ପୁଅର ଅସୁସ୍ଥତା ପାଇଁ ସଂଘର ସଭାପତିଙ୍କୁ ଚିଠି ଲେଖିଛନ୍ତି ପୀୟୁଷଙ୍କ ବାପା ନରେନ୍ଦ୍ର ନାଥ ତ୍ରିପାଠୀ । ଟଙ୍କା ନେଣଦେଣକୁ ନେଇ ଯାତ୍ରା ମାଲିକଙ୍କ ସହ ପୀୟୂଷ ବିବାଦକୁ ଆସିବା ପରେ ଏବେ ସାମ୍ନାକୁ ଆସିଛି ଏ ଚିଠି । ଯେଉଁଥିରେ ଯାତ୍ରା ଜଗତରୁ ଗୋଟିଏ ବର୍ଷ ପାଇଁ...
କେତେବେଳେ ସେ ୧୦ ନମ୍ବରୀ ତ ଆଉ କେତେବେଳେ ସେ ଥିଲେ କ୍ରାନ୍ତୀକାରୀ। ବଡ଼ ଭାଇ ହୋଇ ତୁଲାଇଥିଲେ ଦାୟିତ୍ୱ। ଦେଶ ଭକ୍ତିର ଗାଉଥିଲେ ଗୀତ। ଆଉ କେତେବେଳେ ସନ୍ନ୍ୟାସୀ ପାଲଟି ବେଇମାନିଙ୍କ ଉପରେ ରଖୁଥିଲେ ନଜର। ସବୁ ପ୍ରକାର ଅଭିନୟରେ ମନୋଜ କୁମାର ଥିଲେ ଓସ୍ତାଦ। କେବଳ...
୧ନଂ ଚିକେନ ବିରୟାନୀ କହି ପ୍ରଚାର କରୁଥିଲେ। ଗରମ ଗରମ ବିରୟାନୀ ସହ ଅଣ୍ଡା ଓ କଚମ୍ୱର ପରଷୁଥିଲେ। ଗ୍ରାହକଙ୍କୁ ପୁରୁଣା ଓ ବାସି ଖାଇବା ଦେଇ ଚୂନ ଲଗାଉଥିଲେ ।
ଯେବେ ମହାପ୍ରଭୁ ସ୍ୱୟଂ ନିଜେ ଆସନ୍ତି, ସେତେବେଳେ ଘର ପାଲଟିଯାଏ ଶ୍ରୀମନ୍ଦିର । ଘଣ୍ଟ ଘଣ୍ଟାର ଶବ୍ଦରେ ଚତୁର୍ଦିଗ କମ୍ପେ । ସମସ୍ତଙ୍କ କଣ୍ଠରେ ଥାଏ ଜୟ ଜଗନ୍ନାଥ । ମହାପ୍ରଭୁଙ୍କ କୃପା ଯେବେ ଟିକିଏ ମିଳିଯାଏ ବୋଧ ହୁଏ ଏମିତି ବହିଯାଏ ଖୁସିର ବନ୍ୟା ।
ଚଳିତ ବର୍ଷ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି। କାରଣ ତୁଳସୀ ଗଣନାଟ୍ୟର ମାଲିକଙ୍କ ସହ ତାଙ୍କର ବିବାଦ ପରେ ନରୀଙ୍କୁ ବ୍ୟାନ କରିଛନ୍ତି ଯାତ୍ରା ମାଲିକ ସଂଘ। ଏକାଠି ମିଟିଂ କରି ଯାତ୍ରା ବର୍ଷ ୨୦୨୫-୨୬ ପାଇଁ ନରି ପଣ୍ଡାଙ୍କୁ ବୟକଟ୍ କରାଯାଇଛି...
ମାର୍କେଟ ଉପରେ ଗଡ଼ିଲା ମୁଣ୍ଡ। ରକ୍ତ ରଞ୍ଜିତ ହେଲା ବଜାର। ରାସ୍ତାରେ ଖେଳିଲା ରକ୍ତର ନଦୀ। ଘରୁ ଡାକି ଆଣି କଲେ ସଂଘବଦ୍ଧ ଆକ୍ରମଣ। ରୋଡ୍ ଉପରେ ହିଁ ଯୁବଙ୍କୁ ହାଣି ମାରିଦେଲେ। ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଷଣ୍ଢପୁରଠାରେ ଘଟିଛି ଏଭଳି...
ରାତିସାରା ଅନିଦ୍ରା ରହି ବିଲ ପାରିତ କରିବା ଥିଲା ନୂଆ ଅନୂଭୁତି। ବିରୋଧୀଙ୍କୁ କହିବାର ସୁଯୋଗ ମିଳିଲା। ସଂଖ୍ୟାଧିକ ବିଧାୟକ ଉପସ୍ଥିତ ଥିଲେ। କାହା ମୁହଁରେ ହାଲିଆ ହେବାର ଛାପ ନଥିଲା ।
ନାସାର ଆକ୍ସିମୋ ସ୍ପେସ୍ ମିଶନ୍-୪ରେ ସାମିଲ ଭାରତର ଶୁଭାଂଶୁ ଶୁକ୍ଳା। ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ କରିବେ ଯାତ୍ରା।
କିଏ ଚୋରେଇ ନେଲା ଆମ ପିଲାଦିନ। କେଉଁ ବାଟେ ୮୦ ବର୍ଷ ଚାଲିଗଲା ଜଣା ପଡ଼ିଲାନି। ୬୦ ବର୍ଷ ପରେ ଭେଟ ହୋଇ ପିଲାଦିନକୁ ଦରାଣ୍ଡୁଛନ୍ତି।
ଇତିହାସ ରଚିଲା ଓଡ଼ିଶା ବିଧାନସଭା । ସାଖୀ ରହିଲା ସରକାର । ସାଖୀ ରହିଲେ ବିରୋଧୀ ବିଧାୟକ । ହେଲେ ନବୀନ ହେଲେନି ଇତିହାସର କଥାକୁହା ସାଖୀ । ଗୃହ କାର୍ଯ୍ୟରେ ସାମିଲ ହେଲେନି, କି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଲେନି । କିନ୍ତୁ ବିଜେଡିର ବିଧାୟକ...
