Advertisment

ରତ୍ନଗର୍ଭା କେନ୍ଦୁଝର ମାଟିରେ ଚାଲିଛି ସୁନାର ସନ୍ଧାନ

ରତ୍ନଗର୍ଭା କେନ୍ଦୁଝର ମାଟିରେ ଚାଲିଛି ସୁନାର ସନ୍ଧାନ। ତେଲକୋଇ ଓ ବାଂଶପାଳ ବ୍ଲକର କିଛି ସ୍ଥାନରେ ସୁନାର ସନ୍ଧାନ ନେଇ ସଂକେତ ମିଳିବା ପରେ, ସେଠାରେ ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ଭେ ଜାରି ରହିଛି। ତେବେ କେମିତି ହୁଏ ସୁନାର ସନ୍ଧାନ, ସୁନାଖଣି ଜଙ୍ଗଲକୁ ଯାଇ ଏହି ପ୍ରକ୍ରିୟାକୁ କ୍ୟାମେରାରେ କଏଦ କରିଛି ଓଟିଭି । ଦେଖନ୍ତୁ ଏହି ବିଶେଷ ରିପୋର୍ଟ ।...

author-image
Sujit kumar Swain

Gold
Advertisment
Advertisment