Advertisment

ଆଜି ଶ୍ରାବଣ ସୋମବାର: ଲିଙ୍ଗରାଜଙ୍କ ପୀଠରେ କାଉଡ଼ିଆଙ୍କ ଭିଡ଼...ଦେଖନ୍ତୁ ଫଟୋରେ ଖବର

ଆଜି ଶ୍ରାବଣ ସୋମବାର । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ପ୍ରସିଦ୍ଧ ଲିଙ୍ଗରାଜ ପୀଠରେ ସକାଳୁ ସକାଳୁ ଭିଡ଼ ଦେଖିବାକୁ ମିଳିଛି । ଶ୍ରାବଣରେ ମନସ୍କାମନା ପୂରଣ ପାଇଁ ମହାଦେବଙ୍କୁ ଜଳଲାଗି କରିବାକୁ ଦୂର ଦୂରାନ୍ତରୁ ଶୈବପୀଠକୁ ପାଣି ଆଣି ଆସିଛନ୍ତି କାଉଡ଼ିଆ । ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଜଳ ଲାଗି ପାଇଁ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି ।

author-image
Sonali Ojha
Lingaraj

Lingaraj

Kanwariyas
Advertisment
Advertisment