଶ୍ରୀଲଙ୍କାରେ ଥିଲେ। ଅନୁରାଗ ଏସମ୍ପର୍କରେ ସମସ୍ତ ଦରକାରୀ ତଥ୍ୟ ତଦନ୍ତକାରୀ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି। ଏସମ୍ପର୍କରେ ପଚରାଉଚରା ପାଇଁ ସେପ୍ଟେମ୍ବର ୩୦ […]

  • Saturday, 03 July 2021
sonu
ସୋନୁ ସୁଦ୍‌ ପାଇଲେ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’

ମୁମ୍ବାଇ: ଗ୍ରାମୋଦୟ ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଟେକ୍ନୋଲୋଜି (ଜିସିଓଟି) ପକ୍ଷରୁ ସୋନୁ ସୁଦ୍‌ଙ୍କୁ ସମ୍ମାନିତ କରାଯାଇଛି। ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିଥିବାରୁ ଗୁରୁବାର ଦିନ ତାଙ୍କୁ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ ମିଳିଛି। ଜିସିଓଟିର ତିନି ଦିନିଆ ଭର୍ଚୁଆଲ୍‌ କନ୍‌ଫରେନ୍ସର ପ୍ରଥମ ଦିନରେ ହିଁ ସୋନୁଙ୍କୁ ସମ୍ମାନିତ କରାଯାଇଛି। ଏହି କନ୍‌ଫରେନ୍ସର ଉଦଘାଟନ ତେଲେଙ୍ଗାନା ବିଧାନ ପରିଷଦର ଅଧ୍ୟକ୍ଷ ଗୁଥା ସୁଖେନ୍ଦ୍ର ରେଡ୍ଡି କରିଛନ୍ତି। ଏହି ଅବସରରେ ସୋନୁ ସୁଦ ଜିସିଓଟିକୁ ପ୍ରସ୍ତାବ ଦେଇଛନ୍ତି […]

  • Saturday, 03 July 2021
odia-film
ଓଡିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ପରଲୋକ

ସମ୍ବଲପୁର: ବରିଷ୍ଠ ଓଡିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ଗତକାଲି ସମ୍ବଲପୁରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସ୍ୱର୍ଗତ ତୋଫାନ ତ୍ରିପାଠୀ ଓଡିଆ ଚଳଚ୍ଚିତ୍ର ‘ସାଧନା’ ଓ ‘ଅଶାନ୍ତଗ୍ରହ’ର ପ୍ରଯୋଜକ ଥିଲେ। ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ‘ସାଧନା’ ଚଳଚ୍ଚିତ୍ର ଆଞ୍ଚଳିକ ଫିଲ୍ମଭାବେ ଜାତୀୟ ପୁରସ୍କାର ପାଇଥିଲା।

  • Saturday, 03 July 2021
sushant
ମୃତ୍ୟୁ ପୂର୍ବ ଦିନ ସୁଶାନ୍ତଙ୍କ ଘରକୁ ଯାଇଥିଲେ ରିୟା ! ସୁଶାନ୍ତଙ୍କ ସାଙ୍ଗ‌ କହିଲେ ସତ କ’ଣ

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ୍‌ କେସ୍‌ରେ କରଣୀ ସେନା  ନେତା ସୁରଜିତ ସିଂହ ରାଠୋର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବଦିନ ଅର୍ଥାତ୍‌ ଜୁନ ୧୩ ତାରିଖ  ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଦେଖା କରିଥିଲେ। ସେ ଦାବି କରିଛନ୍ତି, ରିୟା ସୁଶାନ୍ତଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସିଥିଲେ। ସୁରଜିତ୍‌ ସିଂଙ୍କ ଏହି ଦାବିକୁ ନେଇ ଦିବଂଗତ ନେତା ସୁଶାନ୍ତଙ୍କ ଫ୍ଲାଟମେଟ୍ ତଥା ବନ୍ଧୁ ସିଦ୍ଧାର୍ଥ ପିଠାନୀ ପ୍ରତିକ୍ରିୟା ରଖିଛନ୍ତି। ସୁରଜିତ […]

  • Saturday, 03 July 2021
bahubali
ଅଭିନୟ ପାଇଁ ମା’ କରୁଥିଲେ ବିରୋଧ, କଟପ୍ପା ଚରିତ୍ର ପାଇଁ ନଥିଲେ ପ୍ରଥମ ପସନ୍ଦ, ଏମିତି ରହିଛି ସଥ୍ୟରାଜଙ୍କ ଫିଲ୍ମ ଯାତ୍ରା

