• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

ranu-1
କାହିଁକି ମା’ଙ୍କଠାରୁ ଦୂରେଇ ଯାଇଥିଲେ ରାନୁ ମଣ୍ଡଳଙ୍କ ଝିଅ ?

ନୂଆଦିଲ୍ଲୀ: କୋଲକାତାର ରନାଘାଟ୍‌ ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ରାତାରାତି ସେଲେବ୍ରିଟି ହୋଇଯାଇଥିବା ରାନୁ ମଣ୍ଡଳଙ୍କର ଜଣେ ଝିଅ ଅଛନ୍ତି। ତାଙ୍କ ନାଁ ଏଲିଜାବେଥ୍‌ ସାଥୀ ରୟ,  ଯାହାଙ୍କୁ ସୋଶାଲ୍ ମିଡିଆରେ ଭାରି ନିନ୍ଦା କରାଯାଉଛି। ସେ କାହିଁକି ତାଙ୍କ ମା’ଙ୍କର ଯତ୍ନ ନେଉ ନଥିଲେ ଓ ଏମିତି ରେଳ ଷ୍ଟେସନ୍‌ରେ ଭିକ ମାଗିବାକୁ ଛାଡ଼ି ଦେଇଥିଲେ ବୋଲି ପ୍ରଶ୍ନ କରି ଲୋକେ ତାଙ୍କୁ ବହୁତ ସମାଲୋଚନା କରୁଛନ୍ତି। ତେବେ ଏନେଇ ସେ ମୁହଁ ଖୋଲିଛନ୍ତି। ନ୍ୟୁଜ୍ […]

  • Saturday, 10 July 2021
Capture
ଫିଲ୍ମ ‘ସାହୋ’ ବିରୋଧରେ ଚୋରି ଅଭିଯୋଗ ଆଣିଲେ ଏଇ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ୍ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସାହୋ’ ରିଲିଜ୍‌ ହେଉ ହେଉ ଫିଲ୍ମ ହଲ୍‌ଗୁଡ଼ିକରେ ଧମାଲ କରି ସାରିଲାଣି। ଆକ୍ସନ୍‌ରେ ଭରପୂର ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ମିଶ୍ର ପ୍ରତିକ୍ରିୟା ମିଳୁଛି। ହେଲେ ବଲିଉଡ୍‌ ଅଭିନେତ୍ରୀ ଲିସା ରାୟ ‘ସାହୋ’ ଉପରେ ଚୋରି ଅଭିଯୋଗ ଆଣିଛନ୍ତି। ଲିସା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେଆର୍‌ କରିଛନ୍ତି, ଯେଉଁଥିରେ ଗୋଟିଏ ଫଟୋରେ ଅରିଜିନାଲ୍‌ ବ୍ୟାକ୍‌ଗ୍ରାଉଣ୍ଡ୍‌ ଓ ଅନ୍ୟଟିରେ ‘ସାହୋ’ ଫିଲ୍ମର […]

  • Saturday, 10 July 2021
kota-rani...
ତିଆରି ହେବ କାଶ୍ମୀରର ଶେଷ ହିନ୍ଦୁ ରାଣୀ ‘କୋଟା ରାଣୀ’ଙ୍କ ବାୟୋପିକ୍‌

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂ। ହେଲେ କାଶ୍ମୀରର ଶେଷ ହିନ୍ଦୁ ରାଣୀ କିଏ ? ବୋଧହୁଏ କେହି ଜାଣି ନ ଥିବେ। ଖୁବ୍‌ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି କାଶ୍ମୀରରେ ଶାସନ କରୁଥିବା ଶେଷ ରାଣୀଙ୍କ ଉପରେ ଫିଲ୍ମ । ଏହି ଫିଲ୍ମକୁ  ରିଲାଏନ୍ସ  ଏଣ୍ଟରଟେନ୍‌ମେଣ୍ଟ ଏବଂ ମଧୁ ମଣ୍ଟେନା ଉଭୟେ ମିଶି ପ୍ରସ୍ତୁତ କରିବେ। ୧୪ ଶତବ୍ଦୀରେ କାଶ୍ମୀରରେ ଶାସନ କରୁଥିଲେ ଶେଷ ହିନ୍ଦୁ ରାଣୀ କୋଟା ରାଣୀ। କୋଟା ରାଣୀ […]

