• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

Tapaswini Nayak

Editor

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର& ...more

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।
 

less

Posts by Tapaswini Nayak

Murder
Son killed Father: ବାପାକୁ ଦିଗଡ଼ କଲା; ମୁଣ୍ଡ ଧରି ଥାନାରେ ପହଞ୍ଚିଲା

ଗତକାଲି ବିଳମ୍ବ ରାତିରେ ସାନ ପୁଅ ସମ୍ବୁନାଥ ଧାରୁଆ ଅସ୍ତ୍ରରେ ବାଇଧରଙ୍କ ଉପରେ ଆକ୍ରମଣ କରିଥିଲା। ବାପାକୁ ହାଣି ଦିଗଡ କରିଥିଲା। ବାପାକୁ ହାଣୁଥିବା ଦେଖି ମା’ ଦୌଡ଼ି ଆସିଥିଲା। ପୁଅ କବଳରୁ ନିଜ ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା।

police
Police Encounter: ମହେଶକୁ ଏନକାଉଣ୍ଟର; ବାମ ଗୋଡ଼ରେ ବାଜିଛି ଗୁଳି

ମହେଶ ପୁଲିସକୁ ଦେଖି ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା ଓ ଏଥିସହ ପୁଲିସ ଉପରକୁ ଗୁଳି କରିଥିଲା। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ମହେଶର ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

Murder
Murder: ପୁଅ ଖେଳିଲା ରକ୍ତର ହୋଲି; ବାପାମା’, ଭଉଣୀକୁ ମାରିଦେଲା

ଗତକାଲି ରାତିରେ କୌଣସି କଥାକୁ ନେଇ ବାପାମା’ଙ୍କ ସହ ବଣ୍ଟିର ବଚସା ହୋଇଥିଲା। ପରେ ବଣ୍ଟି ଉତ୍‌କ୍ଷିପ୍ତ ହୋଇ ବାପାମା’ ଓ ଭଉଣୀକୁ ଘରେ ଥିବା ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିଲା।

puri
Puri Srimandir Special Security : ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନିଯୁକ୍ତି ପାଇଁ ଆଗ୍ରହୀ କି? ପ୍ରକାଶ ପାଇଲା ବିଜ୍ଞପ୍ତି

ସେଇଭଳି ଷ୍ଟେଟ୍ କ୍ୟାଡର ଅଫ ସିଭିଲ ପୋଲିସରୁ ଜଣେ ସବ-ଇନ୍ସପେକ୍ଟର, ୨ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଭଳି ପଦବୀରେ ନିଯୁକ୍ତ ହେବେ। ଏହାବାଦ୍ ୨୪୦ ହାବିଲଦାର , ବାଟାଲିୟନ୍ କ୍ୟାଡରରୁ ୭୨୦ ସିପାହୀ ଜଣ ନିଯୁକ୍ତ ହେବେ।

Crime Branch
Naba Das Murder Mystery: ଅଛି କି ଚାପ! କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଦୀପାଳି

କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଦୀପାଳି ଜଣାଇଛନ୍ତି। ଆଜି ପୁଅ ବିଶାଳ ଦାସଙ୍କ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିଲା।

By plot
Part Plot Registration: ଖୁସି ଖବର: ଏପ୍ରିଲରୁ ପାର୍ଟ ପ୍ଲଟ୍ ପଞ୍ଜୀକରଣ

ରାଜ୍ୟରେ କିଛି ଦିନ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ ବନ୍ଦ ଥିଲା। ଫଳରେ ପାର୍ଟ ପ୍ଲଟ୍ ପଞ୍ଜୀକରଣ ହୋଇ ପାରୁନଥିଲା। ଯେଉଁମାନେ ପାର୍ଟ ପ୍ଲଟ୍ କିଣୁଥିଲେ,ପଞ୍ଜୀକରଣ ହେଉନଥିବାରୁ  ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ।

Nasa
Mobile Service to Moon: ନିର୍ମାଣ ହେବ ମୋବାଇଲ ଟାଓ୍ବାର: ଜହ୍ନମାମୁରେ ଶୁଭିବ ଟ୍ରିଂ ଟ୍ରିଂ !

ପୃଥିବୀରେ ଯେଉଁ ବୈଷୟିକ ଜ୍ଞାନକୌଶଳ ବଳରେ ଫୋନ ଯୋଗାଯୋଗ ସମ୍ଭବ ହୋଇଛି ଚନ୍ଦ୍ରପୃଷ୍ଠରେ ମଧ୍ୟ ସେହି ଜ୍ଞାନକୌଶଳକୁ ପ୍ରୟୋଗ କରିବାଗାକୁ ଯାଉଛି ନାସା। ନୋକିଆ LSCS ବା ଲୁନାର ସରଫେସ୍ କମ୍ୟୁନିକେସନ ସିଷ୍ଟମକୁ ବିକଶିତ କରିଛି।

HelplessWomen
HelplessWomen: ବାଃ ବାଃ ପ୍ରଶାସନ; ଏମିତି ଯୋଗାଉଛ ସରକାରୀ ସୁବିଧା ?

ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ନେତା ଗୋରଖନାଥ ମନ୍ଦିର ଯାଉଛନ୍ତି । ହେଲେ କାହା ନଜରରେ ପଡ଼ିନି ବାସନ୍ତୀଙ୍କ ଏହି ଘର ଉପରେ । ଆଉ କେତେ ଦିନ ପ୍ରଶାସନ ଏମିତି ଅଣଦେଖା କରିବ ତା’ ଦେଖିବାକୁ ବାକି ରହିଲା ।

JioElectricCycle
JioElectricCycle: ବଜାରକୁ ଆସିପାରେ Electric Cycle, ଅଳ୍ପ ପଇସାରେ ଚାଲିବ ଅଧିକ ବାଟ

ସ୍ପୋର୍ଟି ଏବଂ ଷ୍ଟାଇଲିସ୍ ଡିଜାଇନ୍ ବିଶିଷ୍ଟ, ଏହି ସାଇକେଲରେ ଏକ ଦୃଢ଼ ଷ୍ଟିଲ୍ ଫ୍ରେମ୍ ସହ ଆରାମଦାୟକ ସିଟ୍ ରହିବ। ଏହାସହ ଏଥିରେ LED ଲାଇଟ୍ ଏବଂ ଡିଜିଟାଲ୍ ଡିସ୍ପ୍ଲେ ମଧ୍ୟ ରହିବ, ଯାହା ଏହାକୁ ଅଧିକ ଆକର୍ଷଣୀୟ ଲୁକ୍ ଦେବ।

Tattoo
Tattoo in Foreign woman’s; ଧାର୍ମିକ ଭାବନାକୁ ଆଘାତ; ବିଦେଶିନୀଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ

ଭୁବନେଶ୍ୱରର ଏକ ଟାଟୁ ସେଣ୍ଟରରେ ଏଭଳି ଟାଟୁ କରାଇଥିଲେ ଜଣେ ବିଦେଶୀ ମହିଳା। ନିଜ ସୋସାଲ ମିଡିଆ ଆକାଉଣ୍ଟରେ ମହିଳା ଜଣକ ଏହାକୁ ଅପଲୋଡ୍ କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

Fish
Shark Fish: ଜାଲରେ ପଡ଼ିଲା ସାର୍କ ମାଛ; ଦାମ ଏକ ଲକ୍ଷ

ଦୀଘା ନଦୀ ମୁହାଣରେ ଥିବା ମତ୍ସ୍ୟ ସମ୍ପଦ ନିଲାମ କେନ୍ଦ୍ରରେ ମାଛକୁ ବିକ୍ରି କରାଯାଇଥିଲା। ଏକ ଲକ୍ଷ ଟଙ୍କାରେ ମାଛଟିକୁ ବିକ୍ରି କରାଯାଇଥିଲା। ତେବେ ସାର୍କଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

New born Baby
New Born Baby: ମାସକର ଶିଶୁର ଜୀବନ ସହ ଖେଳ: କାନ୍ଦିବାରୁ ୪୦ ଚେଙ୍କ

ଶିଶୁ ପୁତ୍ର ଜନ୍ମ ହେବାର ୧୦ ଦିନ ପରେ ଦେହ ଭାଙ୍ଗି ମୋଡି ହେଉଥିଲା ଓ ସବୁବେଳେ କାନ୍ଦୁଥିଲା।ପିଲାଟି କାହିଁକି କାନ୍ଦୁଛି ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପିଲାଟି ଦେହ ଓ ମୁଣ୍ଡରେ ୪୦ରୁ ଅଧିକ ଚେଙ୍କ ଦେଇଥିଲେ।

Weather
Weather Update: ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା; ୩୭ ଡିଗ୍ରୀ ଡେଇଁଲା ୧୦ ସହରର ତାପମାତ୍ରା