ମୁମ୍ବାଇ: ଫିଲ୍ମ ଜଗତରେ କାମ କରୁଥିବା ସମସ୍ତ କଳାକାରଙ୍କୁ ସମାନ ଲୋକପ୍ରିୟତା ମିଳେନି।  କିଛି କଳାକାର ଦର୍ଶକଙ୍କୁ ଛୁଇଁବା ପରି ଏକ ଚରିତ୍ରରେ ଅଭିନୟ କରିବାକୁ ଦୀର୍ଘ ସମୟ ଲଗାଇଦେଉଥିବା ବେଳେ କିଛି କଳାକାର ଅଭିନୟ ଯାତ୍ରା ଆରମ୍ଭରୁ ସେ ସୁଯୋଗ ହାତେଇନିଅନ୍ତି। ଏମିତି ଏକ କଳାକାର ହେଉଛନ୍ତି ବାହୁବଲୀ ଫିଲ୍ମରେ କଟ୍ଟପା ଚରିତ୍ରରେ କାମ କରିଥିବା ସଥ୍ୟରାଜ। ଏହି ଫିଲ୍ମରେ ତାଙ୍କ ଦମ୍‌ଦାର୍‌ ଅଭିନୟ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। କିନ୍ତୁ ଏହି ଚରିତ୍ର […]

  • Saturday, 03 July 2021
big-boss-cover
ଏଥର ବି ଆକର୍ଷଣୀୟ ରହିଛି ବିଗ୍‌ ବସ୍‌ ଘର, ଦେଖନ୍ତୁ ଫଟୋ

ମୁମ୍ବାଇ: ବହୁଚର୍ଚ୍ଚିତ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌ ସିଜନ୍‌ ୧୪’ ଆଜିଠୁ ଆରମ୍ଭ ହେଉଛି। କଲର୍ସରେ ପ୍ରସାରିତ ହେଉଥିବା ଏହି ଶୋ’ କୁ ପ୍ରତିଥର ପରି ଏଥର ମଧ୍ୟ ସଲମାନ୍‌ ଖାନ୍‌ ହୋଷ୍ଟିଂ କରିବାକୁ ଯାଉଛନ୍ତି। କରୋନା ମହାମାରୀ ପାଇଁ ଏଥର ବିଗ୍‌ବସ୍‌ର ଶୁଟିଂ ହେବ କି ନାହିଁ ସେଥିପାଇଁ ସମସ୍ତେ ଦ୍ୱନ୍ଦ୍ୱରେ ଥିବା ବେଳେ ଆଜି ଏହି ରିଆଲିଟି ଶୋ’ର ଆରମ୍ଭ ହେଉଛି। ପ୍ରତ୍ୟେକ ଥର ପରି ଏଥର ମଧ୍ୟ ବିଗ୍ ବସ୍ ଘରକୁ ବେଶ୍‌ […]

  • Saturday, 03 July 2021
akshay
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଅକ୍ଷୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଡ୍ରଗ୍ସ ସଂଯୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଳାକାରମାନେ ଡ୍ରାଗ୍ସ ସେବନ କରୁଥିବା ନେଇ ସୂଚନା ମିଳିବା ପରେ ଲୋକମାନଙ୍କର ବଲିଉଡ୍‌ ପ୍ରତି ଗୋଟେ ନକରାତ୍ମକ ଭାବନା ଆସିଯାଇଛି। ଅନ୍ୟପଟେ କିଛି କଳାକାର ସୁଶାନ୍ତଙ୍କ ମୃତ୍ୟୁ ଏବଂ ଡ୍ରଗ୍ସ ସେବନକୁ ନେଇ ଚୁପ୍‌ ରହୁଥିବା ବେଳେ କିଛି କଳାକାର ସାମ୍ନାକୁ ଆସି ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ଭିଡ଼ିଓ ଶେଆର […]

