• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

neha
ଉଦିତ୍‌ଙ୍କ ପୁଅଙ୍କୁ ନୁହେଁ, ଏହି ପ୍ରତିଯୋଗୀଙ୍କୁ ବିବାହ କରିବେ କି ନେହା ?

ମୁମ୍ବାଇ: ଲଭ୍‌ ଲାଇଫ୍‌କୁ ନେଇ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ଅନେକ ସମୟ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ହିମାଂଶ କୋହଲିଙ୍କ ସହ ବ୍ରେକ୍‌ଅପ୍‌ ପରେ ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ ସହ ନେହାଙ୍କ ନାମ ଯୋଡ଼ା ଯାଇଥିଲା। ଏପରିକି ଉଭୟ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଖାଲି ଏତିକି ନୁହେଁ ଉଦିତ୍‌ ଖୋଦ୍‌ ନିଜେ ନେହାଙ୍କ ସହ ପୁଅ ଆଦିତ୍ୟଙ୍କ ବିବାହକୁ ନେଇ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ […]

  • Saturday, 03 July 2021
rhea
ଡ୍ରଗ୍ସ ମାମଲା: ରିୟାଙ୍କୁ ମିଳିଲା ଜାମିନ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋର (ଏନସିବି)ଜେରା ପରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ବମ୍ବେ ହାଇକୋର୍ଟ ଆଜି ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କା , ପାସ୍‌ପୋର୍ଟ ଡିପୋଜିଟ୍ କରିବାକୁ କୋର୍ଟ ରିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେନି ରିୟା।  ସେହିପରି ରିୟା ଯଦି ଗ୍ରେଟର୍‌ ମୁମ୍ବାଇ […]

  • Saturday, 03 July 2021
harsh
କରୋନାରେ ଆକ୍ରାନ୍ତ ହେଲେ ହର୍ଷ: କହିଲେ, ଭଲପାଇବା ପଠାଅ

ମୁମ୍ବାଇ: ବଲିଉଡ ଅଭିନେତା ତଥା ସନମ୍‌ ତେରି କସମ୍‌ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା  ହର୍ଷବର୍ଦ୍ଧନ ରାଣେ କରନୋରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ  ହର୍ଷବର୍ଦ୍ଧନ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି। କୋଭିଡ୍‌ ନେଇ ହର୍ଷ ଟ୍ୱିଟ୍‌ କରି ଜଣାଇଥିଲେ। ଟ୍ୱିଟ୍‌ରେ ହର୍ଷ ଲେଖିଛନ୍ତି, କିଛିଦିନ ହେବ ତାଙ୍କର ଜ୍ୱର ଓ ପେଟରେ ଯନ୍ତ୍ରଣା ହେଉଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର କରୋନା ପରୀକ୍ଷା ପାଇଁ କହିଥିଲେ। କରୋନା ପରୀକ୍ଷା କରିବା […]

  • Saturday, 03 July 2021
sapna
ମାଆ ହେଲେ ସ୍ୱପ୍ନା ଚୌଧୁରୀ

ମୁମ୍ବାଇ: ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା ବିଗ୍‌ ବସ୍‌ ୧୧ର ପ୍ରତିଯୋଗୀ ସ୍ୱପ୍ନା ଚୌଧୁରୀ ମାଆ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସ୍ୱପ୍ନାଙ୍କ ସ୍ୱାମୀ ବିର୍‌ ସାହୁ ସୋଶାଲ୍‌ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତେବେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସ୍ୱପ୍ନା ଖୁବ୍‌ କମ୍‌ ଆଲୋଚନା କରନ୍ତି। ବିର୍‌ଙ୍କ ସହ ସେ ରିଲେସନ୍‌ସିପ୍‌ରେ ଥିବା କଥା ମଧ୍ୟ ସେ ସର୍ବସମ୍ମୁଖକୁ ଆଣି ନଥିଲେ। ବିବାହକୁ ମଧ୍ୟ ସ୍ୱପ୍ନା ଦୀର୍ଘ ଦିନ ପର୍ଯ୍ୟନ୍ତ […]