ପାଣିପାଗ କେନ୍ଦ୍ରରର ସୂଚନା ଅନୁସାରେ ଏବର୍ଷ ତାତି ସବୁ ରେକର୍ଡ ଭାଙ୍ଗିବ। ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମପ୍ରବାହ।

pravati parida
ପ୍ରଭାତୀଙ୍କ ପାଖରେ ପାଣ୍ଡିଆନଙ୍କ ଖର୍ଚ୍ଚ ତାଲିକା

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟରେ ଭି କେ ପାଣ୍ଡିଆନ୍। ନିଜ ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନ ବିଭାଗର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଦଳୀୟ ଭିତ୍ତିରେ ପର୍ଯ୍ୟଟନ ସ୍ଥଳୀ ଗୁଡିକ ବଣ୍ଟାଯାଇଛି ।

murder
ଦୃଶ୍ୟମ ଷ୍ଟାଇଲରେ ମର୍ଡର

ପ୍ରେମିକା ତଥା ପର ସ୍ତ୍ରୀକୁ ଘରୁ ଭଗେଇ ନେଲା, ମର୍ଡର କରି କୂଅରେ ଫୋପାଡିଲା। ଫ୍ରୀ କଲ ଆପରେ ପୋଲିସକୁ ଭୂଆଁ ବୁଲାଇଲା। ଆଉ ଏବେ ।

V. K. Pandian
ପାଣ୍ଡିଆନ ବିଦା କରିଥିଲେ, ମୋହନ ଆପଣେଇଲେ

ପାଣ୍ଡିଆନଙ୍କ ବିରୋଧରେ ଅପ୍ରିୟ ସତ କହିଥିଲେ। ଗୋଟିଏ ଦିନରେ ଚାକିରୀ ନେଇଯାଇଥିଲେ ନବୀନ ସରକାର। ହେଲେ ଆଜି ଆପଣେଇ ନେଲେ ମୋହନ। ଅଭିଯୋଗ ଶୁଣିଲେ ଫଟୋ ଉଠାଇଲେ ।

sudargrah
ଟମାଟୋ କିଆରିରେ ଟ୍ରାକ୍ଟର ମଡ଼ାଇଲେ

ଦିନେ ସେଞ୍ଚୁରୀ ମାରିଥିବା ଟମାଟୋକୁ କିଲୋ ପିଛା ଦି ଟଙ୍କାରେ ବି କେହି ପଚାରୁନାହାନ୍ତି। କ୍ଷେତରେ ଟ୍ରାକ୍ଟର ମଡାଇ ଦେଲେ ଚାଷୀ।

sudargrah
Vegetable Price Down: ଟମାଟୋ କିଆରିରେ ଟ୍ରାକ୍ଟର ମଡ଼ାଇଦେଲେ ଚାଷୀ

ଦିନେ ସେଞ୍ଚୁରୀ ମାରିଥିବା ଟମାଟୋକୁ କିଲୋ ପିଛା ଦି ଟଙ୍କାରେ ବି କେହି ପଚାରୁନାହାନ୍ତି। କ୍ଷେତରେ ଟ୍ରାକ୍ଟର ମଡାଇ ଦେଲେ ଚାଷୀ।

DeepaliDas
ଦିପାଳୀଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା

ନିଜ ଜାଲରେ ନିଜେ ଫସିଗଲେ କି ଦିପାଳୀ ? ସିବିଆଇ ତଦନ୍ତ କରିବାକୁ କହିବା ତାଙ୍କୁ ମହଙ୍ଗା ପଡିବ କି ? ବାପା ନବ ଦାସ ହତ୍ୟା ମାମଲାକୁ କ୍ରାଇମବ୍ରାଞ୍ଚ ପୁଣି ଥରେ ଖୋଲିବା ଦିପାଳୀଙ୍କ ପାଇଁ ଅଡୁଆରେ ପରିସ୍ଥିତି ସୃଷ୍ଟି କରିପାରେ।

‘ସମ୍ବାଦ’ରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରେ ଖବରକାଗଜ ‘ସଞ୍ଚାର’ରେ କିଛି ବର୍ଷ କାମ କରିବା ପରେ ୨୦୧୫ରେ ‘ଓଡ଼ିଶା ରିପୋର୍ଟର’ରେ ଯୋଗ ଦେଇଥିଲେ। କ୍ରାଇମ୍, ରାଜନୀତି, ସ୍ପେଶାଲ ଷ୍ଟୋରି, ଫିଚର ଓ ଡେଭଲପିଂ ବିଟ୍ ନ୍ୟୁଜରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ।