ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ମେଲାଣି ନେଲେ ମା’ ଦଶଭୂଜା। ଶାରଦୀୟ ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ୍ରା ହୋଇଛି। ପୌରୁଷ ଓ ବୀରତ୍ୱର ପ୍ରତୀକ ନାଗା ଶ୍ରୀକ୍ଷେତ୍ରରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଛନ୍ତି। ଗୋଷାଣୀ ଏବଂ ନାଗା ପୂଜା ପୁରୀରେ ସ୍ବତନ୍ତ୍ର ଓ ନିଆରା ପରମ୍ପରା ରହିଛି। ଦେଖନ୍ତୁ ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ୍ରାର କିଛି ଝଲକ୍...
Published By: Sonali Ojha
Last updated: 15 October 2024, 11:30 AM IST
ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ
ବାଦ୍ୟ ଓ ରୋଷଣୀରେ କମ୍ପିଲା ଶ୍ରୀକ୍ଷେତ୍ର
ଭସାଣି ପାଇଁ ବିରାଟ ପଟୁଆର
ପୁଣି ଅପେକ୍ଷା ଆର ବରଷକୁ
ଦେବସଭା ପାଇଁ ସିଂହଦ୍ୱାର ଅଭିମୁଖେ ଯାଉଛି ମେଢ
ଜମିଲା ଗୋଷାଣୀ ଯାତ୍ରା
ବିସର୍ଜନ ହେବେ ଆକର୍ଷଣୀୟ ନାଗା ମେଢ ମୂର୍ତ୍ତି
ଗୋସାଣି ଯାତ୍ରାରେ କମ୍ପିଲା ଶ୍ରୀକ୍ଷେତ୍ର