  • Saturday, 03 July 2021
sonu
 ୫୦ଜଣ ଯୁବତୀଙ୍କୁ ସୋନୁ ଦେବେ ଚାକିରି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବିଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାଠୁ ଆରମ୍ଭ କରି ପିଲାଙ୍କୁ ଅନ୍‌ଲାଇନ୍‌ ପଢିବା ପାଇଁ ଫୋନ୍‌ ଯୋଗାଇଦେବା ପର୍ଯ୍ୟନ୍ତ ସୋନୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଏବେ ସୋନୁ ୫୦ଜଣ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଝାଡ଼ଖଣ୍ଡର ଏକ ଗାଁରେ ଲକଡାଉନ୍ ଯୋଗୁ ୫୦ ଜଣ ଯୁବତୀ ଚାକିରି ହରାଇଥିଲେ। ଏ ଖବର ମିଳିବା ପରେ […]

  • Saturday, 03 July 2021
sah-rukh
ଏହି ଅଭ୍ୟାସ ପାଇଁ ଦିନେ ଶାହାରୁଖଙ୍କୁ ଛାଡିବାକୁ ଚାହୁଁଥିଲେ ଗୌରୀ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ପ୍ରେମ କାହାଣୀ ମଧ୍ୟରେ ସାମିଲ୍‌ ଅଛି ସୁପରଷ୍ଟାର ଶାହରୁଖ ଏବଂ ଗୌରୀଙ୍କ କାହାଣୀ। ଅନେକ ଉତ୍‌ଥାନ୍ ଏବଂ ପତନ ଦେଇ ଏହି ଦୁହିଁଙ୍କୁ ପ୍ରେମ କାହାଣୀ ଗତିକରିଛି। ଗୌରୀ ସେ ସମୟରୁ ଶାହାରୁଖଙ୍କ ସହ ଅଛନ୍ତି ଯେତେବେଳେ ଶାହାରୁଖଙ୍କୁ କେହି ଚିହ୍ନି ନଥିଲେ। ଅର୍ଥାତ୍‌ ଗୌରୀ ଶାହାରୁଖଙ୍କୁ ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ଭଲ ପାଇଛନ୍ତି। ପଞ୍ଜାବୀ ପରିବାରର ଜନ୍ମ ଗ୍ରହଣ କରିଥିବା ଗୌରୀଙ୍କୁ ଶାହାରୁଖଙ୍କୁ ଜୀବନ ସାଥୀ କରିବା ପାଇଁ ମଧ୍ୟ […]

  • Saturday, 03 July 2021
elina
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆହତଙ୍କ ପାଇଁ ପ୍ରାର୍ଥନା କଲେ ଓଲିଉଡ୍‌ କଳାକାର

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିସ୍ଫୋରଣ ପରେ ପେଟ୍ରୋଲ୍‌ ପମ୍ପରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଲୋକମାନଙ୍କ ଶରୀର ଛିନ୍‌ଛତ୍ର ହୋଇପଡିଥିଲା। ଏଥିସହ ପାଖରେ ଥିବା ଗାଡି ମଧ୍ୟ ଭାଙ୍ଗିଯାଇଥିଲା। ତେବେ ସୁରକ୍ଷା କାରଣରୁ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ […]

  • Saturday, 03 July 2021
anup
ଜସଲିନ୍‌ଙ୍କୁ ବିବାହ କଲେ କି ଅନୁପ ଜଲୋଟା?

ବିଗ୍ ବସ୍-12 ଚର୍ଚ୍ଚିତ ଯୋଡ଼ି ଅନୁପ ଜଲୋଟା ଓ ଜସଲିନ୍‌ ମାଥୁରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ନିଜେ ଜସଲିନ୍ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରଛିନ୍ତି, ଯାହାକି ନବ ବିବାହିତ ଦମ୍ପତିଙ୍କ ପରି ଦେଖାଯାଉଛନ୍ତି।   View this post on Instagram   🔥🔥 @anupjalotaonline A post shared by Jasleen Matharu ਜਸਲੀਨ ਮਠਾੜੂ (@jasleenmatharu) on Oct 8, 2020 at 7:17am […]

  • Friday, 02 July 2021
pravas
ଫ୍ୟାନ୍ସଙ୍କ ପୋଷ୍ଟରରେ ରାମ-ସୀତା ବେଶରେ ପ୍ରଭାସ ଓ ଅନୁଷ୍କା

