• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

sushant singh rajput
ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇନଥିବା ଅଭିଯୋଗ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି- ସୁଶାନ୍ତଙ୍କ ମୃତ୍ୟୁ ସମୟ ଅର୍ଥାତ୍‌ କେଉଁ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା, ତାହା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ନାହିଁ। ଏହି କଥା ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଶନିବାର କହିଛନ୍ତି। ଏହି ଘଟଣା ଏବେ ସାମ୍ନାକୁ ଆସିବା […]

  • Monday, 05 July 2021
sushant 11
ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଫ୍ଲାଟ୍‌ ଭିତରକୁ ଯାଇଥିବା ଏହି ସନ୍ଦିଗ୍ଧ ଯୁବତୀ କିଏ ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କଲା ଭଳି ଘଟଣାର ଖୁଲାସା ହେବାରେ ଲାଗିଛି। ଏବେ ଏମିତି କିଛି ଖୁଲାସା ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଜୁନ୍‌ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଥିଲା। ସେଇ ଦିନର କିଛି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ଜଣେ ସନ୍ଦିଗ୍ଧ ଯୁବତୀ ସୁଶାନ୍ତ ରହୁଥିବା ବିଲ୍ଡିଂ ପରିସର ଭିତରକୁ ପ୍ରବେଶ କରୁଥିବା […]

  • Monday, 05 July 2021
Film Editor Deben Mishra
ଓଡ଼ିଆ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିଶିଷ୍ଟ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।   ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ୮୦ରୁ ଅଧିକ ଓଡ଼ିଆ ଫିଲ୍ମର ଏଡିଟିଂ କରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ‘ପୁଅ ମୋର କଳା ଠାକୁର’ ତାଙ୍କର ପ୍ରଥମ ଏଡିଟିଂ ଫିଲ୍ମ ଥିଲା। […]

  • Monday, 05 July 2021
nishikant
ପରଲୋକରେ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ୍

ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ। ୫୦ ବର୍ଷ ବୟସରେ ସେ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ନିଶିକାନ୍ତଙ୍କ ପରଲୋକ ନେଇ ରିତେଶ ଦେଶମୁଖ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିଶିକାନ୍ତଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। କିଛି ଦିନ ହେବ ନିଶିକାନ୍ତଙ୍କ ଦେହାନ୍ତ ନେଇ ଗୁବତ ପ୍ରକାଶ ପାଇଥିଲା। ଯାହା ପରେ ରିତେଶ ଏହାକୁ […]

  • Sunday, 04 July 2021
sush
ସୁଶାନ୍ତ‌ଙ୍କ ବିଷୟରେ ରୋଚକ ତଥ୍ୟ ଦେଲେ କୋ-ଆକ୍ଟର ନରେଶ ଦିବାକର

ନୂଆଦିଲ୍ଲୀ: ସୁଶାନ୍ତ ସିଂ ମୃତ୍ୟୁ ଦୁଇମାସରୁ ଅଧିକ ହୋଇଗଲାଣି। ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇପାରି ନାହିଁ। ମାତ୍ର ୩୪ ବର୍ଷ ବୟସରେ ସିନା ଚାଲିଗଲେ ସୁଶାନ୍ତ ହେଲେ ତାଙ୍କର ଅଭିନୟ, ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି। ନିକଟରେ ତାଙ୍କର ଜଣେ ସହ ଅଭିନେତା ନରେଶ ଦିବାକର ସୁଶାନ୍ତଙ୍କ ବିଷୟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ନରେଶ ଇନ୍‌ଷ୍ଟାରେ ଏକ ଭିଡିଓ ସେୟାର କରି […]

  • Sunday, 04 July 2021
sushant 11
୩ ବର୍ଷରେ ସୁଶାନ୍ତଙ୍କ ଆୟ ଥିଲା କେତେ?

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ଆକାଉଣ୍ଟରୁ ହେରଫେର ହୋଇଥିବା ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଇଡି ଅନୁଯାୟୀ, ସୁଶାନ୍ତ ସିଂହ ଗତ ୨ରୁ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରୋଜେକ୍ଟରୁ ୩୦ରୁ ୩୫ କୋଟି ଟଙ୍କା ଆୟ କରିଥିଲେ। ତେବେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ଘଟଣାରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା […]

  • Sunday, 04 July 2021
salman
ସଲମାନ୍‌ଙ୍କୁ ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ଲକ୍‌ଡାଉନ୍‌ ପାଇଁ ଫେଲ୍‌ ମାରିଲା ପୂରା ପ୍ଲାନିଂ...

