Advertisment

ନବୀନ ଛାନିଆଁ !

ଭାଙ୍ଗିଲା ବିଜେଡି-ବିଜେପି ସଂପର୍କ ! ଲୋକସଭାରେ ଗର୍ଜିଲା ବିଜେଡି । ଛାଡ଼ିଲା ସମଦୂରତା କଥା । ଝାଡ଼ିଲେ ସାଂସଦ ମୁନା ଖାନ୍‌ । ରାଜ୍ୟରେ ବିଜେଡି ସରକାରରୁ ହଟିବା ପରେ ଏବେ ବିଜେପି ଉପରେ ଖୁବ୍‌ ଖପ୍ପା ବିଜେଡିର ନେତା

author-image
Tapaswini Nayak

ଭାଙ୍ଗିଲା ବିଜେଡି-ବିଜେପି ସଂପର୍କ ! ଲୋକସଭାରେ ଗର୍ଜିଲା ବିଜେଡି । ଛାଡ଼ିଲା ସମଦୂରତା କଥା । ଝାଡ଼ିଲେ ସାଂସଦ ମୁନା ଖାନ୍‌ । ରାଜ୍ୟରେ ବିଜେଡି ସରକାରରୁ ହଟିବା ପରେ ଏବେ ବିଜେପି ଉପରେ ଖୁବ୍‌ ଖପ୍ପା ବିଜେଡିର ନେତା । ନାହିଁ ଆଗ ପରି କୋଳାକୋଳି, କି ନାହିଁ ପୂର୍ବପରି ସେ ସମଦୂରତା ବାର୍ତ୍ତା । ଏବେ ଖୁଲମଖୁଲା ବିଜେଡି ବିଜେପି ସରକାରକୁ ଟାର୍ଗେଟ୍‌ କରୁଛି ।

Advertisment
BJD BJP
Advertisment
Advertisment