ମୁମ୍ବାଇ: ବାହୁବଳୀ ଦମ୍ପତି ପ୍ରଭାସ-ଅନୁଷ୍କା ଶେଟ୍ଟୀ ହେଉଛନ୍ତି ପରଦାରେ ସବୁଠାରୁ ପପୁଲାର ହିଟ ଯୋଡି। ଏହି ଯୋଡ଼ିର ଏକ ବଡ଼ ପ୍ରଶଂସକ ଗୋଷ୍ଠୀ ଅଛନ୍ତି । ଏହି ଯୋଡ଼ିକୁ ପୁଣି ଥରେ ସ୍କ୍ରିନ୍‌ରେ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଏମାନଙ୍କ ମଧ୍ୟରେ ଥିବା ଲଭ୍‌, ରୋମାନ୍ସକୁ ପୁଣି ଦର୍ଶକ ଏନ୍‌ଜଏ କରିବେ। ନିକଟରେ ପ୍ରଭାସ-ଅନୁଷ୍କାଙ୍କର ଜଣେ ଫ୍ୟାନ ‘ଆଦିପୁରଷ’ର ଏକ ପୋଷ୍ଟର ତିଆରି କରିଛନ୍ତି, ଯେଉଁଥିରେ ପ୍ରଭାସଙ୍କୁ ଭାଗବାନ ରାମ ଏବଂ ଅନୁଷ୍କାଙ୍କୁ ସୀତା […]

  • Friday, 02 July 2021
rekha
ବି ଗ୍ରେଡ୍‌ ଫିଲ୍ମରେ କାମ କରିଛନ୍ତି ରେଖା, ଏହି କାରଣରୁ ନାଁରେ ଲଗାନ୍ତିନି ସାଙ୍ଗିଆ

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କର ଜନ୍ମଦିନ। ୧୯୫୪ ମସିହା ଅକ୍ଟୋବର ୧୦ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ରେଖା। ୧୯୭୯ମସିହାରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଅନ୍‌ଜାନା ସଫର୍‌’ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ୧୮୦ରୁ ଉର୍ଦ୍ଧ୍ୱ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଥିବା ରେଖାଙ୍କର ଫିଲ୍ମ ସଫର୍‌କୁ ନେଇ ଯେତିକି ପ୍ରଶଂସା ହୁଏ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୁଏ। ରେଖାଙ୍କର ପ୍ରକୃତ ନାଁ ଭାନୁରେଖା ଗଣେଶନ। ସେ ସାଉଥ ଷ୍ଟାର୍‌ ଜେମିନୀ […]

  • Friday, 02 July 2021
dil-bechara
ସିନେମା ହଲ୍‌ରେ ରିଲିଜ୍‌ ହେବ ‘ଦିଲ୍‌ ବେଚାରା’!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’କୁ ସିନେମା ହଲ୍‌ରେ ରିଲିଜ୍‌ କରିବାର ଯୋଜନା ଚାଲିଛି। କରୋନା ମହାମାରୀ ପାଇଁ ଫିଲ୍ମକୁ ଡିଜିଟାଲ୍‌ ପ୍ଲାଟଫର୍ମରେ ରିଲିଜ୍‌ କରାଯାଇଥିଲା।  ଓଟିଟି ପ୍ଲାଟଫର୍ମ ‘ଡିଜ୍‌ନି ହଟଷ୍ଟାର୍‌’ ଫିଲ୍ମକୁ ଦେଖିବା ପରେ ଲୋକମାନେ ଢେର୍‌ ସାରା ଭଲ ପାଇବା ଦେଇଥିଲେ। ଯାହାକୁ ଦେଖି ଏବେ ଏହି ଫିଲ୍ମକୁ ସିନେମା ହଲ୍‌ରେ ରିଲିଜ୍‌ କରିବାକୁ ଯୋଜନା ଚାଲିଛି। ଅନ୍‌ଲକ୍‌-୫ରେ ଅକ୍ଟୋବର ୧୫ରୁ ସିନେମା ହଲ୍ ଖୋଲିବା […]

  • Friday, 02 July 2021
neha
ଅକ୍ଟୋବର ୨୪ରେ ବିବାହ କରିବେ କି ନେହା ? ସୋସିଆଲ୍‌ ମିଡିଆରେ ଶେଆର କଲେ ହୃଦୟର କଥା

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ତାଙ୍କର ଦୀର୍ଘ ଦିନର ବନ୍ଧୁ ରୋହନ‌ପ୍ରୀତ୍‌ ସିଂଙ୍କୁ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏପରିକି ରୋହନଙ୍କ ପ୍ରତି ଥିବା ଭଲପାଇବାକୁ ନେହା ସୋସିଆଲ୍‌ ମିଡିଆରେ ମଧ୍ୟ ଶେଆର୍‌ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ରୋହନପ୍ରୀତଙ୍କ ସହ ଏକ ଫଟୋ ଶେଆର କରିବା ସହ ରୋହନପ୍ରୀତଙ୍କୁ ଟ୍ୟାଗ କରି ନେହା କକ୍କର ଲେଖିଛନ୍ତି, ‘You’re Mine’। ଯାହାର ଉତ୍ତରରେ ରୋହନ କହିଥିଲେ, Babuuuuuuuu 😍😍😍😍😍 i love youuuuu […]

  • Friday, 02 July 2021
laxmi-bomb
ରିଲିଜ୍‌ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଟ୍ରେଲର

ମୁମ୍ବାଇ: ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କ ଧମାକେଦାର୍ ଏଣ୍ଟ୍ରି। ସୂର୍ଯ୍ୟବଂଶୀ ରିଲିଜ୍ ଅନିର୍ଦ୍ଧିଷ୍ଟକାଳ ପାଇଁ ଘୁଞ୍ଚିବା ପରେ ଆସୁଛି ଅକ୍ଷୟଙ୍କ ଆଉ ଏକ ଫିଲ୍ମ। ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ପିଲ୍ମ ଲକ୍ଷ୍ମୀ ବମ୍‌। ଗତକାଲି ଏହାର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ପୁଣିଥରେ ଅକ୍ଷୟଙ୍କ ପୁରୁଣା କମେଡି ଓ ଆକ୍ସନ୍‌କୁ ଏହି ଫିଲ୍ମରେ ଦର୍ଶକ ଦେଖିପାରିବେ ।  ଲକ୍ଷ୍ମୀ ବମ୍ ଏକ ହରର୍ କମେଡି ଫିଲ୍ମ ଯେଉଁଥିରେ ଅକ୍ଷୟଙ୍କ […]

  • Friday, 02 July 2021
vijaya-rady
ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକଙ୍କ ପରଲୋକ

ବେଙ୍ଗାଲୁରୁ: ପ୍ରଖ୍ୟାତ କାନାଡ଼ା ଫିଲ୍ମ ନିର୍ଦ୍ଦେଶକ ଭିଜୟ ରେଡ୍ଡୀଙ୍କ ପରଲୋକ ହୋଇଛି। ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ୮୪ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରଛନ୍ତି ବିଜୟ। କାନାଡ଼ା ଫିଲ୍ମ ଜଗତରେ ଜଣେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ହେଲେ ବିଜୟ ରେଡ୍ଡୀ। ସେ ଦର୍ଶକଙ୍କୁ ଅନେକ ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି। ପରିବାର ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଜୟ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ […]

  • Friday, 02 July 2021
sana-khan
ବଲିଉଡ୍‌ରୁ ବିଦାୟ ନେଲେ ସନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଗ୍ ବସ୍‌ ଫେମ୍‌ ସନା ଖାନ୍ ବଲିଉଡ ଛାଡିବେ। ସୋଶାଲ୍ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏ ସମ୍ପର୍କିତ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଭାଇ ଓ ଭଉଣୀ ମାନେ ମୁଁ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ରହିଛି। ମୁଁ ବର୍ଷ ବର୍ଷ ଧରି ଚଳଚ୍ଚିତ୍ର ଜଗତ ସହ ଜଡିତ। ଫିଲ୍ମ ଜଗତରୁ ମତେ ଅନେକ ଖ୍ୟାତି, ସମ୍ମାନ ଏବଂ […]

  • Friday, 02 July 2021
amitabh-pic
୭୮ବର୍ଷରେ ପାଦ ଦେଲେ ବିଗ୍ ବି: ଉଚ୍ଚତା ଓ ଗମ୍ଭୀର କଣ୍ଠ ପାଇଁ ମିଳୁନଥିଲା ଫିଲ୍ମ

ମୁମ୍ବାଇ: ବିଜୁ, ବିଜୟ, ଆନ୍ଥୋନି ତ ଆଉ କେବେ ବାଗବାନର ଆଦର୍ଶ ବାପା ଚରିତ୍ରରେ ସେ ଦମ୍‌ଦାର ଅଭିନୟ କଲେ। ୟୁନିଫର୍ମରେ ଆଂଗ୍ରି ୟଙ୍ଗ ମ୍ୟାନ୍ ହେଲେ, ଡନ୍ ଫିଲ୍ମରେ ପିସ୍ତଲ୍ ଧରିଲେ। ହେମାଙ୍କଠୁ ଆରମ୍ଭ କରି ତବୁ। ରାଜେଶ ଖନ୍ନାଙ୍କଠୁ ଆୟୁଷ୍ମାନ୍ ଖୁରାନାପର୍ଯ୍ୟନ୍ତ ସବୁ ବର୍ଗର କଳାକାରଙ୍କ ସହ ସେ କାମ କରିଛନ୍ତି। ସେଥିପାଇଁ ୫ ଦଶନ୍ଧି ଧରି ବଲିଉଡ୍‌ରେ ତାଙ୍କ ରାଜୁତି ଚାଲୁଛି। ଆଉ କେହି ନୁହନ୍ତି ସେ ହେଉଛନ୍ତି ବିଗ୍‌ ଗି ଅମିତାଭ […]

  • Friday, 02 July 2021
big-b
ଏହି ଅଭିନେତ୍ରୀଙ୍କ ଜୋତା ଉଠାଇଥିଲେ ବିଗ୍‌ ବି, ତକିଆ ତଳେ ଜୋତା ରଖି ଶୋଉଥିଲେ

ମୁମ୍ବାଇ: ଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ୧୯୪୨ ମସିହା ଅକ୍ଟୋବର ୧୧ତାରିଖରେ ଉତ୍ତରପ୍ରଦେଶ ଆଲାହାବାଦ୍‌ରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ୨୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଥିବା ଏହି ମହାନାୟକ ଥରେ ୱାହିଦା ରେହମାନ୍‌ଙ୍କ ଜୋତା ଉଠାଇଥିଲେ। ଯାହାକୁ ନେଇ ସେ ସମୟରେ ବେଶ୍‌ ଚର୍ଚ୍ଚା ହେଉଥିଲା। ଥରେ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ରେ ଯୋଗ ଦେଇ ବିଗ୍‌ ବି କହିଥିଲେ, ‘ପ୍ରଥମଥର ପାଇଁ ‘ରେଶମା ଔର ସେରା’ ଫିଲ୍ମରେ ମୋତେ ୱାହିଦା ରେହମାନ୍‌ଙ୍କ ସହିତ କାମ […]

  • Friday, 02 July 2021
anushka
ଅନୁଷ୍କାଙ୍କ ସହ ଫଟୋ ଉଠାଇଲେ ଶାହବାଜ ଅହମ୍ମଦ: କହିଲେ ‘ଫ୍ୟାନ୍‌ ବୟ ମୋମେଣ୍ଟ’

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନୁଷ୍କାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ସଦସ୍ୟ ଶାହବାଜ ଅହମ୍ମଦଙ୍କ ସହ ଦେଖିବାକୁ ମିଳିଛି। ନିକଟରେ ଅନୁଷ୍କା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ସେଠାରେ ସେ ଶାହବାଜଙ୍କ ସହ ଫଟୋ ଉଠାଇଥିଲେ। ଏହି ଫଟୋକୁ ଶାହବାଜ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଫଟୋ ଶେଆର କରି ସେ ଲେଖିଛନ୍ତି, […]

  • Friday, 02 July 2021
aryananda
ଆର୍ଯ୍ୟାନନ୍ଦା ବାବୁ ଜିତିଲେ 'ସା ରେ ଗା ମା ପା ଲିଟିଲ୍ ଚାମ୍ପସ୍‌'

ମୁମ୍ବାଇ: ଜି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ଶୋ’ ‘ସା ରେ ଗା ମା ପା ଲିଟିଲ୍ ଚାମ୍ପସ୍‌’ର ବିଜେତା ଘୋଷଣା କରାଯାଇଛି। କେରଳର ଆର୍ଯ୍ୟାନନ୍ଦା ବାବୁ ତାଙ୍କ ସ୍ୱରର ଯାଦୁ ଦେଖାଇ ଏହି ଟାଇଟେଲ୍‌ ହାତେଇ ନେଇଛନ୍ତି। ରବିବାର ଦିନ ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଥିଲା।  ଟପ୍‌ ୩ରେ ଆର୍ଯ୍ୟାନନ୍ଦାଙ୍କ ସହ ରଣିତା ବାନାର୍ଜୀ ଏବଂ ଗୁରୁକିରତ ସିଂ ରହିଥିଲେ। ଏହି ଦୁଇ ଜଣଙ୍କୁ ମାତ୍ ଦେଇ ଶେଷରେ ଆର୍ଯ୍ୟାନନ୍ଦା ଏହି ସିଜନ୍‌ର […]