  • Saturday, 10 July 2021
mahasweta-ray
୩୧ ବର୍ଷ ପରେ ଫେରୁଛି ‘ଲାଲ୍‌ପାନ୍‌ ବିବି’

ଭୁବନେଶ୍ୱର: ୧୯୮୮ ମସିହରେ ରିଲିଜ୍ ହୋଇଥିଲା ଓଡ଼ିଆ ଫିଲ୍ମ ‘ଲାଲ୍‌ପାନ୍ ବିବି’। ଏହି ଫିଲ୍ମ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରସବୁଜ ଅଭିନେତ୍ରୀ ମହେଶ୍ୱତା। ତାଙ୍କୁ ଏଥିରେ ଡବଲ୍‌ ରୋଲ୍‌ ବା ଜାଆଁଳା ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ପ୍ରଶାନ୍ତ ନନ୍ଦ ଥିଲେ। ମହେଶ୍ୱତାଙ୍କ ଅଭିନୟ ସହିତ ଲୋକେ ଫିଲ୍ମଟିକୁ ମଧ୍ୟ ବେଶ୍ ଭଲ ପାଇଥିଲେ। ଆଉ ଦୀର୍ଘ ୩୧ ବର୍ଷ ପରେ […]

  • Saturday, 10 July 2021
sahauh
ଇଣ୍ଟେଲିଜେନ୍ସ ଏଜେନ୍ସିରେ କାମ କରିବେ ଶାହରୁଖ !

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ତାଙ୍କର ଅଭିନୟ କଳାରେ ଅନେକ ଲୋକଙ୍କ ହୃଦୟ ଜିତି ସାରିଲେଣି। ତାଙ୍କର ଅଭିନୟ ଦକ୍ଷତା ପାଇଁ ହିଁ ତାଙ୍କୁ ବଲିଉଡ୍‌ର କିଙ୍ଗ୍ ଖାନ ବୋଲି କୁହାଯାଏ। ହେଲେ ଏବେ ଲାଗୁଛି ଶାହାରୁଖ ଫିଲ୍ମ ସହ ଇଣ୍ଟେଲିଜେନ୍ସ ଏଜେନ୍ସି ପାଇଁ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।     View this post on Instagram   #Repost @redchilliesent ・・・ What is @iamsrk doing in an […]

  • Saturday, 10 July 2021
mithoon
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ପୁରୀ: ବଲିଉଡ୍‌ର ବର୍ଷୀୟାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ମାନସିକ ଥିବାରୁ ପୁରୀ ଆସି ସେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା କହିଛନ୍ତି। ଆଜି ସକାଳେ ସେ ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ। ଶ୍ରୀଜିଉଙ୍କ ଦର୍ଶନ ବେଳେ ତାଙ୍କ ସହ ତାଙ୍କର ଯାତ୍ରୀପଣ୍ଡା ତଥା ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର […]

  • Saturday, 10 July 2021
anu
ଅନୁଷ୍କାଙ୍କ ବିକ୍‌ନି ଫଟୋ ଭାଇରାଲ-ବିରାଟ କହିଲେ...

ନୂଆଦିଲ୍ଲୀ: ବିରାଟ କୋହଲି ଏବେ ଟିମ୍‌ ଇଣ୍ଡିଆ ସହ ୱେଷ୍ଟ ଇଣ୍ଡିଜ୍‌ରେ। ଏବେ କ୍ରିକେଟ ପ୍ରେମୀଙ୍କ ମୁହଁରେ କୋହଲିଙ୍କର ବେଶ ପ୍ରଶଂସା । କାରଣ ଆଜିକାଲି ବେଶ ଭଲ ରନ୍‌ସ୍କୋର କରୁଛନ୍ତି ସେ । ୱେଷ୍ଟଇଣ୍ଡିଜ୍‌ରେ ବି ଅଛନ୍ତି ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କୁ ଏନ୍‌କରେଜ କରିବା ପାଇଁ। ତେବେ ଅନୁଷ୍କା ଏବେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଫଟୋ ତଳେ ଅନୁଷ୍କା ଲେଖିଛନ୍ତି ‘ସନ୍‌ କିସ୍‌ଡ […]

  • Saturday, 10 July 2021
photo
ପପୁ ପମ୍‌ପମଙ୍କ ଫିଲ୍ମ 'ମିଷ୍ଟର କହ୍ନେୟା' ପୋଷ୍ଟରକୁ ନେଇ ବିବାଦ

ଭୁବନେଶ୍ୱର: ଅଭିନେତା ପପୁ ପମ୍‌ପମଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଉଠିଛି ବିବାଦ।  ସୋଶାଲ୍ ମିଡିଆରେ ଏହି ପୋଷ୍ଟର ଭାଇରାଲ୍ ହେବା ସହ ପ୍ରଯୋଜନା ସଂସ୍ଥା ଏବଂ ଅଭିନେତା ପପୁଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଏହି ପୋଷ୍ଟରରେ ପପୁ ୭ ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି । ପୋଷ୍ଟରରେ ଝିଅମାନଙ୍କୁ ୭ଟି ଦଉଡ଼ିରେ ବନ୍ଧାଯାଇଛି ଏବଂ ସେ ସବୁ ଦଉଡ଼ିକୁ ପପୁ ନିଜ ହାତରେ ଧରିଥିବା ଦେଖିବାକୁ ମିଳିଛି। ଏଭଳି ପୋଷ୍ଟର […]

  • Saturday, 10 July 2021
maxresdefault
ମିଷ୍ଟର ମଜ୍‌ନୁ ଏବେ ଭାରି ଖୁସି

ଭୁବନେଶ୍ୱର : ଦଶହରାରେ ରିଲିଜ୍ ହେବ ବାବୁସାନ୍‌ଙ୍କ ଆଉ ଏକ ଫିଲ୍ମ।  ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମିଷ୍ଟର ମଜନୁ’। ଫିଲ୍ମର ମହୁରତ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌। ଆଉ ଏଥିରେ ତାଙ୍କ ବିପକ୍ଷରେ ୩ ଜଣ ହିରୋଇନ୍‌ ଅଛନ୍ତି। ସେମାନେ ହେଉଛନ୍ତି- ସୁର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବ ବୋଲି ସୂଚନା […]

  • Saturday, 10 July 2021
Prabhas_2
ଅନୁଷ୍କାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଭାସ୍‌

ମୁମ୍ୱାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ଏହି ଥ୍ରିଲର୍‌ ଫିଲ୍ମ ଅଗଷ୍ଟ ୩୦ ତାରିଖରେ ରିଲିଜ୍‌ ହେବ। ତେବେ ଫିଲ୍ମ ‘ସାହୋ’ ସହ ଅନୁଷ୍କା ସେଟ୍ଟିଙ୍କ ସହିତ ତାଙ୍କର ରିଲେସନ୍‌ସିପ୍‌କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା ଯେ ଅନୁଷ୍କା ଓ ପ୍ରଭାସ ଲସ୍‌ ଏଞ୍ଜେଲସ୍‌ରେ ଏକ ଭଲ ଘର ଖୋଜୁଛନ୍ତି। ଏପରିକି ଅନୁଷ୍କାଙ୍କ […]

