• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

Tapaswini Nayak

Editor

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର& ...more

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।
 

less

Posts by Tapaswini Nayak

NASA
Special Story: ମାଡ଼ି ଆସୁଛି ବିରାଟ ଗ୍ରହାଣୁ, ମାଡ଼ ହେଲେ ହେବ ବିଶାଳ ବିସ୍ଫୋରଣ

ନାସା କହିଛି ଯେ ଏହି ଗ୍ରହାଣୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। ଯଦି ଏହା ପୃଥିବୀ ସହିତ ଧକ୍କା ହୋଇଥାନ୍ତା, ତେବେ ଏକ ବିରାଟ ବିସ୍ଫୋରଣ ହୋଇଥାନ୍ତା। ଯାହା ଜାପାନର ହିରୋସିମାରେ ପକାଯାଇଥିବା ପରମାଣୁ ବୋମା ଅପେକ୍ଷା 500 ଗୁଣ ଅଧିକ ଶକ୍ତିଶାଳୀ ହୋଇଥାନ୍ତା

Ghibli  Art
Ghibli Art: ପର୍ସନାଲ ଫଟୋକୁ Ghibli ଷ୍ଟାଇଲ କରାଉଛନ୍ତି କି ?, ହୋଇଯାଆନ୍ତୁ ସତର୍କ ନହେଲେ...

ଏହାରି ଭିତରେ Ghibli ଟ୍ରେଣ୍ଡକୁ ନେଇ ଏକ ଅଭିଯୋଗ ଆସିଛି। Ghibli ଷ୍ଟାଇଲର ନୈତିକତା ଏବଂ କପି ରାଇଟ ଇସ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା କଳାକାରଙ୍କ ଭବିଷ୍ୟତ ଏବଂ ଜୀବିକା ଉପରେ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି।

BJD
SpecialStory: ପଦାରେ ପଡିଲା ଦଳର ଅର୍ନ୍ତକନ୍ଦଳ; ବିଜେଡି ବିରୁଦ୍ଧରେ ବିଜେଡି ଜିତିଗଲା

ବୁଧବାର ବିଜେଡିର ପୌରାଅଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଅନାସ୍ଥା ଭୋଟରେ ଗାଦି ହରାଇ ବସିଲେ। ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟରେ ୧୬ ଜଣ ବିଜେଡି କାଉନସିଲର ସଙ୍ଗିତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ। ହେଲେ ୬ ଜଣ ବିଜେଡି କାଉନସିଲର ପିଙ୍ଗୁଆଙ୍କୁ ସପୋର୍ଟ କରି ଭୋଟ ଦେବାରୁ ବିରତ ରହିଲେ।...

Budhi Thakurani yatra
Budhi Thakurani yatra: ଆଜିଠୁ ବୁଢ଼ୀ ଠାକୁରାଣୀ ଯାତ୍ରା; ଶାଶୁଘରୁ ବାପଘରକୁ ଆସିବେ ମା’

ମା'ଙ୍କ ଆଗମନ ନେଇ ଦେଶୀ ବେହେରାଙ୍କ ଘର ସମ୍ମୁଖରେ ତିଆରି ହୋଇଛି ଅସ୍ଥାୟୀ ପୀଠ। ୨୫ ଦିନ ଧରି ଆୟୋଜିତ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗି ରହିବ। କିଭଳି ଯାତ୍ରା ସୁରୁଖୁରୁରେ ହେବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

Odisha Assembly
Assembly: ସରିଲା ବିଧାନସଭା ବଜେଟ୍ ଅଧିବେଶନ; ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ରାତି ତମାମ ଚାଲିବା ପରେ ଶେଷ ହୋଇଛି ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ ଅଧିବେଶନ। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

BJD
Wheat Supply: ଯୋଗାଣ ମନ୍ତ୍ରୀଙ୍କ ଅଭିଯୋଗ; ‘ବିଜେଡି ପାଇଁ ବନ୍ଦ ହୋଇଥିଲା ଗହମ ଯୋଗାଣ’

ହିତାଧିକାରୀଙ୍କୁ ଦେବା ପରେ ମଧ୍ୟ ଆମ ପାଖରେ ୧୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ବଳକା ରହିଯାଉଛି। ତାକୁ ରଖିବାକୁ ଗୋଦାମ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Elephant
Baby Elephant: ଛୁଆ ହାତୀ ଜନ୍ମ ନେଇଛି; ତ୍ରିନାଥ ମେଳା ଓ ଭୋଜିଭାତ ଚାଲିଛି

