• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Abash Scheme
ପକ୍କାଘର ବାଲାଙ୍କୁ ଆବାସ ନଦେବାରୁ ପିଇଓଙ୍କୁ ମାଡ଼ ମାରିଲେ, ବଦ୍ରି ପାତ୍ରଙ୍କ ପୁଅ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏତେ ବାଟବଣା ଯେ, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀରେ ଘର ଖଣ୍ଡେ ପାଇଁ ଅନାଇ ବସିଛନ୍ତି ଶହ ଶହ ବିପନ୍ନ । ତେଣେ କେନ୍ଦୁଝରରେ ଧନୀ ଲୋକଙ୍କୁ ତାଲିକାରେ ରଖା ନଯିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ...

Corona
କରୋନା ବଢ଼ାଇଲା ଚିନ୍ତା, ୪ ଦିନରେ ୪୭୬ ଶିଶୁ ଆକ୍ରାନ୍ତ

କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆଉ ୧୩୮ ପିଲା। ୪ ଦିନରେ ୪୭୬ ଆକ୍ରାନ୍ତ ହେବା ବଢ଼ାଇଛି ଚିନ୍ତା

Dutee With Modi
ଓଡ଼ିଆ ଆଥଲେଟ୍ ଦୁତୀ ଚାନ୍ଦଙ୍କ ସହ ମୋଦିଙ୍କ ଆଲୋଚନା

ଅଲିମ୍ପିକ୍ସ ହିରୋଙ୍କୁ ଗତ ୧୬ ତାରିଖରେ ସମ୍ବର୍ଦ୍ଧନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବାସଭବନରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଏବଂ ଅନ୍ୟ ଅଲିମ୍ପିଆନ୍ସଙ୍କୁ ଭେଟିଥିଲେ । ତେବେ ଏହାରି ଭିତରେ ଓଡ଼ିଆ ଆଥଲେଟ୍ ଦୁତୀ ଚାନ୍ଦଙ୍କ ସହ ମୋଦିଙ୍କ ବାର୍ତାଳାପର କିଛି ଅଂଶ ।

ACF Soumyaranjan
ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ପରେ ତହସିଲଦାରଙ୍କୁ ପଚରାଉଚରା !

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଜେରାର ତୃତୀୟ ଦିନରେ ଆଜି CDMO କାର୍ଯ୍ୟାଳୟ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍ ।

Brown Sugar
ଏଠାରେ କୁଟୀର ଶିଳ୍ପ ପାଲଟିଲାଣି ଧଳା ଜହର କାରବାର, ମହିଳା ଓ ଶିଶୁ ସାଜିଛନ୍ତି ମାଫିଆଙ୍କ ଢ଼ାଲ..

କେତେବେଳେ ଚା ପ୍ୟାକେଟ୍‌ରେ ତ କେତେବେଳେ ପରିବା ଟ୍ରକ୍‌ରେ ା ବେଙ୍ଗଲ୍ ମୁର୍ଶିଦାବାଦ୍‌ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର ।

Abash Scheme
ପକ୍କା ଘର ବାଲାଙ୍କୁ ଆବାସ ନଦେବାରୁ ପିଇଓଙ୍କୁ ମାଡ଼, ବଦ୍ରି ପାତ୍ରଙ୍କ ପୁଅ ନାଁରେ ଅଭିଯୋଗ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେମିତି ବାଟବଣା, ଯେତେ ବଖାଣିଲେ ସରୁନି । ଫନି ବାତ୍ୟାର ଦୁଇବର୍ଷ ପରେ ବି ପୁରୀ ଜିଲ୍ଲାର ଶହ ଶହ ବିପନ୍ନ କଚ୍ଚା ଓ ଜରିପାଲ ଘରେ ଦୁର୍ଦ୍ଦିନରେ ଥାଇ ସରକାରୀ ଘର ଖଣ୍ଡେ ପାଇଁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି ।...

afghanistan
ତାଲିବାନୀ ଶାସନ 2.0ରେ, କଣ ହେବ ମହିଳାଙ୍କ ଭବିଷ୍ୟତ ? ରାସ୍ତାକୁ ଓହ୍ଲାଇ ହକ୍‌ ମାଗିଲେଣି..

ତାଲିବାନୀ ଶାସନ 2.0ରେ, କଣ ହେବ ମହିଳାଙ୍କ ଭବିଷ୍ୟତ ? ପୁଣି ଅନ୍ଧାର ଭିତରେ ମିଳେଇ ଯିବନି ତ ହସ, ଖୁସି ଏବଂ ଗତ ୨୦ ବର୍ଷରେ ହାସଲ କରିଥିବା ଶିକ୍ଷାଗତ ଓ ପେଶାଗତ ସଫଳତା ?