ହାତ ଗୋଡ଼ ବନ୍ଧି ଲୁହା ରଡରେ ପିଟି ଚାଲଲେ। ହାତ ଓ ପିଠିକୁ ବ୍ଲେଡରେ କାଟିଲେ। ଆଉ କ୍ଷତ ସ୍ଥାନରେ ଲୁଣ ମାରି ଅକଥୀନ ନିର୍ଯ୍ୟାତନା ଦେଲେ। ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଉପରେ ସିନିୟର କରିଥିଲେ ସାଢ଼େ ୪ ଘଣ୍ଟାର ଲୋମଟାଙ୍କୁରା ରାଗିଂ ।
ଭାଙ୍ଗିଲା ବିଜେଡି-ବିଜେପି ସଂପର୍କ ! ଲୋକସଭାରେ ଗର୍ଜିଲା ବିଜେଡି । ଛାଡ଼ିଲା ସମଦୂରତା କଥା । ଝାଡ଼ିଲେ ସାଂସଦ ମୁନା ଖାନ୍ । ରାଜ୍ୟରେ ବିଜେଡି ସରକାରରୁ ହଟିବା ପରେ ଏବେ ବିଜେପି ଉପରେ ଖୁବ୍ ଖପ୍ପା ବିଜେଡିର ନେତା
EPF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। PF ଆକାଉଣ୍ଟରୁ ପଇସା ଉଠାଇବା ହେଲା ଆହୁରି ସହଜ। EPFO ଆଣିଲା ନୂଆ କ୍ଲେମ ପ୍ରୋସେସ୍ ନିୟମ ।
ମୁମ୍ୱାଇ ଇଣ୍ଡିଆନ୍ସ୍ ବସରେ କିଏ ଏହି ସୁନ୍ଦରୀ ? ଷ୍ଟାଡିୟମକୁ ଆସୁଛନ୍ତି MIକୁ ଚିୟରଅପ୍ କରୁଛନ୍ତି। କ୍ୟାମେରାରେ କଏଦ ହେଉଛନ୍ତି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ୍ କରୁଛନ୍ତି ।
ନୂଆ ପରିଚୟ ଦେଲା ସେଓ ଚାଷ । ଇଞ୍ଜିନିୟ ହୋଇ ନିଜ ବାଡ଼ିରେ ଫଳାଇଲେ ପେନ୍ଥାପେନ୍ତା ସେଓ । ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଭାବେ ଅବସର ନେଇଛନ୍ତି । ଚାକିରୀ ସମୟରୁ ଭାବିଥିଲେ ଜଣେ ସଫଳ ଚାଷୀ ହେବା ପାଇଁ । କିନ୍ତୁ ସମୟ ଅଭାବ ସହିତ...
କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ,କେନ୍ଦ୍ର ସରକାର ଗତ ୨ତାରିଖରେ ନିୟମ ପରିବର୍ତ୍ତନ କରିଛନ୍ତି । ୨୦୨୫ ମସିହା ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲରେ ଏନେଇ ବ୍ୟବସ୍ଥା ଥିବା ଜଣାଇଛନ୍ତି ଅର୍ଥମନ୍ତ୍ରୀ ।
ଗାଡିଟିକୁ ଜବତ କରିବା ପରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲେ। ତାପରେ ପୋଲିସ ଟ୍ରାକ୍ଟରକୁ ପିଛା କରିଥିଲା।
ତାଳଚେର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ଗାଡ଼ିକୁ ଦେଖି ଦୌଡି ପଳାଉଥିଲା । ତେବେ ପୋଲିସ ପିଛା କରିବା ବେଳେ ଝାମୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଝାମୁ ଉପରକୁ ପାଲଟା ଗୁଳି ଚଳାଇଥିଲା ପୋଲିସ୍ । ଝାମୁର ବାମ...
ସକାଳୁ ସକାଳୁ ଅମୂଲ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପଡୋଶୀ। ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଦେଓଗାଁ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଥିଲା।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଡାକ୍ତର ସମୀର ରାୟଙ୍କ ପତ୍ନୀ ସାଗରିକା ରାୟ ନେଇଛନ୍ତି ଏପରି ଭିନ୍ନ ପଦକ୍ଷେପ। ସ୍ୱାମୀଙ୍କ ମୃତ୍ୟୁ ପରେ ସିଲିକଲ ପ୍ରତିମୂର୍ତ୍ତି ନିର୍ମାଣ କରାଇ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ହିନ୍ଦୁ ରୀତିନୀତିରେ ଦେବଦେବୀଙ୍କ ପୂଜାର୍ଚ୍ଚନା ପରି ନନା ମନ୍ତ୍ରପାଠ କରି ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଇଛନ୍ତି।