  • Saturday, 03 July 2021
dillip
ପାକିସ୍ତାନ ସାମ୍ବାଦିକଙ୍କୁ ଧନ୍ୟବାଦ ଦେଲେ ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ପାକିସ୍ତାନର ଜଣେ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ମଙ୍ଗଳବାର ଦିନ ସାମ୍ବାଦିକ ଶିରାଜ ହାସନ୍ ପେଶୱାରରେ ଥିବା ଦିଲ୍ଲୀପଙ୍କ ପୈତୃକ ଘରର ୪ଟି ଫଟୋ ଟ୍ୱିଟରରେ ଶେଆର କରିଥିଲେ। ୧୦୦ ବର୍ଷରୁ ଅଧିକ ପୁରୁଣା ଏହି ପୈତୃକ ଘରର ଛବି ଦେଖିବା ପରେ ଦିଲ୍ଲୀପ କୁମାର ଅତ୍ୟନ୍ତ ଖୁସି ହୋଇଯାଇଥିଲେ ଏହଂ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ପେଶୱାର ବାସିନ୍ଦାଙ୍କୁ ସେ ତାଙ୍କ ଘରର ଆଉ କିଛି ଫଟୋ […]

  • Saturday, 03 July 2021
krit
ସଂସ୍କାର ଶିଖାଇଲେ ଦୁଷ୍କର୍ମ ହେବନି କହିଲେ ବିଧାୟକ, କ୍ରିତି ଦେଲେ ଏମିତି ଉତ୍ତର

ମୁମ୍ବାଇ: ଉତ୍ତରପ୍ରଦେଶର ବାଲିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂ ୟୁପିରେ ବଳାତ୍କାର ବୃଦ୍ଧି ଘଟଣାର କାରଣ ଝିଅମାନଙ୍କ ସଂସ୍କାର ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ‘ସମସ୍ତ ମା ଏବଂ ବାପାଙ୍କ ଧର୍ମ ହେଉଛି ତାଙ୍କ ଝିଅମାନଙ୍କୁ ସଂସ୍କାରି ବାତାବରଣରେ ରଖିବେ। ଝିଅ ମାନଙ୍କୁ ଆଚାର ବ୍ୟବହାର ସହ ଶାଳୀନତା ଶିଖାନ୍ତୁ। ଛୁରି ଖଣ୍ଡାରେ ଦୁଷ୍କର୍ମର ସମାଧାନ ହୋଇପାରିବ ନାହିଁ। ଏଇଟା ସଂସ୍କାର କଥା। ସଂସ୍କାର ଠିକ୍‌ ଥିଲେ ସରକାର ଏବଂ ସଂସ୍କାର ମିଶି […]

  • Saturday, 03 July 2021
salman
ଜ୍ୟୋତିଷଙ୍କୁ ସଲ୍‌ମାନ୍‌ ପଚାରିଲେ କେବେ ହେବ ମୋର ମ୍ୟାରେଜ୍‌ ? ମିଳିଲା ଏମିତି ଉତ୍ତର...

ମୁମ୍ବାଇ: ଆରମ୍ଭ ହୋଇଯାଇଛି ବିଗ୍‌ ବସ୍‌ ୧୪। ସବୁଥର ଭଳି ଏଥର ମଧ୍ୟ ଏହି ଶୋ’କୁ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ ହୋଷ୍ଟ୍‌ କରିଛନ୍ତି। ଶୋ’ର ପ୍ରଥମ ଏପିସୋଡ୍‌ରେ ଖୁବ୍‌ ମସ୍ତି ଦେଖିବାକୁ ମିଳିଥିଲା। ପ୍ରଥମ ଏପିସୋଡ୍‌ରେ ନୂଆ ପ୍ରତିଯୋଗୀଙ୍କୁ ନେଇ ଯେତିକି ଚର୍ଚ୍ଚା, ଏହାସହ ସଲ୍‌ମାନ୍‌ଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  କେବେ ହେବ ସଲ୍‌ମାନ୍‌ଙ୍କ ବିବାହ ?  ବିଗ୍‌ ବସ୍‌ ୧୪ ସିଜନ୍‌ର ପ୍ରଥମ ଏପିସୋଡ୍‌ରେ ପଣ୍ଡିତ ଜନାର୍ଦନ ନାମକ ଜଣେ […]

  • Saturday, 03 July 2021
prabhas-1
ପ୍ରଭାସଙ୍କ ସହ ଭାଇରାଲ ହେଉଥିବା ୱେଡିଂ ଫଟୋକୁ ନେଇ ମୁହଁ ଖୋଲିଲେ ଅନୁଷ୍କା