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଷ୍ଟାର ସଲମାନ୍‌ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର। ହେଲେ କରୋନା ଲକ୍‌ଡାଉନ୍‌ ପାଇଁ ପୂରା ପ୍ଲାନିଂ ଫେଲ୍‌ ମାରିଥିଲା। ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ହରିୟାଣା ଫରିଦାବାଦ ପୋଲିସ୍‌। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ଜଣେ‌ ସାର୍ପସୁଟରଙ୍କ ସମେତ ୪ଜଣକୁ ଗିରଫ କରିଛି। ସାର୍ପସୁଟର ଜଣକ ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗ୍‌ର ବୋଲି ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍‌ ହରିୟାଣା ଓ ଅନ୍ୟ ରାଜ୍ୟମାନଙ୍କରେ ସକ୍ରିୟ ଥିବା ଜଣାଯାଇଛି। ଅଗଷ୍ଟ ୧୫ […]

  • Sunday, 04 July 2021
sanjaya
ଡାକ୍ତରଖାନାରେ ଭର୍ତ୍ତି ହେଲେ ସଞ୍ଜୁ ବାବା, କହିଲେ-‘ମୋ ପାଇଁ ପ୍ରାର୍ଥନା କର’

ମୁମ୍ବାଇ: ଚିକିତ୍ସା ପାଇଁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲ ଗଲେ କର୍କଟ ରୋଗରେ ଆକ୍ରାନ୍ତ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ।ଆଜି ପତ୍ନୀ ମାନ୍ୟତା, ଦୁଇ ଭଉଣୀ ପ୍ରିୟା ଓ ନମ୍ରତା ତଥା ପରିବାରର ଅନ୍ୟ କିଛି ସଦସ୍ୟଙ୍କ ସହ ହସ୍ପିଟାଲ ଯାଇଛନ୍ତି । ସଞ୍ଜୁ ବାବା ଫୁସ୍‌ଫୁସ୍ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବା ପରେ ଆଗାମୀ ୩ ମାସ ଲାଗି ଚିକିତ୍ସା ପାଇଁ ସେ ଆମେରିକା ଯିବାର ଥିଲା। ହେଲେ ବର୍ତ୍ତମାନ ସମୟରେ ପ୍ରାଥମିକ ଚିକିତ୍ସା […]

  • Sunday, 04 July 2021
sushant 11
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ବିହାରରେ ହୋଇଥିବା ମାମଲା ଠିକ୍

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।  ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ ନେବାକୁ ଯାଉଛି। ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତରେ ବିହାର ପୋଲିସକୁ ମୁମ୍ବାଇ ପୋଲିସ ଓ ପ୍ରଶାସନ ସହଯୋଗ କରୁନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ କ୍ଷେତ୍ରରେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସ୍‌କୁ […]

  • Sunday, 04 July 2021
sushant singh rajput
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମୁମ୍ବାଇ ଯିବ CBIର ସ୍ୱତନ୍ତ୍ର ଟିମ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାକୁ ଯାଉଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର SIT ଟିମ୍‌ ଏହାର ତଦନ୍ତ କରିବ। ଏହି ତଦନ୍ତକାରୀ ଟିମ୍‌ରେ ୪ ଜଣ ଅଧିକାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଗୁଜରାଟ […]

  • Sunday, 04 July 2021
ରିୟା-ମହେଶ ଭଟ୍ଟଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ ଭାଇରାଲ୍‌

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଏହି ସମୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଏକ ହ୍ୱାଟ୍ସଆପ୍‌ ଚାଟ୍‌ ଭାଇରାଲ ହୋଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ରିୟାଙ୍କ ମଧ୍ୟରେ ହ୍ୱାଟ୍ସଆପ୍‌ରେ ଏହି ବାର୍ତ୍ତାଳାପ ହୋଇଥିଲା। ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଘର ଛାଡ଼ି ଯିବା ପରେ ମହେଶ ଭଟ୍ଟଙ୍କୁ ରିୟା ହ୍ୱାଟ୍ସଆପ୍‌ରେ ମେସେଜ୍ […]

  • Sunday, 04 July 2021
bidya-balan
କେତେ ଟଙ୍କାରେ ବିକ୍ରି ହେଲା ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି ?

