ଆଜି ଭୋର ୪ଟା ସମୟରେ ବାୟାସ ବିଶ୍ରା ଥାନା ଅକ୍ଷୟଶିଳା ଜଳ ପ୍ରପାତ ଅଞ୍ଚଳରେ ଥିବା ରାଉରକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ସେହି ସ୍ଥାନରେ ଛକି ରହିଥିଲା। ପୋଲିସକୁ ଦେଖି ପ୍ରଥମେ ବାୟାସ ଗୁଳି ଚାଳନା କରିଥିଲା।
ସାହି ଗଳିରେ ବୁଲୁଛି ଅଟୋ। ଜଳୁଛି ଦୀପ। ଲାଗିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ଭଳି କି ଭଳି ଫଟୋ। କେତେବେଳେ ତୋ ବିନା ଆଉ ଭଲ ଲାଗେନା କିଛି... ଗୀତ ବାଜୁଛି ତ ଆଉ କେତେବେଳେ ବାଜୁଛି ତୁ ମୋର ସ୍ୱପ୍ନର ସୁନେଲି ସନ୍ଧ୍ୟା...।
ବାପା ଆମକୁ କାହିଁକି ମାରିଲ...ଆମେ କ’ଣ ଏତେ ଖରାପ ଥିଲୁ। ମା’ ମରିଯିବା ପରେ ତମେ ନୂଆ ମା’ ଆଣିବାକୁ କହିଲ, ଦ୍ୱିତୀୟ ବିବାହ ପାଇଁ ଜିଦ ଧରିଲ। ଆଉ ଆମେ ମନା କରିବାରୁ ଆମକୁ ସବୁଦିନ ପାଇଁ ଶୁଆଇଦେଲ
ହାତରେ ମେହେନ୍ଦି ଆଉ ଦେହରେ ଲାଗିଲାଣି ହଳଦୀ। ରୁଣ୍ଡ ହେଲେଣି ବନ୍ଧୁବାନ୍ଧବ। ପୁଣି ବାଜିବ ସାହାନାଇ। ଜାଗୃତିଙ୍କ ପାଇଁ ପୁଣି ବର ସାଜିବେ ବାଳୁଙ୍ଗା ଟୋକା। ଘୋଡା ଚଢ଼ିବେ ଅନୁଭବ ମହାନ୍ତି। ନିକଟରେ ସରିଥିଲା ନିବର୍ନ୍ଧ ଆଉ ଏବେ ସରିଲାଣି ମେହେନ୍ଦି, ମଙ୍ଗୁଳା ବି ଶେଷ ହୋଗଲାଣି।
ଉତ୍ପାତ କଲା ବିଜୁ ବାବୁଙ୍କ ଅସ୍ଥି... ପବନ ବହିଲା... କବାଟ ଧଡ଼ଧଡ଼ କଲା । ଯେଉଁଦିନ ସଂଧ୍ୟା ଦୀପ ନଦିଆଯାଏ ସେଦିନ କବାଟ ବାଡ଼ାଉଥିଲା ବିଜୁଙ୍କ ଆତ୍ମା । ଘରେ ଅସ୍ଥି ରହିବାର ୩ରୁ ୪ ବର୍ଷ ଭିତରେ ଅନେକ କିଛି ଘଟିଛି । ହଠାତ୍ ଦୁଆର ଭିତରେ...
ଚାମ୍ପିୟନ୍ସ୍ ଟ୍ରଫି ପୂର୍ବରୁ ମହାପ୍ରଭୁଙ୍କ ଶରଣକୁ ଆସିଥିଲେ ଟିମ୍ ଇଣ୍ଡିଆ ଖେଳାଳି। ପୁରୀ ଆସି ଆଶିଷ ଲୋଡ଼ିଥିଲେ। ଡାକ ଶୁଣିଲେ ଲୀଳାମୟ, ୧୨ ବର୍ଷ ପରେ ଚମ୍ପିୟାନ୍ସ୍ ଟ୍ରଫି ଜିତିଲା ଭାରତ ।
‘ମୃତ୍ୟୁ ଶଯ୍ୟାରେ ଶୋଇଥିଲେ ବିଜୁ, ହସ୍ପିଟାଲ ବିଲ୍ ନଦେଇ ଲୁଚିଥିଲେ ନବୀନ। ବିଜୁଙ୍କୁ ଜୀବିତ କିମ୍ବା ମୃତ୍ୟୁ ପରେ ସମ୍ମାନ ଦେଇନାହାନ୍ତି ନବୀନ । ଶେଷ ବେଳରେ ବିଜୁ ବାବୁଙ୍କୁ ଦେଖା କରିବାକୁ ହସ୍ପିଟାଲ ଯାଉନଥିଲେ ନବୀନ। ଅନ୍ତିମ ସଂସ୍କାର ପରେ ଅସ୍ଥି ସଂଗ୍ରହ କି ବିସର୍ଜନ ବି...