  • Saturday, 10 July 2021
akhsya
ବିଦ୍ୟାଙ୍କ ଉପରକୁ ହାତ ଉଠାଇଲେ ଅକ୍ଷୟ ଆଉ ବିଦ୍ୟା ଦେଲେ ଏମିତି ଜବାବ୍...ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ସୋନାକ୍ଷୀ ସିହ୍ନା ଅଭିନୀତ ଫିଲ୍ମ ମିଶନ ମଙ୍ଗଲ ରିଲିଜ ହୋଇଯାଇଛି। ଫିଲ୍ମରେ ସବୁ କଳାକାର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଫିଲ୍ମ ରିଲିଜ ପରେ ଅକ୍ଷୟ କୁମାର ଆଉ ବିଦ୍ୟା ବାଲାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଚମକେଇ ଦେବା ପରି ହୋଇଛି । ସୋଶାଲ ମିଡିଆରେ ଏଇ ଭିଡିଓ ବେଶ ଭାଇରାଲ ହୋଇଛି। ଭଡିଓରେ ଅକ୍ଷୟ କୁମାର ବିଦ୍ୟା ବାଲାନଙ୍କ ଉପରକୁ ହାତ ଉଠାଇଛନ୍ତି। ବିଦ୍ୟା […]

  • Saturday, 10 July 2021
sara
ମୋ ଭାଇ, ବେଷ୍ଟ ଭାଇ-ରକ୍ଷାବନ୍ଧନରେ ଇବ୍ରାହିମ୍‌ଙ୍କୁ ଏମିତି କହିଲେ ସାରା ଅଲି ଖାନ୍‌

ନୂଆଦିଲ୍ଲୀ: ପବିତ୍ର ରକ୍ଷା ବନ୍ଧନ ଅବସରରେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଭାଇ ଇବ୍ରାହିମ୍‌ ଅଲି ଖାନଙ୍କ ସହ ତାଙ୍କ ପିଲାବେଳର ଫଟୋ ଶେୟାର କରିଛନ୍ତି। ସାରା ଇବ୍ରାହିମ୍‌ଙ୍କୁ ବେଷ୍ଟ ଭାଇ ବୋଲି କହିବା ସହ ସାରା ଜୀବନ ତାଙ୍କୁ ହଇରାଣ କରିବେ ଏବଂ ସବୁବେଳେ ଏମିତି ବିରକ୍ତ କରୁଥିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।     View this post on Instagram   Happy Rakhi to my baby brother ???? […]

  • Saturday, 10 July 2021
bina
ତୁମେ କାଶ୍ମୀରକୁ ଚାହିଁଥାଅ, ଆମେ କରାଚି ଓ ଲାହୋର ନେଇଯିବୁ-ପାକ୍‌ ଅଭିନେତ୍ରୀ ବୀଣା ମଲ୍ଲିକଙ୍କୁ ଏମିତି ଉତ୍ତର ଦେଲେ ୟୁଜର୍ସ

ନୂଆଦିଲ୍ଲୀ: ସବୁବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସୋଶାଲ୍ ମିଡିଆରେ ଟ୍ରୋଲ୍ ହେଉଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ବୀଣା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ‘ପାକିସ୍ତାନ ଜିନ୍ଦାବଦ୍‌’ ଓ ‘କଶ୍ମୀର ପାକିସ୍ତାନ’ ହେବ ବୋଲି ନାରା ଦେଇଛନ୍ତି। ତାଙ୍କର ଏହି ଭିଡିଓ ଦେଖିବା ପରେ ଭାରତୀୟ ଇନ୍‌ଷ୍ଟାଗ୍ରାମ୍ ୟୁଜର୍ସ ତାଙ୍କୁ ତୀବ୍ର ସମାଲୋଚନା କରିବା ସହିତ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର୍ […]

  • Saturday, 10 July 2021
janhabi
ଦରଦୀ ଜାହ୍ନବୀ.. ଛୋଟ ପିଲାଟିକୁ ଟିପ୍ସ ଦେବା ପାଇଁ ଡ୍ରାଇଭରଙ୍କଠାରୁ ଟଙ୍କା ଧାର ନେଲେ

