• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୨ଶୀ ରାତ୍ରି ୧୧.୫୯ ଗତେ ୧୩ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୧.୫୯ ପର୍ଯ୍ୟନ୍ତ

ଶୁଭ ସମୟ

ପ୍ରାତଃ- ୦୬.୨୬ ରୁ ୦୭.୪୮

ଦିବା- ୦୯.୨୦ ରୁ ୧୧.୩୧

ରାତ୍ରି- ୦୭.୫୬ ରୁ ୧୦.୧୪

ରାତ୍ରି- ୦୨.୫୭ ରୁ ୦୩.୪୯

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ ଏହି ଦିଗକୁ କେବେ ବି ବନ୍ଦ କରନ୍ତୁ ନାହିଁ; ଆସିବ ଆର୍ଥିକ ସମସ୍ୟା

ଅଶୁଭ ସମୟ

ରାହୁକାଳ - ପ୍ରାତଃ ୦୭.୪୮ ରୁ ୦୯.୧୦

କାଳବେଳା- ପ୍ରାତଃ ୦୭.୪୮ ରୁ ୦୯.୧୦

ବାରବେଳା- ଦିବା ୦୨.୩୬ ରୁ ୦୩.୫୭

କାଳରାତ୍ରି- ରାତ୍ରି ୧୦.୧୪ ରୁ ୧୧.୫୩