Afghanistan
ଭୟ, ଆତଙ୍କ, ଅନିଶ୍ଚିତତା ! ତାଲିବାନକୁ ଚ୍ୟାଲେଞ୍ଜ ଦେଇଛନ୍ତି ଉପରାଷ୍ଟ୍ରପତି ଅମରୁଲ୍ଲା ସାହ୍ଲେ

ଭୟ, ଆତଙ୍କ, ଅନିଶ୍ଚିତତା । ତାଲିବାନର କବ୍‌ଜା ପରେ ରାଜଧାନୀ କାବୁଲ ସମେତ ସମଗ୍ର ଆଫ୍‌ଗାନିସ୍ତାନରେ ଅବିଶ୍ୱାସର ବାତାବରଣ । କଟ୍ଟର ପ୍ରବୃତ୍ତି ଛାଡି ମାନବୀୟ ଢଙ୍ଗରେ ଶାସନ କରିବାକୁ ତାଲିବାନର ପ୍ରତିଶ୍ରୁତିକୁ ଗ୍ରହଣ କରିପାରୁନାହାନ୍ତି ଦେଶବାସୀ ।

Afghanistan People Protest
ଧୀରେ ଧୀରେ ପଦାକୁ ଆସୁଛି ତାଲିବାନର ଅସଲ ଚେହେରା

ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଅସଲ ଚେହେରା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ଆଜି ତାଲିବାନ ସଂଗଠନର ସଦସ୍ୟମାନେ ସରକାରୀ ଅଫିସରେ ଦେଶର ଜାତୀୟ ପତାକା ଲଗାଇବା ଦାବିରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ଆଖି ବୁଜା ଗୁଳିମାଡ଼ କରିଛନ୍ତି ।

Odisha sees 1193 new corona positive cases
ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ, ତଥାପି ଥମୁନି ସଂକ୍ରମଣ

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଯାଏଁ ରାଜ୍ୟରେ ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି ।

lekhashree
ସ୍ମାର୍ଟ ହେଲ୍‌ଥ କାର୍ଡକୁ ଲେଖାଶ୍ରୀଙ୍କ ସମାଲୋଚନା, କହିଲେ ହିସାବ ଦିଅ କେତେ ରୋଗୀଙ୍କ ପାଇଁ କେତେ ଖର୍ଚ୍ଚ ହୋଇଛି

ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ କାର୍ଡ ଯୋଜନାକୁ ସମାଲୋଚନା କଲା ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ୪ ମାସ ଭିତରେ ୧ କୋଟି ୮୨ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ମିଳିଛି ବୋଲି ସରକାର...

Plus Two Student
ଏଣିକି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମଧ୍ୟ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ

ଏଣିକି ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ୟୁଟ୍ୟୁବ୍‌ରେ ପାଠ ପଢ଼ିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Afghan Women
ତାଲିବାନୀ ଶାସନ ବିରୋଧରେ, ନିଜ ହକ୍‌ ପାଇଁ ଆଫ୍‌ଗାନ୍‌ ମହିଳାଙ୍କ ଆନ୍ଦୋଳନ..

କାବୁଲ ରାଜରାସ୍ତାରେ ମହିଳାଙ୍କ ପ୍ରତିବାଦ । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମହିଳା ଅଧିକାର ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କିଛି ମହିଳା । ବୁର୍ଖା ପିନ୍ଧି ମହିଳାଙ୍କ ଅଧିକାର ପାଇଁ ହାତରେ ପ୍ଲାକାର୍ଡ ଧରି ଏମାନେ ଦାବି କରିଛନ୍ତି ।

Joe Biden
ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନେଇ ବାଇଡେନ୍‌ଙ୍କ ବଡ଼ ବୟାନ୍‌

ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଠିକ୍ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନିସ୍ତାନ ଉପରେ ଆତଙ୍କବାଦୀ ସଂଗଠନର ତାଲିବାନର କବ୍‌ଜା ଓ କାବୁଲରୁ ଆସୁଥିବା ଭୟଙ୍କର ବିଶୃଙ୍ଖଳା ।

Kiss
KISSକୁ ବଡ଼ ଝଟ୍‌କା, ମୁହଁ ଫେରାଇନେଲା WAU

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ ବା କିସ୍‌ରେ ହେବନି ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ । ନିଜେ ଏକଥା ସ୍ପଷ୍ଟ କରିଛି ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନ ବା WAU ।

Arvind Kejriwal
ସରଗରମ ଉତ୍ତରାଖଣ୍ଡ ରାଜନୀତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍‌

ତେବେ ଆଜି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଡେରାଡୁନ୍ ଗସ୍ତରେ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।

Haiti Earthquake
୧୧ ବର୍ଷ ପରେ ହାଇତିରେ ପୁଣି ପ୍ରକୃତିର ତାଣ୍ଡବ

୧୧ ବର୍ଷ ପରେ ହାଇତିରେ ପୁଣି ପ୍ରକୃତିର ତାଣ୍ଡବ । ଭୂ-କମ୍ପରେ ଛାରଖାର ହୋଇଯାଇଛି ଘରଦ୍ୱାର । ଧ୍ୱଂସସ୍ତୁପରେ ପରିଣତ ହୋଇଛି ଅନେକ ଅଟ୍ଟାଳିକା । ଅନେକ ସ୍ଥାନରେ ଗୋଟିଏ ଗୋଟିଏ ଗାଁ ପୁରା ନିଶ୍ଚିନ୍ନ ହୋଇଯାଇଥିବାର ଚିତ୍ର ସବୁ ସାମ୍ନାକୁ ଆସୁଛି ।

Afghanistan Student
ଓଡ଼ିଶାରେ ଥାଇ ଡରୁଛନ୍ତି ଆଫ୍‌ଗାନ୍‌ ଛାତ୍ର, ପରିବାରକୁ ନେଇ ଚିନ୍ତିତ ! ଶୁଣନ୍ତୁ...

ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ ।

Virat Kohli
IND vs ENG: ଲର୍ଡସ ଟେଷ୍ଟ ବିଜୟ ପରେ ବିରାଟଙ୍କ ନାଁରେ ନୂଆ ରେକର୍ଡ

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, ଏବେ ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ୱରେ ସୁବଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ଜିତିଥିବା ଅଧିନାୟକଙ୍କ ତାଲିକାର ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।