ମୁମ୍ବାଇ: ଶ୍ରୀଦେବୀ-ବୋନି କପୁରଙ୍କ ଝିଅ ଜାହ୍ନବୀ ଖାଲି ଜଣେ ଅଭିନେତ୍ରୀ ନୁହଁନ୍ତି, ଜଣେ ନିରହଙ୍କାରୀ, ଦରଦୀ ମଣିଷ। ନାରୀସୁଲଭ କୋମଳ ହୃଦୟଟିଏ ତାଙ୍କ ପାଖରେ ରହିଛି। ଏକଥା ଆମେ କହୁନୁ, ତାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଭିଡ଼ିଓରୁ ଏକଥା ସ୍ପଷ୍ଟ ହୋଇଛି। ନୂଆ ନୂଆ ବଲିଉଡ୍‌ରେ ପାଦ ଥାପିଛନ୍ତି ଜାହ୍ନବୀ। ତାଙ୍କର ମାତ୍ର ଗୋଟିଏ ଫିଲ୍ମ ‘ଧଡ଼କ୍‌’ ରିଲିଜ୍ ହୋଇଛି। ପ୍ରଥମ ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ। ନିଜ ଅଭିନୟ ଦକ୍ଷତାକୁ […]

  • Saturday, 10 July 2021
mangal
ଆସନ୍ତାକାଲି ପରଦାକୁ ଆସିବ ମିଶନ ମଙ୍ଗଲ୍‌

ନୂଆଦିଲ୍ଲୀ:ଆସନ୍ତାକାଲି ପରଦାକୁ ଆସିବ ବହୁ ପ୍ରତିକ୍ଷିତ ଫିଲ୍ମ ‘ମିଶନ ମଙ୍ଗଲ’ । ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନାଙ୍କୁ ବି ଦେଖିବାକୁ ମିଳିବ। ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଦର୍ଶକ ଏବେ ରଙ୍ଗୀନ ପରଦାରେ ଏହା ଦେଖିବାକୁ […]

  • Saturday, 10 July 2021
battle house
ସ୍ୱାଧୀନତା ଦିବସରେ ରିଲିଜ୍ ହେବ ‘ବାଟ୍‌ଲା ହାଉସ’

ନୂଆଦିଲ୍ଲୀ:ଆସନ୍ତାକାଲି ରିଲିଜ୍ ହେବ ଜନ୍ ଆବ୍ରହାମ ଅଭିନୀତ ଫିଲ୍ମ ‘ବାଟଲା ହାଉସ’। ହାଇକୋର୍ଟରୁ ଗ୍ରୀନ୍ ସିଗନାଲ ମିଳିବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ମାତ୍ର କିଛିଟା ସ୍କ୍ରିନ୍‌କୁ ଫିଲ୍ମରୁ ବାଦ୍ ଦିଆଯାଇଛି। ଏଥିସହ ହାଇକୋର୍ଟ ଦିଲ୍ଲୀ ପୋଲିସ ଅଧିକାରୀ ସହିଦ୍ ଏମ୍.ସି ଶର୍ମାଙ୍କ ଫଟୋ ଦେଖାଇବାକୁ ମନା କରିଛନ୍ତି। ଯାହା ଫଳରେ ଫିଲ୍ମ କୌଣସି ବାସ୍ତବ ଘଟଣା ନୁହେଁ, ବରଂ କାଳ୍ପନିକ ବୋଲି ଜଣାପଡ଼ିବ। ଫିଲ୍ମର ଆରମ୍ଭ ଓ ଶେଷରେ ବୈଧାନିକ ଚେତାବନୀ ଦେଖିଇବାକୁ ମଧ୍ୟ ଆଦେଶ ଦେଇଛନ୍ତି […]

  • Saturday, 10 July 2021
k
ଭାରତ ବିରୋଧରେ ଏମିତି ମନ୍ତବ୍ୟ ଦେଲେ ବଲିଉଡ୍‌ ଗାୟିକା ହାର୍ଡ କୌର

