• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

vlcsnap-error887
ସମୁଦ୍ର କୂଳରୁ ବିରଳ ଡଲ୍‌ଫିନ୍‌ର ମୃତଦେହ ଉଦ୍ଧାର

ପାରାଦୀପ: ପାରାଦୀପ ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି । ମୃତ ଡଲଫିନର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ସାଢେ ୪ଫୁଟ ରହିଛି । ପେଟ ଧଳା ଥିବା ଏହି ସମ୍ପୂର୍ଣ୍ଣ…

vlcsnap-error134
ଟିକାକରଣ କେନ୍ଦ୍ରରେ ଦଳାଚକଟା, ଠେଲା ପେଲା

ମୁମ୍ବାଇ: ଟିକାକରଣ କେନ୍ଦ୍ରରେ ଦଳାଚକଟା, ଠେଲା ପେଲା । ଏଭଳି ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଔରଙ୍ଗାବାଦ ସ୍ଥିତ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏହି ଟିକାକରଣ କେନ୍ଦ୍ରରେ ଏତେ ଲୋକଙ୍କ ଭିଡ଼ ଜମିଥିଲା ଯେ ସେଠାରେ ଦଳାଚକଟା ଭଳି…

lightening
ବଜ୍ରପାତରେ ବାପ ମୃତ, ଝିଅ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁରରେ ଅଘଟଣ । ବଜ୍ରାଘାତରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅନନ୍ତ ଶବର । ସେ କାନ୍ଦୁଲ ଲଗାଇବା ପାଇଁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୩ଟା…

Capture 15
ରାଜ୍ୟରେ ଶିଶୁଙ୍କ ପାଇଁ ଆରମ୍ଭ ହେଲା ପିସିଭି ଟିକାକରଣ

ରାଜ୍ୟରେ ପିସିଭି ଟିକାକରଣ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ରାଜ୍ୟସ୍ତରୀୟ ନିମୋକୋକାଲ କଞ୍ଜୁଗେଟ ଭ୍ୟାକ୍ସିନର ଟିକାକରଣ, ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି । କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁଙ୍କୁ ନିମୋକୋକାଲ ରୋଗ ହେବାର ଆଶଙ୍କା ଦେଖା…

0040
ଆମ୍ବ ଡଜନକୁ ୧ ଲକ୍ଷ ୨୦ ହଜାର ଟଙ୍କା, ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆମ୍ବ ଡଜନକୁ ୧ ଲକ୍ଷ କୋଡିଏ ହଜାର ଟଙ୍କା । ଅର୍ଥାତ୍ ଗୋଟିଏ ଆମ୍ବର ମୂଲ୍ୟ ୧୦ ହଜାର ଟଙ୍କା । ଝାଡଖଣ୍ଡର ଜାମସେଦପୁର ଅଂଚଳରେ ଜଣେ ଛାତ୍ରୀ ଏହି ମୂଲ୍ୟରେ ବିକ୍ରି କରିଛନ୍ତି ଆମ୍ବ । ଏହି ଘଟଣା ପରେ…

Modi
ଜାମ୍ମୁ ଏୟାରପୋର୍ଟରେ ଆକ୍ରମଣ ଘଟଣା ପରେ ସେନାର ଆଧୁନିକୀକରଣ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜାମ୍ମୁ ଏୟାରପୋର୍ଟରେ ଥିବା ଭାରତୀୟ ବାସୁସେନା ଘାଟିରେ ଡ୍ରୋନ ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ପ୍ରତି ଆଗକୁ ରହିଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରାଯାଇଛି…

Marrege
ବିବାହ-ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ ! ଲୋକଙ୍କ ମନରେ ବଢ଼ିଲାଣି ଅସନ୍ତୋଷ

