Advertisment

ବାଲେଶ୍ୱର FM ମେଡିକାଲରେ ଅଗ୍ନିକାଣ୍ଡ

ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Fakir Mohan Medical College & Hospital Fire Mishap

Fire breaks out in Fakir Mohan Medical College & Hospital due to short circuit

ବାଲେଶ୍ୱର ମେଡିକାଲରେ ନିଆଁ । ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ପ୍ରଥମ ମହଲା ମେଡିସିନ ୱାର୍ଡର ଷ୍ଟାଫ୍ ବସୁଥିବା ଏକ ରୁମରେ ପ୍ରଥମେ AC ସର୍ଟ ସର୍କିଟ ହୋଇଥିଲା ।

Advertisment

ଏହା ପରେ ପୂରା ଅଞ୍ଚଳ ଧୂଆଁରେ ଭରି ଯାଇଥିଲା । ମେଡିକାଲ୍ କର୍ମଚାରୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ରୋଗୀ ଓ ସମ୍ପର୍କିୟଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଛି ।

Short Circuit Fire Breaks
Advertisment
Advertisment