ନୂଆଦିଲ୍ଲୀ: ବଲିଉଡ୍‌ ଗାୟିକା ତଥା ରାପର୍‌ ତରନ କୌର ଢିଲୋନ୍‌ ଓରଫ୍‌ ହାର୍ଡ କୌର ଭାରତ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। ଏନେଇ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ସେ ‘ଖାଲିସ୍ତାନ ଜିନ୍ଦାବାଦ୍‌’ ନାରା ଦେବା ସହିତ ଭାରତ ପ୍ରତି ଅପଶବ୍ଦ ବ୍ୟବହାର କରିଛନ୍ତି। ଭିଡିଓରୁ ଦେଖିବାକୁ ମିଳିଛି ଯେ, ହାର୍ଡ କୌର ପ୍ରଥମେ ନିଜ କାର୍‌ରୁ ଓହ୍ଲାଉଛନ୍ତି ଓ ସେଥିରେ ବସିଥିବା ତାଙ୍କର ଜଣେ ସାଥୀଙ୍କୁ […]

  • Saturday, 10 July 2021
sonakshi
ସୋନାକ୍ଷୀଙ୍କ ଧକ୍କାରେ ଧରାଶାୟୀ ଅକ୍ଷୟ, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଦୁଇ ଭଲ ବନ୍ଧୁ ଆକ୍ସନ୍‌ ହିରୋ ଅକ୍ଷୟ କୁମାର ଓ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ତା’ହେଲେ ଏମିତି କ’ଣ ହେଲା ଯେ, ଅକ୍ଷୟଙ୍କୁ ଠେଲି ଦେଲେ ସୋନାକ୍ଷୀ। ସେ ଠେଲି ଦେବାରୁ ଚୌକିରେ ବସି ଗପୁଥିବା ଅକ୍ଷୟ ତଳେ ପଡ଼ି ପୁରା ଚିତ୍‌ ପଟ୍ଟାଙ୍ଗ ମାରିଲେ। ତଥାପି ତାଙ୍କୁ ଉଠାଇବାକୁ ଗଲେନି ସୋନକ୍ଷୀ! ଏହି ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି। ହେଲେ କ’ଣ ପାଇଁ ଅକ୍ଷୟଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ […]

  • Saturday, 10 July 2021
123
ଖାଲି କାଶ୍ମୀରବାସୀ ନୁହେଁ, ସେଠାରେ ଥିବା ସୈନ୍ୟଙ୍କ ପାଇଁ ବି ଚିନ୍ତିତ ସାକିବ୍‌

ମୁମ୍ବାଇ: ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାରେ ଲଗାଯାଇଥିବା କର୍ଫ୍ୟୁକୁ ନେଇ ଚିନ୍ତା ପ୍ରକଟ କରି ‘ରେସ୍‌ ୩’ ଫିଲ୍ମର ଅଭିନେତା ସାକିବ୍‌ ସଲୀମ୍‌ ଏକ ଟ୍ୱିଟ୍ କରିଥିଲେ। ତାଙ୍କର ଏହି ଟ୍ୱିଟ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ଏପରିକି ଟ୍ୱିଟର୍ ୟୁଜରମାନେ ତାଙ୍କୁ ପାକିସ୍ତାନ ପଳାଇବାକୁ ବି କହିଥିଲେ। ହେଲେ ସାକିବ୍‌ ବି ଛାଡ଼ିବାର ଲୋକ ନୁହନ୍ତି। ସେ ଏହାର କଡ଼ା ଜବାବ ଦେଇ କହିଛନ୍ତି,“ଭାରତୀୟ ହୋଇଥିବାରୁ ମୁଁ ଗର୍ବିତ। କିନ୍ତୁ ଯେଉଁ […]

  • Saturday, 10 July 2021
rakhi2
ଶେଷରେ ରାକ୍ଷୀ ତାଙ୍କ ସ୍ୱାମୀଙ୍କ ପରିଚୟ ଦେଲେ...

