EPF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। PF ଆକାଉଣ୍ଟରୁ ପଇସା ଉଠାଇବା ହେଲା ଆହୁରି ସହଜ। EPFO ଆଣିଲା ନୂଆ କ୍ଲେମ ପ୍ରୋସେସ୍ ନିୟମ ।
Published By: Tapaswini Nayak
Last updated: 04 April 2025, 10:44 AM IST
ତହବୁର ରାଣାକୁ NIA ହେଡକ୍ବାର୍ଟସରେ ଖାତିରଦାରୀ ପାଇଁ ତୟାର ରହିଛି ସ୍ପେଶାଲ ସେଲ୍ । ସ୍ପେଶାଲ ସେଲ୍ ଭିତରକୁ କେବଳ NIA ଡିଜି ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଏବଂ ଡିଆଇଜି ଜୟା ରୟଙ୍କ ସମେତ ୧୨ ଜଣଙ୍କୁ ଯିବାକୁ ରହିଛି ଅନୁମତି ।