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ନେଇ ପୁଣି ଚର୍ଚ୍ଚା । ନିକଟରେ ଅନୁଷ୍କା ଟ୍ୱିଟରରେ #AskAnushka session ହୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜ ଫିଲ୍ମ ଓ ପ୍ରଭାସଙ୍କ ବିଷୟରେ କହିଥିଲେ। ଉଭୟଙ୍କ(ପ୍ରଭାସ-ଅନୁଷ୍କା)ଯୋଡ଼ିକୁ ଫ୍ୟାନ୍ସମାନେ ପସନ୍ଦ କରୁଥିବାରୁ ଆଉ ଏକ ଫିଲ୍ମ ପ୍ରଭାସଙ୍କ ସହ କରିବାକୁ ନେଇ ଜଣେ ପ୍ରଶଂସକ ଅନୁଷ୍କାଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଅନୁଷ୍କା କହିଥିଲେ, ଫିଲ୍ମର କାହାଣୀ ପାଇଁ ସ୍କ୍ରିପ୍ଟରେ ଯଦି ଏଭଳି ଯୋଡ଼ିର ଆବଶ୍ୟକତା […]

  • Saturday, 03 July 2021
dekhar
ସୁଶାନ୍ତଙ୍କ ମୃତ୍ୟୁ ନେଇ ଏମ‌ସ୍‌ ରିପୋର୍ଟକୁ ମିଛ କହିଲେ ଶେଖର ସୁମନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟା ସାମ୍ନାକୁ ଆସୁଛି। ଏମସ୍ ଡାକ୍ତରୀ ପ୍ୟାନେଲର ରିପୋର୍ଟ ଆସିବା ପରେ ଅସନ୍ତୋଷ ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ତାଙ୍କର ହତ୍ୟା ହୋଇନାହିଁ। ହେଲେ ଏମସ୍ ରିପୋର୍ଟକୁ ଲୋକମାନେ ସାଧାରଣ ଭାବେ ଗ୍ରହଣ କରି ପାରୁନାହାନ୍ତି। ଅଭିନେତା ଶେଖର ସୁମନ ଏମସ୍ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ବିପରୀତ ଦିଗରେ ଏହି […]

  • Saturday, 03 July 2021
malaika
କୋଭିଡ୍‌ରୁ ସୁସ୍ଥ ହୋଇ ଦମଦାର୍‌ କମ୍‌ବ୍ୟାକ୍‌ କଲେ ମଲାଇକା

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍‌ ଅଭିନେତ୍ରୀ ମଲାଇକା ଆରୋରା ଖାନ୍‌ ତାଙ୍କ ନିଆରା ଅନ୍ଦାଜ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏଥିସହ ସେ ସବୁବେଳେ ନିଜକୁ ଫିଟ୍‌ ରଖିବା ସହ ତାଙ୍କ ପ୍ରଶଂସକଙ୍କୁ ଫିଟ୍‌ ରହିବାର ପରାମର୍ଶ ଦିଅନ୍ତି। ନିକଟରେ ମଲାଇକା କରୋନା ଆକ୍ରାନ୍ତ ଥିବା ବେଳେ ଏବେ ସେ ସେଥିରୁ ମୁକ୍ତ ହୋଇ କାମକୁ ଫେରିଛନ୍ତି। ନିକଟରେ ମଲାଇକା ଆରୋରାଙ୍କର ଏକ ଭିଡିଓ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ‘ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର’ […]

  • Saturday, 03 July 2021
vishaal
ବଲିଉଡ୍ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ରବିବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ବିଶାଲ ଆନନ୍ଦଙ୍କର ପ୍ରକୃତ ନାମ ଭିଶମ୍ କୋହଲି। ସେ ବଲିଉଡରେ ୧୧ଟି ଫିଲ୍ମରେ ଅଭିନୟ କରିଛନ୍ତି। ସୁପରହିଟ୍‌ ଫିଲ୍ମ ‘ଚଲତେ ଚଲତେ’, ‘ସା-ରେ-ଗା-ମା-ପା’ ଏବଂ ‘ଟ୍ୟାକ୍ସି ଡ୍ରାଇଭର୍’ ସମେତ ଅନେକ ଫିଲ୍ମରେ ସେ କାମ କରିଛନ୍ତି। ୧୯୭୩ରେ ରିଲିଜ୍ […]

  • Saturday, 03 July 2021
archita
ଶାଢୀ ବୁଣୁଛନ୍ତି ଅର୍ଚ୍ଚିତା

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ଷ୍ଟାଇଲିଶ୍ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଅର୍ଚ୍ଚିତାଙ୍କୁ ନୂଆ ନୂଆ କାମ ଶିଖିବାକୁ ଭଲ ଲାଗେ। ନିକଟରେ ସେ ଶାଢୀ ବୁଣା କାମ ଶିଖିବାକୁ ଚେଷ୍ଟା କରିଥିଲେ। ଗତ କିଛି ଦିନ ତଳେ ଅର୍ଚ୍ଚିତା ବରଗଡ ଯାଇଥିଲେ। ସେଠାରେ ସେ କିଛି ବୁଣାକାର ଘରକୁ ଯାଇ ସେମାନେ ଶାଢୀ କେମିତି ବୁଣୁଛନ୍ତି ଦେଖିଥିଲେ। କେବଳ […]