ମୁମ୍ୱାଇ: ବଲିଉଡ୍‌ ତଥା ଟେଲିଭିଜନର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ଲୁଚିଛପି ମୁମ୍ୱାଇର ଏକ ହୋଟେଲରେ ବିବାହ କରିଛନ୍ତି ବୋଲି ସୋଶାଲ ମିଡିଆରେ ଫଟୋ ଭାଇରାଲ୍‌ ହୋଇଥିଲା। ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ରାକ୍ଷୀ ଏହି ଖବରକୁ ମିଛ ବୋଲି କହିଥିଲେ। ଭାଇରାଲ୍‌ ହେଉଥିବା ବ୍ରାଇଡାଲ୍‌ ଫଟୋ ତାଙ୍କର ଏକ ବ୍ୟବସାୟିକ ଫଟୋଶୁଟ୍‌ ବୋଲି ସେ ମିଡିଆରେ ପ୍ରକାଶ କରିଥିଲେ। କିନ୍ତୁ ଗତକାଲି ରାକ୍ଷୀ ପୁଣିଥରେ ତାଙ୍କର ମତ ପରିବର୍ତ୍ତନ କରିଛନ୍ତି। ତାଙ୍କ ପ୍ୟାନ୍ସମାନଙ୍କୁ ତାଙ୍କ […]

  • Saturday, 10 July 2021
actress
ମାତା ପାଲଟିଲେ ଆଲ୍‌ବମ୍‌ ଅଭିନେତ୍ରୀ

ଜୟପୁର: ବିଗତ ଦିନର ହିଟ୍ ଆଲ୍‌ବମ୍‌ ଓ ସିନେ ଅଭିନେତ୍ରୀଙ୍କୁ ଆଜି ମାତାଜୀ ଭାବେ ଦେଖିବାକୁ ମିଳିଛି। ଓଡ଼ିଆ ଆଲ୍‌ବମ୍ ଜଗତରେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ୱେତା ମଲ୍ଲିକ ଆଜି ମାତା ମାହେଶ୍ୱରୀ ନାଁରେ ପରିଚିତ। ଆଜି ତାଙ୍କୁ ଜୟପୁରର ଏକ ଯଜ୍ଞ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। ସଦରଥାନା ଅନ୍ତର୍ଗତ ସଉରାଗୁଡ଼ା ସ୍ଥିତ ଶିରିଡି ସାଇ ମନ୍ଦିର ନିକଟରେ ଚାଲିଥିବା ବିଶ୍ୱଶାନ୍ତି […]

  • Saturday, 10 July 2021
nikita
ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ

କଟକ: ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଓଡ଼ିଆ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ। ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ କେଉଁ କାରଣରୁ ଆଘାତ ଲାଗିଥିଲା କିଛି ସ୍ପଷ୍ଟ ହୋଇନାହିଁ। ତାଙ୍କର ଏକ ୬ମାସର ଶିଶୁ ଅଛି ବୋଲି ଜଣାପଡ଼ିଛି। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ‘ଏସିପି ନିକିତା’ରେ ସେ ଅଭିନୟ କରିଥିଲେ। ସେ ଓଡ଼ିଆ ଫିଲ୍ମରେ […]

  • Saturday, 10 July 2021
rakhi
ଲୁଚି ଛପି କାହାକୁ ବାହା ହେଲେ ରାକ୍ଷୀ ସାୱନ୍ତ !