ଅନୁଗୋଳ ଜିଲ୍ଲାରେ ହାତୀ ସମେତ ଅନେକ ବନ୍ୟପ୍ରାଣୀ ଅକାଳରେ ମରୁଛନ୍ତି। ହେଲେ ଗତ ୧୨ ତାରିଖ ଦିନ ଗୁରଙ୍ଗ ଗାଁରେ ଏକ ହାତୀ ଛୁଆ ଜନ୍ମ ଦେଇଥିଲା। ଗାଁ ଲୋକେ ଏଥିରେ ଖୁସିହୋଇ ହାତୀ ଛୁଆର ଏକୋଇଶିଆ ପାଳନ କରିଥିଲେ।

Kiit
KIIT Student Death: କିଟ୍ ଛାତ୍ର ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ; କର୍ତ୍ତୃପକ୍ଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ବାପା

କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ ଅବହେଳାକୁ ଦାୟୀ କରିଛନ୍ତି ମୃତ ଛାତ୍ରଙ୍କ ବାପା । ସେ କହିଛନ୍ତି, ମୋ ପିଲାକୁ ତାଙ୍କ ଦାୟିତ୍ୱରେ ଛଡ଼ା ଯାଇଥିଲା, ସେମାନଙ୍କ ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଛି। କୌଣସି ଅଘଟଣ ଘଟିଛି, ହେଲେ ପୁଅ ଆତ୍ମହତ୍ୟା କରିନି ବୋଲି ବାପା ଜଗଦୀଶ...

Accident
Road Accident: ରାସ୍ତାକଡ଼କୁ ଓଲଟିଲା ସ୍କୁଲ ଭ୍ୟାନ୍ ; ୧୦ରୁ ଅଧିକ ପିଲା ଆହତ

ଆଜି ସକାଳେ ସ୍କୁଲ ଭ୍ୟାନଟି ପିଲାମାନଙ୍କୁ ନେଇ ଆସୁଥିଲା। ଏହି ସମୟରେ ଚଢେଇଭୋଳ ରାସ୍ତାର ଭଅଁରା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୯ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 ‘Shishu Vatika’ i
Sishu Batika : କୋଳରେ ବସାଇଲେ; ଖଡ଼ି ଛୁଆଇଁଲେ ଶିକ୍ଷାମନ୍ତ୍ରୀ

ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ, ପ୍ରଥମ ଥର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାର ଶୁଭାରମ୍ଭ ହୋଇଛି । ବରଗଡ଼ ହାଇସ୍କୁଲଠାରେ ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି।

No-Confidence Vote
No Confidence Vote: ନାଁ ନନେଇ ବବିଙ୍କ ଉପରେ ବର୍ଷିଲେ ବ୍ୟାସନଗର ପୌରାଧ୍ୟକ୍ଷା; କହିଲେ...

ଗତ ମାସ ୧୨ ତାରିଖରେ ୧୧ କାଉନସିଲରଙ୍କ ଦସ୍ତଖତ ଯାଞ୍ଚ କରାଯାଇ ଅନାସ୍ଥା ପ୍ରସ୍ତାବକୁ ପାରିତ କରାଯାଇଥିଲା। ତେବେ ଆଜି ଅନାସ୍ଥା ଭୋଟ୍ ହେବାକୁ ଯାଉଥିବା ବେଳେ, ଏହା ପୂର୍ବରୁ ଭିଡିଓ ଜାରି କରି ମୁହଁ ଖୋଲିଛନ୍ତି ପୌରାଧ୍ୟକ୍ଷା।

weather
Weather Update: ୪ ତାରିଖ ଯାଏଁ ତାଣ୍ଡବ ରଚିବ କାଳବୈଶାଖୀ;୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ରାଜ୍ୟରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ୩୦ରୁ ୪୦, ଅନ୍ୟ କିଛି ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବୋହିବ। ଆଜି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

plus-two-exam-
Plus Two Evolution: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା; ସାମିଲ ହେବେ୧୬ ହଜାର ଅଧ୍ୟାପକ

ଖାତା ଦେଖାରେ ମୋଟ ୧୬ ହଜାର ଅଧ୍ୟାପକ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଦିନ ୫୦ ମାର୍କର ୨୦ଟି ଏବଂ ୮୦ ମାର୍କର ୩୦ଟି ଖାତା ଦେଖାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ପ୍ରଥମଥର ଏକା ସହ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ସହ କରେସପଣ୍ଡିଂ ପରୀକ୍ଷାଫଳ...

