/odishatv-khabar/media/post_attachments/uploadimage/library/16_9/16_9_0/Panchang_1721442146.jpg)
Panchang
ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି- ୧୪ଶୀ ସନ୍ଧ୍ୟା ୦୫.୫୯ ଗତେ ପୂର୍ଣ୍ଣିମା ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୧.୪୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ-
ଦିବା- ୧୦.୧୫ ରୁ ୦୧.୧୧
ରାତ୍ରି- ୦୮.୩୫ ରୁ ୧୦.୪୭
ରାତ୍ରି- ୧୨.୧୫ ରୁ ୦୧.୪୨
ରାତ୍ରି- ୦୨.୨୬ ରୁ ୦୩.୫୪
ଅଶୁଭ ସମୟ-
ରାହୁକାଳ- ଦିବା ୦୮.୩୭ ରୁ ୧୦.୧୫
କାଳବେଳା- ପ୍ରାତଃ ୦୫.୨୧ ରୁ ୦୬.୫୯ ଓ ଦିବା ୦୪.୪୬ ରୁ ୦୬.୨୪
ବାରବେଳା- ଦିବା ୦୧.୩୦ ରୁ ୦୩.୦୮
କାଳରାତ୍ରି- ସନ୍ଧ୍ୟା ୦୬.୨୪ ରୁ ୦୭.୪୬ ଓ ରାତ୍ରି ୦୪.୦୦ ରୁ ୦୫.୨୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)