ମୁମ୍ୱାଇ: ଗ୍ଲାମର୍‌ ଇଣ୍ଡଷ୍ଟ୍ରିର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ  ପୁଣିଥରେ ଚର୍ଚ୍ଚାରେ। ଦିପକ୍‌ କଲାଲ୍‌ଙ୍କୁ ରାକ୍ଷୀ ବିବାହ କରିବେ ବୋଲି ଶୁଣାଯାଉଥିଲା । କିନ୍ତୁ ଏବେ ଜଣେ ‘ସ୍ପଟବୟ’ର ରିପୋର୍ଟ ଅନୁସାରେ ରାକ୍ଷୀ ସାୱନ୍ତ ବିବାହ କରି ସାରିଲେଣି। ୨୮ ଜୁଲାଇରେ ମୁମ୍ୱାଇର JW Marriott ହୋଟେଲ୍‌ରେ ଜଣେ ଏନ୍‌ଆର୍‌ଆଇଙ୍କୁ ବିବାହ କରିଛନ୍ତି। ଏହି ବିବାହ ସମସ୍ତଙ୍କ ଅଜାଣତରେ ହୋଇଛି । ବିବାହରେ ତାଙ୍କ ପରିବାର ଲୋକଙ୍କ ବ୍ୟତୀତ ୪ ରୁ ୫ ଜଣ ଅତିଥି ସାମିଲ […]

  • Saturday, 10 July 2021
fo8q95r8_hrithik-roshan_625x300_18_July_19
ଆସୁଛି ୱାର ! ପର୍ବତ ଶିଖରରେ ମୁହାଁମୁହିଁ ହେବେ ୨ ସୁପରଷ୍ଟାର

ମୁମ୍ବାଇ: ପର୍ବତ ଶିଖରରେ ସୁପର ବାଇକ୍‌ ରେସ୍‌।  ପର୍ବତ ପୁଣି ଛୋଟମୋଟ ନୁହେଁ, ପର୍ତ୍ତୃଗାଲର ସୁଉଚ୍ଚ ପର୍ବତ ‘ ସେରା ଦ ଏଷ୍ଟ୍ରେଲା’ । ଏହି ରେସ୍‌ରେ ମୁହାଁମୁହିଁ ହେଉଛନ୍ତି ବଲିଉଡର ୨  ଆକ୍ସନ ହିରୋ ହ୍ରିତିକ୍‌ ରୋଶନ ଓ ଟାଇଗର ସ୍ରଫ୍‌ । ଏପରି ସିନ୍‌ ଦର୍ଶକଙ୍କୁ ହଲ୍‌ରେ ସିଟ୍‌ ଜାବୁଡ଼ି ଧରିବାକୁ ବାଧ୍ୟ କରିବ। ପର୍ବତ ଶିଖରରେ ବାଇକ୍‌ ରେସ୍‌ର ଏପରି ଦୃଶ୍ୟ ବଲିଉଡ ଇଣ୍ଡଷ୍ଟ୍ରି ଲାଗି ପ୍ରଥମ ହେବ । ଏପରି ସିନ୍‌ […]

  • Saturday, 10 July 2021
tojae93g_super-30-box-office-report_625x300_21_July_19
୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ସୁପର-୩୦

ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ସୁପର-୩୦। ହ୍ରିତିକ୍‌ ରୋଶନ ଏବଂ ମୃଣାଲ ଠାକୁରଙ୍କ ଏହି ଫିଲ୍ମ  ସିନେମା ହଲ୍‌ରେ କ୍ରମାଗତ ଭାବ ବେଶ ଭଲ ବିଜିନେସ୍‌ କରୁଛି। ସିନେ କ୍ରିଟିକ୍‌ ତରୁଣ ଆଦର୍ଶଙ୍କ ତଥ୍ୟ ଅନୁସାରେ,  ସୁପର-୩୦ ପ୍ରଥମ ଦିନ ଶୁକ୍ରବାର ୧୨ କୋଟି, ଦ୍ୱିତୀୟ ଦିନରେ ୧୮ କୋଟି ଓ ତୃତୀୟ ଦିନରେ ୨୦.୫୦ କୋଟି ଟଙ୍କା ଆୟ କରିଥିଲା ।  ଏଯାବତ୍ ଏହି ଫିଲ୍ମ ୯୯ କୋଟି ଟଙ୍କା ଆୟ କରିସାରିଲାଣି।  […]

  • Saturday, 10 July 2021