School
Sishu Batika :ଆଜି ହେବ ଖଡ଼ି ଛୁଆଁ; ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ରାଜ୍ୟରେ ଶୁଭାରମ୍ଭ ହେଉଛି ଶିଶୁ ବାଟିକା। ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟସ୍ତରରେ ଶିଶୁ ବାଟିକା ବ୍ୟବସ୍ଥାର ଶୁଭାରମ୍ଭ ହେଉଛି।ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ 'ପ୍ରବେଶ ଉତ୍ସବ' ଏବଂ 'ଖଡ଼ି ଛୁଆଁ' କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେଉଛି।

puri
Banakalagi Ritual: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ...

ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବାର ପରମ୍ପରା ରହିଛି ।

Kiit
KIIT University: କିଟ୍‌ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ; ମିଳିଲା ଝୁଲନ୍ତା ମୃତଦେହ

ଅର୍ଣ୍ଣବ କିଟ୍‌ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ହଷ୍ଟେଲରୁ ମଞ୍ଚେଶ୍ବର କାହିଁକି ଆସିଥିଲେ, କିପରି ତାଙ୍କର ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଇଛି।

SBI
SBI Digital Service: ବଡ଼ ସୂଚନା; ୩ ଘଣ୍ଟା ପାଇଁ କାମ କରିବନି SBI ଡିଜିଟାଲ୍‌ ସର୍ଭିସ

SBI ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଡିଜିଟାଲ୍‌ ସର୍ଭିସ୍‌ ବନ୍ଦ ରହିବ। ଏହି ସମୟରେ UPI ଲାଇଟ୍‌ ଓ ATM ବ୍ୟବହାର ପାଇଁ ପରାମର୍ଶ ଦେଇଛି SBI।

orphan child
Orphan Child: ପୂରିନି ବର୍ଷେ; ଦଇବ ଦେଲା ଦୁଃଖ, ଅନାଥ ହେଲେ ୨ଛୁଆ

ରମେଶ ମୁଣ୍ଡାଙ୍କର ଥିଲା ଖସଖୁସିର ପରିବାର। ସ୍ତ୍ରୀ ରଶ୍ମିତା ମୁଣ୍ଡା, ୧୦ବର୍ଷର ପୁଅ ସଞ୍ଜୟ ଓ ୬ବର୍ଷର ଝିଅକୁ ନେଇ ତୋଳିଥିଲେ ସ୍ୱପ୍ନର ଘର। ବେଶ୍ ଆନନ୍ଦରେ ନିଜ ପରିବାର ଚଳାଇ ନେଉଥିଲେ ରମେଶ। ହଠାତ୍ ସେହି ପରିବାର ଉପରେ ଯେପରି କାହାର ଲାଗିଗଲା ନଜର । 

fire
Fire Breaks Out: କଟକରେ ଭୟାବହ ଅଗ୍ନିକାଣ୍ଡ; ଜଳୁଛି ସୁଟକେସ ସୋ'ରୁମ

ପବନ ହେଉଥିବାରୁ ନିଆଁ ଶୀଘ୍ର ଚାରିଆଡକୁ ବ୍ୟାପିଯାଉଥିବା ଜଣାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଅଗ୍ନିଶମ ବାହିନୀ ଗାଡ଼ି ଲାଗିଛନ୍ତି। ତେବେ ନିଆଁ କିପରି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Death person
Death: ଏମିତି ବି ଆସେ ମୃତ୍ୟୁ; ପ୍ରବଚନ ଦେବାବେଳେ ଚାଲିଗଲା ଜୀବନ

ପ୍ରବଚନ ଦେଉଥିବା ବେଳେ ଚାଲିଯାଇଛି ପ୍ରବଚକଙ୍କ ଜୀବନ। ଏହି ପ୍ରବଚକ ହେଉଛନ୍ତି ଅଧ୍ୟାପକ ଗୋପାଳ ପ୍ରସାଦ ବେଜ। ସେ ରାମ ଚରିତ ମାନସ ପ୍ରବଚକ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ଘର ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରରେ।

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।