ନୂଆ ପରିଚୟ ଦେଲା ସେଓ ଚାଷ । ଇଞ୍ଜିନିୟ ହୋଇ ନିଜ ବାଡ଼ିରେ ଫଳାଇଲେ ପେନ୍ଥାପେନ୍ତା ସେଓ । ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଭାବେ ଅବସର ନେଇଛନ୍ତି । ଚାକିରୀ ସମୟରୁ ଭାବିଥିଲେ ଜଣେ ସଫଳ ଚାଷୀ ହେବା ପାଇଁ । କିନ୍ତୁ ସମୟ ଅଭାବ ସହିତ ବ୍ୟସ୍ତ ବହୁଳ ଜୀବନ ଭିତରେ ଚାଷ କରି ପାରୁନଥିଲେ, ଅବସର ପରେ ତାଙ୍କ ଝିଅ ସେଓ ଚାଷ ପାଇଁ ପ୍ରେରଣା ଦେଇଥିଲେ ।
Published By: Tapaswini Nayak
Last updated: 04 April 2025, 10:10 AM IST
କେତେବେଳ ଚୋର ତ ଆଉ କେତେବେଳେ ପୋଲିସ...କେବେ ବାବା ସାରଥୀଙ୍କ ଭକ୍ତ ତ ଆଉ କେବେ ମହାଭାରତର ସଂଜୟ।.. ତାଙ୍କ ଅଭିନୟର ଚାତୁରି ଯେତିକି ଚମତ୍କାର ଥିଲା, ଡାଇଲଗ୍ ଡେଲିଭରିରେ ବି ଥିଲେ ସେତିକି ମାହିର...।