ଭୁବନେଶ୍ୱର: ୫୫ ହଜାର ଟଙ୍କାରେ ବିକ୍ରି ହେଲା ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି। ଅନ୍‌ଲାଇନ୍‌ରେ ଏହି ଶାଢ଼ିକୁ ନିଲାମ କରାଯାଇଥିଲା। ୫୫ ହଜାର ଟଙ୍କାରେ ତାକୁ କିଣିଛନ୍ତି ଆଇଆଇଟି ଗୁଆହାଟୀର ଜଣେ ଛାତ୍ରୀ ଦେବାଂଶୀ ମିଶ୍ର। ତାଙ୍କ ଘର ଭଦ୍ରକରେ। ସେ ଗୁଆହାଟୀରେ ଆଇଆଇଟି ପଢୁଛନ୍ତି। ଶାଢ଼ି କିଣିସାରିବା ପରେ ବହୁତ ଖୁସୀ ଅଛନ୍ତି ଦିବ୍ୟାଂଶୀ। ଉତ୍କଳ ଅମ୍ରିତା ପକ୍ଷରୁ ଶାଢ଼ୀର ଅନଲାଇନ୍ ନିଲାମ ହୋଇଥିଲା। ନିଲାମରୁ ମିଳିଥିବା ସମସ୍ତ ଟଙ୍କା ଶାଢ଼ିର ପ୍ରକୃତ ବୁଣାକାର ଭାଗବତ […]

  • Sunday, 04 July 2021
sushant
ଆକ୍ସନ୍‌ ମୁଡ୍‌ରେ CBI: ରିୟାଙ୍କ ଭାଇ ଓ ସୁଶାନ୍ତଙ୍କ ରୋଷେୟାଙ୍କୁ ପଚରାଉଚରା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି CBIର ସ୍ପେଶାଲ୍‌ ଟିମ୍‌। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା ଚଳାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ମାମଲାର ତଦନ୍ତ ପାଇଁ ଶୌଭିକଙ୍କୁ ସିବିଆଇ ଟିମ୍‌ ଗେଷ୍ଟ ହାଉସ୍‌କୁ ଡକାଇଥିଲେ। ଏହାପରେ ତାଙ୍କୁ ସେଠାରେ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି। ସୁଶାନ୍ତଙ୍କ ରୋଷେୟା ନିରଜଙ୍କୁ ମଧ୍ୟ ସିବିଆଇ ଟିମ୍ ପଚରାଉଚରା ଚଳାଇଥିବା ଜଣାପଡ଼ିଛି।  ପୂର୍ବରୁ […]

  • Sunday, 04 July 2021
sushant
ଜୁନ୍‌ ୧୩ ତାରିଖ ରାତିରେ କ’ଣ ଘଟିଥିଲା ସୁଶାନ୍ତଙ୍କ ଘରେ ? ପଡ଼ୋଶୀ ଦେଲେ ଆଶ୍ଚର୍ଯ୍ୟଜନକ ତଥ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ସୁଶାନ୍ତଙ୍କ ରୋଷେୟା ନିରଜଙ୍କଠୁ ଆରମ୍ଭ କରି ସୁଶାନ୍ତଙ୍କ ସହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରେ ରହୁଥିବା ସିଦ୍ଧାର୍ଥ ପିଠାନୀ, ଦୀପେଶ ସାୱନ୍ତଙ୍କୁ CBI ମାରାଥନ ଜେରା କରିଛି। ଏସବୁ ଭିତରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଜଣେ ପଡ଼ୋଶୀ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସମ୍ପୃକ୍ତ ପଡ଼ୋଶୀ ଜଣକ କହିଛନ୍ତି, ଜୁନ୍ ୧୩ ତାରିଖ ରାତିରେ ସୁଶାନ୍ତଙ୍କ […]

  • Sunday, 04 July 2021
rhea 11
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କୁ ଜେରା କରିପାରେ CBI