  • Saturday, 03 July 2021
sabyasachi
ଅଭିନୟ ପାଇଁ ଚାକିରି ଛାଡିଥିଲେ ସବ୍ୟ

ଭୁବନେଶ୍ୱର: ଓଲିଉଡ୍ ଅଭିନେତା ସବ୍ୟସଚୀ ମିଶ୍ରଙ୍କର ଆଜି ଜନ୍ମଦିନ। ୧୯୮୫ ମସିହା ଅକ୍ଟୋବର ୬ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଓଡିଆ, ବେଙ୍ଗଲୀ ଏବଂ ତେଲୁଗୁ ଫିଲ୍ମରେ ସବ୍ୟସଚୀ ଅଭିନୟ କରିଛନ୍ତି। ୨୦୦୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପାଗଳ ପ୍ରେମୀ’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ତା ପୂର୍ବରୁ ସବ୍ୟ ଆଲବମ୍‌ ଜଗତର ଜଣେ ଲୋକପ୍ରିୟ ଚେହେରା ଥିଲେ। ଅନେକ ହିଟ୍‌ ଆଲବମ୍‌ ଦେଇ ସେ ସମୟରେ ଢେର୍‌ ପ୍ରଶଂସା ସାଉଁଟୁଥିଲେ ସବ୍ୟ। ତେବେ ସବ୍ୟସତୀ ଜଣେ […]

  • Saturday, 03 July 2021
sanjay
ବଲିଉଡ୍‌ରେ ପାଦ ଥାପିବା ପରେ ମଧ୍ୟ ଢାବାରେ କାମ କରିଛନ୍ତି ସଞ୍ଜୟ ମିଶ୍ର

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କଳାକାର ସଞ୍ଜୟ ମିଶ୍ର ଦମ୍‌ଦାର ଅଭିନୟ କରନ୍ତି। ସେ କମେଡି ହେଉ କିମ୍ବା ସିରିଅସ୍,‌ ସଞ୍ଜୟ ସମସ୍ତ ଚରିତ୍ରକୁ ବେଶ୍‌ ସୁନ୍ଦର ଭାବେ ସ୍କ୍ରିନ୍‌ରେ ଆଣିପାରନ୍ତି। ପରଦାରେ ଦମ୍‌ଦାର୍‌ ଅଭିନୟ କରି ଲୋକମାନଙ୍କ ମନରେ ଏକ ନିଆରା ଛାପ ଛାଡିଥିବା ଏହି କଳାକାର କିନ୍ତୁ ବାସ୍ତବ ଜୀବନରେ ବେଶ୍‌ ଲାଜକୁଳା। ୧୯୬୩ ମସିହା ଅକ୍ଟୋବର ୬ତାରିଖରେ ଜନ୍ମଗ୍ରହଣ କରିଥିଲେ ସଞ୍ଜୟ। ଛୋଟବେଳେ ବେଶ୍‌ ଲାଜକୁଳା ଥିଲେ। ପାଠ ପଢା ପ୍ରତି ତାଙ୍କର ଆଦୌ […]

  • Saturday, 03 July 2021
sanjay-dutt
ସଞ୍ଜୟ ଦତ୍ତଙ୍କ ପାଇଁ ପ୍ରାର୍ଥନା କଲେ ପ୍ରଶଂସକ, ହସ୍ପିଟାଲ୍‌ ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ କିଛି ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସଞ୍ଜୟ ବହୁତ ଦୁର୍ବଳ ଦେଖାଯାଉଛନ୍ତି। ଫଟେରେ ସେ ହସ୍ପିଟାଲ୍‌ରେ ନୀଳ ରଙ୍ଗର ସାର୍ଟ ଏବଂ ଜିନ୍ସ ପିନ୍ଧି ଡାକ୍ତରଙ୍କ ପାଖରେ ଛିଡ଼ା ହୋଇଥିବା ଦେଖାଯାଇଛି। ଫଟୋଟି ଇନ୍‌ଷ୍ଟାଗ୍ରାମରେ ‘ସିନେମା ଫଲୋଅର୍ସ’ ପେଜ୍‌ରେ ଶେଆର କରାଯାଇଛି। ଏହି ଫଟୋରେ ସଞ୍ଜୟଙ୍କର ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ ସେ ଶୀଘ୍ର ଭଲ ହୋଇଯଆନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ସଞ୍ଜୟ ଦତ୍ତଙ୍କ […]