ଭୁବନେଶ୍ୱର: ବିବାହ ଓ ଶୁଦ୍ଧିକ୍ରିୟା ହେବ, ହେଲେ ଖୋଲିବନି ଲୁଗା ଦୋକାନ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ । କାରଣ ଉଭୟ କାର୍ଯ୍ୟ ଲାଗି ନୂଆ ଲୁଗା ଅପରିହାର୍ଯ୍ୟ । ଏଣେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନରୁ ଫାଇଦା ନେଉଛନ୍ତି…

samir mohanty
ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଆସନ୍ତା ଜୁଲାଇ ୧ ଓ ୨ରେ ରାଜ୍ୟର ସବୁ ମଣ୍ଡି ଓ ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଆଜି ଏକ…

Pahad Singh
ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ନବେ ଦଶକର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ । ୮୪ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଆରପାରିକୁ ଚାଲିଯାଇଛନ୍ତି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ…

Loot
ସାଇବର ଲୁଟ୍‌ରେ ସାମିଲ ମୋବାଇଲ ଓ ସିମ୍‌ ଦୋକାନୀ, ୧୦୦କି ୨୦୦ ନୁହେଁ ୧୭ ହଜାର ସିମ୍‌ ଜବତ !

ଭୁବନେଶ୍ୱର: ଆପଣ ଜାଣିନଥିବେ ହେଲେ ଆପଣଙ୍କ ନାଁରେ ଆକ୍ଟିଭ୍‌ ହୋଇଯାଇଥିବ ସିମ୍ । ଆଉ ସେହି ସିମ୍ ବ୍ୟବହାର କରି ଅପରାଧୀ କରୁଥିବେ ସାଇବର ଲୁଟ୍ । ରାଜ୍ୟ ସୀମା ଡେଇଁ ସାଇବର ଅପରାଧୀଙ୍କ ପାଖକୁ ଯାଉଥିଲା ଏଭଳି ପୁଳା ପୁଳା…

10th
ମାଟ୍ରିକ୍‌ ମୂଲ୍ୟାୟନକୁ ନେଇ ବିଭିନ୍ନ ଜିଲ୍ଲାରେ ଅସନ୍ତୋଷ, କାର୍ଯ୍ୟାଳୟକୁ ଧସେଇ ପଶିଲେ ଅଭିଭାବକ

ଭୁବନେଶ୍ୱର: କରୋନା ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କକୁ ନେଇ ଦୂର ହେଉନି ଅସନ୍ତୋଷ । ଗତକାଲି ଭଳି ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା, ଆନ୍ଦୋଳନକୁ ଓହ୍ଲାଇବା ସହ ନାରା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ…

coronavirus
କୋଭିଡ୍ ସଂକ୍ରମଣ ଯୋଗୁଁ ସାମ୍ନାକୁ ଆସିଲା ନୂଆ ଲକ୍ଷଣ !

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏବେ ମଳଦ୍ୱାରରୁ ରକ୍ତ ପଡୁଥିବା ନଜରକୁ ଆସିଛି । ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ସେମାନେ ସଂକ୍ରମିତ ହୋଇଥିବା ଦିଲ୍ଲୀ ସ୍ଥିତ ଶ୍ରୀଗଙ୍ଗାରାମ ହସ୍ପିଟାଲର ଯକୃତ ବିଭାଗ ମୁଖ୍ୟ…

T20-trophy
ଭାରତରେ ଖେଳା ଯିବନି ଟି-ଟ୍ୱେଣ୍ଟି ବିଶ୍ୱକପ୍‌"..

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଉପରେ ବିରାମ ଲାଗିଛି । ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି…

Capture 16
ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତି ଏକ ଐତିହାସିକ ଭୁଲ୍ : ଓଷ୍ଟା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ୍ ନିଷ୍ପତ୍ତିକୁ ସରକାରଙ୍କ ଏକ ଐତିହାସିକ ଭୁଲ୍ କହିଲା ଓଷ୍ଟା । ପରୀକ୍ଷା ମୂଲ୍ୟାୟନର ଆଧାରକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଦାବି କଲା ସଂଘ । ଅଫ୍‌ଲାଇନ୍ ପରୀକ୍ଷାରୁ ମୂଲ୍ୟାୟନ କରିବା ଉପରେ ଏବେ ମତ…