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ CBI ଖୋଳତାଡ଼ ଆରମ୍ଭ କରିଛି। ଦ୍ୱିତୀୟ ଥର ପାଇଁ ସୁଶାନ୍ତଙ୍କ ରୋଷେୟା ନିରଜଙ୍କୁ ପଚରାଉଚରା କରିଥିଲା ସିବିଆଇ। ଗତକାଲି ବିଳମ୍ବିତ ରାତି ଯାଏ ନିରଜ ଓ ସୁଶାନ୍ତଙ୍କ ସହ ଫ୍ଲାଟ୍‌ରେ ରହୁଥିବା ସିଦ୍ଧାର୍ଥ ପିଠାନୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଲୋକଙ୍କୁ ସିବିଆଇ ପଚରାଉଚରା କରିପାରେ। ଏହାସହ ଆଜି ବି ସିଦ୍ଧାର୍ଥ ଓ ସୁଶାନ୍ତଙ୍କ ମୃତ୍ୟୁ ଦିନ […]

  • Sunday, 04 July 2021
ସୁଶାନ୍ତ ସିଂ ମୃତ୍ୟୁ ପଛରେ ଅଛନ୍ତି ଆଉ ଜଣେ ମାଷ୍ଟରମାଇଣ୍ଡ୍‌ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପଛରେ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ପ୍ରମୁଖ ଭୂମିକା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଘଟଣା ପଛରେ ଆଉ ଜଣେ ମାଷ୍ଟରମାଇଣ୍ଡ୍‌ ଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସିବିଆଇ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି। ତେଣୁ ସୁଶାନ୍ତଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ଖୁବ୍‌ଶୀଘ୍ର ପରଦା ହଟିବ ବୋଲି ସୁଶାନ୍ତଙ୍କ ପ୍ୟାନ୍ସମାନେ ଆଶବାଦୀ ଅଛନ୍ତି। ଏସବୁ ଭିତରେ ସୁଶାନ୍ତଙ୍କ ବନ୍ଧୁ କହୁଥିବା […]

  • Sunday, 04 July 2021
Sushant Singh House
ସୁଶାନ୍ତଙ୍କ ଫ୍ଲାଟ୍‌ରେ ଲୁଚି ରହିଛି କି ମୃତ୍ୟୁର ରହସ୍ୟ ? CBI ଖୋଜୁଛି ସୁରାକ୍‌

ମୁମ୍ବାଇ: ସିବିଆଇର ସ୍ପେଶାଲ୍‌ ଟିମ୍‌ ଗତକାଲି ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌କୁ ଯାଇ ସେଠାରେ ୬ ଘଣ୍ଟା ଧରି କ୍ରାଇମ୍ ସିନ୍‌କୁ ରିକ୍ରିଏଟ୍ କରିଥିଲା। କିପରି ହୋଇଥିଲା ଏହି କ୍ରାଇମ ସିନ୍ ରିକ୍ରିଏଟ୍, ଆସନ୍ତୁ ଜାଣିବା… ସୁଶାନ୍ତଙ୍କ ଓଜନ ଓ ସମାନ ଉଚ୍ଚତା ଥିବା ଏକ କଣ୍ଢେଇକୁ ଡମି ଭାବେ ବ୍ୟବହାର କରାଯାଇଥିଲା। ଲକ୍ ଖୋଲିଥିବା ମେକାନିକ୍ ମହମ୍ମଦ୍ ରଫି ସେଖ୍‌ଙ୍କ ବୟାନ ମୁତାବକ, ଲକ୍‌କୁ ଖୋଲିବାକୁ ଚେଷ୍ଟା କରାଗଲା। ଏଥିପାଇଁ […]

  • Sunday, 04 July 2021
rhea
ରିୟାଙ୍କ ସମ୍ପର୍କରେ ଆଉ ଏକ ରାଜ୍‌ର ଖୁଲାସା କଲେ ସୁଶାନ୍ତଙ୍କ ସାଙ୍ଗ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁର ତଦନ୍ତ ଭାର ସିବିଆଇ ହାତକୁ ଆସିଛି।  ପ୍ରମାଣ ସଂଗ୍ରହ ପାଇଁ ସିବିଆଇ ଲଗାତାର ପଚରାଉଚରା କରିଚାଲିଛି। ଜେରାରୁ ଅନେକ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଲାଣି। ତେବେ ଏହି ତଦନ୍ତ ମଝିରେ ସୁଶାନ୍ତ ଏବଂ ରିଆଙ୍କ ସମ୍ପର୍କକୁ ନେଇ ଏକ ଚମକାଇ ଦେବା ଭଳି ଖବର ସାମ୍ନାକୁ ଆସିଛି। ସୁଶାନ୍ତଙ୍କର ଜଣେ ସାଙ୍ଗ ଏହି ତଥ୍ୟର ଖୁଲାସା କରିଛନ୍ତି। ସୁଶାନ୍ତଙ୍କର ଏହି ବନ୍ଧୁଜଣକ ରିଆ ଓ ସୁଶାନ୍ତଙ୍କ ସହ ପାର୍ଟିରେ […]

