/odishatv-khabar/media/post_attachments/uploadimage/library/16_9/16_9_0/Panchang_1727749786.jpg)
Panchang
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ରବିବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୫.୩୩ ଗତେ ବିଛା । ତିଥି- ୩ୟା (ମଳ)ପ୍ରାତଃ ୦୭.୪୯ ଗତେ ଅନୁରାଧା ଘାତଚନ୍ଦ୍ର- ନାସ୍ତି ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୧୦ ଗତେ ୧ ପାଦ କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ-
ପ୍ରାତଃ- ୦୬.୨୯ ରୁ ୦୮.୫୦
ଦିବା- ୦୧.୦୨ ରୁ ୦୩.୦୫
ଦିବା - ୦୩.୫୨ ରୁ ୦୩.୫୮
ରାତ୍ରି - ୦୭.୫୩ ରୁ ୦୯.୩୨
ରାତ୍ରି- ୧୧.୫୯ ରୁ ୦୧.୦୬
ରାତ୍ରି- ୦୨.୩୮ ରୁ ୦୫.୪୨
ଅଶୁଭ ସମୟ-
ରାହୁକାଳ- ଦିବା ୦୩.୫୮ ରୁ ୦୫.୨୬
କାଳବେଳା- ଦିବା ୧୧.୩୪ ରୁ ୦୧.୦୨
ବାରବେଳା- ଦିବା ୧୦.୦୬ ରୁ ୧୧.୩୪
କାଳରାତ୍ରି- ରାତ୍ରି ୦୧.୦୬ ରୁ ୦୨.୩୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)