ପ୍ରଥମ ଦେଖାରୁ ତ ପ୍ରେମ ହୋଇଗଲା। କିନ୍ତୁ କେହି କାହାକୁ କହିପାରୁନାହାନ୍ତି...କଲେଜ୍ ଗେଟ୍ରେ ଆଇସକ୍ରିମ୍ ଖିଆ ପୁଣି ଲାଇବ୍ରେରି ଝରକାରେ ଲୁଚି ଲୁଚି ଦେଖା, ସବୁ ମନେ ପଡ଼ୁଛି ହେଲେ...
ରବିନାଙ୍କ ପିତାଙ୍କ ମୃତ୍ୟୁ ଆଜି ବଢି ସକାଳୁ ହୋଇଥିବା ନେଇ ସୂଚନା ମିଳିଛି । ଖବର ଶୁଣିବା ପରେ ବଲିଉଡର ଫିଲ୍ମ ନିର୍ମାତା ଫରାହ୍ ଖାନ୍ ଓ ଅଭିନେତ୍ରୀ ରିଦ୍ଧିମା ପଣ୍ତିତ ପ୍ରଥମେ ରଭିନାଙ୍କୁ ଭେଟିବାକୁ ଯାଇଥିଲେ ।
ନୂଆ ରୂପରେ ଆସୁଛନ୍ତି କଙ୍ଗନା ରାଣାୱତ। ତାଙ୍କ ମୁହଁରୁ ଶୁଣାଯିବ ଦମଦାର ଡାଏଲଗ୍। ଶୋ’ର ଟିଜର ରିଲିଜ୍ ହୋଇଥିବା ବେଳେ, ଏଥିରୁ ସ୍ପଷ୍ଟ ହେଉଛି ଯେ ଶୋ’ ହିଟ୍ ହେବ।
ପିଲାଦିନର ସୁପରହିରୋକୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ। ସିରିୟଲ ‘ଶକ୍ତିମାନ୍’କୁ ନେଇ ଫିଲ୍ମ ହେବ ବୋଲି ଘୋଷଣା କରାଯାଇଛି। ତେବେ ଜାଣନ୍ତୁ କିଏ ହେବ ଗଙ୍ଗାଧର ବା ଶକ୍ତିମାନ।
ଜବରଦସ୍ତ ଡାଏଲଗ୍ ଡେଲିଭରି ସାଙ୍ଗକୁ ଗଙ୍ଗୁ ଚରିତ୍ରରେ ନିଖୁଣ ଅଭିନୟ କରିଛନ୍ତି ଆଲିଆ।
ପ୍ରେମ କେତେବେଳେ ହେବ କହିହେବନି...ଏଇ ଯେମିତି ଅଧାଲେଖା ଗପରେ ନାୟିକାଙ୍କୁ ଦେଖୁ ଦେଖୁ ପ୍ରେମରେ ପଡ଼ିଗଲେ ନାୟକ। ଆଉ ତା’ପରେ ନିଦର ସ୍ୱପ୍ନରେ ହେଉ କି ରାସ୍ତା ଘାଟରେ ସବୁଆଡ଼େ କେବଳ ଦେଖାଗଲେ ନାୟିକା....
ଅନେକ ସମୟରେ ମନୋରଂଜନ ଦୁନିଆ ବିବାଦ ଭିତରକୁ ଚାଲିଯାଏ। ଏମିତି ୫ଟି ୱେଜ୍ ସିରିଛି ଅଛି ଯାହାର ବୋଲ୍ଡ୍ କାହାଣୀକୁ ନେଇ ବିରୋଧ କରାଯାଇଛି। ଆସନ୍ତୁ ନଜର ପକେଇବା।
ଅଭିନୟକୁ ରାଜନୀତିକୁ ଆସିଥିବା ହେମା ମାଳିନୀ ନିଜ କ୍ୟାରିୟର୍ ଭିତରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ପାଖରେ ଏବେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ସେ ଏବେ ୪୪୦ କୋଟିରୁ ଅଧିକ ଟଙ୍କା ସମ୍ପତ୍ତିର ମାଲିକାଣୀ ବୋଲି କୁହାଯାଉଛି। ଦିନେ ଶସ୍ତା ଶାଢୀ ପାଇଁ ଅପମାନିତ ହେଉଥିଲେ।
ବୁଲିବୁଲି ବାଦାମ ବିକୁଥିବା ଜଣେ ବେପାରୀ ଖାଲି ନିଜେ ନାଚୁନାହାନ୍ତି, ସାରା ଦୁନିଆକୁ ନିଜ ଗୀତରେ ନଚାଉଛନ୍ତି । ଭୁବନ ବାଦ୍ୟକାର ଫେସ୍ବୁକ୍ ସର୍ଟ୍, ଇନଷ୍ଟାଗ୍ରାମ ରିଲ୍ରେ ସେନସେସନ୍ ପାଲଟି ଯାଇଛନ୍ତି ।