  • Friday, 02 July 2021
aditya
ବିବାହ କରିବେ ଆଦିତ୍ୟ, ୧୦ବର୍ଷର ଥିଲା ପ୍ରେମ ସମ୍ପର୍କ

ମୁମ୍ବାଇ: ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଶେଷରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସେ ତାଙ୍କର ୧୦ ବର୍ଷର ପ୍ରେମିକାକୁ ବିବାହ କରିବେ। ୨୦୧୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶାପିତ୍‌’ର ଅଭିନେତ୍ରୀ ତଥା ତାଙ୍କ ପ୍ରେମିକା ଶ୍ୱେତା ଅଗ୍ରୱାଲ୍‌ ସହ ସେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଆଦିତ୍ୟଙ୍କ କହିବା ଅନୁଯାୟୀ, ୨୦୧୦ରେ ‘ଶାପିତ୍‌’ ଫିଲ୍ମ ସେଟ୍‌ରେ ଶ୍ୱେତାଙ୍କ ସହ ତାଙ୍କର ଦେଖାହୋଇଥିଲା। ସେଟ୍‌ରେ ସେମାନେ ପରସ୍ପର […]

  • Friday, 02 July 2021
yami gautam
ଫ୍ୟାନ୍ସ ପଚାରିଲେ, ଆପଣ ଡ୍ରଗ୍ସ ନିଅନ୍ତି କି ? ଉତ୍ତରରେ ଅଭିନେତ୍ରୀ ୟାମି କହିଲେ...

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ୟାମି ଟ୍ୱିଟରରେ ‘Ask Me’ session ହୋଷ୍ଟ୍‌ କରିଥିଲେ। ଏହି sessionରେ ଫ୍ୟାନ୍ସମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ମଧ୍ୟ ୟାମି ଦେଇଥିଲେ। ଜଣେ ଫ୍ୟାନ୍ସ‌ ୟାମିଙ୍କୁ ପଚାରିଥିଲେ, ‘ଆପଣ କ’ଣ ଡ୍ରଗ୍ସ ନିଅନ୍ତି ? ମୁଁ ଜାଣିଛି ଓପନ୍‌ ପ୍ଲାଟ୍‌ଫର୍ମରେ ଏଭଳି ପ୍ରଶ୍ନ କରିବା ବଡ଼ ମୁର୍ଖାମୀ, କିନ୍ତୁ ଆପଣ ଯଦି ନେଉଥିବେ ଏହା ମୋ ପାଇଁ ଏକ […]

  • Friday, 02 July 2021
devgan-2
ଅଜୟଙ୍କୁ ଘେରି ଯାଇଥିଲେ ଲୋକେ, ୨୫୦ ସୁରକ୍ଷାକର୍ମୀ ଧରି ପହଞ୍ଚିଥିଲେ ବାପା

ମୁମ୍ବାଇ: ବଲିଉଡ୍‌ରେ ଲୋକପ୍ରିୟ ବାପା-ପୁଅ ଯୋଡି ମଧ୍ୟରେ ସାମିଲ୍‌ ଅଛନ୍ତି ଅଭିନେତା ଅଜୟ ଦେବଗନ୍‌ ଏବଂ ତାଙ୍କ ବାପା ତଥା ନିର୍ଦ୍ଦେଶକ ବିରୁ ଦେବଗନ୍‌। ଅଜୟଙ୍କ ବାପା ଜଣେ ଲୋକପ୍ରିୟ ଆକ୍ସନ ଡିରେକ୍ଟର। ଷ୍ଟଣ୍ଟ ଏବଂ ଆକ୍ସନ୍ ସିନ୍‌ର ନିର୍ଦ୍ଦେଶନା‌ ଦେବାରେ ସେ ଏକଦମ୍‌ ମାହିର୍‌। ତେବେ ବିରୁ ଦେବଗନ୍‌ ପୁଅ ଅଜୟକୁ ଖୁବ୍‌ ଭଲ ପାଆନ୍ତି। ଅଜୟଙ୍କ ସହ ଥରେ ଲୋକଙ୍କର ଗଣ୍ଡଗୋଳ ହେଉଥିଲା। ତାଙ୍କୁ ସୁରକ୍ଷା ଦେବା ପାଇଁ ସେ ୨୫୦ ସୁରକ୍ଷାକର୍ମୀ ଧରି […]

