Advertisment

ସୁକତେଲ ବାହାନା..ନେତା ମାରୁଛନ୍ତି ତେଲ

୨୩ ବର୍ଷର ସଂଘର୍ଷ ପରେ, ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଉଦଘାଟିତ ହେଲେ.. ସତ, କିନ୍ତୁ ପ୍ରକଳ୍ପ କାମ ଏବେ ବି ସରିନି..ସେପଟେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ଭୋଟ ପୂର୍ବରୁ ନେତାଙ୍କ ମହୁ ଲଗା ପ୍ରତିଜ୍ଞା ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଛି..

author-image
Swadesi Megha Mallhar Prusty

୨୩ ବର୍ଷର ସଂଘର୍ଷ ପରେ, ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଉଦଘାଟିତ ହେଲେ.. ସତ, କିନ୍ତୁ ପ୍ରକଳ୍ପ କାମ ଏବେ ବି ସରିନି..ସେପଟେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ଭୋଟ ପୂର୍ବରୁ ନେତାଙ୍କ ମହୁ ଲଗା ପ୍ରତିଜ୍ଞା ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଛି..କିଏ ବିସ୍ଥାପିତଙ୍କୁ ମୁଣ୍ଡିଆ ମାରିଲାଣି ତ କିଏ ବିସ୍ଥାପିତଙ୍କ ଦୁଃଖ ନିଜ ଦୁଃଖ ଭଳି ଭାଷଣ ଦେଲାଣି.. ଆଗକୁ ଭୋଟ ବୋଲି ଦେଖିବାକୁ ମିଳୁଛି କି ଏମିତି ରାଜନୀତି ! 

Advertisment
Bolangir Politics Construction
Advertisment
Advertisment