ହାତ ଗୋଡ଼ ବନ୍ଧି ଲୁହା ରଡରେ ପିଟି ଚାଲଲେ। ହାତ ଓ ପିଠିକୁ ବ୍ଲେଡରେ କାଟିଲେ। ଆଉ କ୍ଷତ ସ୍ଥାନରେ ଲୁଣ ମାରି ଅକଥୀନ ନିର୍ଯ୍ୟାତନା ଦେଲେ। ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଉପରେ ସିନିୟର କରିଥିଲେ ସାଢ଼େ ୪ ଘଣ୍ଟାର ଲୋମଟାଙ୍କୁରା ରାଗିଂ ।
Published By: Tapaswini Nayak
Last updated: 04 April 2025, 11:34 AM IST
ରାଜ୍ୟକୁ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ୍ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା।