Advertisment

ରାସ୍ତାରେ ଜଗିଛି ଯମ

ଭଲ ଭାବେ ଦେଖନ୍ତୁ ଏ ରାସ୍ତାର ଅବସ୍ଥା। ଏହାକୁ ରାସ୍ତା କହିବା ନାଁ ମରଣ ଯନ୍ତା। ରାସ୍ତା ସାରା ଖାଲଖମା ଭର୍ତ୍ତି, ବଡ଼ ବଡ଼ ଗାତ ସୃଷ୍ଟି ହୋଇ ସେଥିରେ ବର୍ଷାପାଣି ଜମିରହିଛି। କହିବାକୁ ଗଲେ ଏଠି ପାଦେ ପାଦେରେ ରହିଛି ବିପଦ।

author-image
Sonali Ojha

Road Problem
Advertisment
Advertisment