ସୋସିଆଲ ମିଡିଆରେ ଏବେ ଶାହରୁଖ ଖାନଙ୍କ ଏକ ପୁରୁଣା ଭିଡିଓ ଆସିଛି, ଯାହା ଦେଶକୁ ନେଇ ଅନେକ କଥା କହୁଛି। ଏହି ଭିଡିଓରେ ଶାହରୁଖ ଦେଶ ବିଷୟରେ ଯାହା କହିଛନ୍ତି ତାହା ଦେଖିବା ପରେ ନିଶ୍ଚିତ ଭାବରେ ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ନିଜକୁ ଅଟକାଇ ପାରିବେ ନାହିଁ।
ଆଶାର କାହାଣୀ ସେହି ଘରଣୀଙ୍କ ପାଇଁ, ଯିଏ ପ୍ରତିଟି ମୂହୁର୍ତ୍ତରେ ଆଶା ଭଳି ସମସ୍ୟାରେ ପଡୁଛନ୍ତି। ତେବେ ଆଗକୁ ଦେଖିବାକୁ ରହିଛି ଆଶା କ’ଣ ହୋଇ ପାରୁଛି ସମସ୍ତଙ୍କ ପାଇଁ ଆଶାର କିରଣ ନା’ ସାରା ଜୀବନ ଏମିତି ଦୁଃଖ କଷ୍ଟ ସହି ରହିବ।
ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ମାସ୍କ ଖୋଲି ଛେପ ପକାଇଥିଲେ କି କିଙ୍ଗଖାନ? ସାରା ଦେଶରେ ଉଠିଛି ଏମିତି କଥା। ଯାହାକୁ ନେଇ ଉଠିଛି ବିରାଟ ପ୍ରଶ୍ନ। ସତରେ କ’ଣ ଛେପ ପକାଇ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କି ଶାହରୁଖ? ଏବେ ଜାଣନ୍ତୁ ପ୍ରକୃତ କଥା...
ପ୍ରଥମ ଥର ପାଇଁ ବଡ ପରଦାରେ ନଜର ଆସିବେ ଅକ୍ଷୟ-ଟାଇଗର୍। ଖୁବ ଶୀଘ୍ର ‘ବଡେ ମିଆଁ ଚୋଟେ ମିଆଁ’ରେ ଉଭୟଙ୍କୁ ଦେଖିବାକୁ ମିଳିବ। ଏହାର ଟିଜର ରିଲିଜ ହୋଇଥିବା ବେଳେ ଉଭୟଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳେ।
ଆମ ଗହଣରୁ ବିଦାୟ ନେଇଛନ୍ତି ‘ମହାଭାରର’ର ଭୀମ ପ୍ରବୀଣ କୁମାର। ସେ ସିନା ସ୍ୱଦେହରେ ଆମ ଗହଣରୁ ବିଦାୟ ନେଇଛନ୍ତି କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ସବୁବେଳେ ଜୀବିତ ରହିବେ। ଅଭିନୟ ଦୁନିଆ ସହ କୌଣସି ସଂପର୍କ ନଥିଲେ ବି କାହିଁକି ଏ ଦୁନିଆରେ ପାଦ ଦେଲେ ଆସନ୍ତୁ ଜାଣିବା।
ବନବାସ ସମୟରେ ନିଜ ବଡଭାଇ ପବନ ପୁତ୍ର ହନୁମାନଙ୍କ ଦର୍ଶନ ଲାଭ କରି କୃତାର୍ଥ ହୋଇଥିଲେ ସେ । ପିଲାଦିନେ ନାଗଲୋକ ଯାଇ ୭ କାଂଚି ସୁଧାର ରସ ପାନ କରିଥିଲେ ସେ । ଦ୍ରୌପଦୀଙ୍କୁ ବିଭିନ୍ନ ସମୟରେ ସୁରକ୍ଷା ଦେଇଥିଲେ ସେ । ଏ ସମସ୍ତ ଭୂମିକାରେ ଯିଏ ସୁନ୍ଦର ରୂପରେ ଅଭିନୟ କରିଥିଲେ ସେ ହେଉଛନ୍ତି ପ୍ରବୀଣ କୁମାରା
ବଲିଉଡ୍ ଅଭିନେତା ପ୍ରବୀଣ କୁମାର ସୋବତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସିରିଏଲ୍ ମହାଭାରତରେ ‘ଭୀମ’ ଚରିତ୍ରରେ ପ୍ରବୀଣ କୁମାର ଅଭିନୟ କରିଥିଲେ।
ଏମିତି ଏ ସିନେମା ଯାହା ଅଧା ଅଧା ଭଳି ଲାଗୁଛି। ହେଲେ ଏହା ସତ ନା ଏହା ପଛରେ ରହିଛି ଆଉ କିଛି। ଅଧା ଲେଖା ଗପ ଫିଲ୍ମଟି ଦେଖିଲା ପରେ ଏ କଥାର ଉତ୍ତର ନିଶ୍ଚୟ ଦେଇ ପାରିବେ...