  • Saturday, 03 July 2021
salman
ଦୀର୍ଘ ଦିନ ପରେ ଫେରିଲେ ସଲମାନ୍

ମୁମ୍ବାଇ: ଦୀର୍ଘ ଦିନର ବିରତି ପରେ ଫେରିଛନ୍ତି ଦବଙ୍ଗ ବୟ ସଲମାନ୍‌ ଖାନ୍‌। ପ୍ରାୟ ୬ମାସ ପରେ ସେ ପୁଣି ଥରେ ଫିଲ୍ମ ଶୁଟିଂରେ ବାହାରିଛନ୍ତି। ନିକଟରେ ସେ ‘ରୋଧେ- ଇୟୋର ମୋଷ୍ଟ୍‌ ୱାଣ୍ଟେଡ୍‌ ଭାଇ’ ଚଳଚ୍ଚିତ୍ରର ଶୁଟିଂରେ ଯୋଗ ଦେଇଛନ୍ତି। ଯାହାର ଏକ ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଶେଆର କରିଛନ୍ତି। ଫଟୋ ଶେଆର କରି ସଲମାନ୍‌ ଲେଖିଛନ୍ତି, ପ୍ରାୟ ସାଢ଼େ ୬ ମାସ ପରେ ଶୁଟିଂକୁ ଫେରିଲି। ବହୁତ ଭଲ ଅନୁଭବ କରୁଛି। […]

  • Saturday, 03 July 2021
shital-cvr
କାହିଁକି 'କୁଛ୍‌ କୁଛ୍‌ ହୋତା ହୈ' ଫିଲ୍ମର କାଜୋଲ୍‌ଙ୍କ ଲୁକ୍ ନେଲେ ଶୀତଲ୍‌

ଭୁବନେଶ୍ୱର: ବଲିଉଡ୍‌ ଫିଲ୍ମ  ‘କୁଛ୍‌ କୁଛ୍‌ ହୋତା ହୈ’ ଆପଣ ଦେଖିଥିବେ। ୧୯୯୮ ମସିହାରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଏକ ପ୍ରେମ କାହାଣୀକୁ ନେଇ ଥିଲା। ଫିଲ୍ମରେ ଶାହାରୁଖ୍‌, କାଜୋଲ୍‌ ଏବଂ ରାଣୀ ମୁଖାର୍ଜୀ ମୁଖ୍ୟା ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ କାଜୋଲ୍‌ଙ୍କ ଅଭିନୟ ଯେତିକି ଦମ୍‌ଦାର୍‌ ଥିଲା ତାଙ୍କ ଲୁକ୍‌ ସେତିକି ନିଆରା ରହିଥିଲା। ଏଥିରେ ସେ‌ ଛୋଟ୍‌ ଚୁଟିରେ ଏକଦମ୍‌ ବବ୍‌ଲି ଲୁକ୍‌ରେ ନଜର ଆସିଥିଲେ। ଠିକ୍‌ ସେମିତି ଏକ ଲୁକ୍‌ରେ ନଜର […]

  • Saturday, 03 July 2021
kajjj
ଅକ୍ଟୋବର ୩୦ରେ ବାହାହେବେ କାଜଲ୍‌, ଟ୍ୱିଟ୍‌ କରି ଦେଲେ ସୂଚନା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ। ଟ୍ୱିଟ୍‌ କରି କାଜଲ୍‌ ତାଙ୍କ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। କାଜଲ୍‌ ଟ୍ୱିଟ୍‌ରେ ଲେଖିଛନ୍ତି, ମୁଁ ଅତ୍ୟନ୍ତ ଖୁସିର ସହ ଏଇଟା କହିବାକୁ ଯାଉଛି ଯେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ମୁଁ ଗୌତମ କିଚଲୁଙ୍କୁ ବିବାହ କରିବି।  କିଛି ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଏହି ବିବାହ ହେବ।  ଏହି କରୋନା ମହାମାରୀ ଆମ ଜୀବନରୁ କିଛି ଖୁସିକୁ ଦୂରେଇ ଦେଇଛି। […]

  • Saturday, 03 July 2021