Advertisment

Panchang Today 31st July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର। ଚନ୍ଦ୍ର- ବୃଷ ରାତ୍ରି ୧୦.୧୬ ଗତେ ମିଥୁନ। ତିଥି- ୧୧ଶୀ ଦିବା ୦୩.୫୫ ଗତେ ୧୨ଶୀ। ଘାତଚନ୍ଦ୍ର- ବିଛା ରାଶିର ରାତ୍ରି ୧୦.୧୬ ଗତେ କନ୍ୟା ରାଶିର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ଦିବା ୦୩.୫୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।

author-image
Sonali Ojha
ଅଦ୍ୟତନ ହୋଇଛି
Panchanga In Odia

Panchanga

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ବୁଧବାର। ଚନ୍ଦ୍ର- ବୃଷ ରାତ୍ରି ୧୦.୧୬ ଗତେ ମିଥୁନ। ତିଥି- ୧୧ଶୀ ଦିବା ୦୩.୫୫ ଗତେ ୧୨ଶୀ। ଘାତଚନ୍ଦ୍ର- ବିଛା ରାଶିର ରାତ୍ରି ୧୦.୧୬ ଗତେ କନ୍ୟା ରାଶିର। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ଦିବା ୦୩.୫୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।

Advertisment

ଶୁଭ ସମୟ 
ପ୍ରାତଃ- ୦୫.୨୫ ରୁ ୦୭.୦୯
ଦିବା- ୧୦.୧୬ ରୁ ୧୧.୨୭
ଦିବା-୦୨.୦୧ ରୁ ୦୫.୨୮
ସନ୍ଧ୍ୟା-୦୭.୦୪ ରୁ ୧୦.୪୬
ରାତ୍ରି-୦୧.୪୪ ରୁ ୦୨.୩୯
ରାତ୍ରି-୦୪.୦୨ ରୁ ୦୫.୨୬

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭ ସମୟ 
ରାହୁକାଳ- ଦିବା ୧୧.୫୨ ରୁ ୦୧.୨୯
କାଳବେଳା- ଦିବା ୦୮.୩୯ ରୁ ୧୦.୧୬
ବାରବେଳା- ଦିବା ୧୧.୫୨ ରୁ ୦୧.୨୯
କାଳରାତ୍ରି- ରାତ୍ରି ୦୨.୩୯ ରୁ ୦୪.୦୨

Advertisment
Panchang
Advertisment
Advertisment