Capture 17
ଗଞ୍ଜେଇ ମାଫିଆଙ୍କୁ ଏବେ କିନ୍ନର ସାହାରା

ଭୁବନେଶ୍ୱର: ଗଞ୍ଜେଇ ମାଫିଆଙ୍କୁ ଏବେ କିନ୍ନର ସାହାରା । କିନ୍ନରଙ୍କ ସାହାରା ନେଇ ଏବେ ଗଞ୍ଜେଇ ବ୍ୟବସାୟୀ କରୁଛନ୍ତି ବେପାର । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଏବେ କିନ୍ନରଙ୍କୁ କରିଛନ୍ତି ମୋହରା । ତେବେ ଏହା ପଛର…

dutee-chand
ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦୌଡରେ ଅଲମ୍ପିଆନ୍ ଦୂତି ଚାନ୍ଦ

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦୌଡରେ ଅଲମ୍ପିଆନ୍ ଦୂତି ଚାନ୍ଦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ନାମକୁ କେନ୍ଦ୍ରକୁ ସୁପାରିଶ କରାଯାଇଛି । ସେହିଭଳି ଟୋକିଓ ଅଲମ୍ପିକ୍ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ବୀରେନ୍ଦ୍ର…

lord jagannath
ମରାମତି ହେବ ଶ୍ରୀଜିଉଙ୍କ ଅଳଙ୍କାର, ରଥଯାତ୍ରା ପୂର୍ବରୁ କାମ ସାରିବାକୁ ନିର୍ଦେଶ

ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା…

vlcsnap-error384
୨୫ ନୁହେଁ ୫ ପ୍ରତିଶତ ପାଇଁ ଘରୋଇ ହସ୍ପିଟାଲକୁ ଅନୁମତି ଦିଆଯାଉ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର: ପରିବର୍ତ୍ତିତ କୋଭିଡ ଗାଇଡ୍ ଲାଇନ୍‌ ଅନୁଯାୟୀ ଘରୋଇ ହସ୍ପିଟାଲ ମାନେ ସିଧାସଳଖ ୨୫ ପ୍ରତିଶତ ଟୀକା କମ୍ପାନୀ ମାନଙ୍କଠାରୁ କିଣି ପାରିବେ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୭ଟି ଘରୋଇ ହସ୍ପିଟାଲ ସିଧାସଳଖ କମ୍ପାନୀଠୁ ଟିକା ପାଇ ସାରିଛନ୍ତି ।…

rajnatha singh
ରାଜନାଥ ସିଂହ: ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍‌ ପ୍ରତିଶ୍ରୁତି ପୁରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତରେ ଯାଇ ପୂର୍ବତନ ସେନା କର୍ମଚାରୀଙ୍କୁ ଭେଟିଛନ୍ତି । ପୂର୍ବତନ ସେନା କର୍ମଚାରୀଙ୍କ ସୁବିଧା ପାଇଁ ମୋଦି ସରକାରଙ୍କ ପକ୍ଷରୁ ୱାନ୍‌ ରାଙ୍କ୍ ୱାନ୍‌ ପେନସନ ଯୋଜନା ଘୋଷଣା କରାଯାଇଛି । ଏହାଦ୍ୱାରା ପୂର୍ବତନ…

sbi
ସୁଯୋଗ ଦେଉଛି SBI, CSP ଖୋଲି କରିପାରିବେ ଭଲ ରୋଜଗାର ! ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଆପଣ ଯଦି ଚାକିରି ହରାଇଛନ୍ତି ଏବଂ ଏହି ସମୟରେ ରୋଜଗାର ପାଇଁ ଆପଣ କୌଣସି ବିକଳ୍ପ ଦେଖୁଛନ୍ତି, ତେବେ ଆପଣଙ୍କର ଏକ ଭଲ ସୁଯୋଗ ରହିଛି । ଏହି ସୁଯୋଗ ଦେଇଛି ଦେଶର ସର୍ବବୃହତ ସରକାରୀ…

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।