  • Friday, 02 July 2021
sushant-singh
ବ୍ରିଟେନ୍‌ରେ ସୁଶାନ୍ତଙ୍କ ପାଇଁ କାର ର‍୍ୟାଲି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଅଡୁଆ ବଢିବାରେ ଲାଗିଛି । ସିବିଆଇ ମଧ୍ୟ ମାମଲାରେ ତଦନ୍ତ କରୁଛି। ଦୀର୍ଘ ୫ମାସ ହେବ ସୁଶାନ୍ତ ମୃତ୍ୟୁ ମାମଲାରେ କୌଣସି ସନ୍ତୋଷଜନତ ତଥ୍ୟ ସାମ୍ନାକୁ ଆସୁନଥିବାରୁ ଲୋକମାନେ ଅସନ୍ତୋଷ ଥିବାବେଳେ ବ୍ରିଟେନ୍‌‌ରେ ସୁଶାନ୍ତ ପାଇଁ ଏକ କାର୍‌ ର‍୍ୟାଲିର ଆୟୋଜନ କରାଯାଇଛି। ସେଠାରେ ଥିବା ସୁଶାନ୍ତଙ୍କ ପ୍ରଶଂସକମାନେ ଏକାଠି ହୋଇ ଏହି ର‍୍ୟାଲିର ଆୟୋଜନ କରିବା ସହ ସୁଶାନ୍ତଙ୍କ ମୃତ୍ୟୁର କାରଣ ଓ […]

  • Friday, 02 July 2021
swayam
ସରିଲା ଶୁଟିଂ, ଏକାଠି କାମ କଲେ ସ୍ୱୟମ୍‌-ପ୍ରକୃତି

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଗାୟକ ସ୍ୱୟମ୍‌ ପାଢୀ ଏକାଠି କାମ କରିଛନ୍ତି। ଗତ କିଛି ଦିନ ହେବ ସେ ଏ ସମ୍ପର୍କରେ ତାଙ୍କ ସୋଶାଲ୍‌ ମିଡିଆରେ ସୂଚନା ଦେଉଥିଲେ। ଉଭୟ ତାଙ୍କ ଶୁଟିଂ ସେଟ୍‌ର ଫଟୋ ଏବଂ ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଥିଲେ। କିନ୍ତୁ ସେ କେଉଁ ପ୍ରୋଜେକ୍ଟରେ କାମ କରୁଛନ୍ତି ସେ ସମ୍ପର୍କରେ ଜଣାଉନଥିଲେ। ତେବେ ନିକଟରେ ଏକ ଭିଡ଼ିଓ ଶେଆର କରି ଉଭୟ ତାଙ୍କ କାମ ବିଷୟରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। […]

  • Friday, 02 July 2021
kajol
ଶିବାୟରେ କିସିଂ ସିନ୍‌ ଦେଖି ଅଜୟଙ୍କୁ ମାରିବାକୁ ବାହାରିଥିଲେ କାଜୋଲ୍‌!

ମୁମ୍ବାଇ: ବଲିଉଡ୍‌ ଫିଲ୍ମରେ କିସିଂ ସିନ୍‌ ରହିବା ଏକ ସାଧାରଣ କଥା। କାହାଣୀର ଗୁରୁତ୍ୱ ଦେଖି ଏହି ସିନ୍‌କୁ ସିନେମାରେ ସାମିଲ୍‌ କରନ୍ତି ନିର୍ଦ୍ଦେଶକ। କିନ୍ତୁ ବଲିଉଡ୍‌ରେ ଏମିତି କିଛି କଳାକାର ଅଛିନ୍ତି ଯେଉଁମାନେ କିସିଂ ସିନ୍‌ କରିବାକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଫିଲ୍ମ ସାଇନ୍‌ କରିବା ପୂର୍ବରୁ ସେମାନେ ନିର୍ଦ୍ଦେଶକଙ୍କ ସହ ଏ ସମ୍ପର୍କରେ କଥା ହୋଇଥାନ୍ତି। ଅଭିନେତା ସଲମାନ୍‌ ଖାନ୍‌ ଏବଂ ଅଜୟ ଦେବଗନ୍‌ ତାଙ୍କ ଫିଲ୍ମରେ କିସିଂ ସିନ୍‌ କରନ୍ତି ନାହିଁ। […]

  • Friday, 02 July 2021