ପ୍ରେମିକପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ। ଦୁର୍ଘଟଣାଗସ୍ତ ହୋଇପାରନ୍ତି। ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ। କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିବେ।
ଏ ଫଟୋ ଅନେକ କଥା କହୁଛି। ଏ ଅଭିଯୋଗର ଫର୍ଦ୍ଦ ଏବେ ବି ଗୁମୁରି ଗୁମୁରି କାନ୍ଦୁଛି । ଖାଲି ଫରକ, କହାର ଜୀବନ ନାହିଁ, କେହି ପାଟି ଫିଟାଇ ଚିତ୍କାର କରିପାରୁ ନାହାନ୍ତି ।
ପିଉଛନ୍ତି ଗୋବର ପାଣି, ଚାଲିଛି ମୁଣ୍ଡନ। ନରେନ୍ଦ୍ର ପୁଷ୍କରିଣୀ ହେଉଛି ପାପ କ୍ଷୟ ସ୍ନାନ। ହାତ ଟେକି ଦେଇ କହୁଛନ୍ତି ହେ ମହାପ୍ରଭୁ ଯିବୁନି ଆଉ ଜୟା ହୋଟେଲ, ଆଉ ଖାଇବୁନି ମଟନ ।
କର୍ମଶାଳାରେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ।
ଆଜି ଭୋର ସମୟରେ ଏକ ଟ୍ରକ୍ରେ ୩୦ଟି ଗୋରୁଙ୍କୁ ଏକ ଟ୍ରକ୍ରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା। ଏହି ସମୟରେ ଗୋରୁ ଚାଲାଣକାରୀ ମାନେ କାର୍ ଯୋଗେ ଟ୍ରକ୍ଟିକୁ ଏସ୍କଟ ଦେଇ ଯାଉଥିଲେ। ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ସିଟି ଷ୍ଟେସନ ନିକଟରେ ଛକି ରହିଥିଲା।
ସମସ୍ତଙ୍କ ପାଇଁ ଚିଆ ସିଡ୍ସ ଉପକାରୀ ନୁହେଁ। ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ। ତେଣୁ କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ...
ମଧ୍ୟପ୍ରଦେଶ ଗ୍ବାଲିୟର ଗୋଲା ମନ୍ଦିର ସ୍ଥିତ ଦି ଲିଗାସି ବିଲ୍ଡିଂ। ଏଠାରେ ରୁହନ୍ତି ଅନିଲ ଜାଟ ଓ ତାଙ୍କ ଭାଉଜ ରଞ୍ଜନା ଜାଟ୍। ଦୁହେଁ ରିଲ୍ସ ପ୍ରେମୀ। ସବୁ ଦିନ ଭଳି ମାର୍ଚ୍ଚ ୭ ତାରିଖରେ ଏମାନଙ୍କୁ ଘାରିଥିଲା ରିଲ୍ସ ନିଶା। ରିଲ୍ସରେ ଧୂଆଁର ଇଫେକ୍ଟ ଦେଖାଇବାକୁ ଭାବିଥିଲେ...
୨୦୧୪ ମସିହାରେ ବଦ୍ରିଙ୍କ ବିରୁଦ୍ଧରେ ପ୍ରମୁଖ ଦାବିଦାର ହିସାବରେ ଠିଆ ହୋଇଥିଲେ ରାଜା । ବିଜେଡିର ଅନ୍ୟତମ ପ୍ରମୁଖ ନେତା ବବି ଦାସଙ୍କ ଭାଇ କହିବା ଆରମ୍ଭ କରି ରାଜା ଚଳାଇଥିଲେ ତାଙ୍କର କଳା ସାମ୍ରାଜ୍ୟ ।
କୋରାପୁଟ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳର ସର୍ଭେ କରାଯାଉଛି। ଆଉ ଆଗାମୀ ଦିନରେ ଆଡଭେନଚର ଟୁରିଜିମ ପାଇଁ ବିଭିନ୍ନ ଜାଗାରୁ ହଟ ଏୟାର ବେଲୁନର ଟ୍ରାଏଲ ରନ ଭାବେ କରାଯାଉଛି। କୋରାପୁଟରେ ସୁଉଚ୍ଚ ପାହାଡ଼,ନଦୀ,ଝରଣା ଏବଂ ଜଳପ୍ରପାତର ଦୃଶ୍ୟ ଭରପୁର।
ମାଳଦ୍ବୀପର ଜନସଂଖ୍ୟା ପ୍ରାୟ ୫.୫ ଲକ୍ଷ । ସେମାନଙ୍କ ମଧ୍ୟରେ ସେଠି ଚାକିରି କରୁଥିବା ବିଦେଶୀ ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ । ଭାରତ ଓ ଶ୍ରୀଲଙ୍କାର ହଜାର ହଜାର ଲୋକ ମାଳଦ୍ବୀପର ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି।
ପ୍ରଥମେ ସାଂସଦଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କଲେ । ଆଉ ତା’ ପରେ ଧରାପଡ଼ିବାରୁ ଗୋଡ଼ ଧରି ଭୁଲ ମାଗିଲେ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଭଉଣୀ ଓ ଭଣଜାଙ୍କୁ ମଦ ମାଫିଆ ଆକ୍ରମଣ କରିଥିଲେ। ପରେ ଏନେଇ ପ୍ରତାପ ଷଡ଼ଙ୍ଗୀ ନୀଳଗିରି ଥାନାକୁ ଖବର ଦେବାପରେ ପୋଲିସ...
ପ୍ରକାଶ ୧୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅକୁ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀଙ୍କର ୩ବର୍ଷ ତଳେ ମୃତ୍ୟୁ ଘଟିଥିଲା। ହେଲେ ପ୍ରକାଶ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ଆଉ କେଇଟା ଦିନ ପରେ ଅନୁଭବ ଓ ଜାଗୃତିଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ଦିନେ ଏହି ଯୋଡ଼ି ଓଲିଉଡ୍ର ସୁପର ଯୋଡ଼ି ଭାବେ ବେଶ୍ ଜଣାଶୁଣା ଥିଲେ। ସିନେମା ହଲରେ ବର୍ଷା-ଅନୁଭବଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ଖଚାଖଚ ଭିଡ଼ ଜମୁଥିଲା ।