• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୈାର ଧନୁମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୦୭ ରବିବାର

ଚନ୍ଦ୍ର- ତୁଳା ଦିବା ୦୪.୦୧ ଗତେ ବିଛା 

ତିôଥ- ୧୧ଶୀ ରାତ୍ରି ୧୨.୪୬ ୧୨ଶୀ

ଘାତଚନ୍ଦ୍ର- ନାସ୍ତି 

ଘାତବାର- ମେଷ ରାଶିର

ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୦୬ ଗତେ ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୨.୪୬ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭ ସମୟ

ପ୍ରାତଃ- ୦୭.୧୦ ରୁ ୦୯.୨୦ 

ଦିବା- ୦୧.୧୪ ରୁ ୦୩.୦୮

ଦିବା- ୦୩.୫୧ ରୁ ୦୩.୫୭

ରାତ୍ରି- ୦୭.୫୬ ରୁ ୦୯.୪୧

ରାତ୍ରି- ୧୨.୧୯ ରୁ ୦୧.୩୧

ରାତ୍ରି- ୦୩.୦୯ ରୁ ୦୬.୨୬

ଅଶୁଭ ସମୟ

ରାହୁକାଳ - ଦିବା ୦୩.୫୭ ରୁ ୦୫.୧୮

କାଳବେଳା- ଦିବା ୧୧.୫୨ ରୁ ୦୧.୧୪

ବାରବେଳା- ଦିବା ୧୦.୩୧ ରୁ ୧୧.୫୨

କାଳରାତ୍ରି- ରାତ୍ରି ୦୧.୩୧ ରୁ ୦୩.୦୯