ସରିଥିଲା ଗୀତ ଲେଖା, ପ୍ରସ୍ତୁତ ହୋଇ ସାରିଥିଲା ଟ୍ରାକ୍। ହେଲେ ସମୟ ଦେଲାନି ସାଥ୍। ଅଧୁରା ରହିଗଲା ସ୍ୱପ୍ନ। ଲତାଙ୍କ ସୁମଧୁର କଣ୍ଠରୁ ଜଗା ଜଣାଣ ଶୁଣିବାରୁ ବଞ୍ଚିତ ହେଲେ ଓଡିଆ।
ମଲ୍ଲିକା ଶେରାୱତ୍ ନିଜ ଫିଟ୍ନେସ୍କୁ ନେଇ ସବୁବେଳେ ଚିନ୍ତିତ ଥାଆନ୍ତି। ଏନେଇ ସେ ନିୟମିତ ଯୋଗ କରନ୍ତି ଓ ଡାଏଟ୍କୁ ମଧ୍ୟ ଜଗନ୍ତି। ଏବେ ତାଙ୍କର ଏକ ଯୋଗ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଜାଣନ୍ତୁ କାହିଁକି…
ଲତାଙ୍କ ଶେଷ ଦର୍ଶନ ପାଇଁ ଯାଇଥିବା ଅଭିନେତା ଶାହରୁଖ ଖାନ୍ଙ୍କ ଏକ ଫଟୋକୁ ନେଇ ଜୋରଦାର ଚର୍ଚ୍ଚା । ଯେଉଁଥିରେ ଶାହରୁଖ୍ ଓ ତାଙ୍କ ମ୍ୟାନେଜର ପୂଜା ଦଦଲାନି ଲତାଙ୍କୁ ଦେଶ ବିଦାୟ ଜଣାଉଛନ୍ତି । ଶାହରୁଖ୍ ମୁସଲମାନ ହୋଇଥିବାରୁ ଦୁଆ କରିଛନ୍ତି ଓ ପୂଜା ହିନ୍ଦୁ ରୀତିନୀତି ଅନୁସାରେ ହାତ ଯୋଡ଼ି ପ୍ରାର୍ଥନା କରିଛନ୍ତି ।
ସଂଗୀତର ଅନ୍ୟ ନାମ ଲତା ଲଙ୍ଗେସକର୍। ସେ ସିନା ଆମ ଗହଣରୁ ବିଦାୟ ନେଇଛନ୍ତି କିନ୍ତୁ ଛାଡିଯାଇଛନ୍ତି ତାଙ୍କର ସୁମଧୁର ସୁର। ସେ ତାଙ୍କ କ୍ୟାରିୟର୍ରେ ଅନେକ ସଂଗୀତ ନିର୍ଦ୍ଦେଶକଙ୍କ କମ୍ପୋଜିସନ୍କୁ ନିଜର ଯାଦୁକରୀ କଣ୍ଠରେ ଅମର କରିଦେଇଛନ୍ତି।
ସୁର ସମ୍ରାଜ୍ଞୀ ଦିନେ ଅଭିନେତ୍ରୀ ଥିଲେ। କିନ୍ତୁ ଅଭିନୟ ତାଙ୍କର ପସନ୍ଦ ନ ଥିଲା। ଯେତେବେଳେ ଅଭିନୟ ଛାଡି ଗୀତ ଗାଇବାକୁ ଗଲେ ସେତେବେଳେ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା।
୯୨ ବର୍ଷ ବୟସରେ ଦୁନିଆକୁ ଅଲ୍ବିଦା କହିଛନ୍ତି ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର। ଦିନେ ଦୁଃଖ ଦୁର୍ଦ୍ଦଶାରେ ଥିଲା ପରିବାର। ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନର କାହାଣୀ।
ଟିଭି ସିରିୟଲ ‘Ghum Hai Kisikey Pyaar Meiin’ରେ ଅଭିନୟ କରିଥିବା ‘ଭବାନୀ କାକୁ’ ଓରଫ ଅଭିନେତ୍ରୀ କିଶୋରୀ ରାହାଣେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
୧୯୬୨ ମସିହାର କଥା। ସେତେବେଳେ ଲତାଙ୍କ ବୟସ ମାତ୍ର ୩୩ ବର୍ଷ। ଏତେ କମ୍ ବୟସରେ ଲତା ସଫଳତାର ଶିଖର ଛୁଇଁଥିବା ଦେଖି କିଛି ଲୋକ ଗୌରବ ଅନୁଭବ କରୁଥିବା ବେଳେ କିଛି ଲୋଙ୍କର ଈର୍ଷା ବି ବଢ଼ିଯାଇଥିଲା ।