  • Sunday, 04 July 2021
jeje bapa
୪୭ ବର୍ଷରେ ଜେଜେ ହେବେ ଜନ ଆବ୍ରାହମ୍ !

ମୁମ୍ବଇ: ଜେଜେ ହେବେ ଜନ୍।  ବିଶ୍ୱାସ ହେଉନି? ଆମେ କିନ୍ତୁ କହୁଛୁ ଏକଦମ୍‌ ସତକଥା । ଜନ ଆବ୍ରାହମ୍ ଜେଜେବାପା ହେବାକୁ ଯାଉଛନ୍ତି । ତେବେ ଏହି ୪୭ ବର୍ଷୀୟ ବଲିଉଡ୍ ଅଭିନେତା କେମିତି ଜେଜେ ବାପା ହେବାକୁ ଯାଉଛନ୍ତି ଜାଣନ୍ତି ! ରିୟଲ ଲାଇଫରେ ନୁହେଁ, ରିଲ୍‌ ଲାଇଫରେ ଜେଜେବାପା ହେବେ ଜନ୍ । ଅର୍ଜୁନ୍ କପୁରଙ୍କର କାସ୍ଓ୍ୱି ନାୟାରଙ୍କ ନିର୍ଦ୍ଦେଶିତ ଅପକମିଂ ଫିଲ୍ନରେ ଅର୍ଜୁନ କପୁରଙ୍କ ଜେଜେବାପା ହେବେ ଜନ୍ ଆବ୍ରାହମ୍ ଏବଂ ଜେଜେମା […]

  • Sunday, 04 July 2021
rhea-11111
ରିୟାଙ୍କ ଘରେ CBI ଟିମ୍‌

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଛି  ସିବିଆଇ ଟିମ୍।  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ରିୟାଙ୍କ ବାସଭବନରେ ପହଞ୍ଚି  ଭାଇ ସୌଭିକଙ୍କୁ ପଚରାଉଚରା କରିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାପା କେକେ ସିଂ ଲଗାଇଥିବା ଅଭିଯୋଗ ଆଧାରରେ ଏହି ଜେରା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ସିବିଆଇର ୫ ଜଣିଆ ଟିମ୍ ରିୟାଙ୍କ  ଘରେ ପହଞ୍ଚିଛନ୍ତି।  ଏହି ଘଟଣା ପରେ ଚକ୍ରବର୍ତ୍ତୀ ପରିବାର ପାଇଁ  ସମସ୍ୟା ଆହୁରି ବଢ଼ି ଯାଇଛି।  […]

  • Sunday, 04 July 2021
sushant singh
‘ଚଣ୍ଡୀଗଡ଼ ଟ୍ରିପ୍‌ ସମୟରେ ସୁଶାନ୍ତଙ୍କୁ କାହିଁକି ୨୫ଥର କଲ୍‌ କରିଥିଲେ ରିୟା ? ’

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଗର୍ଲଫ୍ରେଣ୍ଟ୍‌ ରିୟା ଚକ୍ରବର୍ତ୍ତୀ ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ତିନି ତିନିଟି ତଦନ୍ତକାରୀ ସଂସ୍ଥା(ED,CBI,Narcotics Control Bureau)ର ତଦନ୍ତର କେନ୍ଦ୍ରବିନ୍ଦୁ ଥିବା ରିୟା ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ରିୟା କହିଛନ୍ତି, ‘ସୁଶାନ୍ତ ଅବସାଦରେ ଥିବା ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ସେମାନେ ତାକୁ ଗୁରୁତ୍ୱ ନ ଦେଇ ସେମିତି ଛାଡ଼ି ଦେଇଥିଲେ। […]

  • Sunday, 04 July 2021
rhea chakraborty
ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ CBIର ଜେରା

