ଗତକାଲି ଭୋର ୩ଟା ୩୦ ସମୟରେ ଭୂବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଅନନ୍ତ ଦାସ। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।
ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଏଥିପାଇଁ SRCଙ୍କ ଅଫିସ୍ ପକ୍ଷରୁ ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ଅନୁମାନ କରାଯାଉଛି।
ଫାଇନାନ୍ସ ବିଲ୍ ୨୦୨୫ ପାରିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ଏହାଛଡ଼ା ଆହୁରି ୩୦ରୁ ଅଧିକ ବିଲ୍ ରହିଛି ଯାହାକୁ କେନ୍ଦ୍ର ସରକାର ଏହି ଅଧିବେଶନରେ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୨୬ଟି ବିଲ୍ ରାଜ୍ୟସଭା ଏବଂ ୯ଟି ବିଲ୍ ଲୋକସଭାରେ ଅଟକି ରହିଛି। ସେହିପରି ନୂଆ...
ରାଜ୍ୟରେ ଆଳୁ ସଙ୍କଟ ଏଡାଇବାକୁ ସରକାର ଆରମ୍ଭ କରିଛନ୍ତି ଆଳୁ ମିଶନ। ଏହି ମିଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ପ୍ରାଥମିକତା ଦିଆଯାଇଛି। ଆଉ ସରକାରୀ ପ୍ରୋତ୍ସାହନ ପାଇ ଦୁଇ ପଇସା ଲାଭ ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଶତାଧିକ ଚାଷୀ ଧାନ ମାଣ୍ଡିଆ ଛାଡ଼ି ଲାଗିପଡିଛନ୍ତି ଆଳୁ...
ଭିଡିଓ ଭାଇରାଲ୍ ପରେ ଜିଲ୍ଲା ପ୍ରଶାସନ ନେଇଛି ଆକ୍ସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଳମ୍ବିତ ରାତିରେ ଜୟା ଢ଼ାବାକୁ ସିଲ୍ କରି ଦିଆଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ଏଠାରେ ପୋଲିସ ମୁତୟନ କରାଯାଇଛି। ଘଟଣାର ସତ୍ୟତା ପରଖିବା ନେଇ ରାଜ୍ୟ ପରୀକ୍ଷାଗାରକୁ ଯାଇଛି ମାଂସ ନମୂନା।
ବିଜୁ ବାବୁଙ୍କ ଶେଷ ସମୟରେ ବିଜେଡି ମୁଖିଆ କେଉଁଠି ଥିଲେ ? ରୋଗଗ୍ରସ୍ତ ହୋଇ ଯନ୍ତ୍ରଣା ଭୋଗୁଥିବା ସମୟରେ ବିଜେଡି ମୁଖିଆ ତାଙ୍କର କେତେ ଦିନ ସେବା କରିଥିଲେ ? ବିଜେଡି ମୁଖିଆ ବିଜୁଙ୍କ ନାଁରେ ସଂକୀର୍ଣ୍ଣ ରାଜନୀତି କରି ଅପମାନ କରିଛି ।
ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବାବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର।
ଶନିଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବା ଓ ଶନିଦଶା ଦୂର ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଉପାୟ ରହିଛି। ଶନିଙ୍କ କୋପରୁ ବଞ୍ଚିବା ପାଇଁ ତେଲ ଦାନ ସବୁଠାରୁ ଭଲ ଉପାୟ। ହେଲେ ତେଲ ଦାନ କରିବାର କିଛିଟା ଉପାୟ ରହିଛି। ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କରିବା...
ଫଟୋରେ ଅନୁଭବଙ୍କ ସହ ଜାଗୃତିଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏଥିସହ ଅନୁଭବଙ୍କ ପରିବାର ସହ ଜାଗୃତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଓଡ଼ିଶା ବାହାରେ ଉଭୟଙ୍କ ନିର୍ବନ୍ଧ ସରିଥିବା କୁହାଯାଉଛି । ଉଭୟ ଏକାଠି ଫଟୋ ଉଠାଇଥିବା ବେଳେ କୌଣସି ଏକ ମାଙ୍ଗଳିକ କାର୍ଯ୍ୟକ୍ରମରେ ଥିବାର ଫଟୋରୁ ଜଣାପଡୁଛି।
ଦେଶର ତୃତୀୟ ରାଜ୍ୟ ଭାବେ ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟସଆପ୍ ବ୍ୟବହାର କରିବ ଓଡ଼ିଶା। ରାଜ୍ୟ ସରକାର ଓ ମେଟା ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ୟୁନିଫାଏଡ୍ ହ୍ବାଟସଆପ୍ ଚାଟବଟ୍ ଶୁଭାରମ୍ଭ ହୋଇଛି। ହ୍ବାଟସଆପ୍ ଆଧାରିତ ନାଗରିକ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।
ଚନ୍ଦ୍ରପୃଷ୍ଠର ତାପମାତ୍ରାକୁ ନେଇ ଲ୍ୟାଣ୍ଡର ବିକ୍ରମ ଦ୍ୱାରା ସଂଗୃହିତ ତଥ୍ୟରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠ ତଳେ ପ୍ରଚୁର ପରିମାଣରେ ବରଫ ଥାଇପାରେ। ପୂର୍ବରୁ ଯେତିକି ଅନୁମାନ କରାଯାଉଥିଲା, ତା’ ଠାରୁ ଅଧିକ ସ୍ଥାନରେ ବରଫ ଥାଇପାରେ ବୋଲି ଆଶା କରାଯାଉଛି।
ଇଚ୍ଛାଥିଲେ ମଣିଷ ସବୁକିଛି କରିପାରେ। ପରିସ୍ଥିତି ଖରାପ ଆସିଲେ ବି ଆତ୍ମବିଶ୍ବାସର ସହ ଦମ୍ଭଧରି ଆଗକୁ ବଢେ। ଜୀବନର କାଲି ଆଉ ଆଜି ଭିତରେ ବାଧାବିଘ୍ନର ପାହାଡ଼ ସହିଥିବା ଜଣେ ମହିଳା ହେଲେ ଡକ୍ଟର ସ୍ମୃତି ମହାପାତ୍ର। ତାଙ୍କରି ସଂଘର୍ଷମୟ ଜୀବନକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ପାଦେ...
