ଦୀର୍ଘ ସାତବର୍ଷ ପୂର୍ବରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ନେଇ ନୋଟିଫିକେସନ ହୋଇଛି। ହେଲେ ଆଜି ଯାଏ ଏହା କେବଳ ସାଇନବୋର୍ଡରେ ସୀମିତ ରହିଛି।
Published By: Sujit kumar Swain
Last updated: 13 October 2024, 09:39 PM IST
ଉଜ୍ବଳା ଯୋଜନାରେ ଠକେଇ ! ଗ୍ୟାସ୍ ସିଲିଣ୍ଡର ଦେଇ ନେଇଗଲେ ଟଙ୍କା । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ବାହାନଗା ବ୍ଲକ ଅଞ୍ଚଳରୁ ।