Bhubaneswar BJD
ଫାଳ ଫାଳ ହେଉଛି ଭୁବନେଶ୍ୱର ବିଜେଡି । ମଧ୍ୟ ଭୁବନେଶ୍ୱରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ । ବିଧାୟକ ବୁନୁଙ୍କ ପାଇଁ ବଢ଼ିଲା ଟେନସନ୍ ବିଏମ୍ସି ୩୭ ନମ୍ବର ୱାର୍ଡରୁ ସ୍ୱାଧୀନ ଭାବେ ଜିତି ପରେ ବିଜେଡିରେ ଯୋଗ ଦେଇଥିବା କର୍ପୋରେଟର ବନ୍ଦିତା ପାଲ, ଆଜି ହଠାତ୍ ଦଳକୁ ବାଏ ବାଏ କହିଛନ୍ତି। ଆଉ ତାର କିଛି ସମୟ ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ସିଧା ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ବା ବୁନୁଙ୍କୁ ନିଶାନା କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)