ଏପ୍ରିଲ ୧୮ରୁ ୨୮ ତାରିଖ ଯାଏ କଳିଙ୍ଗ ସୁପର୍ କପ୍ ଖେଳାଯିବ। ଏଥିରେ ସାମିଲ ହେବେ ବଛା ବଛା କ୍ଲବ୍। ଦେଶର ଶ୍ରେଷ୍ଠ କ୍ଲବ୍ ମାନଙ୍କ ମଧ୍ୟରେ ହେବ ପ୍ରତିଯୋଗିତା। AIFF ରାଜ୍ୟ କ୍ରୀଡ଼ା ବିଭାଗକୁ ଚିଠି ଲେଖି ଏହା ସ୍ପଷ୍ଟ କରିଥିବା ବେଳେ, କ୍ରୀଡ଼ା ବିଭାଗ ପକ୍ଷରୁ...
ଆଜି ଭୋର ୫ଟା ସମୟରେ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଫୋନ୍ କରିଥିଲେ ଓ ଏଥିସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ।୩ ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।
ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇବେ। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର।
ବିଜୁଙ୍କ ଜନ୍ମ ଜୟନ୍ତିରେ ବିଜୁଙ୍କୁ ହାଇଜାକ କଲା ବିଜେପି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୁହଁରେ ବିଜୁଙ୍କ କଥା। ବିଜୁଙ୍କ ରାଜ୍ୟସ୍ତରୀୟ ଜୟନ୍ତିକୁ ନ ଆସି ବିରୋଧୀଦଳ ନେତା ନବୀନ ପାପ କରିଛନ୍ତି ।
ମହମ୍ମଦ ଶାମିଙ୍କୁ ନେଇ ବିବାଦ। ରୋଜା ଚାଲିଥିବା ବେଳେ କାହିଁକି ପିଇଲେ ପାନୀୟ ? ଭଡ଼କିଲେ ମୌଲାନା, ଉତ୍ତର ରଖିଲେ କୋଚ୍ ଓ ଭାଇ ।
ଘରେ ଚାଲିଥିଲା ବେଆଇନ ବାଣ ବ୍ୟବସାୟ । ବାଣ ଭିଡ଼ିବା ବେଳେ ହେଲା ଭୟଙ୍କର ବିସ୍ଫୋରଣ । ଛିନଛତ୍ର ହୋଇଗଲା ଘର, କାନ୍ଥ ଫାଟି ଉଡ଼ିଗଲା ଛାତ । ପଡ଼ିଶା ଘର ଲୋକେ ବି ଆହତ । ୫ ମେଡିକାଲରେ ଭର୍ତ୍ତି, ଶବ୍ଦ ଶୁଣି ଶିଶୁ ଆହତ ।...
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ଘଟଣାରେ ଦୋଷୀକୁ କେବେ ମିଳିବ ଦଣ୍ଡ ? କୋର୍ଟରୁ ରାୟ ଆସିବା ଆଗରୁ ଫାଶୀ ଦଣ୍ଡ ଦାବିକଲେ ସୌମ୍ୟଶେଖରଙ୍କ ପରିବାର । ଘଟଣାକୁ ୭ ବର୍ଷ ବିତିଥିବାବେଳେ କୋର୍ଟରେ ରେକର୍ଡ ହୋଇଛି ଅଭିଯୁକ୍ତ ପୁଂଜିଲାଲର ବୟାନ ।
ଋଣ ଭାରରୁ ସାମୂହିକ ଜୀବନ ହାରିବାର ଯୋଜନା, ଆଉ ଏହି ଯୋଜନାରୁ ଗଣହତ୍ୟା। କୋଲକାତା ଟ୍ରିପଲ୍ ମର୍ଡର କେସର ପର୍ଦ୍ଦାଫାସ କରିଛି ପୋଲିସ।