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଆଜି CBI ନିକଟରେ ହାଜର ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଜେରା ଚାଲିଛି। ସିବିଆଇର ସମନ ପରେ ରିୟା ଭାଇ ସୌଭିକଙ୍କ ସହ ମୁମ୍ବାଇ ସ୍ଥିତ DRDO ଗେଷ୍ଟ୍‌ହାଉସ୍‌ରେ ହାଜର ହୋଇଛନ୍ତି। ତେବେ ରିୟା ସିବିଆଇରେ ହାଜର ହେବାପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚକ୍‌ମା ଦେଇଥିବା ଶୁଣିବାକୁ ମିଳୁଛି। ରିୟାଙ୍କ ଘର ମୁମ୍ବାଇ ସାନ୍ତାକ୍ରୁଜ୍‌ରେ। DRDO ଗେଷ୍ଟ୍‌ ହାଉସ୍‌ରୁ […]

  • Sunday, 04 July 2021
rhea-susant
ରିୟାଙ୍କ ଭାଇ ସୌଭିକଙ୍କୁ ୧୪ ଘଣ୍ଟା ଜେରା କଲା ସିବିଆଇ

ମୁମ୍ବଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରାକୁ ଚାଲିଗଲାଣି।  ସେପଟେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା ଜେରା କରିଛି ସିବିଆଇ।  ସିବିଆଇର ୫ ଜଣିଆ ଟିମ୍ ସୌଭିକଙ୍କୁ ସୁଶାନ୍ତଙ୍କ ସହ ଥିବା ୨ଟି କମ୍ପାନୀର ଅଂଶଧନ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି। କମ୍ପାନୀରେ ସୁଶାନ୍ତଙ୍କ କେତେ ନିବେଶ ଥିଲା, ରିୟା ଓ ତାଙ୍କ ଭୂମିକା କଣ ସେ ନେଇ ଜାଣିବାକୁ ଚାହିଁଛି ସିବିଆଇ […]

  • Sunday, 04 July 2021
rhea-222222
ରିୟାଙ୍କୁ CBIର ଜେରା; ପଚାରିଲେ ଏହି ୧୦ଟି ପ୍ରଶ୍ନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଆଜି CBI ନିକଟରେ ହାଜର ହୋଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ହୋଇଥିବାରୁ ସିବିଆଇ ତାଙ୍କୁ ତନାଘନା ଜେରା କରିଛି। ଗତକାଲି ରିୟା ବିଭିନ୍ନ ଗଣମାଧ୍ୟକୁ ସାକ୍ଷାତ ଦେଇ କହିଛନ୍ତି, ଯାଞ୍ଚ ଏଜେନ୍ସି ଦ୍ୱାରା ଏପରି ଜେରା ଅସହ୍ୟ ମାନସିକ ନିର୍ଯାତନା ସହ ସମାନ। ତଥାପି ସିବିଆଇ ରିୟାଙ୍କୁ ୧୦ଟି ପ୍ରଶ୍ନ ପଚାରିଥିବାବେଳେ ରିୟା […]

  • Sunday, 04 July 2021
sushant ex-assistant
ମୁହଁ ଖୋଲିଲେ ସୁଶାନ୍ତଙ୍କ ଏକ୍ସ-ଆସିଷ୍ଟାଣ୍ଟ୍‌, ଡ୍ରଗ୍ସ ନେଉଥିବା ଘଟଣାକୁ ନେଇ କହିଲେ ଏମିତି...

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଡ୍ରଗ୍ସ ନେଉଥିବା କଥାକୁ ଖଣ୍ଡନ କରିଛନ୍ତି ସୁଶାନ୍ତଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ(Personal Assistant) ସବିର ଅହମଦ। ଯେତେଦିନ ଯାଏ ସେ ସୁଶାନ୍ତଙ୍କ ସହ ଥିଲେ ଓ ତାଙ୍କ ସହ କାମ କରୁଥିଲେ, ସୁଶାନ୍ତ କେବେ ବି ଡ୍ରଗ୍ସ ନେଉନଥିଲେ ବୋଲି ସବିର କହିଛନ୍ତି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସକୁ ନେଇ ଏକ ନୂଆମୋଡ଼ ଆସିବା ପରେ Narcotics Control Bureau (NCB) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି […]

  • Sunday, 04 July 2021