ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଉଡ଼ନ୍ତା ଆତଙ୍କକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ । ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ । କେବଳ ଉଡ଼ାଣ ନୁହେଁ, ଡ୍ରୋନ୍ ରଖିବା, ବିକାକିଣା ଓ ପରିବହନ ଉପରେ ବି ନିଷେଧା ଦେଶ ଲାଗିଛି । ଯେଉଁମାନଙ୍କର…
ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ଜୋର ଧରିଲା ରାଜନୀତି । ୫୯ ହଜାର କୋଟିର ଏହି ଚୁକ୍ତିର ତଦନ୍ତ କରିବାକୁ ଫ୍ରାନ୍ସ ସରକାର ବିଚାରପତି ନିଯୁକ୍ତ କରିବା ପରେ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ରାଫେଲ ରାଜିନାମାରେ ବ୍ୟାପକ ଦୁର୍ନୀତି…
କେନ୍ଦ୍ରାପଡ଼ା: ମଝି ନଈରେ ପୋଲିସ-ଅଭିଯୁକ୍ତ ଛକାପଞ୍ଝା । ଏକ ମନ୍ଦିରରୁ ମୂର୍ତ୍ତି ଚୋରି ମାମଲାରେ ଅଭିଯୁକ୍ତକୁ ଧରିବାକୁ ଯାଇ ନାକେଦମ୍ ପୋଲିସ୍ । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ନଈ ଭତରେ ପୋଲିସ-ଅଭିଯୁକ୍ତ ମଧ୍ୟରେ ଚାଲିଥିଲା ପହଁରା…
ଭୁବନେଶ୍ୱର: ବିଜେଡିରେ କୁହୁଳୁଛି କି ଦଳୀୟ ଅସନ୍ତୋଷ ? କିଛି ନେତା ଦଳରେ ପ୍ରଭାବ ବିସ୍ତାର କରିଥିବା ବେଳେ ଅନ୍ୟମାନେ ନିଜକୁ କୋଣଠେସା ମନେ କରୁନାହାନ୍ତି ତ ? ବିଧାୟକ ସୌମ୍ୟରଞ୍ଜନଙ୍କ ବିଷୋଦଗାର ପରେ ସାଂସଦ ଭର୍ତ୍ତୃହରିଙ୍କ କଟାକ୍ଷ ଏଭଳି ଚର୍ଚ୍ଚାକୁ…
ଭୁବନେଶ୍ୱର: ୨୦ ଜିଲ୍ଲାକୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ସତ୍ତ୍ୱେ ସେବା ଠପ୍ । ଅନୁମତିର ୪ ଦିନ ପରେ ବି ରାଜ୍ୟରେ ସ୍ୱାଭାବିକ ହୋଇପାରିନି ବସ୍ ଚଳାଚଳ । ରାଜ୍ୟର ସବୁ ପ୍ରମୁଖ ସହରର ବଡ଼ ବଡ଼…
ଭୁବନେଶ୍ୱର: ଉପକୂଳ ଓ ଉତ୍ତର ଓଡ଼ିଶାରେ ଆଖିଦୃଶିଆ ଭାବେ ଖସୁନି କୋଭିଡ୍ ସଂକ୍ରମଣ ହାର । ଯାହାକୁ ନେଇ ଏବେ ଟେନସନ୍ରେ ରାଜ୍ୟ ସରକାର । କଟକକଣା ସତ୍ତ୍ୱେ ସ୍ଥିତିରେ କାହିଁକି ବଡ଼ ଧରଣର ସୁଧାର ଆସୁନାହିଁ, ତାର ଅନୁଧ୍ୟାନ ପାଇଁ…
ଭୁବନେଶ୍ୱର: ଅଧଘଣ୍ଟାର ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ । ଆଜି ଅପରାହ୍ନରେ ହଠାତ୍ ରାଜଧାନୀ ଭୁବନେଶ୍ୱର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଏହା ପରେ ହଠାତ୍ ମୁଷଳ ଧାରାରେ ବର୍ଷିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ଅଧ…
ବାଲେଶ୍ୱର: ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଜଣେ ମହିଳା । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ ।…
ବିଗ୍ ବି’ଙ୍କ ଘରେ ବୁଲିବ ବୁଲଡୋଜର । ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ବଙ୍ଗଳା । ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଥମ ବଙ୍ଗଳା ପ୍ରତୀକ୍ଷାର କିଛି ଅଂଶ ଭାଙ୍ଗିବାକୁ ଯାଉଛି ବିଏମସି । ବିଗ ବି’ଙ୍କ ବଙ୍ଗଳା ଥିବା ସନ୍ଥ ଜ୍ଞାନେଶ୍ୱର…
ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟ୍ରେ ବଡ଼ ଧରଣର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର୍ । ମୋଦି ସରକାରର ଦ୍ୱିତୀୟ ପାଳିକୁ ୟା ଭିତରେ ଦୁଇ ବର୍ଷ ପୂରି ସାରିଥିଲେ ବି ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ଆବଶ୍ୟକତାଠୁ ବହୁ କମ୍ ମନ୍ତ୍ରୀରେ…
ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି । ନିଲମ୍ବିତ ଜଣେ ପୋଲିସ ASIଙ୍କ ମାମାଲାକୁ ରଫାଦଫା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଛି…
ଭୁବନେଶ୍ୱର: ଦିନେ ଅଭିନୟ କରି ଅନ୍ୟକୁ ହସାଉଥିଲେ । ଆଜି ହସିବାର ଅଭିନୟ କରିବାକୁ ପଡୁଛି । ଦିନେ ଲୋକଙ୍କର ମନୋରଞ୍ଜନ କରୁଥିଲେ । ଆଜି ସେଇ ଲୋକଙ୍କ ସହାୟତା ଅପେକ୍ଷାରେ କଟୁଛି ଜୀବନ । ସେହି କଳାକାର ଜରକ ହେଉଛନ୍ତି…
ମୋହନା: ରେଶମ ଶିଳ୍ପର ବିକାଶ ସହ ଚାଷୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । କିନ୍ତୁ ସରକାରୀ ପ୍ରତ୍ସାହନ ଅଭାବରୁ ଏବେ ବହୁ ରେଶମ ଚାଷୀ ଚାଷ…
ପୁରୀ: ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରେସ୍ମିଟ୍ । କୋଭିଡ୍ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା । ଗତବର୍ଷ ଭଳି କେବଳ ସେବାୟତ ମାନେ ହିଁ ଟାଣିବେ ରଥ । ରଥଟଣା ବେଳେ ସେବାୟତମାନଙ୍କୁ…
ପୁରୀ: ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧା ମୂରତୀ, ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏବେ ଅନବସର ଘରେ ଥିବା ଶ୍ରୀଜୀଉଙ୍କ ଲାଗି ଦେଉଳି…
ଭୁବନେଶ୍ୱର: ଚାଷୀଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ । ଚାଷୀଙ୍କ ଠାରୁ ଏବେ ଆଉ ଧାନ କିଣିବେନି ରାଜ୍ୟ ସରକାର । କେନ୍ଦ୍ର କୋଟ୍କୁ ବଲ ଗଡ଼େଇ ନିଜ ଧୂଳି ଝାଡ଼ିଦେଲେ ରାଜ୍ୟ ସରକାର । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର…
ନବରଙ୍ଗପୁର: ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାମ । ଖୋଦ ଶିକ୍ଷା ବିଭାଗ ପକ୍ଷରୁ ହୋଇଛି ଏଭଳି ଚିଠି । ଏଭଳି ତ୍ରୁଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗରେ । ଡାବୁଗାଁ ବ୍ଲକ…
ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନର ଅବସ୍ଥା କିପରି ଅଛି ? ଏନେଇ ହେବ ଲେଜର ସ୍କାନିଂ । ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି ସହ ରତ୍ନ ସିଂହାସନର ଡକ୍ୟୁମେଣ୍ଟେସନ୍ ହେବ । ଲେଜର ସ୍କାନିଂ ଦ୍ୱାରା ଗର୍ଭଗୃହ ଓ ଜଗମୋହନର ମରାମତି…
କେନ୍ଦ୍ରାପଡ଼ା: ମୃତଦେହକୁ ମିଳିଲାନି ଷ୍ଟ୍ରେଚର । ମା’ର ମୃତଦେହକୁ କାନ୍ଧରେ ବୋହିଲା ପୁଅ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡେରାବିଶ ଥାନା ବରାହିଲୋ ଗାଁର ୮୨ ବର୍ଷୀୟା ବୃଦ୍ଧା ଦୁଖୀ ପଣ୍ଡାଙ୍କ…
ଭୁବନେଶ୍ୱର: କୋଲକାତା ଏୟାରପୋର୍ଟର ଡମ୍ପିଂୟାର୍ଡରେ ଡାକୋଟା । ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ । ଯେଉଁଥିରେ ଡଚ୍ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦେଶରୁ ଭାରତକୁ ଉଡ଼ାଇ ଆଣିଥିଲେ, ୧୯୪୭ରେ ଶ୍ରୀନଗରରୁ-ପାକ୍ ଶତ୍ରୁ ସେନା ବଳୟରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ…